ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ 

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀ ବାଗଲପୁର ଅଂଚଳର ବିମ୍ବାଧର ସ୍ୱାଇଁ । ବୃତିରେ ଜଣେ ଅଟୋ ଡ୍ରାଇଭର । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ତାଙ୍କୁ ୧୫ ହଜାର ଲୁଟି ନେଇଛି ଠକ । ହ୍ୱାଟ୍ସଆପ୍ ଜରିଆରେ ନକଲି ଚେକ୍ର କପି ପଠାଇ ବିମ୍ବାଧରଙ୍କ ବିଶ୍ୱାସ ଜିତିବା ପରେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ଠକି ନେଇଛି । ଲଟେରୀ ଲୋଭ ଯୋଗୁଁ ଠକାମୀରେ ପଡିଛନ୍ତି ବିମ୍ବାଧର । ପ୍ରଥମେContinue reading “ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ “

କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।

କନକ ବ୍ୟୁରୋ : ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ପରିମାଣକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗ ୱାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଓଡ଼ିଶାର ପ୍ରାୟ ୧.୬୨ ଲକ୍ଷ ଇପିଏଫ ପେନସନଭୋଗୀଙ୍କ ଦୁରାବସ୍ଥା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି ପେନସନଧାରୀମାନେ ନିଜର ଯୁବା ବୟସରେ ଦେଶଗଠନ ଦିଗରେ ନିଜର ଯୋଗଦାନContinue reading “କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇପିଏଫ ପେନସନଭୋଗୀଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ଦାବି ।”

ପରୀ, ପିହୁ ଓ ସ୍ୱାତୀ ପରି ଶିଶୁକନ୍ୟାଙ୍କ ପରେ ରାଜ୍ୟରେ ଶିଶୁପୁତ୍ର ବି ହେଉଛନ୍ତି ନିଖୋଜ । ନିଖୋଜର ୨୪ ଘଂଟା ପରେ ଢେଙ୍କାନାଳରୁ ଉଦ୍ଧାର ହେଲା ୩ ବର୍ଷ ଶିଶୁପୁତ୍ରର ମୃତଦେହ 

କନକ ବ୍ୟୁରୋ : ପରୀ, ପିହୁ ଓ ସ୍ୱାତୀ ଭଳି ଶିଶୁକନ୍ୟାଙ୍କ ପରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିଶୁପୁତ୍ର ନିଖୋଜ ଖବର ସାମ୍ନାକୁ ଆସିବାରେ ଲାଗିଛି । ଗଜପତି ଜିଲ୍ଲାରେ ଜଣେ ୭ବର୍ଷର ଶିଶୁକୁ ଅପହରଣ କରାଯାଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ ହୋଇଛି । ସେପଟେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ନିଖୋଜ ୩ ବର୍ଷ ଶିଶୁର ୨୪ ଘଂଟା ପରେ ମିଳିଛି ମୃତଦେହ । ସାରାରାଜ୍ୟରୁ ଆସୁଥିବା ଏହିଭଳି ଗୋଟିଏContinue reading “ପରୀ, ପିହୁ ଓ ସ୍ୱାତୀ ପରି ଶିଶୁକନ୍ୟାଙ୍କ ପରେ ରାଜ୍ୟରେ ଶିଶୁପୁତ୍ର ବି ହେଉଛନ୍ତି ନିଖୋଜ । ନିଖୋଜର ୨୪ ଘଂଟା ପରେ ଢେଙ୍କାନାଳରୁ ଉଦ୍ଧାର ହେଲା ୩ ବର୍ଷ ଶିଶୁପୁତ୍ରର ମୃତଦେହ “

ଚାଷୀ ଆନ୍ଦେଳନ ପ୍ରସଙ୍ଗରେ ଶୁଣାଣି କରି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଚୂଡାନ୍ତ ନିଷ୍ପତି ନଆସିବା ଯାଏଁ ଅଟକାଇ ହେବ କି କୃଷି ଆଇନ? 

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହୋଇଥିଲା ଶୁଣାଣି । ଏହା ଉପରେ ଥିଲା ସାରା ଦେଶର ନଜର । ଏହାରି ଭିତରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ସହ ପ୍ରଶ୍ନ କରିଛନ୍ତି । ମାମଲାର ଶୁଣାଣି ନସରିବା ଯାଏଁ ସ୍ଥଗିତ ରହିପାରିବକି ନୂଆ କୃଷି ଆଇନ । କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ସର୍ବୋଚ୍ଚ ଅଦାଲତଙ୍କContinue reading “ଚାଷୀ ଆନ୍ଦେଳନ ପ୍ରସଙ୍ଗରେ ଶୁଣାଣି କରି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଚୂଡାନ୍ତ ନିଷ୍ପତି ନଆସିବା ଯାଏଁ ଅଟକାଇ ହେବ କି କୃଷି ଆଇନ? “

ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୨୩୩-୬ । କୋହଲି ହାସଲ କଲେ ଅର୍ଦ୍ଧଶତକ 

କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଡେ ନାଇଟ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୮୯ ଓଭର ଖେଳି ୬ ୱିକେଟ ହରାଇ ୨୩୩ ରନ କରିଛି । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହିଲ ସର୍ବାଧିକ ୭୪ ରନ କରିଥିଲେ । ସେହିପରି ରିଦ୍ଧିମାନ ସାହା ଓ ଅଶ୍ୱିନୀ ନଟ ଆଉଟ ରହିଛନ୍ତି । ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମContinue reading “ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୨୩୩-୬ । କୋହଲି ହାସଲ କଲେ ଅର୍ଦ୍ଧଶତକ “

ବିହାର ଷ୍ଟାଇଲରେ ଧର୍ମଶାଳାରୁ ଯୁବତୀ ଅପହରଣ । ଉଦ୍ଧାର କରିବା ପାଇଁ ପରିବାରକୁ ବିକଳ ହୋଇ ଫୋନକଲେ ଯୁବତୀ । ଥାନାରେ ଲଭ-ଜିହାଦର ଅଭିଯୋଗ ଆଣିଲେ ପରିବାର ଲୋକ

କନକ ବ୍ୟୁରୋ : ଜଣେ ୨୧ ବର୍ଷର ଯୁବତୀଙ୍କୁ ଅପହରଣ ଏବଂ ଅପହରଣ ପରେ ଧର୍ମ ପରିବର୍ତନ ଓ ବିବାହ କରିବାର ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳାରୁ । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ ହୋଇଥିବା ବେଳେ ଲଭ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଅଛନ୍ତି ଯୁବତୀ । ଆଉ କୌଶଳ କ୍ରମେ ଘର ଲୋକଙ୍କୁ ଫୋନContinue reading “ବିହାର ଷ୍ଟାଇଲରେ ଧର୍ମଶାଳାରୁ ଯୁବତୀ ଅପହରଣ । ଉଦ୍ଧାର କରିବା ପାଇଁ ପରିବାରକୁ ବିକଳ ହୋଇ ଫୋନକଲେ ଯୁବତୀ । ଥାନାରେ ଲଭ-ଜିହାଦର ଅଭିଯୋଗ ଆଣିଲେ ପରିବାର ଲୋକ”

ଏସଆଇଟିର ‘ପରୀ’ ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି ହାଇକୋର୍ଟ । କହିଲେ ପରୀ ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ ।

କନକ ବ୍ୟୁରୋ: ନୟାଗଡ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତକୁ ନେଇ ସନ୍ତୁଷ୍ଟ ହୋଇନାହାନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଏହି ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ । କୋର୍ଟଙ୍କୁ ମୁଦା ଲଫାପାରେ ରିପୋର୍ଟ ଦିଆଯାଇଛି । କିନ୍ତୁ ଅଭିଯୁକ୍ତକୁ ଧରିବା ଭଳି ତଦନ୍ତ, ଆଗେଇ ନଥିବା କୋର୍ଟ ଅନୁଭବ କରୁଛନ୍ତି । ତଥାପି ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଏଥିପାଇଁ ପୁଣି ଥରେ ତଦନ୍ତ କେତେContinue reading “ଏସଆଇଟିର ‘ପରୀ’ ରିପୋର୍ଟରେ ସନ୍ତୁଷ୍ଟ ନୁହଁନ୍ତି ହାଇକୋର୍ଟ । କହିଲେ ପରୀ ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ ।”

ମହାମାରୀ ପାଇଁ ଓଡ଼ିଶାରେ ଆମ ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇନି : ଟି ଏସ୍‌ ସାମ୍ଭୋଗ୍‌

କନକ ବ୍ୟୁରୋ  : ଓଡ଼ିଶାକୁ ନେଇ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ବୃହତ ଯୋଜନା ରଖିଛି। ପାରାଦୀପ ଓ କେନ୍ଦୁଝରରେ ଏହାର ପୁଞ୍ଜିନିବେଶ ଜାରି ରହିଛି। ଏହି ଯୋଜନା କିଭଳି ଆଗକୁ ବଢ଼ୁଛି, କଂପାନି ଉପରେ କରୋନା ମହାମାରୀର ପ୍ରଭାବ, ସିଏସ୍ଆର୍‌ କାର୍ଯ୍ୟକ୍ରମ ଓ ଓଡ଼ିଶାର ନୂଆ ସମ୍ଭାବ୍ୟ ଶିଳ୍ପ ନୀତି ଉପରେ କଂପାନିର  କାର୍ଯ୍ୟନିର୍ବାହୀ ନିର୍ଦେଶକ-ଓଡ଼ିଶା ଫାସିଲିଟିଜ୍‌ ଟି ଏସ୍‌ ସାମ୍ଭୋଗଙ୍କ ସହ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି। ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌Continue reading “ମହାମାରୀ ପାଇଁ ଓଡ଼ିଶାରେ ଆମ ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇନି : ଟି ଏସ୍‌ ସାମ୍ଭୋଗ୍‌”

‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ‘ରାଜ୍ୟ ସରକାରଙ୍କ ନୀତି ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ’

କନକ ବ୍ୟୁରୋ : ଇଣ୍ଡିଆନ୍ ମେଟାଲସ୍‌ ଆଣ୍ଡ୍‌ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା)ର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏକ ସାକ୍ଷାତକାରରେ କରୋନା ମହାମାରୀର ପ୍ରଭାବ, ଫେରୋ କ୍ରୋମ୍ ଶିଳ୍ପ, ନିଜର ଅନୁଭବ ଏବଂ ଆଗାମୀ ଦିନର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି: ସାକ୍ଷାତକାର: ପ୍ରଭାତ ପଟ୍ଟନାୟକ ମହାମାରୀ ଉଭୟ ବ୍ୟକ୍ତିବିଶେଷ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରିଛି। ଇମ୍ଫା ଭଳି ସଂସ୍ଥା ପାଇଁ ସ୍ଥିତି କିଭଳି ବଦଳିଛି? ଚାପ ସମୟContinue reading “‘ସମ୍ବାଦ’ର ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ : ‘ରାଜ୍ୟ ସରକାରଙ୍କ ନୀତି ଅନେକ ବ୍ରାଣ୍ଡ୍‌ ସୃଷ୍ଟି କରିବ’”

ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ । ପୂର୍ବ ଭଳି ଜାରି ରହିବ ଏମଏସପି ଓ ମଣ୍ଡି

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ୨୧ ଦିନ ପୁରିବା ପରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସଂ ତୋମାର ଆନ୍ଦୋଳନରତ ଚାଷୀ ମାନଙ୍କ ପାଖକୁ ଏକ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି କି ଚାଷୀମାନେ ଯେଉଁ ଏମଏସପିକୁ ନେଇ ସନ୍ଦେହ ଜାରି କରିଛନ୍ତି ସେହି ଏମଏସପି ଏବେ ଜାରି ଅଛି ଓ ଆଗକୁ ରହିବ । ଏହାସହ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଳରେ ଏମଏସପି ଜରିଆରେContinue reading “ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ । ପୂର୍ବ ଭଳି ଜାରି ରହିବ ଏମଏସପି ଓ ମଣ୍ଡି”

Design a site like this with WordPress.com
Get started