କନକ ବ୍ୟୁରୋ : ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ । ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ । କୌଣସି ବି ବ୍ୟାଟସ ମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ରନ ଛୁଇଁପାରିନାହାନ୍ତି । ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୯୦ ରନର ଲକ୍ଷ୍ୟ ରଖିଛି ଭାରତ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ । ଏହା ଇଣ୍ଡିଆର ସବୁଠାରୁ କମ ଦ୍ୱିତୀୟ ଇନିଂସ ରନ୍Continue reading “ଆଡିଲେଟ ଟେଷ୍ଟ ଦ୍ୱିତୀୟ ଇନିଂସରେ ଭାରତର ଦୟନୀୟ ପ୍ରଦର୍ଶନ : ମାତ୍ର ୩୬ ରନରେ ଦଳ ହରାଇଲା ସମସ୍ତ ୱିକେଟ; କୌଣସି ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ଦୁଇ ଅଙ୍କ”
Author Archives: Raghaba
୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ଜାନୁୟାରୀ ୩ ତାରିଖରୁ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ୩ରୁ ୭ ତାରିଖ ଯାଏଁ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ୭ ତାରିଖ ପରେ ବାହାର ଜିଲ୍ଳାବାସୀଙ୍କ ମାଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ । ତେବେ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଫୁଲ କିମ୍ବା ଭୋଗContinue reading “୩ରୁ ୭ ଯାଏଁ ସମଲେଶ୍ୱରୀ ଦର୍ଶନ କରିବେ ଜିଲ୍ଲାବାସୀ । ୭ପରେ ବାହାର ଜିଲ୍ଳା ଭକ୍ତ କରିପାରିବେ ମା’ଙ୍କ ଦର୍ଶନ”
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଟିମ୍ ରେ ସାମିଲ ହେଲେ .ଆଉଜେଣ ଭାରତୀୟ । ପ୍ରେସ ସେକ୍ରେଟାରୀ ହେଲେ ବେଦାନ୍ତ ପଟେଲ ।
କନକ ବ୍ୟୁରୋ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ-ବାଇଡେନ ଶୁକ୍ରବାର ଦିନ ହ୍ୱାଇଟ ହାଉସରେ କମ୍ୟୁନିକେଷନ ଓ ପ୍ରେସ ଷ୍ଟାକର ଘୋଷଣା କରିଛନ୍ତି । ବାଇଡେନଙ୍କ ଏହି ଟିମ୍ ରେ ଭାରତୀୟ ବଂଶୋଦ୍ଭବ ବେଦାନ୍ତ ପଟେଲଙ୍କୁ ସ୍ଥାନ ମିଳିଛି । ପଟେଲଙ୍କୁ ଆସିଷ୍ଟାଣ୍ଡ ପ୍ରେସ ସେକ୍ରେଟାରୀ ପଦ ମିଳିଛି । ଏହି କ୍ରମରେ ବାଇଡେନ ଶୁକ୍ରବାର ଦିନ ୧୬ ଜଣ ଲୋକଙ୍କ ନାମ ଘୋଷଣା କରିଛନ୍ତି । ବେଦାନ୍ତ ପଟେଲଙ୍କର ଜନ୍ମ ଭାରତରେ ହୋଇଥଲା ।Continue reading “ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଟିମ୍ ରେ ସାମିଲ ହେଲେ .ଆଉଜେଣ ଭାରତୀୟ । ପ୍ରେସ ସେକ୍ରେଟାରୀ ହେଲେ ବେଦାନ୍ତ ପଟେଲ ।”
କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା : ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬
କନକ ବ୍ୟୁରୋ : କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା । ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ରେ ପହଂଚିଛି । ୨୪ ଘଂଟାରେ ୩୪୭ ଜଣଙ୍କ ମୃତ ହୋଇଛି । ଏବେି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୫ ହଜାର ୧୫୩ଜଣ । ସକ୍ରିୟ ସଂଖ୍ୟା ୩ ଲକ୍ଷ ୮ ହଜାର ୭୫୧ ଥିବା ବେଳେContinue reading “କୋଟିଏ ଟପିଲା ଦେଶରେ କରୋନା ସଂକ୍ରମଣ ସଂଖ୍ୟା : ୧ କୋଟି ୪ ହଜାର ୫୯୯ ଦେଶରେ ସଂକ୍ରମିତ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬ “
ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଅବଗଣନା ଆରମ୍ଭ: କେଉଁ ଖବର ଥିଲା ଚର୍ଚ୍ଚାରେ, କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର?
କନକ ବ୍ୟୁରୋ: ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଆରମ୍ଭ ହୋଇଛି ଅବଗଣନା । ୨୦୨୦ ବର୍ଷରେ କେଉଁ ଖବର ଥିଲା ସୁବୁଠୁ ଅଧିକ ବର୍ଚ୍ଚାରେ । କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର । ୨୦୨୦ର କିଛି ଶ୍ରେଷ୍ଠ ନ୍ୟୁଜ୍ ମେକରଙ୍କୁ ନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି କନକ ନ୍ୟୁଜର ବାର୍ଷିକ କାର୍ଯ୍ୟକ୍ରମ ନ୍ୟୁଜ୍ ମେକର ୨୦୨୦ । ବର୍ଷ ୨୦୨୦ରେ ଏମିତି ଘଟଣ-ଅଘଟଣ ଦେଖିବାକୁ ମିଳିଛି ଯାହା ମଣିଷ ସଭ୍ୟତା କେବେContinue reading “ସରି ଆସୁଛି ବର୍ଷ ୨୦୨୦, ନୂଆବର୍ଷ ପାଇଁ ଅବଗଣନା ଆରମ୍ଭ: କେଉଁ ଖବର ଥିଲା ଚର୍ଚ୍ଚାରେ, କିଏ ଥିଲେ ବର୍ଷର ଶ୍ରେଷ୍ଠ ନ୍ୟୁଜ୍ ମେକର?”
ଟିଏମସି ସହିତ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଂଚିଲେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କୁ କଲେ ସ୍ୱାଗତ
କନକ ବ୍ୟୁରୋ : ଆଗାମୀ ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପିକୁ ପ୍ରସ୍ତୁତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଆଜି କୋଲକତାରେ ପହଂଚିଛନ୍ତି । ତାଙ୍କ ଗସ୍ତ ଏମିତି ସମୟରେ ହୋଇଛି କି ଯେତେବେଳେ ରାଜ୍ୟ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ନେତା ଓ ବିଧାୟକ ମାନେ କ୍ରମାଗତ ଦଳରୁ ଇସ୍ତଫା ଦେଉଛନ୍ତି । ଅନୁମାନ କରାଯାଉଛି କି ଯେଉଁ ବିଧାୟକ, ମନ୍ତ୍ରୀ ଓContinue reading “ଟିଏମସି ସହିତ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗରେ ପହଂଚିଲେ ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କୁ କଲେ ସ୍ୱାଗତ”
ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କଲେ ଫାଇବ୍-ଟି ସଚିବ : ଜିଲ୍ଲାପାଳ ଓ ଏସପିଙ୍କ ସହ କଲେ ଆଲୋଚନା
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ । ସେପଟେ, ୨୩ରୁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିରContinue reading “ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କଲେ ଫାଇବ୍-ଟି ସଚିବ : ଜିଲ୍ଲାପାଳ ଓ ଏସପିଙ୍କ ସହ କଲେ ଆଲୋଚନା”
ପରୀ ମୃତ୍ୟୁ ମାମଲାରେ ଏସ୍ଆଇଟିର ତତ୍ପରତା: ଯଦୁପୁର ଗାଁକୁ ଯାଇ ୩ ଜଣକୁ ଉଠାଇ ନେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍
କନକ ବ୍ୟୁରୋ : ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ଯଦୁପୁର ଗାଁରେ ପହଂଚିଛ ୩ ଜଣଙ୍କୁ ଉଠାଇ ନେଇଛି ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଛି ଏସ୍ଆଇଟି ଟିମ୍ । ନୟାଗଡ଼ ସର୍କିଟ୍ ହାଉସରେ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି । ବଡ଼ କଥା ହେଉଛି- ଏସ୍ଆଇଟି ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଜି ଏମିତି ଏକ ଖବର ଆସିଛି । ହାଇକୋର୍ଟContinue reading “ପରୀ ମୃତ୍ୟୁ ମାମଲାରେ ଏସ୍ଆଇଟିର ତତ୍ପରତା: ଯଦୁପୁର ଗାଁକୁ ଯାଇ ୩ ଜଣକୁ ଉଠାଇ ନେଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍”
ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି: ବଡ଼ ଦିନରେ ଚର୍ଚ୍ଚ ଯିବା ମନା, ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ
କନକ ବ୍ୟୁରୋ: ବଡ଼ ଦିନରେ ଚର୍ଚ୍ଚ ଯିବା ମନା । କନ୍ଧମାଳରେ ଡ଼ିସେମ୍ବର ୨୫ରେ ବଡ଼ଦିନ ଉପଲକ୍ଷେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରାଯାଇଛି । ଚର୍ଚ୍ଚରେ ଲାଗିବ ନାହିଁ ଲାଇଟ କି ହେବନି ସାଜସଜା । କେବଳ ୧୫ ଜଣ ମଧ୍ୟରେ ଚର୍ଚ୍ଚ ରେ ବଡଦିନ ପାଳନ କରାଯିବ । ଘରେ ରହି ବଡ଼ ଦିନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଦିଆଯାଇଛି । କୋଭିଡ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନContinue reading “ବଡ଼ ଦିନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତି: ବଡ଼ ଦିନରେ ଚର୍ଚ୍ଚ ଯିବା ମନା, ଘରେ ରହି ଉତ୍ସବ ପାଳନ କରିବାକୁ ପ୍ରଶାସନର ଅନୁରୋଧ”
ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ଅଜଣା ଯୁବକଙ୍କୁ ନିଜ ଗାଡିରେ ଆଣିଲେ ମନ୍ତ୍ରୀ ସମୀର ଦାଶ; ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତି
କନକ ବ୍ୟୁରୋ: ମନ୍ତ୍ରୀଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଅଜଣା ଯୁବକଙ୍କୁ ହସ୍ପିଟାଲରେ ପହଂଚାଇଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବାବେଳେ ପିପିଲିଠାରେ ଥିବା ମତ୍ସ୍ୟ ପ୍ରଜନନ ଓ ଗବେଷଣା କେନ୍ଦ୍ର ନିକଟରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିଥିଲେ । ସାଙ୍ଗେସାଙ୍ଗେ ଗାଡି ଅଟକାଇ ଅଚେତ ହୋଇ ପଡିଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ନେଇ ଆସିଥିଲେ କ୍ୟାପିଟାଲ ହସ୍ପିଟାଲ ।Continue reading “ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ଅଜଣା ଯୁବକଙ୍କୁ ନିଜ ଗାଡିରେ ଆଣିଲେ ମନ୍ତ୍ରୀ ସମୀର ଦାଶ; ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତି”