ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି । ସୁବ୍ରତଙ୍କ ମୁହଁରେ ଥିଲା ମହାମାରୀ ମୁକାବିଲାର କାହାଣୀ, ସମ୍ବିତ କରିଥିଲେ ରାଜନୀତି ଚର୍ଚ୍ଚା । 

କନକ ବ୍ୟୁରୋ : ମହାମାରୀ କରୋନା କାଳରେ କିଭଳି ଥିଲା ଅଭିଜ୍ଞତା. କନକ ନ୍ୟୁଜ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜମେକର-୨୦୨୦ରେ ଯୋଗ ଦେଇ ସେମାନଙ୍କ ଅନୁଭୂତି ବଖାଣିଛନ୍ତି ବରିଷ୍ଠ ରାଜନେତା ଓ ତତ୍କାଳିନ କୋଭିଡ ମୁଖପାତ୍ର । କରୋନା ଲଢ଼େଇରେ ଆଗରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କେତେ ଆହ୍ୱାନପୂର୍ଣ୍ଣ ରହିଥିଲା, ନିଜ ଅଭିଜ୍ଞତା କହିଥିଲେ, କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି । ଅବସର ଥିଲା କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମ ।Continue reading “ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି । ସୁବ୍ରତଙ୍କ ମୁହଁରେ ଥିଲା ମହାମାରୀ ମୁକାବିଲାର କାହାଣୀ, ସମ୍ବିତ କରିଥିଲେ ରାଜନୀତି ଚର୍ଚ୍ଚା । “

ପାଟକୁରାରେ ଲକ୍ଷ ଲକ୍ଷ ଟଙ୍କାର କାଜୁ ସ୍କାମ୍ । କାଗଜପତ୍ରରେ ଅଛି ବଗିଚା, ହେଲେ ନାହିଁ ପଡିଆରେ ଗଛ, ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ ।

କନକ ବ୍ୟୁରୋ: ବନୀକରଣ ଦାୟିତ୍ୱରେ ଥିବା ଆଇଏଫଏସ ଅଧିକାରୀ ଅଭୟ ପାଠକ ଦୁର୍ନୀତି କରି ଜେଲ ଯାଇଛନ୍ତିି । ଏଭଳି ସମୟରେ ଚାରା ରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ଆସିଛି କେନ୍ଦ୍ରାପଡା ଗରଦପୁର ବ୍ଲକରୁ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧୁଶାସନ ପଂଚାୟତର ୩ଟି ପ୍ଲଟରେ କାଜୁ ଚାରା ରୋପଣ ନାଁରେ ୪୨ ଲକ୍ଷ ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । କାଗଜପତ୍ରରେ କେନ୍ଦ୍ରାପଡାContinue reading “ପାଟକୁରାରେ ଲକ୍ଷ ଲକ୍ଷ ଟଙ୍କାର କାଜୁ ସ୍କାମ୍ । କାଗଜପତ୍ରରେ ଅଛି ବଗିଚା, ହେଲେ ନାହିଁ ପଡିଆରେ ଗଛ, ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ ।”

ପରୀ ହତ୍ୟା ମାମଲାରେ ନୂଆ ମୋଡ: ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ NCPCR,କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଲେଖିଲେ ଚିିଠି

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ ଆସିଛି । ଏସଆଇଟି ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ଏଥିସହ ଏହି ମାମଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ଯାଂଚ କରାଇବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରିବାକୁ ଚିଠି ଲେଖିଛି । ଅନ୍ୟପଟେ ନୟାଗଡ ଯଦୁପୁର ଗାଁର କେତେ ଜଣଙ୍କୁ ସନ୍ଦେହରେ ଉଠାଇ ନେଇ ପଚରାଉଚରା କରୁଛିContinue reading “ପରୀ ହତ୍ୟା ମାମଲାରେ ନୂଆ ମୋଡ: ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ NCPCR,କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଲେଖିଲେ ଚିିଠି”

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୩୮ ଜଣ ପଜିଟିଭ୍, ସୁସ୍ଥ ହେଲେ ୨୮ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୧ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି । Update on newly detected #COVID19 cases in the lastContinue reading “ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୩୮ ଜଣ ପଜିଟିଭ୍, ସୁସ୍ଥ ହେଲେ ୨୮ ଜଣ ।”

ବିଲରେ ଧାନ ଅମଳ କରୁଥିଲେ, ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବୁଗୁଡ଼ା ଥାନା ଅନ୍ତର୍ଗତ ବି. ବ୍ରହ୍ମପୁର ଗାଁରେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ତୁଳସୀପଲ୍ଲୀ ଗାଁର ମନୋଜ କୁମାର ପ୍ରଧାନ ଆଜି ଅପରାହ୍ନ ସମୟରେContinue reading “ବିଲରେ ଧାନ ଅମଳ କରୁଥିଲେ, ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ ।”

୩୬ ରନରେ ଭାରତୀୟ ପାଳି ସମାପ୍ତ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କହିଲେ ମୁଁ ବହୁତ ଖୁସି ।

କନକ ବ୍ୟୁରୋ : ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନ କରିଥିବା ଭାରତକୁ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ସମାଲୋଚନାର ଗୋଟିଏ ପାଦ ଆଗକୁ ଯାଇ ପାକିସ୍ତାନର ଦ୍ରୁତ ବୋଲର ସୋଏବ ଅଖତର ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ କଡ ଟିପ୍ପଣୀ ଦେଇଛନ୍ତି । ଅଖତର କହିଛନ୍ତି ଯେ ବିରାଟ କୋହଲିଙ୍କ ଦଳ ପାକିସ୍ତାନର ସର୍ବନିମ୍ନContinue reading “୩୬ ରନରେ ଭାରତୀୟ ପାଳି ସମାପ୍ତ । ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କହିଲେ ମୁଁ ବହୁତ ଖୁସି ।”

ସାବଧାନ…! ଟଙ୍କା ଗାଏବ କରି ନେଉଛି ନକଲି ୱେବସାଇଟ, ସତର୍କ କରାଇଲେ ସରକାର । 

କନକ ବ୍ୟୁରୋ : ଅନଲାଇନ ପାଠପଢାକୁ ଦୃଷ୍ଟିରେ ରଖି ସରକାର ମାଗଣାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ ଦେଉଛନ୍ତି । ଦିଆଯାଇଥିବା ଲିଙ୍କ୍ ଖୋଲି ନମ୍ବର ରେଜିଷ୍ଟ୍ରେସନ କଲେ ପାଇପାରିବେ ମାଗଣା ଲାପଟପ । ଆପଣଙ୍କ ନମ୍ବରରେ ଲକ୍ଷେ ଟଙ୍କାର ଲଟେରୀ ଉଠିଛି, ଦିଆଯାଇଥିବା ଆପରେ ନମ୍ବର ପଞ୍ଜିକୃତ କରନ୍ତୁ ଓ ଲକ୍ଷେ ଟଙ୍କା ପାଆନ୍ତୁ । ମୋବାଇଲକୁ ଆସୁଥିବା ଏଭଳି ମେସେଜ ଉପରେ  ଥରେ  ଯଦି ଆପଣ ବିଶ୍ୱାସ କରିନିଅନ୍ତି ତେବେ ଆକାଉଣ୍ଟ ଖାଲି ହୋଇଯିବContinue reading “ସାବଧାନ…! ଟଙ୍କା ଗାଏବ କରି ନେଉଛି ନକଲି ୱେବସାଇଟ, ସତର୍କ କରାଇଲେ ସରକାର । “

ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ଟଙ୍କାର ସୁନା ଚୋରି । ଗତ କିଛି ଦିନ ପୂର୍ବେ ତାମିଲନାଡୁ ସିବିଆଇ କାର୍ଯ୍ୟାଳୟରୁ ଚୋରି ହୋଇଥିଲା କ୍ୱିଣ୍ଟାଲ ସୁନା ।

କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରି ମାମଲା ଥଣ୍ଡା ପଡ଼ିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୁଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି । ଜାମନଗର ଡିଭିଜନର ଜନୈକ ପୁଲିସ ଅଧିକାରୀ କହିଛନ୍ତି କି, ଏହିContinue reading “ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ଟଙ୍କାର ସୁନା ଚୋରି । ଗତ କିଛି ଦିନ ପୂର୍ବେ ତାମିଲନାଡୁ ସିବିଆଇ କାର୍ଯ୍ୟାଳୟରୁ ଚୋରି ହୋଇଥିଲା କ୍ୱିଣ୍ଟାଲ ସୁନା ।”

ଦୁର୍ବଳ ହେଉଛି ‘ହାତ’ । ନୂଆ ଅଧ୍ୟକ୍ଷ ଚୟନ ପାଇଁ କଂଗ୍ରେସ କସରତ କରୁଥିବାବେଳେ ଇସ୍ତଫା ଦେଲେ ରାହୁଲ ଗାନ୍ଧୀଙ୍କ ନିକଟତମ ନେତ୍ରୀ…

କନକ ବ୍ୟୁରୋ : କଂଗ୍ରେସର ଛାତ୍ରଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ପ୍ରଭାରୀ ତଥା କଂଗ୍ରେସର ସଂଯୁକ୍ତ ସଚିବ ରୂଚୀ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନୂଆ ଅଧ୍ୟକ୍ଷ ଚୟନ କରିବା ସହ ଆହୁରି ଅନେକ ଗରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକ କରୁଛି । ଗୁପ୍ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ । ହ୍ୱାଟସଆପ୍ ରେ ପଠାଯାଇଥିବା ଏହିContinue reading “ଦୁର୍ବଳ ହେଉଛି ‘ହାତ’ । ନୂଆ ଅଧ୍ୟକ୍ଷ ଚୟନ ପାଇଁ କଂଗ୍ରେସ କସରତ କରୁଥିବାବେଳେ ଇସ୍ତଫା ଦେଲେ ରାହୁଲ ଗାନ୍ଧୀଙ୍କ ନିକଟତମ ନେତ୍ରୀ…”

ନେହା ନାହାନ୍ତି ଗର୍ଭବତୀ, ସାମ୍ନାକୁ ଆସିଲା ଭାଇରାଲ ଫେଟୋ ପଛର ସତ, ପଢ଼ନ୍ତୁ…

କନକ ବ୍ୟୁରୋ: ବଲିଉଡର ଚୁଲବୁଲି ଗାୟିକା ନେହାଙ୍କ ଯେଉଁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବଢ଼ିଲା, ଅନେକ ଟ୍ରଲ ମଧ୍ୟ ଦେଖିବାକୁ ମିଳିଲା ସେଥିରେ ପଡ଼ିଛି ପୂର୍ଣ୍ଣଛେଦ । ନିକଟ ଅତୀତରେ ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କର ‘ବେବି ବମ୍ପ୍‌’ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ଫଟୋଟି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ମାତ୍ର ଜାଣିବାକୁ ମିଳିଛି ଯେ ନେହାଙ୍କର ସେହି ଫଟୋ ଏକ ପବ୍ଲିସିଟି ଷ୍ଟଣ୍ଟ୍ ମାତ୍ର‌ । ଫଟୋଟିContinue reading “ନେହା ନାହାନ୍ତି ଗର୍ଭବତୀ, ସାମ୍ନାକୁ ଆସିଲା ଭାଇରାଲ ଫେଟୋ ପଛର ସତ, ପଢ଼ନ୍ତୁ…”

Design a site like this with WordPress.com
Get started