କନକ ବ୍ୟୁରୋ : ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ । ମହାରାଷ୍ଟ୍ରରେ ପୁଣି ଥରେ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ । ମୁମ୍ବାଇ ଓ ରାଜ୍ୟର ସମସ୍ତ ପୌରପାଳିକା ନିଗମ କ୍ଷେତ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ଠାରୁ ଆସନ୍ତା ୧୪ ଦିନ ଲାଗି ଏହି ନିୟମ ଲାଗୁ ହେବ । ଜାନୁଆରୀ ୫ ଯାଏଁ ରାତ୍ରିିକାଳୀନ କର୍ଫ୍ୟୁ ଜାରିContinue reading “ନୂଆ କରୋନା ଭୂତାଣୁ ସଂକ୍ରମଣ ଭୟ : ମହାରାଷ୍ଟ୍ରରେ ଆଜିଠୁ ଜାନୁଆରୀ ୫ ଯାଏଁ ଲାଗୁ ହେଲା ରାତ୍ରିକାଳୀନ କର୍ଫ୍ୟୁ; ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ”
Author Archives: Raghaba
ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା ୨୯ରେ ହାଜର ପାଇଁ ଦେଲେ ନିର୍ଦେଶ ।
କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗ କ୍ରମେ ଏହି ନୋଟିସ ଜାରି କରାଯାଇଛି । ଅନୁଭବଙ୍କ ସହିତ ତାଙ୍କ ବାପା ଓ ମାଙ୍କୁ ମଧ୍ୟ ନୋଟିସ କରିଛି ମହିଳା କମିଶନ । ଆସନ୍ତା ୨୯ ତାରିଖରେ ୩ଜଣଙ୍କୁ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଆଜିର ବିଜେଡି ରାଜ୍ୟ ପରିଷଦ ବୈଠକରେ ସାଂସଦ ଅନୁଭବContinue reading “ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା ୨୯ରେ ହାଜର ପାଇଁ ଦେଲେ ନିର୍ଦେଶ ।”
ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର । ଟିମରେ ପରିବର୍ତ୍ତନ ପାଇଁ ପରାମର୍ଶ । ପୃଥ୍ୱୀ ସ’ଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବାକୁ ଗାଭାସ୍କରଙ୍କ ପରାମର୍ଶ ।
କନକ ବ୍ୟୁରୋ : ଆଡିଲେଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୬ରନର ସ୍କୋର ପରେ ଅଷ୍ଟ୍ରେଲିଆ ନିକଟରୁ ଭାରତର ଶୋଚନୀୟ ପରାଜୟ ହୋଇଛି । ଏଥିସହ ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି । ଏହି ପରାଜୟ ପରେ ଭାରତର ସମସ୍ୟା ବଢିଯାଇଛି । ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସଙ୍କ ସ୍ଥାନରେ କେଏଲ ରାହୁଲ ଖେଳିବା ଉଚିବ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ସେହିପରି ୱିକେଟ କିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁContinue reading “ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର । ଟିମରେ ପରିବର୍ତ୍ତନ ପାଇଁ ପରାମର୍ଶ । ପୃଥ୍ୱୀ ସ’ଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବାକୁ ଗାଭାସ୍କରଙ୍କ ପରାମର୍ଶ ।”
୨୬ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ ଚାଷୀ ନେତା ।
କନକ ବ୍ୟୁରୋ : ଦିଲ୍ଲୀରେ ୨୬ଦିନ ହେଲା ଜାରି ରହିଛି କୃଷକ ଆନ୍ଦୋଳନ । ଚାଷୀ ମାନେ ତାଙ୍କ ଜିଦ୍ରେ ଅଟଳ ଥିବା ବେଳେ ଚାଷୀଙ୍କ ସହ ଆଲୋଚନା ପାଇଁ ପୁଣି ପ୍ରସ୍ତୁତ ଥିବା କହିଛନ୍ତି ସରକାର । କୃଷି ମନ୍ତ୍ରାଳୟ ଚାଷୀ ସଂଗଠନକୁ ଏକ ଚିଠି ଲେଖି ପୁର୍ନବାର କୃଷି ଆଇନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ବର୍ତମାନ ସୁଦ୍ଧା ସରକାର ଓ ଚାଷୀଙ୍କ ମଧ୍ୟର ୬ଥର ବୈଠକ ସରିଛି ।Continue reading “୨୬ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ ଚାଷୀ ନେତା ।”
ବିଜେପିକୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ । ଟ୍ୱିଟ କରି କହିଲେ, ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦୁଇ ଅଙ୍କ ଡେଇଁଲେ ଛାଡିଦେବେ କାମ
କନକ ବ୍ୟୁରୋ : ରାଜନୀତିରେ ନମ୍ବର ଗେମକୁ ନେଇ ଚର୍ଚ୍ଚାରେ ରହୁଥିବା ବିଶିଷ୍ଟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ପଶ୍ଚିମବଙ୍ଗକୁ ନେଇ କରିଛନ୍ତି ଆକଳନ । ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ଉଦ୍ୟମ କରୁଛି ବିଜେପି । ଏପରି ସମୟରେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଆକଳନ କରି ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଡେଇଁ ପାରିବନାହିଁ ।Continue reading “ବିଜେପିକୁ ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ । ଟ୍ୱିଟ କରି କହିଲେ, ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦୁଇ ଅଙ୍କ ଡେଇଁଲେ ଛାଡିଦେବେ କାମ”
ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।
କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ରବିବାର ରାତିରେ ଭୋରାଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କର୍ଟ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସୋମବାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୋତିଲାଲ ଭୋରା ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୬୮ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ରବିବାରେ ଦିନ ଭୋରା ତାଙ୍କ ୯୩ତମ ଜନ୍ମଦିନ ପାଳନContinue reading “ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।”
ଓଡ଼ିଶାରେ ଶସ୍ତା ହେଲା କରୋନା ଟେଷ୍ଟ । ମାତ୍ର ଶହେ ଟଙ୍କାରେ କରିପାରିବେ ଆଣ୍ଟିଜେନ ପରୀକ୍ଷା ।
କନକ ବ୍ୟୁରୋ : ରାଜ୍ୟରେ ଶସ୍ତା ହେଲା କରୋନା ନମୁନା ପରୀକ୍ଷା । ଏଣିକି ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ ହୋଇପାରିବ କରୋନା ନମୁନା ପରୀକ୍ଷା । ଆଂଟିଜେନ ପରୀକ୍ଷା ପାଇଁ ସର୍ବାଧିକ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହା ଭିତରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି । ଅର୍ଥାତ ଏହି ପରୀକ୍ଷା ପାଇଁ କୌଣସି ଲାବରୋଟୋରୀ ଶହେ ଟଙ୍କାରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ । ଭୁବନେଶ୍ୱର ଆରଏମଆରସିର ତତ୍ୱାବଧାନରେContinue reading “ଓଡ଼ିଶାରେ ଶସ୍ତା ହେଲା କରୋନା ଟେଷ୍ଟ । ମାତ୍ର ଶହେ ଟଙ୍କାରେ କରିପାରିବେ ଆଣ୍ଟିଜେନ ପରୀକ୍ଷା । “
ଡ୍ରଗ୍ସ ଲିଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲ । ବଲିଉଡ଼ ଅଭିନେତାଙ୍କୁ ଏନସିବିର ପଚରାଉଚରା ।
କନକ ବ୍ୟୁରୋ : ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଆଜି ଏନସିବି କାର୍ଯ୍ୟାଳୟରେ ପହଂଚିଥିଲେ । ଡ଼୍ରଗ୍ସ କନେକ୍ସନ ନେଇ ପଚରା ଉଚରା କରିଛି ଏନସିବି । ପୂର୍ବରୁ ଡ଼ିସେମ୍ବର ୧୬ ତାରିଖରେ ଏନସିବିରେ ହାଜର ପାଇଁ ଅର୍ଜୁନ ରାମପାଲଙ୍କୁ ସମନ ଜାରି କରିଥିଲା ଏନସିବି । ତେବେ ଜରୁରୀ କାମ ଥିବାରୁ ଡ଼ିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ଅର୍ଜୁନ ରାମପାଲ । ତେବେ ତଦନ୍ତ ସମୟରେ ଏନସିବିକୁ ସହଯୋଗContinue reading “ଡ୍ରଗ୍ସ ଲିଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲ । ବଲିଉଡ଼ ଅଭିନେତାଙ୍କୁ ଏନସିବିର ପଚରାଉଚରା । “
ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ, ବଦଳୁଥିବା ସମ୍ପର୍କକୁ ନେଇ ରାଜନୀତି କରିଡରରେ ଜୋରଦାର ଚର୍ଚ୍ଚା ।
କନକ ବ୍ୟୁରୋ : ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଗତ କିଛି ଦିନ ହେଲା ଚାଲିଛି ଜୋରଦାର ଲଢେଇ । ଗୋଟିଏ ପଟେ ରାସ୍ତାକୁ ଓହ୍ଲାଇ ରଣହୁଂକାର ଦେଇଛି ବିଜେପି, ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ଆକ୍ରମଣ କରୁଛି ବିଜେଡି । ଉଭୟ ଦଳର ଏହି ନୂଆ ରୂପ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡି ବନାମ ବିଜେପି । ବହୁଦିନ ପରେ ଜୋରଦାର ଲଢେଇ । ସରକାରଙ୍କୁContinue reading “ବଦଳୁଛି ରାଜନୀତି ବଦଳୁଛି ସଂପର୍କ । ବିଜେଡି-ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢେଇ, ବଦଳୁଥିବା ସମ୍ପର୍କକୁ ନେଇ ରାଜନୀତି କରିଡରରେ ଜୋରଦାର ଚର୍ଚ୍ଚା ।”
କଳିଙ୍ଗ ନଗରରୁ ଆସିଲା ରାଜପଥ ଲୁଟେରାଙ୍କ ଲୋମ ଟାଙ୍କୁରା ଚିତ୍ର । ଡୁବୁରି କଲେଜ ପାଖରେ କାର ଅଟକାଇ ଖଣ୍ଡାରେ କରୁଥିଲା ଆକ୍ରମଣ
କନକ ବ୍ୟୁରୋ : କାମ ସାରି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ରାତିରେ ରାଜପଥ ଉପରେ ଗାଡି ଲାଇଟରେ ଦେଖାଗଲେ କିଛି ଲୋକ । ସମସ୍ତେ ଗାଡି ଅଟକାଉଥିଲେ । ହାତରେ ଥିଲା ଖଣ୍ଡା, ଟର୍ଚ ଲାଇଟ୍ । ଗାଡି ଅଟକାଇ ମାଡି ଆସିଲେ ଦେଖୁ ଦେଖୁ । ଆଖି ପିଛୁଳାକେ ଜୀବନ ବଂଚାଇ ଗାଡି ଫେରାଇ ଆଣିଲେ ଗାଡି ଚାଳକ । ଯାଜପୁର ଜିଲ୍ଲା କଳିଙ୍ଗନଗର ଅଂଚଳର ରାଜପଥ ଲୁଟର ଲାଇବ୍ ଚିତ୍ର କଏଦContinue reading “କଳିଙ୍ଗ ନଗରରୁ ଆସିଲା ରାଜପଥ ଲୁଟେରାଙ୍କ ଲୋମ ଟାଙ୍କୁରା ଚିତ୍ର । ଡୁବୁରି କଲେଜ ପାଖରେ କାର ଅଟକାଇ ଖଣ୍ଡାରେ କରୁଥିଲା ଆକ୍ରମଣ “