କନକ ବ୍ୟୁରୋ: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦେଳନ ୨୫ ଦିନରେ ପହଂଚିିଛି । ତିନୋଟି କୃଷି ଆଇନକୁ ହଟାଇବା ଦାବିରେ କୃଷକ ରାସ୍ତାରେ ଥିବା ବେଳେ ସାକ୍ଷାତ, ଆଲୋଚନା ମଧ୍ୟ ଜାରି ରହିଛି । ଏହି କ୍ରମରେ ଶନିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର କୃଷମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ଦୁଇ ନେତାଙ୍କContinue reading “କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ: ମନୋହରଲାଲ ଖଟ୍ଟର କହିଲେ, ଦିନେ ୨ଦିନ ଭିତରେ ଆଲୋଚନା ପାଇଁ ଫିଟିପାରେ ବାଟ”
Author Archives: Raghaba
ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ
କନକ ବ୍ୟୁରୋ: ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରିବ ବିଜେପି । ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ଯିବ ପଦଯାତ୍ରା । ଏଇଥି ପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ । ଭୁବନେଶ୍ୱରରେ ପହଁଚିବା ପରେ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପି ପକ୍ଷରୁ ୫ ଦିନ ଧରି ଆଜିଠାରୁ ଆସନ୍ତା ୨୪ ତାରିଖ ଯାଏଁ ଏହି ପଦଯାତ୍ରା ଚାଲିବ । ଆଜି ଲିଙ୍ଗରାଜ ମନ୍ଦିରରୁContinue reading “ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା: ସାମିଲ ହେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭାନତି ଶ୍ରୀନିବାସନ; ଭୁବନେଶ୍ୱରରୁ ଯଦୁପୁରକୁ ପଦଯାତ୍ରା କରିବ ଦଳ”
ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ଦଳର ରଣକୌଶଳ
କନକ ବ୍ୟୁରୋ: ବିଜୁ ଜନତା ଦଳର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ଏହାଛଡ ଦଳର ସାଂଗଠନିକ ବିଷୟ ଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ପ୍ରସଙ୍ଗରେ ପ୍ରସ୍ତାବ ଆସିବ । ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୁପରେଖ ପ୍ରସ୍ତୁତ କରାଯିବContinue reading “ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ଦଳର ରଣକୌଶଳ”
ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନର ଅଲୋଡା ରେକର୍ଡ କଲା କୋହଲି ବାହିନୀ ।
କନକ ବ୍ୟୁରୋ: ଆଡିଲେଡରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ଦି୍ୱତୀୟ ଇନିଂସରେ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଲେନି । ମାତ୍ର ୩୬ ରନରେ ଅଲଆଉଟ୍ ହେଲା ଟିମଇଣ୍ଡିଆ । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋରର ଅଲୋଡା ରେକର୍ଡ ଅର୍ଜନ କଲା କୋହଲି ବାହିନୀ । ୯୦ ରନର ଟାର୍ଗେଟକୁ ୨ ୱିକେଟରେ ହାସଲ କରି ସହଜରେ ମ୍ୟାଚ ଜିତିଗଲା କଙ୍ଗାରୁ ଦଳ । ଅଢେଇ ଦିନରେ ଆଡିଲେଡ୍ ଟେଷ୍ଟ ସରିବାContinue reading “ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନର ଅଲୋଡା ରେକର୍ଡ କଲା କୋହଲି ବାହିନୀ ।”
ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା ପ୍ରସଙ୍ଗରେ ନେତାଏ କହିଲେ ନାହିଁ କୌଣସି ସମସ୍ୟା ।
କନକ ବ୍ୟୁରୋ: ଏବେ ଆସିବା କଂଗ୍ରେସର ମାନସମଂଥନ ବୈଠକ ଖବରକୁ । ଆଜି ଦିଲ୍ଲୀରେ ୧୦ ଜନପଥରେ ବସିଥିଲା କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ । ଏହି ବୈଠକରେ ସମସ୍ତ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଥିଲେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି । ସୂଚନା ଅନୁସାରେ ୫ ଘଂଟା ଧରି ଚାଲିଥିବା ବୈଠକରେ ଦଳ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଏହାରି ଭିତରେ ରାହୁଲ କହିଛନ୍ତି , ଦଳ ଯେମିତି ଚାହିଁବ, ସେମିତି କାମ କରିବିContinue reading “ଦିଲ୍ଲୀରେ କଂଗ୍ରେସର ମାନସମନ୍ଥନ । ୨୩ ପ୍ରମୁଖ ଅସନ୍ତୁଷ୍ଟ ନେତାଙ୍କ କଥା ଶୁଣିଲେ ସୋନିଆ, ରାହୁଲଙ୍କୁ ନେତୃତ୍ୱ ଦେବା ପ୍ରସଙ୍ଗରେ ନେତାଏ କହିଲେ ନାହିଁ କୌଣସି ସମସ୍ୟା ।”
ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ ।
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଗନ୍ ସିଷ୍ଟମକୁ ବିକଶିତ କରାଯାଇଛି। ଦୀର୍ଘ ୪୮ କିଲୋମିଟର ଦୂରତାରେ ଥିବା ଟାର୍ଗେଟକୁ ଏହାର ମାରକ କ୍ଷମତା ରହିଛି । ଆଡଭାନ୍ସଡ୍ ଟାୱଡ୍ ଆର୍ଟିଲାରୀ ଗନ୍ ସିଷ୍ଟମର ଓଜନ ୧୮ ଟନ୍। ବିଶ୍ୱରେ ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମContinue reading “ବାଲେଶ୍ୱର ଚାନ୍ଦିପୁରରେ ଘାତକ ତୋପର ପରୀକ୍ଷଣ କଲା ଭାରତ । ବିଶ୍ୱରେ କେବଳ ଭାରତ ପାଖରେ ରହିଛି ଏହି ମାରକ ତୋପ । “
ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା ।
କନକ ବ୍ୟୁରୋ : କରୋନା ଟିକା ପାଇଁ ଭାରତକୁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ। କରୋନା ଟିକା ଆସିଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବା ନେଇ ୧୨ଟି ଦେଶ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗର ସଦସ୍ୟ ଭିକେ ପୌଲ। କୋଭିଡ-୧୯ର ଉଚ୍ଚ ସ୍ତରୀୟ ମନ୍ତ୍ରୀ ଦଳର ବୈଠକ ସମୟରେ ଏଭଳି କହିଛନ୍ତି ଭିକେ ପୌଲ। ଭିକେ ପୌଲ ବୈଠକରେ କରୋନା ଟିକା ପରୀକ୍ଷଣ, ଉତ୍ପାଦନ ଏବଂ ଡୋଜ ବିଷୟରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଦଳର ସଦସ୍ୟଙ୍କୁ ଜଣାଇବା ସହContinue reading “ଭାରତକୁ କରୋନା ଟିକା ପାଇଁ ସାହାଯ୍ୟ ମାଗିଛନ୍ତି ୧୨ଟି ଦେଶ । ନୀତି ଆୟୋଗର ସଦସ୍ୟ ଭିକେ ପୌଲ ଦେଲେ ସୂଚନା । “
ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ ।
କନକ ବ୍ୟୁରୋ: ଦିଦିଙ୍କ ଗଡରେ ଧସେଇ ପଶିବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗ ଗସ୍ତ କରି ବିଶାଳ ରୋଡଶୋ କରିଛନ୍ତି । ଜନସଭାରେ ମିଶନ ଦୁଇ ଶହ ପ୍ଲସ ନାରା ଦେଇ ମମତାଙ୍କୁ ଉପାଡି ଫୋପାଡି ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହା । ଏଥିସହ ନିକଟରେ ଦିଦିଙ୍କ ହାତ ଛାଡିଥିବା ତୃଣମୂଳ କଂଗ୍ରେସର ନେତାମାନେ ଆଜି ମୋଦିଙ୍କ ହାତContinue reading “ପଶ୍ଚିମବଙ୍ଗରେ ହାଇଭୋଲଟେଜ ରାଜନୈତିକ ଡ୍ରାମା । ମିଶନ୍ ୨୦୦ର ଟାର୍ଗେଟ ଦେଲେ ଅମିତ ଶାହା, ମେଦିନାପୁର ଜନସଭାରେ ମମତାଙ୍କ ଉପରେ ବର୍ଷିଲେ ବିଜେପିର ଚାଣକ୍ୟ । “
ଭାରତରେ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଟଙ୍କା ଠକି ନେଇଛି ହାଇଦ୍ରାବାଦ କମ୍ପାନି ।
କନକ ବ୍ୟୁରୋ : ନୀରବ ମୋଦୀ ବ୍ୟାଙ୍କ ଠକେଇ ମାମଲାର ପ୍ରାୟ ଅଢେଇ ବର୍ଷ ପରେ ଦେଶରେ ଆଉ ଏକ ବୃହତ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି । ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ବ୍ୟାଙ୍କ ଠକେଇଟି ନୀରବ ମୋଦୀ ସ୍କାମଠାରୁ ଆହୁରି ବଡ଼ ବୋଲି କୁହାଯାଉଛି । ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେContinue reading “ଭାରତରେ ବୃହତ ବ୍ୟାଙ୍କ ଠକେଇ, ୭୯୨୬ କୋଟି ଟଙ୍କା ଠକି ନେଇଛି ହାଇଦ୍ରାବାଦ କମ୍ପାନି । “
ରାଜ୍ୟରେ କେମିତି ହୋଇଥିଲା ମହାମାରୀର ମୁକାବିଲା? ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି, ସଚେତନତା ବାର୍ତାରୁ କରୋନା କଟକଣା ନେଇ ରଖିଲେ ମତ ।
କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ଯେତେବେଳେ ସାଧାରଣ ଲୋକଟିଏ ଘରୁ ପଦାକୁ ବାହାରିବାକୁ ଡରୁଥିଲା, ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ ଜାରି ରଖିଥିଲେ କରୋନା ଯୋଦ୍ଧା । କରୋନାକୁ ମାତ ଦେବା ପାଇଁ ସେମାନେ ଦିନ ରାତିକୁ ଏକ କରି ଦେଇଥିଲେ । ଲକ୍ଷ୍ୟ ଥିଲା କରୋନାକୁ ରୋକିବା । ସେହି କରୋନା ଯୋଦ୍ଧାଙ୍କ ମଧ୍ୟରୁ କେତେ ଜଣ ଆଜି କନକ ନ୍ୟୁଜର ନ୍ୟୁଜମେକର-୨୦୨୦ କାର୍ଯ୍ୟକ୍ରମରେ ସାମିଲ ହୋଇ ସେହିContinue reading “ରାଜ୍ୟରେ କେମିତି ହୋଇଥିଲା ମହାମାରୀର ମୁକାବିଲା? ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି, ସଚେତନତା ବାର୍ତାରୁ କରୋନା କଟକଣା ନେଇ ରଖିଲେ ମତ ।”