କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର । ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଏସଆଇଟି ତଦନ୍ତକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହContinue reading “ପରୀ ମୃତ୍ୟୁ ମାମଲାରେ SIT ତଦନ୍ତ ନେଇ NCPCRର ଅସନ୍ତୋଷ ପ୍ରକାଶ । କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଚିିଠି ।”
Author Archives: Raghaba
ତୋ ଆଖିରେ ମୁଁ, ମୋ ଆଖିରେ ତୁ… ବିନା ଶବ୍ଦରେ ସୁନ୍ଦର ହେବ ସଂସାର । ଏଇଠୁ ଆରମ୍ଭ ଦିବ୍ୟାଙ୍ଗ ଯୋଡିଙ୍କ ନୂଆ କାହାଣୀ…
କନକ ବ୍ୟୁରୋ: ତୋ ଆଖିରେ ମୁଁ, ମୋ ଆଖିରେ ତୁ… ତୋ ଛାତିରେ ମୁଁ, ମୋ ଛାତିରେ ତୁ… ତୁମେ ଜହ୍ନ ହେଲେ ମୁଁ ତୁମ ନୀଳ କଇଁ, ତୁମେ ମେଘ ହେଲେ ମୁଁ ନାଚିବି ମୟୂରୀ ହୋଇ… ଠାରରେ ଠାରରେ ମନ ତଳର ଭାଷାକୁ ମନର ମଣିଷ ଆଗରେ କହିବା ବେଳେ ବୋଲ ମାନୁନି ଆଖି, କାବୁରେ ରହୁନି ଲାଜେଇ ହସ । ଏ ହସ ହୃଦୟର ମଣିଷକୁ ପାଇବା ପରର, ହାତଗଣ୍ଠି ପଡିବା ପରରContinue reading “ତୋ ଆଖିରେ ମୁଁ, ମୋ ଆଖିରେ ତୁ… ବିନା ଶବ୍ଦରେ ସୁନ୍ଦର ହେବ ସଂସାର । ଏଇଠୁ ଆରମ୍ଭ ଦିବ୍ୟାଙ୍ଗ ଯୋଡିଙ୍କ ନୂଆ କାହାଣୀ…”
ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ମେଦିନି ପୁରରେ ବିଶାଳ ରାଲି ଓ ଜନସଭା । ସାମିଲ ହେଲେ ଟିଏମସି ସାଂସଦ ସୁନିଲ ମଣ୍ଡଳ ଓ ଦଳ ଛାଡ଼ିଥିବା ଶୁଭେନ୍ଦୁ ଅଧିକାରୀ
କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା । ସେ ଆଜି ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସContinue reading “ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ମେଦିନି ପୁରରେ ବିଶାଳ ରାଲି ଓ ଜନସଭା । ସାମିଲ ହେଲେ ଟିଏମସି ସାଂସଦ ସୁନିଲ ମଣ୍ଡଳ ଓ ଦଳ ଛାଡ଼ିଥିବା ଶୁଭେନ୍ଦୁ ଅଧିକାରୀ”
ରାଉରକେଲା ହୋଟଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ: ୧୨ ଜଣଙ୍କୁ ଗିରଫ ସହ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁଲିସ
କନକ ବ୍ୟୁରୋ: ରାଉରକେଲାରେ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ପ୍ଲାଂଟ ସାଇଟ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛନ୍ତି । ୧୨ ଜୁଆଡିଙ୍କୁ ଗିରଫ କରାଯାଇଛି । ଏହା ସହ ନଗଦ ୧୨ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ୧୫ ମୋବାଇଲ ଫୋନ ସହ ୨ କାର, ୫ ବାଇକ ମଧ୍ୟ ଜବତ କରିଯାଇଛି । ସେହିପରି ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।Continue reading “ରାଉରକେଲା ହୋଟଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ: ୧୨ ଜଣଙ୍କୁ ଗିରଫ ସହ ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ପୁଲିସ”
ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ
କନକ ବ୍ୟୁରୋ : ଏଣିକି ପୁରୀକୁ ଗଲେ ଶସ୍ତା ରହିପାରିବେ ପର୍ଯ୍ୟଟକ । ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହଣୀ କରିପାରିବେ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଭକ୍ତ ନିବାସରେ ରହିବା ପାଇର୍ ବେଡ଼ ପିଛାContinue reading “ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ”
ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳାଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା
କନକ ବ୍ୟୁରୋ : ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଲିକ ଦୁର୍ଗା ମିଶ୍ରଙ୍କ ଭଂଜନଗର ଘରେ ଛତିଶଗଡ଼ ପୁଲିସ । ବେଆଇନ୍ ଅର୍ଥ କାରବାରରେ କୋଟି କୋଟି ଟଙ୍କା ଆତ୍ମ ସାତ କରି ଭଂଜନଗର ଅଚଂଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ବାରି ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ତାହାର ଖୋଜ ଖବର ନେଇ ଗତ କାଲି ଭଂଜନଗର ପହଚିଂଥିଲେ ଛତିଶଗଡ଼ପୋଲିସର ଟିମ୍ । ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍ ଥାନାରେ ରୁଜୁ ହୋଇଥିବାContinue reading “ମାଇକ୍ରୋ ଫାଇନାନ୍ସ ଚିଟଫଣ୍ଡ କେଳାଙ୍କାରୀ । ମାଲିକ ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ଛତିଶଗଡ ପୋଲିସର ଚଢାଉ । ପୁଅ କାଳୀ, ଭାଇ ଉପେନ୍ଦ୍ର ଓ କର୍ମଚାରୀ ଦୁର୍ଗା ଷଡଙ୍ଗୀଙ୍କ ନାମରେ ଗିରଫ୍ ପରୱାନା”
ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ରାଜନୌତିକ ଡ଼୍ରାମା ଭିତରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ଗୃହମନ୍ତ୍ରୀ ମେଦିନାପୁରରେ ଆଜି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବେ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ ବାସଭବନ ରାମକୃଷ୍ଣ ମିଶନ ପରିଦର୍ଶନ କରିଛନ୍ତି । ଏହା ପରେContinue reading “ହାଇଭୋଲଟେଜ ରାଜନୈତିକ ଡ଼୍ରାମା ଭିତରେ ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା । ଆଜି ମେଦିନି ପୁରରେ କରିବେ ବିଶାଳ ରାଲି । କୃଷି ଆଇନ ନେଇ ଚାଷୀଙ୍କୁ ବୁଝାଇବେ ଶାହା । ଏପଟେ ଦଳ ଛାଡ଼ୁଥିବା ଟିଏମସି ନେତାଙ୍କ ବଢ଼ୁଛି ସଂଖ୍ୟା”
ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ
କନକ ବ୍ୟୁରେ : ସ୍ପାଇସ୍ ଜେଟ୍ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ଠାରୁ ସାବରମତୀର ରିଭର ଫ୍ରଣ୍ଟ ମଧ୍ୟରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ କରିବ ସି-ପ୍ଲେନ ସେବା । ଏନେଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା କେବାଡିଆ ନିକଟ ଷ୍ଟାୁଚ୍ୟ ଅଫ୍ ୟୁନିଟ୍ ରୁ ଅହମଦାବାଦର ସାବରମତୀ ରିଭର ଫ୍ରଣ୍ଟ ମଧ୍ୟରେ ଚଳିତ ମାସ ୨୭ ତାରିଖ ଠାରୁ ସି-ପ୍ଲେନ ଉଡାଣ ଆରମ୍ଭ କରିବ । ଏନେଇContinue reading “ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଠାରୁ ସାବରମତୀ ରିଭର ମଧ୍ୟରେ ୨୭ ଡିସେମ୍ବରରୁ ଆରମ୍ଭ ହେବ ସି-ପ୍ଲେନ୍ ଯାତ୍ରା । ସ୍ପାଇସ୍ ଜେଟ୍ କହିଲା ଆସନ୍ତା କାଲି ଠାରୁ ବୁକିଂ”
ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ
କନକ ବ୍ୟୁରୋ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି । ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହିContinue reading “ସିବିଆଇ କାର୍ଯ୍ୟାଳୟ ପରେ ଏବେ ଗୁଜୁରାଟ କଷ୍ଟମ କାର୍ଯ୍ୟାଳୟରୁ ସୁନା ଚୋରୀ । ୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ”
ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍
କନକ ବ୍ୟୁରେ : ଆସୋଚାମର ସ୍ଥାପନା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ସାମୁହିକ ବିକାଶ ପାଇଁ ସରକାର ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି । ବିକାଶର ଧାରା ଜାରି ରଖିବାକୁ ସରକାର ନୂଆ ରୋଡ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଆତ୍ମ ନିର୍ଭର ଭାରତ ଦେଶବାସୀଙ୍କର ମୂଳ ଲକ୍ଷ୍ୟ ହେବାContinue reading “ଆସୋଚାମର ସ୍ଥାପନା ସପ୍ତାହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଦେଶର ସାମୁହିକ ବିକାଶ ପାଇଁ ସରକାର ଜାରି ରଖିଛନ୍ତି ଉଦ୍ୟମ। ବିକାଶର ଧାରା ଜାରି ରଖିବାକୁ ସରକାର ପ୍ରସ୍ତୁତ କରୁଛନ୍ତି ନୂଆ ରୋଡ ମ୍ୟାପ୍”