ପୂର୍ବ ଲଦାଖରରେ ଦୀର୍ଘ ସାତ ମାସ ହେବ ଭାରତ ସହ ଲାଗି ରହିଥିବା ବିବାଦ ପାଇଁ ଦାୟୀ ‘ପିପୁଲସ୍ ଲିବରେସନ୍ ଆର୍ମି’ର କ୍ଷମତାଶାଳୀ ‘ୱେଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡର୍’ ଜେନେରାଲ୍ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ଆସିଛନ୍ତି ଜେନେରାଲ୍ ଜାଙ୍ଗ୍ ଜୁଡୋଙ୍ଗ୍ । ପୂର୍ବରୁ ଜେନେରାଲ୍ ଜୁଡୋଙ୍ଗ୍ ଭାରତୀୟ ସୀମାନ୍ତରେ କାମ କରି ନାହାନ୍ତି । ଏବର୍ଷ ଗ୍ରୀଷ୍ମଋତୁରେ ଅବସର ଗ୍ରହଣ ବୟସ ୬୫ ବର୍ଷରେ ପଦାର୍ପଣ କରିଥିବାContinue reading “ପିଏଲଏର କମାଣ୍ଡରଙ୍କୁ ବଦଳି କଲା ଚୀନ୍ ସରକାର । ଜେନେରାଲ ଜାଓଙ୍କ ସ୍ଥାନରେ ଆସିଲେ ଜାଙ୍ଗ୍ ଜୁଡୋଙ୍ଗ୍, କଣ ରହିବ ଚୀନର ପରବର୍ତ୍ତୀ ରଣନୀତି?”
Author Archives: Raghaba
ବ୍ରିଟେନ୍ ପରେ ଭାରତରେ ବଢିବକି କରୋନା ସଂକ୍ରମଣ ? ଦ୍ୱିତୀୟ ଲହର ଆରମ୍ଭ ହେଲେ କେତେ ସାଂଘାତିକ ହେବ ସ୍ଥିତି? ପଢନ୍ତୁ, ବିଶେଷଜ୍ଞଙ୍କ ମତ କଣ…
ବ୍ରିଟେନରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ, ଭାରତରେ ସଂକ୍ରମଣ ବଢିବା ନେଇ ଚିନ୍ତା ବଢୁଛି । ଯଦି ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୁଏ ତେବେ ଏହା ଭୟଙ୍କର ରୂପ ନେବ ନା ସ୍ଥିତି ସାଧାରଣ ଅବସ୍ଥାରେ ରହିବ ଏନେଇ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଭାରତରେ ଦିନକୁ ଦିନ କରୋନାଭୂତାଣୁ ସଂକ୍ରମଣ ମାମଲା କମିଚାଲିଥିବାରୁ ଦେଶରେ ମହାମାରୀ କୋଭିଡ୍-୧୯ର ଦ୍ବତୀୟ ଥର ଲାଗି ସଂକ୍ରମଣ ଶୀର୍ଷ ଦେଖାଦେଇନପାରେ ବୋଲି ସ୍ବାସ୍ଥ୍ୟContinue reading “ବ୍ରିଟେନ୍ ପରେ ଭାରତରେ ବଢିବକି କରୋନା ସଂକ୍ରମଣ ? ଦ୍ୱିତୀୟ ଲହର ଆରମ୍ଭ ହେଲେ କେତେ ସାଂଘାତିକ ହେବ ସ୍ଥିତି? ପଢନ୍ତୁ, ବିଶେଷଜ୍ଞଙ୍କ ମତ କଣ…”
କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାରରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ
ବର୍ତମାନ ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି । ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । କାର ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ବି ସରକାର ଗୁରୁତ୍ୱ ଦେଇଛନ୍ତି । ଯାତ୍ରୀଙ୍କ ନିରାପତ୍ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରସ୍ତୁତ କରାଯାଉଛି। କାର୍ ଯାତ୍ରୀଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଭାରତ ସରକାରContinue reading “କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାରରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ”
ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି
କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ନେପାଳରେ ଏକ ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜେ କ୍ୟାବିନେଟ ସୁପାରିଶକୁ ଧରି ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲେ । ଏହା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ସୁପାରିଶକୁ ଔପଚାରିକ ମଂଜୁରୀ ଦେଇଥିବା ସୂଚନାContinue reading “ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି”
ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।
କନକ ବ୍ୟୁରୋ : ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ରହିଛି ।Continue reading “ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।”
ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ
କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱContinue reading “ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ”
ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି । ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି । ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି । ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେContinue reading “ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି”
ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ
କନକ ବ୍ୟୁରୋ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର ରହି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ । ଡିସେମ୍ବର ୨୩ ତାରିଖ କୃଷକ ଦିବସରେContinue reading “ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ”
ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା
କନକ ବ୍ୟୁରୋ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,Continue reading “ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା”
ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର
କନକ ବ୍ୟୁରୋ : ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଛି । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛିContinue reading “ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର”