ଆଡିଲେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ: ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ; ୫୬ ରନରେ ଝଡିପଡିଲା ଶେଷ ୭ ୱିକେଟ

କନକ ବ୍ୟୁରୋ: ଆଡିଲେଟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ ହୋଇଯାଇଛି । ଗତକାଲିର ଅସମାପପ୍ତ ସ୍କୋର  ୬ ୱିକେଟରେ ୨୩୩ ରନରୁ ବ୍ୟାଟିଂ ଆରମ୍ଭ କରି ଭାରତ ଆଉ ମାତ୍ର ୧୧ ରନ ଚଢି ତାର ଶେଷ ୪ ୱିକେଟ ହରାିଛି । ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ଦୃଢ ବ୍ୟାଟିଂ ଯୋଗୁ ଟିମ ଇଣ୍ଡିଆ ଗୋଟିଏ ସମୟରେ ମାତ୍ର ୩ ୱିକେଟContinue reading “ଆଡିଲେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ: ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଦୟନୀୟ ପ୍ରଦର୍ଶନ; ୫୬ ରନରେ ଝଡିପଡିଲା ଶେଷ ୭ ୱିକେଟ”

ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ: ଯୁବ ସଂଗଠନର ନବକଳେବର ପରେ ପ୍ରଥମ ବୈଠକ; ବିଭିନ୍ନ ପ୍ରସ୍ତାବରେ ଲାଗିବ ମୋହର

କନକ ବ୍ୟୁରୋ: ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ହେବ ପ୍ରଥମ ବୈଠକ । ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ଆଗତ ହେବା ସହ ବିଭିନ୍ନ ପ୍ରସ୍ତାବ ଆଗତ ହେବ । ଏହାଛଡା ତୃଣମୂଳ ସ୍ତରରେ ଯୁବକମାନଙ୍କୁ ସଙ୍ଗଠିତ କରାଯାଇ ଦଳର ସଙ୍ଗଠନକୁ କିଭଳି କ୍ରିୟାଶୀଳ କରାଯିବ ସେ ନେଇ ଆଲୋଚନା ହେବ । ବୈଠକରେ ଯୁବContinue reading “ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ: ଯୁବ ସଂଗଠନର ନବକଳେବର ପରେ ପ୍ରଥମ ବୈଠକ; ବିଭିନ୍ନ ପ୍ରସ୍ତାବରେ ଲାଗିବ ମୋହର”

ଅପେକ୍ଷାର ହେଲା ଅନ୍ତ…ଭକ୍ତ କରିବେ କାଳିଆ ଦର୍ଶନ: ୨୩ରୁ ଖୋଲିବ ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ, କୋଭିଡ୍ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ଆସନ୍ତା ୨୩ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ୍ କଟକଣା ମାନି ଷ୍ରଦ୍ଧାଳୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ ।  ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ପ୍ରଥମ ଜିଲ୍ଲା ଭାବେ ପୁରୀରେ ଖୋଲିବ ସମସ୍ତ ମନ୍ଦିର । ଭକ୍ତଙ୍କ ଲାଗି ମହାପ୍ରଭୁଙ୍କୁContinue reading “ଅପେକ୍ଷାର ହେଲା ଅନ୍ତ…ଭକ୍ତ କରିବେ କାଳିଆ ଦର୍ଶନ: ୨୩ରୁ ଖୋଲିବ ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ, କୋଭିଡ୍ କଟକଣା ମାନି ଦର୍ଶନ କରିବେ ଶ୍ରଦ୍ଧାଳୁ”

ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ: ମହିଳା କନଷ୍ଟେବଳକୁ ପ୍ରେମ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ

କନକ ବ୍ୟୁରୋ: ପୋଲିସ ପଂଝାରେ ପୋଲିସ ଅଧିକାରୀ । ମାଲକାନାଗିରି ସଦର ଡ଼ିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ ପୂର୍ବରୁ କେସିଙ୍ଗା ଥାନାରେ ଏସଡ଼ିପିଓ ଭାବେ କାମ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାରContinue reading “ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ: ମହିଳା କନଷ୍ଟେବଳକୁ ପ୍ରେମ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ”

ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ପଡୋଶୀ ଘରର ସ୍ତ୍ରୀ ହିଁ ହତ୍ୟାକାରୀ; ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ସ୍ୱୀକାର

କନକ ବ୍ୟୁରୋ: ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୁଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ମହିଳା ଜଣକ ସ୍ୱୀକାର କରିଛନ୍ତି । ଶିଶୁଟିକୁ ଶ୍ୱାସରୁଦ୍ଧ ପରେ କୂଅରେ ଫିଙ୍ଗିଦେଇଥିବା ଜଣାପଡିଛି । ପୁଲିସ ଗତକାଲି  ଉଭୟ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା  କରିଥିଲା । ଆଜି ଗିରଫ କରାଯାଇଛି ।  କିଛି ସମୟ ପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବContinue reading “ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ପଡୋଶୀ ଘରର ସ୍ତ୍ରୀ ହିଁ ହତ୍ୟାକାରୀ; ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ସ୍ୱୀକାର”

କୃଷକ ଆନ୍ଦୋଳନକୁ ନିଆରା ସମର୍ଥନ । ୧୧ ଦିନ ଧରି ୧ ହଜାର କି.ମି ସାଇକେଲ ଚଳାଇ ଆନ୍ଦୋଳନରେ ସାମିଲ ହେଲେ ୬୦ ବର୍ଷର ବୃଦ୍ଧ

କନକ ବ୍ୟୁରୋ : ଦେଶରେ କୃଷକ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୩ ଦିନରେ ପହଂଚିଲାଣି । ଏହି ଆନ୍ଦୋଳନକୁ ସାରା ଦେଶର କୃଷକ ମାନେ ସମର୍ଥନ ଜଣାଉଛନ୍ତି । ଶିତ କାକରରେ ଚାଷୀ ମାନେ ସେମାନଙ୍କ ହକ୍ ପାଇଁ ପଡି ରହିଛନ୍ତି । ହେଲେ ସରକାର ଏପର୍ଯ୍ୟନ୍ତ କୃଷକ ମାନଙ୍କ ଆନ୍ଦୋଳନର ସମାଧାନ କଥା ଚିନ୍ତା ନକରି ପୂର୍ବ ତରିକାରେ ଚାଇନା, ପାକିସ୍ତାନ, ଟୁକଡେ ଟୁକଡେ ଗ୍ୟାଙ୍ଗ, ଦେଶ ବିରୋଧୀ ଶକ୍ତି ନା ରେ କୃଷକContinue reading “କୃଷକ ଆନ୍ଦୋଳନକୁ ନିଆରା ସମର୍ଥନ । ୧୧ ଦିନ ଧରି ୧ ହଜାର କି.ମି ସାଇକେଲ ଚଳାଇ ଆନ୍ଦୋଳନରେ ସାମିଲ ହେଲେ ୬୦ ବର୍ଷର ବୃଦ୍ଧ”

କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ ବିଜେପିବର ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ । କହିଲେ ପ୍ରଥମେ କଷକ ପରେ ଦଳ ଓ ରାଜନୀତି । ଆଜି ଆନ୍ଦୋଳନରେ ହୋଇପାରନ୍ତି ସାମିଲ ।

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ନେଇ ପଞ୍ଜାବ, ହରିଆଣା, ରାଜସ୍ଥାନ ସମେତ ଅନେକ ରାଜ୍ୟର କୃଷକ ମାନେ ଦୀର୍ଘ ୨୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କୃଷି ଆଇନ କୃଷକଙ୍କ ହିତରେ ବୋଲି କୃଷକ ମାନଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ହରିଆଣାରେ ବିଜେପି ନେତା ମାନେ ବି କୃଷି ଆଇନକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।Continue reading “କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ ବିଜେପିବର ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ । କହିଲେ ପ୍ରଥମେ କଷକ ପରେ ଦଳ ଓ ରାଜନୀତି । ଆଜି ଆନ୍ଦୋଳନରେ ହୋଇପାରନ୍ତି ସାମିଲ ।”

ବଲାଙ୍ଗୀରରେ ଜଳିଗଲା ଭେଣ୍ଡିଂ ଜୋନ: ଦୁର୍ବୃତ୍ତ ନିଆଁଲଗାଇଥିବା ସନ୍ଦେହ; ଲକ୍ଷାଧିକ ଟଙ୍କାର ଫଳପୋଡି ପାଉଁଶ

କନକ ବ୍ୟୁରୋ: ବଲାଙ୍ଗିରରେ ଥିବା ଏକ ଟେମ୍ପୋରାରି ଭେଣ୍ଡିଂ ଜୋନରେ ଆଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ଭାବେ ଆହତ ହୋଇ ଭୀମଭୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛି । ନିଆଁରେ ଲକ୍ଷାଧିକ ଟଙ୍କାର ଫଳ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତିରେ କେହି ଦୁର୍ବୃତ ନିଆଁ ଲାଗାଇଦେଇଥିବାର ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀରContinue reading “ବଲାଙ୍ଗୀରରେ ଜଳିଗଲା ଭେଣ୍ଡିଂ ଜୋନ: ଦୁର୍ବୃତ୍ତ ନିଆଁଲଗାଇଥିବା ସନ୍ଦେହ; ଲକ୍ଷାଧିକ ଟଙ୍କାର ଫଳପୋଡି ପାଉଁଶ”

୭ ଜଣଙ୍କୁ ନୂଆ ଜୀବନ ଦେଲା ଅଢେଇ ବର୍ଷର ଶିଶୁ: ବାଲକୋନିରୁ ଖସିପଡି ଲାଗିଥିଲା ମୁଣ୍ଡରେ ଆଘାତ; ଚିକିତ୍ସାପରେ ବ୍ରେନଡେଡ୍ ଘୋଷଣା, ଦାନ କଲେ ହୃତପିଣ୍ଡ, କିଡନି , ଲିଭର ଓ ଫସଫୁସ

କନକ ବ୍ୟୁରୋ: ନିଜ ଜୀବନ ବଦଳରେ ୭ଟି ଜୀବନ ବଂଚାଇଲେ ଅଢେଇ ବର୍ଷର ଶିଶୁ ପୁତ୍ର । ଘଟଣାଟି ଘଟିଛି ଗୁଜୁରାଟ ସୁରଟ ଜିଲ୍ଲାରେ । ମୃତ ଶିଶୁଟିର ନାଁ ଯଶ ଓଝା । ତେବେ ମୃତ୍ୟୁ ପୂର୍ବରୁ ଖୁବ୍ କମ୍ ବୟସରେ ଅଙ୍ଗଦାନ କରି ୭ଜଣଙ୍କ ଜୀବନ ବଂଚାଇ ରେକର୍ଡ଼ ସୃଷ୍ଟି କରିଛନ୍ତି ଯଶ । ସୁଚନା ଅନୁସାରେ ପଡ଼ୋଶୀଙ୍କ ଘରେ ଖେଳୁଥିବା ସମୟରେ ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲେ । ମୁଣ୍ଡରେContinue reading “୭ ଜଣଙ୍କୁ ନୂଆ ଜୀବନ ଦେଲା ଅଢେଇ ବର୍ଷର ଶିଶୁ: ବାଲକୋନିରୁ ଖସିପଡି ଲାଗିଥିଲା ମୁଣ୍ଡରେ ଆଘାତ; ଚିକିତ୍ସାପରେ ବ୍ରେନଡେଡ୍ ଘୋଷଣା, ଦାନ କଲେ ହୃତପିଣ୍ଡ, କିଡନି , ଲିଭର ଓ ଫସଫୁସ”

ଚନ୍ଦ୍ରପୃଷ୍ଟରୁ ମାଟି ନମୂନା ସଂଗ୍ରହ କରି ପୃଥିବୀକୁ ଫେରିଲା ଚାଇନାର ମହାକାଶଯାନ । ୨୦୦୪ ରୁ ଆରମ୍ଭ ହୋଇଥିବା ଏହି ମିଶନକୁ ମିଳିଲା ସଫଳତା ।

କନକ ବ୍ୟୁରୋ : ମାଟି କେବଳ ପୃଥିବୀ ଗ୍ରହରେ ନାହିଁ । ଚନ୍ଦ୍ରପୃଷ୍ଟରେ ବି ରହିଛି ମାଟି । ହେଲେ ଏହି ମାଟି କିଭଳି । ଏହି ମାଟିରେ କ’ଣ ପୃଥିବୀର ମାଟି ଭଳି ସମାନ କି ? । ଏହି ମାଟିରେ କ’ଣ ଚାଷ କରାଯାଇ ପାରିବ କି ? । ଏଭଳି ଅନେକ ପ୍ରଶ୍ନ ଆମ ମନରେ ଉଙ୍କିମାରେ । ହେଲେ କେବଳ ଆମ ମନରେ ନୁହେଁ ମହାକାଶ ଗବେଷକଙ୍କ ମନରେ ବି ଏଭଳିContinue reading “ଚନ୍ଦ୍ରପୃଷ୍ଟରୁ ମାଟି ନମୂନା ସଂଗ୍ରହ କରି ପୃଥିବୀକୁ ଫେରିଲା ଚାଇନାର ମହାକାଶଯାନ । ୨୦୦୪ ରୁ ଆରମ୍ଭ ହୋଇଥିବା ଏହି ମିଶନକୁ ମିଳିଲା ସଫଳତା ।”

Design a site like this with WordPress.com
Get started