ପରୀ ହତ୍ୟା ମାମଲା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ମାମଲାର ଶୁଣାଣି ପକସୋ କୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି । ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁରContinue reading “ପରୀ ହତ୍ୟା ମାମଲା ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକସୋ କୋର୍ଟ ।”

କରୋନାର ନୂଆ ଷ୍ଟ୍ରେନ ପାଇଁ ହାଇଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ରାତ୍ରି କର୍ଫ୍ୟୁ

କନକ ବ୍ୟୁରୋ : କରୋନା ଭାଇରସର ନୂଆ ଷ୍ଟ୍ରେନ ପାଇଁ ହାଇ ଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ସହରାଞ୍ଚଳରେ ଆସନ୍ତାକାଲିଠାରୁ ରାତ୍ରି କର୍ଫ୍ୟୁ ଲାଗୁ ହେବ । ମହାରାଷ୍ଟ୍ରରେ କାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ କଟକଣା ଲାଗୁ ହେବ । ଏହି କଟକଣା ଜାନୁଆରୀ ୫ ତାରିଖ ଯାଏଁ ବଳବତ୍ତର ରହିବ । କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାର ମଧ୍ୟ ଆଜି ବଡ ପଦକ୍ଷେପ ନେଇଛନ୍ତି । ବ୍ରିଟେନରୁContinue reading “କରୋନାର ନୂଆ ଷ୍ଟ୍ରେନ ପାଇଁ ହାଇଆଲର୍ଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ ରାତ୍ରି କର୍ଫ୍ୟୁ”

ଧରାପଡିଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ କହିଲେ, ଯøନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ ।

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ଅଭିଯୁକ୍ତ ବିରୋଧରେ ତଦନ୍ତକାରୀ ଟିମ୍ ନିକଟରେ ଯଥେଷ୍ଟ ପ୍ରମାଣ ରହିଥିବା ଏସଆଇଟି ମୁଖ୍ୟ କହିଛନ୍ତି । ତେବେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିଲା ନା ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେସବୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଅଭିଯୁକ୍ତକୁ ଏସଆଇଟି ରିମାଣ୍ଡରେ ନେଇପାରେ ବୋଲିContinue reading “ଧରାପଡିଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ କହିଲେ, ଯøନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ ।”

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢିଲା ସାରା ବିଶ୍ୱର ଚିନ୍ତା । ୭୦ ପ୍ରତିଶତ ଅଧିକ ବେଗରେ ହୋଇପାରେ ସଂକ୍ରମଣ । ସେପଟେ ବ୍ରିଟେନ ସହ ବିମାନ ଚଳାଚଳ ବାତିଲ କଲା ଭାରତ 

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭଲ ଖବର ଆସୁଥିବା ବେଳେ ପୁଣି ଚିନ୍ତା ବଢ଼ାଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍-୧୯ ଭୂତାଣୁ ୧୭ ପ୍ରକାଣ ରୂପ ବଦଳାଇଥିବା ଏବେ ଏହି ନୂଆ ଷ୍ଟ୍ରେନ ସ୍ଥିତିକୁ ଅଣାୟତ କରିଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି କ୍ଷିପ୍ରContinue reading “କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢିଲା ସାରା ବିଶ୍ୱର ଚିନ୍ତା । ୭୦ ପ୍ରତିଶତ ଅଧିକ ବେଗରେ ହୋଇପାରେ ସଂକ୍ରମଣ । ସେପଟେ ବ୍ରିଟେନ ସହ ବିମାନ ଚଳାଚଳ ବାତିଲ କଲା ଭାରତ “

ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ । କହିଲେ ଦୁର୍ନୀତି ବିକାଶର ବଡ ଶତ୍ରୁ । ଯିଏ ଦୁର୍ନୀତି କରିବ ମାଫ୍ ନାହିଁ…

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ । ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆରମ୍ଭରୁ ଆମ ସରକାର ଦୁର୍ନୀତି ବିରୋଧରେ ଲଢେଇ କରିଆସିଛି । ଦୁର୍ନୀତିର ଚେର ଉପାଡି ଫିଙ୍ଗି ଦେବାକୁ କଡା ଆଭିମୁଖ୍ୟ ନିଆଯାଉଛି । ଆଗକୁContinue reading “ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଲେ ମୁଖ୍ୟମନ୍ତ୍ରୀ । କହିଲେ ଦୁର୍ନୀତି ବିକାଶର ବଡ ଶତ୍ରୁ । ଯିଏ ଦୁର୍ନୀତି କରିବ ମାଫ୍ ନାହିଁ…”

ସରକାରୀ ସ୍କୁଲରେ ପଢୁଥିଲେ ଖୁସିଖବର । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କନକ ବ୍ୟୁରୋ : ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ପରିଷଦ ବୈଠକରେ ଯେଉଁ ପ୍ରସ୍ତାବ ଆସିଛି ତାହା ମଧ୍ୟରୁ ସବୁଠୁ ବଡ ପ୍ରସ୍ତାବଟି ହେଉଛି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍ ସଂରକ୍ଷଣ । ଲଗାତାର ଭାବରେ ସରକାରୀ ସ୍କୁଲରୁContinue reading “ସରକାରୀ ସ୍କୁଲରେ ପଢୁଥିଲେ ଖୁସିଖବର । ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ପାଇଁ ପ୍ରସ୍ତାବ, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “

ନେତା- ଅଫିସରଙ୍କ ସମ୍ପତ୍ତି କେତେ ? ଜନତା ଜାଣିବେ ସମ୍ପତ୍ତି ତାଲିକା । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ହେବ ସମସ୍ତଙ୍କ ସମ୍ପତ୍ତି ।

କନକ ବ୍ୟୁରୋ: ଜନତା ଜାଣିବେ ନେତା, ଅଫିସରଙ୍କ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମସ୍ତେ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବେ । ସାଧାରଣ ଲୋକଟିଏ ଜାଣିବ ନେତା, ବାବୁଙ୍କ ସମ୍ପତ୍ତି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜେଡି ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ବିକାଶର ବଡ ଶତ୍ରୁ । ଦୁର୍ନୀତି ଲଢେଇରେContinue reading “ନେତା- ଅଫିସରଙ୍କ ସମ୍ପତ୍ତି କେତେ ? ଜନତା ଜାଣିବେ ସମ୍ପତ୍ତି ତାଲିକା । ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ସାର୍ବଜନୀନ ହେବ ସମସ୍ତଙ୍କ ସମ୍ପତ୍ତି ।”

ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କଲା ଏସଆଇଟି । 

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ନୟାଗଡ ପରୀ ହତ୍ୟା ମାମଲାରେ ଗତକାଲି ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ତଳେ ପରୀ ହତ୍ୟାକାରୀକୁ ଚିହ୍ନଟContinue reading “ପରୀ ହତ୍ୟା ମାମଲାରେ ଅଭିଯୁକ୍ତ କୋର୍ଟରେ ହାଜର । ଅଭିଯୁକ୍ତକୁ ପକସୋ କୋର୍ଟରେ ହାଜର କଲା ଏସଆଇଟି । “

ବିଜିୟୁ ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ । ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ଏହି ପାଠ୍ୟକ୍ରମ ଡିଜାଇନ ।

କନକ ବ୍ୟୁରୋ : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ ଡାଟା ଆନାଲିଟିକ୍ସ, ଫାଇନାନ୍ସିଆଲ ପ୍ଲାନିଂ ଓ ଇନଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଗୋଠପାଟଣାସ୍ଥିତ ପରିସରରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି । ବିଜିୟୁ କୁଳପତି ଡକ୍ଟର ପ୍ରଫେସର ପିପି ମାଥୁର, ବିଜିୟୁ ରେଜିଷ୍ଟ୍ରା ଡକ୍ଟର ବିକେ ଦାସ, ବିର୍ଲା ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପରମେଶ୍ୱର ନାୟକ ଓ ବିର୍ଲା ସ୍କୁଲ ଅଫ କମର୍ସର ଡିନ୍ ପ୍ରଫେସର ସାମସନContinue reading “ବିଜିୟୁ ପକ୍ଷରୁ ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ । ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ଏହି ପାଠ୍ୟକ୍ରମ ଡିଜାଇନ ।”

ଅବହେଳିତ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ରକ୍ଷଣାବେକ୍ଷଣ, ଚାରିଆଡେ ଖାଲି ଅଳିଆ ଆବର୍ଜନା ।

କନକ ବୁରୋ : ଅବହେଳିତ ବଲାଙ୍ଗିରର ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଲାଙ୍ଗିର । ଜିଲ୍ଲାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର । ସ୍ଥାନଟିର ସୌନ୍ଦର୍ଯ୍ୟରେ ଲୋକେ ଯେତିକି ବିଭୋର ହୁଅନ୍ତି ତାଠାରୁ ଢେର ଅଧିକ ଆକର୍ଷିତ କରି ଏହାର ଆଧ୍ୟାତ୍ମିକ ପୃଷ୍ଟଭୂମି । ହରି ଓ ହର ଏଠାରେ ଏକାକାରରେ ପୂଜା ପାଇଥାନ୍ତି । ତେଣୁ ଏହି ପୀଠରେ ବର୍ଷକ ବାର ମାସ ଲୋକଙ୍କ ଭିଡ ଲାଗିଥାଏ । ହେଲେContinue reading “ଅବହେଳିତ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର । ପର୍ଯ୍ୟଟନ ସ୍ଥଳୀର ହୋଇପାରୁନି ରକ୍ଷଣାବେକ୍ଷଣ, ଚାରିଆଡେ ଖାଲି ଅଳିଆ ଆବର୍ଜନା ।”

Design a site like this with WordPress.com
Get started