କନକ ବ୍ୟୁରୋ: ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା । ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ଚାଲିଛି ମାପଚୁପ । ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜଶ୍ୱ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ । ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ ଜଣ ଭୂମିହୀନ ଚାଷୀଙ୍କୁ ୧୨ ଏକର ଜମି ଯୋଗାଇ ଦିଆଯାଇଥିଲା ।Continue reading “ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ”
Author Archives: Raghaba
ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
କନକ ବ୍ୟୁରୋ : ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ । ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଅଛନ୍ତି । ୨୩ ତାରିଖ ମନ୍ଦିର ଖୋଲିଲେContinue reading “ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ”
ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ ଆଗରେ କିଛି ମାନି ନାହାନ୍ତି
କନକ ବ୍ୟୁରୋ : ସ୍କାଏ କିଙ୍ଗ ଠକେଇ ଘଟଣାରେ ଆକାଶ ପାଠକ ରିମାଣ୍ଡ ଅବଧି ଶେଷ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଆକାଶଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ଖାରବେଳନଗର ଥାନା ପୁଲିସ । କୋର୍ଟରୁ ହାଜର ହୋଇ ଫେରିବା ବେଳେ ଆକାଶ କହିଛନ୍ତି ସେ ପୋଲିସ ଆଗରେ କିଛି ମାନି ନାହାନ୍ତି । ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା , ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହContinue reading “ସ୍କାଏ କିଙ୍ଗ ଠକେଇ ଘଟଣାର ଆକାଶ ପାଠକଙ୍କ ରିମାଣ୍ଡ ଅବଧି ଶେଷ : କୋର୍ଟରେ ହାଜର ପରେ ଗଲେ ଜେଲ; ଆକାଶ କହିଲେ ପୋଲିସ ଆଗରେ କିଛି ମାନି ନାହାନ୍ତି”
ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା’ ଉପରେ ସମସ୍ତଙ୍କ ନଜର
କନକ ବ୍ୟୁରୋ: କାର୍ଯ୍ୟକାରିଣୀ ପରେ ବିଜେଡିର ଆଜି ରାଜ୍ୟ ପରିଷଦ ବୈଠକ । ଦଳୀୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ଏଥିରେ ୩ ଶହରୁ ଅଧିକ ସଦସ୍ୟ ଯୋଗଦେଇଛନ୍ତି । ଦଳୀୟ କାର୍ଯ୍ୟକତାଙ୍କୁ ମତାମତ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଂଗଠନ ପାଇଁ ମତାମତ ଦବାକୁ ନବୀନ କହିଛନ୍ତି । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତା ଆଜି ସଂଧ୍ୟା ସୁଧା ଗୋଟିଏContinue reading “ଭୁବନେଶ୍ୱରରେ ବିଜେଡିର ରାଜ୍ୟ ପରିଷଦର ବୈଠକ: କି ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ ? ତା’ ଉପରେ ସମସ୍ତଙ୍କ ନଜର”
ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରରେ ଏସଆଇଟି ଟିମ୍: ଅଭିଯୁକ୍ତ ମା’ଙ୍କ ସହ ଆଲୋଚନା
କନକ ବ୍ୟୁରୋ: ଯଦୁପୁରରେ ପହଂଚିଲେ କ୍ରାଇମବ୍ରାଂଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଂଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରହିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।Continue reading “ପରୀ ହତ୍ୟା ମାମଲାରେ ନୟାଗଡ ଯଦୁପୁରରେ ଏସଆଇଟି ଟିମ୍: ଅଭିଯୁକ୍ତ ମା’ଙ୍କ ସହ ଆଲୋଚନା”
୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ ଓ ଯାନବାହନ ଚଳାଚଳ ସ୍ୱାଭାବିକ, ଦୋକାନବଜାର ଖୋଲା
କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ଗତ ୧୩ ତାରିଖରେ ସ୍ୱାଭିମାନ ଅଂଚଳର ସିଙ୍ଗରାମରେ ଘଟିଥିବା ଏନକାଂଉଟରକୁ ମିଥ୍ୟା ଦର୍ଶାଇ ଏହି ବନ୍ଦ ଡାକରା ଦେଇଛି ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି । ମାଓବାଦୀଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି, ଘରୁ ଡାକି ନେଇ ମାଲେଶ ଓ ଶାନ୍ତାମାକୁ ହତ୍ୟା କରାଯାଇଛି । ଏହାସହ ଜଣେ ନିରୀହ ଶିଶୁକନ୍ୟାକୁ ମଧ୍ୟ ହତ୍ୟା କରାଯାଇଛି । ତେବେ ବନ୍ଦର କୌଣସିContinue reading “୧୩ ତାରିଖ ଏନକାଉଁଣ୍ଟର ପ୍ରତିବାଦରେ ମାଓବାଦୀଙ୍କ ମାଲକାନଗିରି ବନ୍ଦ ଡାକରା ପ୍ରଭାବହୀନ: ବସ ଓ ଯାନବାହନ ଚଳାଚଳ ସ୍ୱାଭାବିକ, ଦୋକାନବଜାର ଖୋଲା”
ବ୍ରିଟେନ ପରେ ଇଟାଲୀରେ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା: ବ୍ରିଟେନରେ ଲକଡାଉନ୍ କଡାକଡି; ମୁକାବିଲା ରଣନୀତି ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଡାକିଲା ଜରୁରୀ ବୈଠକ
କନକ ବ୍ୟୁରୋ: ବ୍ରିଟେନ ପରେ ଏବେ ଇଟାଲୀରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅମୁସାରେ, ବ୍ରିଟେନରୁ ଆସିଥିବ ଜଣେ ବ୍ୟକ୍ତିଙ୍କଠାରୁ କରୋନାର ନୂଅ ଷ୍ଟ୍ରେନ ଚିହ୍ନଟ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ଇଟାଲୀର ବୈଦେଶିକ ମନ୍ତ୍ରୀ କହିଛଛନ୍ତି, ଲୋକଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହି ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାରContinue reading “ବ୍ରିଟେନ ପରେ ଇଟାଲୀରେ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା: ବ୍ରିଟେନରେ ଲକଡାଉନ୍ କଡାକଡି; ମୁକାବିଲା ରଣନୀତି ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଡାକିଲା ଜରୁରୀ ବୈଠକ”
କଏଦ ହେଲା ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଚିତ୍ର: କଳିଙ୍ଗ ନଗରରେ କାରକୁ ଅଟକାଇ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ଫେଲ୍
କନକ ବ୍ୟୁରୋ: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଭିଜୁଆଲ । ଭାଇରାଲ ହେଉଛି ଭିଡିଓ । କିଭଳି ଏକ କାରକୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ । ଯାହା କାରର ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି । ଏ ଦୃଶ୍ୟ ଆସିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରୁ । ଡୁବୁରୀ ଟମକା ରାସ୍ତାର ଡୁବୁରୀସ୍ଥିତ ଏନଆଇଏନଏଲ କଲୋନୀ ନିକଟରେ ଏଭଳି ଘଟଣା ଘଟିଛି । ଖବର ଅନୁସାରେ, ଏକ ଶିଳ୍ପସଂସ୍ଥାର ଜଣେ ଅଧିକାରୀContinue reading “କଏଦ ହେଲା ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ ଚିତ୍ର: କଳିଙ୍ଗ ନଗରରେ କାରକୁ ଅଟକାଇ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ଫେଲ୍”
ଅନଲାଇନରେ ଶସ୍ତା ମିଳେ ବୋଲି ଲୋକଙ୍କ ଧାରଣା ସତ ନୁହେଁ: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ମୁଖ୍ୟ ରାଜେଶ ଗୁପ୍ତା ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲଏନ୍ସେସ୍, ଡିଜିଟାଲ୍ ଉତ୍ପାଦ ଓ ଆସବାବପତ୍ର ବ୍ୟବସାୟ ଜଗତର ଖ୍ୟାତନାମା ଚେହେରା ହେଉଛନ୍ତି ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ରାଜେଶ ଗୁପ୍ତା। ରାଜ୍ୟରେ ୨୨ଟି ସୋ’ରୁମ୍ ସ୍ଥାପନ କରି ସେ ଲୋକଙ୍କୁ ଉତ୍ପାଦ ବିକ୍ରି କରୁଛି। କରୋନା ମହାମାରୀ ମୁକାବିଲା ଓ ଅନ୍ଲାଇନ୍ ତୁଳନାରେ ଅଫ୍ଲାଇନ୍ କାରବାର କିଭଳି ଭଲ ସେ ବିଷୟରେ ସେ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି…। ଓଡ଼ିଶାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର କେତେ ସୋ’ରୁମ୍ ରହିଛି? ଭବିଷ୍ୟତContinue reading “ଅନଲାଇନରେ ଶସ୍ତା ମିଳେ ବୋଲି ଲୋକଙ୍କ ଧାରଣା ସତ ନୁହେଁ: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ମୁଖ୍ୟ ରାଜେଶ ଗୁପ୍ତା ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”
ରାଜ୍ୟ ଗ୍ରାହକଙ୍କ ପସନ୍ଦ ୮-୧୦ ଲକ୍ଷ ଟଙ୍କିଆ କାର୍…ଆଦିତ୍ୟ ପାତ୍ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ହୁଣ୍ଡାଇ, ହୋଣ୍ଡା ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଭଳି ପ୍ରତିଷ୍ଠିତ କଂପାନିର ଗାଡ଼ି ବ୍ୟବସାୟ ଲାଗି ଆଦିତ୍ୟ ଗ୍ରୁପ୍ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ସାରା ରାଜ୍ୟରେ ପରିଚିତ। ଲକ୍ଡାଉନ୍ ପରବର୍ତୀ ସମୟର କାର୍ ବଜାର ସ୍ଥିତି, ରାଜ୍ୟରେ ଗ୍ରାହକଙ୍କ ପସନ୍ଦ, ବ୍ୟବସାୟ ପରିଚାଳନା ଏବଂ ସମ୍ପ୍ରସାରଣ ଯୋଜନା ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି…. ଲକ୍ଡାଉନ୍ ପରବର୍ତୀ ସମୟରେ କାର୍ ବ୍ୟବସାୟରେ କିଭଳି ଉନ୍ନତି ହୋଇଛି? କରୋନ ମହାମାରୀ ମୁକାବିଲାContinue reading “ରାଜ୍ୟ ଗ୍ରାହକଙ୍କ ପସନ୍ଦ ୮-୧୦ ଲକ୍ଷ ଟଙ୍କିଆ କାର୍…ଆଦିତ୍ୟ ପାତ୍ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”