କନକ ବ୍ୟୁରୋ : ଆଡିଲେଡ ଡେ ନାଇଟ ଟେଷ୍ଟରେ ଚମକିଲା ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ଫଳରେ ଅଷ୍ଟ୍ରେଲିଆ ୭୨ ଓଭର ଖେଳି ୧୯୧ରନରେ ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି । ଏହି ଡେ ନାଇଟ ଟେଷ୍ଟରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲେ ଟିମContinue reading “ଆଡିଲେଡରେ ଚମକିଲା ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ । ୧୯୧ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ ।”
Author Archives: Raghaba
ଲୁହାପଥର ଯୋଗାଣ ବଢ଼ିଲେ ଇସ୍ପାତ ଦାମ୍ କମିବ : ମନିଷ ଖରବନ୍ଦା
କନକ ବ୍ୟୁରୋ : କରୋନା ମହାମାରୀ ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିଥିବା ବେଳେ ଇସ୍ପାତ ଶିଳ୍ପ ଏଥିରୁ ବାଦ୍ ପଡିନାହିଁ । ଦେଶରେ ଅର୍ଥନୀତି ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଏହି କ୍ଷେତ୍ର, ଏହାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)ର ଉପଦେଷ୍ଟା (ଲିଗାଲ, କର୍ପୋରେଟ ଆଫେୟାର୍ସ, ସିଏସଆର ଆଣ୍ଡ ସଷ୍ଟେନେବିଲିଟି) ମନିଷ ଖରବନ୍ଦା ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି । ସାକ୍ଷାତକାର : ପ୍ରଭାତContinue reading “ଲୁହାପଥର ଯୋଗାଣ ବଢ଼ିଲେ ଇସ୍ପାତ ଦାମ୍ କମିବ : ମନିଷ ଖରବନ୍ଦା”
ଓଡିଶା ଫେରିବାକୁ ଆକୁଳ ନିବେଦନ । ଆନ୍ଧ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୭ରୁ ଅଧିକ ଓଡିଆ ଯୁବତୀ
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଫସିରହିଛନ୍ତି ଓଡିଶାରର ୭ରୁ ଅଧିକ ଯୁବତୀ । କରୋନା କଟକଣା କୋହାଳ ହେବା ପରେ ଏମାନେ ଆନ୍ଧ୍ରପ୍ରଦେଶ ର କଡପା ଜିଲ୍ଲାରେ ଥିବା ସୂତାକଳ କମ୍ପାନୀରେ କାମ କରିବାକୁ ଯାଇଥିଲେ । ହେଲେ ସେଠାରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି । ଓଡିଶା ଫେରାଇ ଆଣିବାକୁ ଭିଡିଓ କରି ସେ ରାଜ୍ୟସରକାରଙ୍କୁ ନିବେଦନ କରିଛନ୍ତି । ତାଙ୍କୁ ଦରମା ଦିଆଯାଉନଥିବା ବେଳେ ନିଜ ଘରକୁ ବି ସେମାନଙ୍କୁ ଛଡାଯାଉନି । ତାଙ୍କରContinue reading “ଓଡିଶା ଫେରିବାକୁ ଆକୁଳ ନିବେଦନ । ଆନ୍ଧ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୭ରୁ ଅଧିକ ଓଡିଆ ଯୁବତୀ”
ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ: କହିଲେ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର; ରାଜନୀତି ପାଇଁ କୃଷକଙ୍କୁ କରାଯାଉଛି ବ୍ୟବହାର
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଭିତରେ ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନୀତି ପାଇଁ ଚାଷୀଙ୍କୁ ମୋହରା ବନାଯାଉଥିବା କହିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନକୁ ନେଇ ମତ ରଖି କହିଛନ୍ତି ଯେ, କୃଷି ଆଇନ ହଠାତ ଆସିନାହିଁ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର । ଏବଂ ବର୍ଷ ବର୍ଷ ଧରି ଥିବା ଚାଷୀଙ୍କ ଦାବିକୁ ମଧ୍ୟ ପୁରା କରିଦିଆଯାଇଛି । ଏବଂContinue reading “ମଧ୍ୟପ୍ରଦେଶ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ: କହିଲେ, ୨୫ ବର୍ଷର କାମକୁ ପୁରା କରୁଛନ୍ତି ସରକାର; ରାଜନୀତି ପାଇଁ କୃଷକଙ୍କୁ କରାଯାଉଛି ବ୍ୟବହାର”
ଏସଡିଜିଏମ୍ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଅଭିଯୋଗ ଉପରେ ରଖିଲେ ଉତ୍ତର । ଓକିଲଙ୍କ ମାଧ୍ୟମରେ ସତ୍ୟପାଠ ଦାଖଲ
କନକ ବ୍ୟୁରୋ : ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଅଡୁଆ ବଢିବାରେ ଲାଗିଛି । ଏହି କ୍ରମରେ ବର୍ଷା କରିଥିବା ଏକ ମାମଲାରେ ଅନୁଭବ କଟକ ଏସଡିଜିଏମ୍ କୋର୍ଟରେ ହାଜର ହୋଇଛନ୍ତି । ସେଠାରେ ସେ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଛନ୍ତି । ଏହା ସହ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ବି ଦାଖଲ କରିଛନ୍ତି । କୋର୍ଟ ପକ୍ଷରୁ ହାଜରContinue reading “ଏସଡିଜିଏମ୍ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଅଭିଯୋଗ ଉପରେ ରଖିଲେ ଉତ୍ତର । ଓକିଲଙ୍କ ମାଧ୍ୟମରେ ସତ୍ୟପାଠ ଦାଖଲ”
ମାଆ ହେବେ ନେହା କକ୍କର ? ସ୍ୱାମୀ ରୋହନପ୍ରୀତ ସିଂଙ୍କ ସେୟାର କଲେ ବେବିବମ୍ପ ଫଟୋ
କନକ ବ୍ୟୁରୋ : ମାଆ ହେବେ ନେହା କକ୍କର । ନିକଟରେ ନେହା ନିଜ ପ୍ରସଂଶକମାନଙ୍କୁ ଖୁସି ଖବର ଦେଇଛନ୍ତି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ନେହା ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଇନଷ୍ଟାଗାମ ନେହା ଏକ ବେବିବମ୍ପ ଫଟୋ ଶେୟାର କରିଛନ୍ତି । ଫଟୋକୁ ଶେୟାର କରିବା ସହ ଖୟାଲ ରଖା କରୋ, କ୍ୟାପସନ ଲେଖିଥିବା ବେଳେ ରୋହନ ଏଥିରେ କମେଂଟ ଦେଇ ଏଣିକି ଅଧିକ ଯତ୍ନ ନେବାକୁ ପଡିବ ବୋଲି ପୋଷ୍ଟ କରିଛନ୍ତିContinue reading “ମାଆ ହେବେ ନେହା କକ୍କର ? ସ୍ୱାମୀ ରୋହନପ୍ରୀତ ସିଂଙ୍କ ସେୟାର କଲେ ବେବିବମ୍ପ ଫଟୋ”
ଗଜପତିରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର: ଏକ ନିର୍ମାଣଧୀନ ଘରର ଷ୍ଟୋରରୁ ଶିଶୁ ପୁତ୍ରକୁ କରାଗଲା ଉଦ୍ଧାର
କନକ ବ୍ୟୁରୋ: ଗଜପତି ଜିଲ୍ଲା କାଶୀନଗର ବ୍ଲକର ନିଖୋଜ ୭ ବର୍ଷରୁ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଘର ଠାରୁ ୩ କିଲୋମିଟର ଦୂର କଇଥପଦରରୁ ଉଦ୍ଧାର କରାଯାଇଛି । ଏକ ନିର୍ମାଣଧୀନ ଘରର ଷ୍ଟୋରରୁ ଶିଶୁ ପୁତ୍ରକୁ ସଂପର୍କୀୟ ଉଦ୍ଧାର କରିଥିବା ଜଣାପଡିଛି । ସଂପର୍କୀୟ ମାନେ ଖୋଜାଖୋଜି କରୁଥିବା ବେଳେ ସନ୍ଧାନ ପାଇଥିଲେ । ଉଦ୍ଧାର ପରେ ଶିଶୁପୁତ୍ରକୁ ନେଇ ଅଧିକ ଖୋଳତାଡ କରୁଛି ପୁଲିସ । ଗତ ୧୬ ତାରିଖରେ ଶିଶୁପୁତ୍ରଟିContinue reading “ଗଜପତିରୁ ନିଖୋଜ ଶିଶୁପୁତ୍ର ଉଦ୍ଧାର: ଏକ ନିର୍ମାଣଧୀନ ଘରର ଷ୍ଟୋରରୁ ଶିଶୁ ପୁତ୍ରକୁ କରାଗଲା ଉଦ୍ଧାର”
ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡିଆ କାର୍ଡ ଖେଳିଲେ ନବୀନ: କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ; କହିଲେ, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଲା ହିନ୍ଦୀ
କନକ ବ୍ୟୁରୋ: ନବୀନ ଖେଳିଲେ ଓଡିଆ କାର୍ଡ । ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଉଛି ହିନ୍ଦୀ । ଏକ ଆଂଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ୱାର୍ଥ ପୂରଣ କରିପାରିବ । ବିଜେଡିର କେହି ବସ ନାହାନ୍ତି । ଓଡିଶାବାସୀ ହିଁ ହେଉଛନ୍ତି ଆମ ବସ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । Continue reading “ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡିଆ କାର୍ଡ ଖେଳିଲେ ନବୀନ: କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ; କହିଲେ, ଜାତୀୟ ଦଳଗୁଡିକର ମୁଖ୍ୟ ଫୋକସ ହେଲା ହିନ୍ଦୀ”
ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ । ଦାମ ରହିଛି ସାଢେ ସାତ କୋଟି । ଜାଣନ୍ତୁ କ’ଣ ରହିଛି ମାମଲା
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ନିର୍ମାଣ ହୋଇଥିବା ସଂସଦୀୟ କାର୍ଯ୍ୟାଳୟକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବାରଣାସୀର ଗୁରୁଧାମ କଲୋନୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି ପାଇଁ ଅନଲାଇନ କ୍ରୟ- ବିକ୍ରୟ ସାଇଟ୍ ରେ ବିଜ୍ଞାପନ ଦିଆଯାଇଛି । ଓଏଲଏକ୍ସ ସାଇଟରେ ଲୋକମାନେ ବିଜ୍ଞାପନ ଦେଖିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି କି କାହିଁକି ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରି କରାଯାଉଛି । ତାହାContinue reading “ଓଏଲଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟ ବିକ୍ରିର ବିଜ୍ଞାପନ । ଦାମ ରହିଛି ସାଢେ ସାତ କୋଟି । ଜାଣନ୍ତୁ କ’ଣ ରହିଛି ମାମଲା”
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା । ତୃତୀୟ ବିଧାୟକ ଭାବେ ଇସ୍ତଫା ଦେଲେ ଶୀଲଭଦ୍ର ଦତ୍ତ
କନକ ବ୍ୟୁରୋ : ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଆଜି ତୃଣମୂଳ କଂଗ୍ରେସ ବିଧାୟକ ଶୀଲଭଦ୍ର ଦତ୍ତ ବିଧାୟକ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ଥଫା ଦେଇଛନ୍ତି । ଶ୍ରୀ ଦତ୍ତ ପୂର୍ବ ଦୁଇଦିନରୁ ଇସ୍ତଫା ଦେଉଥିବା ବିଧାୟକ ମାନଙ୍କ ମଧ୍ୟରେ ତୃତୀୟContinue reading “ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା । ତୃତୀୟ ବିଧାୟକ ଭାବେ ଇସ୍ତଫା ଦେଲେ ଶୀଲଭଦ୍ର ଦତ୍ତ”