ପେ’ ଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା । ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଘଟଣା ଘଟିଛି । ଚନ୍ଦ୍ରଶେଖରପୁରର ବୈରାଗ ଚରଣ ରାଉତଙ୍କ ଝିଅ ଏୟାରଟେଲ ଡିଜିଟାଲ ଟିଭି ପାଇଁ ରିଚାର୍ଜ କରୁଥିଲେ । ହେଲେ ରିଚାର୍ଜ ନହେବା କାରଣରୁ ଗୁଗୁଲରେ ପେଟିଏମ ହେଲ୍ପ ଲାଇନ ନମ୍ବରରେ କଲ କରି କଥା ହେବା ସମୟରେ ଆକାଉଂଟରେ ଟଙ୍କା କଟିଯାଇଥିଲା ।ଏନେଇContinue reading “ପେଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା : ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା”
Author Archives: Raghaba
କରୋନା ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲ ଯାଉଛନ୍ତି କି? ସାବଧାନ! ଲୋକଙ୍କୁ ମନଇଚ୍ଛା ଲୁଟାଯାଉଛି…
ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି ରାଜଧାନୀର ଘରୋଇ ହସ୍ପିଟାଲ । କୋଭିଡ୍ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । କୋଭିଡ୍ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି । ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ଏଭଳି ଗଦା ଗଦା ଅଭିଯୋଗ ଆସିଲାଣି । ବିଶେଷକରି ସାମାଜିକ ଗଣମାଧ୍ୟମରେ ଲୋକେ ଖୋଲାଖୋଲି ଅଭିଯୋଗ କରିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ମାତ୍ର ସରକାରୀ ଉଦାସୀନତାContinue reading “କରୋନା ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲ ଯାଉଛନ୍ତି କି? ସାବଧାନ! ଲୋକଙ୍କୁ ମନଇଚ୍ଛା ଲୁଟାଯାଉଛି…”
ନୂଆ ରୁପରେ ବାବା କା ଢାବା : ନୂଆ ରେସ୍ତୋରାଁ ଖୋଲିଲେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ‘ବାବା କା ଢାବା’ର ମାଲିକ
କନକ ବ୍ୟୁରୋ : ନୂଆ ରୁପରେ ବାବା କା ଢାବା । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ମାଲବୀୟ ନଗରରେ ଏକ ନୂଆ ରେଷ୍ଟୁରାଂଟ ଉଦଘାଟନ କରିଛନ୍ତି । ୟୁଟ୍ୟୁବର ଗୌରବ ବାସନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବାବା କା ଢାବା ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହାପରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ଉପରେ ପଇସା ପତ୍ରContinue reading “ନୂଆ ରୁପରେ ବାବା କା ଢାବା : ନୂଆ ରେସ୍ତୋରାଁ ଖୋଲିଲେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ‘ବାବା କା ଢାବା’ର ମାଲିକ “
ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି : ପାରାଦୀପ ଗସ୍ତରେ ରାଜ୍ୟର ୧୨୩ ବିଧାୟକ; ବୁଲିଦେଖିବେ ଆଇଏନଏସ ଜଲସା ଓ ଶିବଲିକ୍
କନକ ବ୍ୟୁରୋ : ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି । ଆଜି ରାଜ୍ୟର ୧୨୩ ଲୋକପ୍ରତିନିଧି ଯୁଦ୍ଧଜାହାଜ ଦେଖିବାକୁ ଯାଇଛନ୍ତି ପାରାଦ୍ୱୀପ । ଏମାନେ ପାରାଦ୍ୱୀପରେ ଆଇଏନଏସ ଜଲସା, ଆଇଏନଓ ଜଲାସା ଦେଖିବେ । ବିଧାୟକ ସହ ବାଚସ୍ପତି ଓ ଅନେକ ମନ୍ତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା, ପ୍ରଥମ ଘଟଣା। ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତContinue reading “ଯୁଦ୍ଧଜାହାଜ ଦେଖିବେ ଲୋକପ୍ରତିନିଧି : ପାରାଦୀପ ଗସ୍ତରେ ରାଜ୍ୟର ୧୨୩ ବିଧାୟକ; ବୁଲିଦେଖିବେ ଆଇଏନଏସ ଜଲସା ଓ ଶିବଲିକ୍”
ଜାଡରେ ଥରୁଛି ଅଧା ଓଡିଶା : ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍; ଶୀତ ଯୋଗୁଁ ବଢିଲା ଲୋକଙ୍କ ଦୁର୍ଦ୍ଦଶା
କନକ ବ୍ୟୁରୋ : ତାପମାତ୍ରା ଖସୁଛି, ଶୀତ ବଢ଼ୁଛି । ବଢ଼ିଚାଲିଛି ଶୀତର ପ୍ରକୋପ । ଜାଡ଼ରେ ଥରୁଛି ଓଡିଶା । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ ରହିଛି । ଜାଡରେ କନ୍ଧମାଳ ଥରୁଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତୁଷାପାତ । ଏଠାରେ ବିଭିନ୍ନ ସ୍ଥାନରେ ତୁଷାରପାତର ଦୃଶ୍ୟ ଦେଖିବାକୁ ମିଳିଛି । ଅତ୍ୟଧିକ ଶୀତ ସହ ତୁଷାରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ସେପଟେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ପର୍ଯ୍ୟଟକମାନେContinue reading “ଜାଡରେ ଥରୁଛି ଅଧା ଓଡିଶା : ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍; ଶୀତ ଯୋଗୁଁ ବଢିଲା ଲୋକଙ୍କ ଦୁର୍ଦ୍ଦଶା”
ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର : ମଦ ପିଇ ଗାଡ଼ି ଚଳାଇବା ବେଳେ କଟକରେ ଦୁଇ ଡ୍ରାଇଭର ଗିରଫ; ୧୦ ହଜାର ଲେଖାଏଁ ଜରିମାନା
କନକ ବ୍ୟୁରୋ : ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର । କଟକରେ ମଦ ପିଇ ଗାଡ଼ି ଚଳାଇବା ବେଳେ ଦୁଇ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ଦୁଇଟି ବସ୍ ଜବତ ହୋଇଛି । ମଦ ପିଇଥିବା ନେଇ ବ୍ରେଥ୍ ଆନାଲାଇଜର ଯନ୍ତ୍ରରେ ଜଣାପଡ଼ିବା ପରେ ଉଭୟ ଚାଳକଙ୍କୁ ଗିରଫ କରିଛି ପୁଲିସ୍ । Two interstate SC buses seized at Chauliaganj PS, drivers arrested and forwarded to Court due to drunkenContinue reading “ଧରାପଡ଼ିଲେ ମଦୁଆ ବସ୍ ଡ୍ରାଇଭର : ମଦ ପିଇ ଗାଡ଼ି ଚଳାଇବା ବେଳେ କଟକରେ ଦୁଇ ଡ୍ରାଇଭର ଗିରଫ; ୧୦ ହଜାର ଲେଖାଏଁ ଜରିମାନା”
ହେଲିକପ୍ଟର ପାଇଁ ଏକର ଏକର ଚାଷ ଜମୀ ନଷ୍ଟ । ସୁନାର ଫସଲ ଦଳି ଚକଟି ନଷ୍ଟ କଲେ ଲୋକେ
ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଆସିଲେ, ଆଉ ହେଲିକପ୍ଟର ଦେଖିବାକୁ ଆସିଥିବା ଲୋକ ଉଜାଡିଦେଲେ ଚାଷୀଙ୍କ ଏକର ଏକର ଫସଲ | ବିହାରର ଭାଗଲପୁରରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଦିନ ଭାଗଲପୁରର ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ତେବେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପାଟନାଠାରୁ ଭାଗଲପୁର ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ହେଲିପ୍ୟାଡ଼ ନିକଟରେ ରୁଣ୍ଡ ହୋଇଥିଲେ |Continue reading “ହେଲିକପ୍ଟର ପାଇଁ ଏକର ଏକର ଚାଷ ଜମୀ ନଷ୍ଟ । ସୁନାର ଫସଲ ଦଳି ଚକଟି ନଷ୍ଟ କଲେ ଲୋକେ”
ଏଏନଏମଙ୍କ ଆନ୍ଦୋଳନ ୨୪ ଦିନରେ : ଶୀତ କାକର ରାତିରେ ରାଜଧାନୀରେ ଜାରି ରଖିଛନ୍ତି ଧାରଣା
କନକ ବ୍ୟୁରୋ : ଠିକା ଏଏନଏମ ସ୍ୱାସ୍ଥ୍ୟକର୍ମୀ ମାନେ ସ୍ଥାୟୀ ନିଯୁକ୍ତି ଦାବିରେ ୨୪ ଦିନ ଆନ୍ଦୋଳନରେ ବସିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ପାରି ନାହିଁ । ଶୀତ କାକର ରାତିରେ ଏମାନେ ରାଜଧାନୀର ରାସ୍ତା ଉପରେ ଶୋଇ ଧାରଣା ଜାରି ରଖିଛନ୍ତି । ରାଜଧାନୀରେ ପ୍ରବଳ ଥଣ୍ଡା ଏମାନଙ୍କ ଅସୁବିଧା ବଢ଼ାଇ ଦେଇଛି । ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ଆନ୍ଦୋଳନକାରୀମାନେ ନିଆଁ ଜଳି ବସିଥିବାର ଚିତ୍ର ଦେଖିବାକୁ ମିଳିଛି ।Continue reading “ଏଏନଏମଙ୍କ ଆନ୍ଦୋଳନ ୨୪ ଦିନରେ : ଶୀତ କାକର ରାତିରେ ରାଜଧାନୀରେ ଜାରି ରଖିଛନ୍ତି ଧାରଣା”
ସିକ୍କିମରେ ଦୁର୍ଘଟଣାରେ ଓଡ଼ିଆ ଯବାନ ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ : ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ
କନକ ବ୍ୟୁରୋ : ଦୁର୍ଘଟଣାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ । ସିକ୍କିମର ନାଥୁଲା ସେକ୍ଟରରେ ରବିବାର ଘଟିଥିବା ଦୁର୍ଘଟଣାରେ ୪ ଜଣ ଯବାନ ଓ ଜଣେ ନାବାଳଙ୍କ ମୃତ୍ୟୁ ଘଟିଥିଲା । ଏମାନଙ୍କ ମଧ୍ୟରେ ଓଡ଼ିଆ ଅଛନ୍ତି ଯବାନ ଯଜ୍ଞ ନାରାୟଣ କର । ତାଙ୍କ ଘର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ଗାଁରେ । ଏହି ଖବର ପହଂଚିବା ପରେ ଘରେ କାନ୍ଦ ବୋବାଳି ପଡ଼ିଛି । ଯଜ୍ଞଙ୍କ ବାପା, ମାଆContinue reading “ସିକ୍କିମରେ ଦୁର୍ଘଟଣାରେ ଓଡ଼ିଆ ଯବାନ ଯଜ୍ଞ ନାରାୟଣ କରଙ୍କ ମୃତ୍ୟୁ : ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଶୁଖୁନି ଲୁହ”
କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି : ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଲେ ୭୮ ବର୍ଷୀୟ ଜୋ ବାଇଡେନ
କନକ ବ୍ୟୁରୋ : କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଇଛନ୍ତି ୭୮ ବର୍ଷୀୟ ବାଇଡେନ । ନୂଆବର୍ଷରୁ ଆମେରିକାରେ ବ୍ୟାପକ ଟିକାକରଣ ପାଇଁ ଯୋଜନା ରହିଛି । ଲୋକଙ୍କ ମନରେ ଟିକା ପ୍ରତି ବିଶ୍ୱାସ ବଢ଼ାଇବାକୁ ବାଇଡେନ ନିଜେ ଟିକା ଗ୍ରହଣ କରିଥିବା କହିଛନ୍ତି । ବାଇଡେନଙ୍କ ସହ ତାଙ୍କ ପତ୍ନୀ ଜିଲ ମଧ୍ୟ ଟିକା ନେଇଛନ୍ତି । ଜାନୁଆରୀ ୨୦ରେ ରାଷ୍ଟ୍ରପତିContinue reading “କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି : ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ନେଲେ ୭୮ ବର୍ଷୀୟ ଜୋ ବାଇଡେନ”