କନକ ବ୍ୟୁରେ : ଆଜି କୃଷକ ଆନ୍ଦୋଳନକୁ ପୂୁରିଲା ୨୮ ଦିନ । ଦିଲ୍ଲୀର ବିଯୁକ୍ତ ତାପମାତ୍ରା, ଖୋଲା ସଡକ ଅବ୍ୟବସ୍ଥିତ ଜୀବନ ଭିତରେ ଲକ୍ଷ ଲକ୍ଷ କୃଷକ । ହକ୍ ପାଇଁ ହତାସ ନହୋଇ ଦୃଢତାର ସହିତ ବସି ରହିଛନ୍ତି । ଆଉ ହିଂସା ନୁହେଁ ମଉଜ ମସ୍ତିରେ ସେମାନଙ୍କ ହକ୍ ନେଇ ଘରକୁ ଫେରିବେ ବୋଲି ଜିଦରେ ଅଟଳ ଅଛନ୍ତି । ଏହାରି ମଧ୍ୟରେ ୨୮ ଦିନ ବିତି ଯାଇଛି । ଏନେଇ ସରକାରContinue reading “କୃଷକ ଆନ୍ଦୋଳନକୁ ନେଇ ପୁଣି କୃଷକ ସଂଗଠନଙ୍କ ନିକଟକୁ ଚିଠି ଲେଖିଲେ ସକରାର । କୃଷକ ସଂଗଠନ କହିଲା ଆଲୋଚନା ପାଇଁ ପ୍ରସ୍ତୁତ , ହେଲେ ଦରକାର ସ୍ଥାୟୀ ସମାଧାନ”
Author Archives: Raghaba
ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି
କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଛି । ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତ ଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ପୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ାଯାଉଛି । ପରୀ ମୃତ୍ୟୁ ମାମଲରେ ଏଯାଁଏ ଜଣେ ଅଭିଯୁକ୍ତକୁ ଗିରଫ କରିଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାContinue reading “ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି”
ଶ୍ରେଣୀ ଗୃହ ପାଠପଢ଼ା ଓ ଅନଲାଇନ୍ ଶିକ୍ଷାଦାନ ଉଭୟ ରହିବ: ଅଜୟ ବାହାଦୂର ସିଂହ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ରାଜ୍ୟର ଗରିବ ପିଲାମାନଙ୍କ ଡାକ୍ତର ହେବା ସ୍ବପ୍ନ ସାକାର କରୁଛନ୍ତି ଜିନ୍ଦେଗୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଅଜୟ ବାହାଦୂର ସିଂହ। ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍ଲାଇନ୍ ଶିକ୍ଷା ଓ କରୋନା ମହାମାରୀର ପ୍ରଭାବ ଆଦି ଅନେକ ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି: ମହାମାରୀ ପରେ ଅନ୍ଲାଇନ୍ରେ ପାଠପଢ଼ା ବେଶ ଚର୍ଚ୍ଚିତ ହୋଇଛି। ଏ ବିଷୟରେ ଆପଣଙ୍କ ମତ କ’ଣ? କରୋନା ମହାମାରୀ ବ୍ୟାପିବା ପୂର୍ବରୁContinue reading “ଶ୍ରେଣୀ ଗୃହ ପାଠପଢ଼ା ଓ ଅନଲାଇନ୍ ଶିକ୍ଷାଦାନ ଉଭୟ ରହିବ: ଅଜୟ ବାହାଦୂର ସିଂହ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”
କାଲିଠୁ କାଳିଆ ଦର୍ଶନ : ସକାଳ ସାଢେ ୭ଟାରୁ ରାତି ୧୧ଟା ପାଇଁ ସେବାୟତଙ୍କ ପରିବାରକୁ କେବଳ ଦର୍ଶନ ଅନୁମତି
କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବ କାଳିଆ ଦର୍ଶନ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ହେବ । ୨୬ ତାରିଖରୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ସେବାୟତଙ୍କ ସହ ପୁରୀ ବାସୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିରର ୪ଟି ଦ୍ୱାର ମଧ୍ୟରୁContinue reading “କାଲିଠୁ କାଳିଆ ଦର୍ଶନ : ସକାଳ ସାଢେ ୭ଟାରୁ ରାତି ୧୧ଟା ପାଇଁ ସେବାୟତଙ୍କ ପରିବାରକୁ କେବଳ ଦର୍ଶନ ଅନୁମତି”
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍’ର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ; ଆବେଦନର ଶେଷ ତାରିଖ ଜାନୁଆରି ୬…୧୫ରେ ପୁରସ୍କାର ବିତରଣ ଉତ୍ସବ
କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍’ର ଆୟୋଜନ କରାଯାଉଛି। ଏହାର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଶାରୁ ଆରମ୍ଭ କରିଥିବା ଏବଂ ଓଡ଼ିଶା ବାହାରେ ପ୍ରସାର ଲାଭ କରିଥିବା ଉଦ୍ୟୋଗ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଶତାଧିକ ଆବେଦନକାରୀଙ୍କ ମଧ୍ୟରୁ ବିଜେତା ନିର୍ଣ୍ଣୟ କରୁଛନ୍ତି ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ବନାମଧନ୍ୟContinue reading “ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍’ର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ; ଆବେଦନର ଶେଷ ତାରିଖ ଜାନୁଆରି ୬…୧୫ରେ ପୁରସ୍କାର ବିତରଣ ଉତ୍ସବ”
ବିଜେପି ସହିତ ଚାଲିଥିବା ଲଢେଇ ମଧ୍ୟରେ ଶରଦ ପାୱାରଙ୍କ ସହ ମମତାଙ୍କ ଆଲୋଚନା । ତୁରନ୍ତ ହୋଇପାରେ ସବୁ ବିରୋଧୀ ଦଳ ନେତା ମାନଙ୍କ ସହ ବୈଠକ ।
କନକ ବ୍ୟୁରୋ : ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି କି ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିରୋଧୀ ଶାସିତ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି । ଏନସିପି ର ରାଷ୍ଟ୍ରୀୟ ପ୍ରବକ୍ତା ନୱାବ ମଲ୍ଲିକ୍ କହିଛନ୍ତି କି ମମତା ବାନାର୍ଜୀContinue reading “ବିଜେପି ସହିତ ଚାଲିଥିବା ଲଢେଇ ମଧ୍ୟରେ ଶରଦ ପାୱାରଙ୍କ ସହ ମମତାଙ୍କ ଆଲୋଚନା । ତୁରନ୍ତ ହୋଇପାରେ ସବୁ ବିରୋଧୀ ଦଳ ନେତା ମାନଙ୍କ ସହ ବୈଠକ ।”
ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଲଏସି ଉତ୍ତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି
କନକ ବ୍ୟୁରୋ: ବୁଝି ହେଉନାହିଁ ଚୀନର ଚାଲ୍ । ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏଲଏସି ଉତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି କରିଛନ୍ତି । ପିପୁଲସ ଲିବରେସନ୍ ଆର୍ମିର କ୍ଷମତାଶାଳୀ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବଦଳି କରିଛନ୍ତି । ପୂର୍ବ ଲଦାଖରେ ଇଣ୍ଡିଆ ଚାଇନା ଉତେଜନା ସମୟରେ ପିପୁଲ ଲିବରେସନ୍ ଆର୍ମିର ପଶ୍ଚିମ କମାଣ୍ଡରContinue reading “ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଲଏସି ଉତ୍ତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି”
କଲବଲ କରୁଛି ଦାଦନ ସମସ୍ୟା: ୧୧ ମହିଳା ଓ ୮ ଶିଶୁଙ୍କ ସମେତ ୨୯ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୁଲିସ; ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ଦେଇ ଯାଉଥିଲେ ହାଇଦ୍ରାବାଦ
କନକ ବ୍ୟୁରୋ: ଦାଦନ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ବଙ୍ଗୋମୁଣ୍ଡା ପୋଲିସ । ଗତ ୨ ଦିନ ପୂର୍ବରୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲଣ ହେଉଥିବା ଶ୍ରମିକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୧ଜଣ ମହିଳା, ୧୮ଜଣ ପୁରୁଷ ଓ ୮ଜଣ ଶିଶୁ ଅଛନ୍ତି । ଶ୍ରମିକମାନେ ବଙ୍ଗୋମୁଣ୍ଡା ଥାନା ଛତରଙ୍ଗ ଗାଁରContinue reading “କଲବଲ କରୁଛି ଦାଦନ ସମସ୍ୟା: ୧୧ ମହିଳା ଓ ୮ ଶିଶୁଙ୍କ ସମେତ ୨୯ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୁଲିସ; ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ଦେଇ ଯାଉଥିଲେ ହାଇଦ୍ରାବାଦ”
ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । କାଠ ଯୋଗାଇ ଦେବା ନାଁରେ ଠକେଇର ଶିକାର ହୋଇଥିବା ଅଭିଯୋଗ
କନକ ବ୍ୟୁରୋ: ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକମାନଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗାଁର ହେଉଛନ୍ତି ବ୍ରଜବନ୍ଧୁ ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲର ବ୍ୟାଙ୍କ ଖାତା ନମ୍ବର ସହିତContinue reading “ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । କାଠ ଯୋଗାଇ ଦେବା ନାଁରେ ଠକେଇର ଶିକାର ହୋଇଥିବା ଅଭିଯୋଗ”
ସ୍ୱାଭିମାନ ଅଂଚଳରେ ପୁଣି ମାଓବାଦୀଙ୍କ ଆତଙ୍କ: ପୁଲିସ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରକୁ ତଡିଲେ ମାଓବାଦୀ; ପ୍ରଜାକୋର୍ଟରେ ନିଷ୍ପତି ପରେ ଗାଁରୁ ବାସନ୍ଦ
କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ପୁଣି ଦେଖିବାକୁ ମିଳିଛି ଭୟର ଚିତ୍ର । ପୁଲିସ ଏନକାଂଉଟରରେ ଇନଫର୍ମର ସନ୍ଦେହ କରି ଯନ୍ତ୍ରୀ ପଂଚାୟତ ଅନ୍ତର୍ଗତ ସନ୍ୟାସୀଗୁଡା ଗାଁର ଗୋଟିଏ ପରିବାରକୁ ଗାଁରୁ ତଡିଛନ୍ତି ମାଓବାଦୀ । ମୋନ ଗୋଲରୀଙ୍କ ପରିବାର ନଭେମ୍ବର ୨୬ ତାରିଖ ଦିନ ତୋଟାଗୁଡା ଅନକାଂଉଟର ପାଇଁ ଦାୟୀ ବୋଲି କହିଛନ୍ତି ମାଓ ସଙ୍ଗଠନ । ପ୍ରଜାକୋର୍ଟରେ ନିଷ୍ପତି ପରେ ମୋନ ଗୋଲାରୀଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ନିଜ ପରିବାରକୁ ନେଇ ଏହିContinue reading “ସ୍ୱାଭିମାନ ଅଂଚଳରେ ପୁଣି ମାଓବାଦୀଙ୍କ ଆତଙ୍କ: ପୁଲିସ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରକୁ ତଡିଲେ ମାଓବାଦୀ; ପ୍ରଜାକୋର୍ଟରେ ନିଷ୍ପତି ପରେ ଗାଁରୁ ବାସନ୍ଦ”