୨୩ ଦିନରେ ଚାଷୀ ଆନ୍ଦୋଳନ: ଆଇନ ପ୍ରତ୍ୟାହାର ଦାବିରେ କୃଷକ ଅଟଳ; ସରକାର ବି ଦାବି ମାନିବାକୁ ନାରାଜ

କନକ ବ୍ୟୁରୋ: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୨୩ତମ ଦିନରେ ପଂହଚିଛି । ନିଜ ନିଜ ଜିଦରେ ଚାଷ ୀ ଓ ସରକାର ଅଟଳ ରହିଥିବାକୁ ସମାଧାନର ସୁତ୍ର ବାହାରିପାରିନାହିଁ । ମାମଲାର ଶୁଣାଣି କରି ଚାଷୀ ଆନ୍ଦୋଳନ ମାମଲାରୁ ହାତ ଟେକି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ବର୍ତମାନ ସ୍ଥିତିରେ ଚାଷୀଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିବେ ନାହିଁ । ତେବେ ଶୁଣାଣି ବେଳେ ସୁପ୍ରିମକୋର୍ଟContinue reading “୨୩ ଦିନରେ ଚାଷୀ ଆନ୍ଦୋଳନ: ଆଇନ ପ୍ରତ୍ୟାହାର ଦାବିରେ କୃଷକ ଅଟଳ; ସରକାର ବି ଦାବି ମାନିବାକୁ ନାରାଜ”

ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା : ଆଜି ହେବ ଡାକ୍ତରୀମାଇନା ଓ ବୟାନ ରେକର୍ଡ; ଥାନାରେ ଲଭ୍-ଜିହାଦର ଅଭିଯୋଗ ଆଣିଥିଲେ ପରିବାର ଲୋକ

କନକ ବ୍ୟୁରୋ : ଧର୍ମଶାଳାରୁ ଅପହୃତ ଯୁବତୀଙ୍କ ମିଳିଲା ପତା । ଅପହୃତା ଯୁବତୀଙ୍କୁ କଟକରୁ ଉଦ୍ଧାର କରାଯାଇ ଧର୍ମଶାଳା ନିଆଯାଇଛି । ସେହିପରି ମୁଖ୍ୟ ଅଭିଯୁକ୍ତ ସେକ୍ ଅବଦୁଲ ସେହମତ ଖାଁକୁ ପୋଲିସ ଗିରଫ କରିଛି । ଆଜି ପୋଲିସ ପକ୍ଷରୁ ଯୁବତୀଙ୍କ ବୟାନ ରେକର୍ଡ଼ ଏବଂ ଡ଼ାକ୍ତରୀ ମଇନା କରାଯିବ । ଜିଲ୍ଲା ପୋଲିସ ପକ୍ଷରୁ ଜଣେ ମହିଳା ପୋଲିସ ଇନସିପେକ୍ଟର ଏହି ମାମଲାର ତଦନ୍ତ କରିବେ । ଯୁବକ ଜଣଙ୍କ ଏବେ ପୋଲିସContinue reading “ଧର୍ମଶାଳାରୁ ଅପହୃତ ଯୁବତୀଙ୍କ କଟକରୁ ମିଳିଲା ପତା : ଆଜି ହେବ ଡାକ୍ତରୀମାଇନା ଓ ବୟାନ ରେକର୍ଡ; ଥାନାରେ ଲଭ୍-ଜିହାଦର ଅଭିଯୋଗ ଆଣିଥିଲେ ପରିବାର ଲୋକ”

ବୁଲା ଭିକାରୀର ୫ବର୍ଷର ପୁଅକୁ ଅପହରଣ କରି ବିକ୍ରି ଅଭିଯୋଗ : ୧ଲକ୍ଷ ଟଙ୍କାରେ ପୁଅକୁ ବିକ୍ରି କରିଥିବା ଅଭିଯୋଗ; ୪ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ

କନକ ବ୍ୟୁରୋ : ଶିଶୁ ଚୋରୀ ନେଇ ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏଭଳି ଏକ ଘଟଣା ରାଉରକେଲାରେ ଘଟିଛି । ଜଣେ ବୁଲା ଭିକାରୀର ୫ ବର୍ଷର ପୁଅକୁ ଅପରହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଆଧାରରେ ପୁଲିସ ୪ ଜଣଙ୍କୁ ଗିରଫ କରି ସାରିଛି । ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରିଥିଲେ । ଗତ ୧୨ ତାରିଖରେ ପ୍ଲାଂଟସାଇଟ୍ ଥାନାରେContinue reading “ବୁଲା ଭିକାରୀର ୫ବର୍ଷର ପୁଅକୁ ଅପହରଣ କରି ବିକ୍ରି ଅଭିଯୋଗ : ୧ଲକ୍ଷ ଟଙ୍କାରେ ପୁଅକୁ ବିକ୍ରି କରିଥିବା ଅଭିଯୋଗ; ୪ଜଣଙ୍କୁ ଗିରଫ କରି ପୋଲିସର ତଦନ୍ତ”

ଆସନ୍ତା ୨ ବର୍ଷ ମଧ୍ୟରେ ହଟାଇ ଦିଆଯିବ ସମସ୍ତ ଟୋଲ ଗେଟ୍ । ସୂଚନା ଦେଲେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ । ଜିପିଏସ୍ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର

କନକ ବ୍ୟୁରୋ : ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍ କୁ ଉଠାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତୀନ ଗଡକରୀ । ଯାନ ବାହନ ଗୁଡିକର ଚଳା ଚଳରେ ବାଧା ନ ପହଞ୍ଚାଇ ଟୋଲ ସଂଗ୍ରହ ନିମନ୍ତେ ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ଉପରେ କାମ ଚାଲିଛି ବୋଲି ଶ୍ରୀ ଗଡକରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଭାରତର ସମସ୍ଥ ରାଜପଥକୁContinue reading “ଆସନ୍ତା ୨ ବର୍ଷ ମଧ୍ୟରେ ହଟାଇ ଦିଆଯିବ ସମସ୍ତ ଟୋଲ ଗେଟ୍ । ସୂଚନା ଦେଲେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ । ଜିପିଏସ୍ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର”

ଘାଟିରେ ଯାତ୍ରୀବାହୀ ବସର ବ୍ରେକଫେଲ : କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୧୫ ଗୁରୁତର

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ । ଗୁରୁତର ଅବସ୍ଥାରେ ୧୫ଜଣ ଯାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି । କନ୍ଧମାଳ ସଙ୍କରାଖୋଲ କଇଝର ଠାରୁ ଭୁବନେଶ୍ୱର ଯାଉଥିବା ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଖଜୁରୀପଡ଼ା ଗାଡ଼ିଆପଡ଼ା ଘାଟିରେ ବ୍ରେକ୍ ଫେଲ ହୋଇ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ଖଜୁରିପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ବସରେContinue reading “ଘାଟିରେ ଯାତ୍ରୀବାହୀ ବସର ବ୍ରେକଫେଲ : କନ୍ଧମାଳରୁ ଭୁବନେଶ୍ୱର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ; ୧୫ ଗୁରୁତର”

ଦିଲ୍ଲୀ ଏନସିଆରରେ ଅଧରାତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୨; ରାଜସ୍ଥାନର ଉଲବେର ଭୂମିକମ୍ପର କେନ୍ଦ୍ରସ୍ଥଳ

କନକ ବ୍ୟୁରୋ : ୨୩ ଦିନ ହେବ କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀରେ କମ୍ପନ ଦେଖା ଦେଇଥିବା ବେଳେ ଗତକାଲି ଅଧରାତିରେ ଦିଲ୍ଲୀ ଏନସିଆର ଅଂଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୁମିକମ୍ପର ତିବ୍ରତା ୪ଦଶମିକ୨ ରହିଥିଲା । ଏହାର କେନ୍ଦ୍ରସ୍ଥଳ ଗୁରୁଗ୍ରାମ ଠାରୁ ୪୮କିଲୋମିଟର ଦୁର ଦକ୍ଷୀଣ ପଶ୍ଚିମରେ ଥିବା ଜଣାପଡ଼ିଛି । ଗୁରୁବାର ୧୧ଟା ୪୫ରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଥିଲା। ତେବେ ଭୁମିକମ୍ପରେ କୌଣସି ଧନ ଜୀବନର କ୍ଷୟକ୍ଷତିContinue reading “ଦିଲ୍ଲୀ ଏନସିଆରରେ ଅଧରାତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୪.୨; ରାଜସ୍ଥାନର ଉଲବେର ଭୂମିକମ୍ପର କେନ୍ଦ୍ରସ୍ଥଳ”

ଜିଏସଟ ନାଁରେ କୋଟି କୋଟି ଟଙ୍କାର ଠକେଇ : ଠକଙ୍କୁ ଧରିବା ପାଇଁ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସର ସ୍ୱତନ୍ତ୍ର ଅଭିଯାନ

କନକ ବ୍ୟୁରୋ : ରାଜ୍ୟରେ ଜିଏସଟି ନାଁରେ ହେଉଥିବା କୋଟି କୋଟି ଟଙ୍କାର ଠକେଇକୁ ଧରିବା ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସ ଏହି ଅଭିଯାନ ଚଳାଇଥିବାବେଳେ ପ୍ରତିଦିନ ଧରା ପଡୁଛନ୍ତି ଜିଏସଟି ଠକ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିଜିଜିିଆଇର ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ । ୯ ନଭେମ୍ବରରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବାବେଳେ ଗୋଟିଏ ମାସ ଭିତରେContinue reading “ଜିଏସଟ ନାଁରେ କୋଟି କୋଟି ଟଙ୍କାର ଠକେଇ : ଠକଙ୍କୁ ଧରିବା ପାଇଁ ଡାଇରେକ୍ଟର ଜେନେରାଲ ଅଫ ଜିଏସଟି ଇଂଟେଲିଜେନ୍ସର ସ୍ୱତନ୍ତ୍ର ଅଭିଯାନ”

ଶସ୍ତା ହେବ ପିଆଜ : ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ

କନକ ବ୍ୟୁରୋ : ପିଆଜ ଦର ହ୍ରାସ କରିବା ଲକ୍ଷ୍ୟ ନେଇ ଏହ‌ାର ଆମାଦିନ ନିୟମକୁ ସରକାର କୋହଳ କରିଛନ୍ତି। ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ ରହିବ। ଫଳରେ ସୁବିଧାରେ ଏବଂ କମ୍‌ ଦାମ୍‌ର ପିଆଜ ଦେଶ ଭିତରକୁ ଆସିପାରିବ। ତାହା ବଜାରରେ ପହଞ୍ଚିବା ପରେ ‌ଲୋକମାନେ ସୁଲଭ ମୂଲ୍ୟରେ ପିଆଜ କିଣିପାରିବେ। ଗତ ଅକ୍ଟୋବର ୩୧ ଠାରୁ ପିଆଜ ନିୟମ କୋହଳ କରାଯାଇଥିଲା। ସେହି ସୁବିଧାକୁ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧିContinue reading “ଶସ୍ତା ହେବ ପିଆଜ : ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ”

ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ ଅମିତ ଶାହା, ୨ ଟି ମନ୍ଦିରରେ କରିବେ ପୂଜା । ଚାଷୀଘରେ କରିବେ ଭୋଜନ । ବିଜେପିରେ ସାମିଲ ହୋଇପାରିନ୍ତି ଟିଏମସିର କିଛି ନେତା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କ୍ଷମତାଧାରୀ ପାର୍ଟି ବିଜେପି ଓ ଟିଏମସି ମଧ୍ୟରେ ଏବେ ଠାରୁ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ବେଙ୍ଗଲରେ ଦଳର ସ୍ଥିତିକୁ ମଜଭୁତ କରିବା ଓ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ଲକ୍ଷରେ ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହା । ଶାହାଙ୍କର ଏହି ଦୁଇଦିନିଆ ଗସ୍ତର ପ୍ରଥମ ଦିନରେ ପୂର୍ବ ମେଦିନା ପୁରରେ ଜଣେ ଚାଷୀContinue reading “ଆଜି ରାତିରେ ପଶ୍ଚିମବଙ୍ଗରେ ପହଂଚିବେ ଅମିତ ଶାହା, ୨ ଟି ମନ୍ଦିରରେ କରିବେ ପୂଜା । ଚାଷୀଘରେ କରିବେ ଭୋଜନ । ବିଜେପିରେ ସାମିଲ ହୋଇପାରିନ୍ତି ଟିଏମସିର କିଛି ନେତା”

ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ : ନବରଙ୍ଗପୁରରେ ଯନ୍ତ୍ରୀଙ୍କ ବୋଲେରୋରୁ ଜବତ ହେଲା ୩ଲକ୍ଷ ୧୧ ହଜାର ଟଙ୍କା ଭର୍ତ୍ତି ବ୍ୟାଗ 

କନକ ବ୍ୟୁରୋ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ  ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି । ଏହି ଘଟଣାରେ କୋଷାଗୁମୁଡା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାରContinue reading “ଭିଜିଲାନ୍ସ ଜାଲରେ ତିନି ସରକାରୀ ବାବୁ : ନବରଙ୍ଗପୁରରେ ଯନ୍ତ୍ରୀଙ୍କ ବୋଲେରୋରୁ ଜବତ ହେଲା ୩ଲକ୍ଷ ୧୧ ହଜାର ଟଙ୍କା ଭର୍ତ୍ତି ବ୍ୟାଗ “

Design a site like this with WordPress.com
Get started