ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ : ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ

କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।Continue reading “ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ : ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ”

ଲୁଟ୍ ଦେଖିଛି ସିସିଟିଭି : ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

କନକ ବ୍ୟୁରୋ : ଲୁଟ୍ ଦେଖିଛି ସିସିଟିଭି । ନବରଙ୍ଗପୁର ଉମରକୋଟରେ ଦ୍ୱିନ ଦ୍ୱିପହରରେ ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକ୍ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଉମରକୋଟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ସିସିଟିଭି ଫୁଟଜକୁ ଆଧାର କରି ପୁଲିସ ତଦନ୍ତ କରୁଛି । ସେହି ସିସିଟିଭି ଫୁଟେଜକୁ ବିଭିନ୍ନ ଥାନାକୁ ପଠାଇ ଛାନଭିନ୍ କରୁଛି ଉମରକୋଟ ପୁଲିସ । ବ୍ୟବସାୟୀ ଜଣଙ୍କ ଟଙ୍କାContinue reading “ଲୁଟ୍ ଦେଖିଛି ସିସିଟିଭି : ବ୍ୟବସାୟୀ ସଂଜୟ ତ୍ରିପାଠୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ”

ବିଜେପି ନେତା କୈଳାସ ବିଜୟବର୍ଗୀଙ୍କ ବିବାଦୀୟ ବୟାନ । ଧର୍ମେନ୍ଦ୍ର ନୁହଁନ୍ତି ମୋଦି ଭାଙ୍ଗିଥିଲେ ମଧ୍ୟପ୍ରଦେଶର କମଲନାଥ ସରକାର

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କମଲ ନାଥ ସରକାର ଭାଙ୍ଗିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି ମୁଖ୍ୟ ସୂତ୍ରଧର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକଥା ନା କଂଗ୍ରେସ ଦଳର କୌଣସି ନେତା କହିଛନ୍ତି ନା ଅନ୍ୟ କେହି ବିରୋଧୀଦଳର ନେତା । ଏକଥା ଖୁଦ୍ କହିଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟ ବର୍ଗୀ । ବିଜେପି ପକ୍ଷରୁ ଚାଷୀ ମାନଙ୍କୁ ନୂତନ ଆଇନ ସପକ୍ଷରେ ବୁଝାଇବାକୁ ବିଜେପି ଏବେ ଚାରିଆଡେ କୃଷି ସମ୍ମିଳନୀର ଆୟୋଜନContinue reading “ବିଜେପି ନେତା କୈଳାସ ବିଜୟବର୍ଗୀଙ୍କ ବିବାଦୀୟ ବୟାନ । ଧର୍ମେନ୍ଦ୍ର ନୁହଁନ୍ତି ମୋଦି ଭାଙ୍ଗିଥିଲେ ମଧ୍ୟପ୍ରଦେଶର କମଲନାଥ ସରକାର”

ଅପହରଣକାରୀଙ୍କ କବଜାରେ ଯୁବତୀ : ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ମାଆକୁ ଝିଅର ନିବେଦନ

କନକ ବ୍ୟୁରୋ : ଅପହରଣକାରୀଙ୍କ କବଜାରେ ଯୁବତୀ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଯାଜପୁର ଧର୍ମଶାଳା ଥାନା ଅଂଚଳରୁ । ଯୁବତୀଙ୍କୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଖୋଦ ସଂପୃକ୍ତ ଯୁବତୀ ପୁରୀରୁ ନିଜ ମାଙ୍କ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଏହି ଫୋନ କରିଥିବା ଯୁବତୀ ତାଙ୍କ ଫୋନକଲରେ କହଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବାContinue reading “ଅପହରଣକାରୀଙ୍କ କବଜାରେ ଯୁବତୀ : ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ମାଆକୁ ଝିଅର ନିବେଦନ”

ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା : ଗଜପତିରେ ୭ ବର୍ଷରୁ ଶିଶୁ ପୁତ୍ରକୁ ଅଜଣା ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ; ସେପଟେ କୂଅରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁପୁତ୍ରର ମୃତଦେହ

କନକ ବ୍ୟୁରୋ : ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା । ପ୍ରାୟ ପ୍ରତିଦିନ ଶିଶୁ ନିଖୋଜ ଖବର ସାମ୍ନାକୁ ଆସୁଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୭ ବର୍ଷରୁ ଶିଶୁ ପୁତ୍ର ନିଖୋଜ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁପୁତ୍ର ଜଣଙ୍କ ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବ୍ୟାକେରି ଦୋକାନContinue reading “ରାଜ୍ୟରେ ଲମ୍ବୁଛି ଶିଶୁ ନିଖୋଜ ତାଲିକା : ଗଜପତିରେ ୭ ବର୍ଷରୁ ଶିଶୁ ପୁତ୍ରକୁ ଅଜଣା ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ; ସେପଟେ କୂଅରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁପୁତ୍ରର ମୃତଦେହ”

୫୮ମିନିଟରେ ୪୬ପ୍ରକାରର ବ୍ୟଞ୍ଜନ : ଚେନ୍ନାଇର କୁନି ଝିଅ ଏସଏନ ଲକ୍ଷ୍ମୀ ବାଇଙ୍କ କମାଲ

କନକ ବ୍ୟୁରୋ : ୫୮ ମିନିଟରେ ୪୬ ପ୍ରକାର ବ୍ୟଂଜନ ପ୍ରସ୍ତୁତ କରି ରେକର୍ଡ ରଚିଲେ କୁନି ଝିଅ । ୟୁନିକୋ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ସାମିଲ ହେଲେ ଚେନ୍ନାଇର ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ଚର୍ଚ୍ଚାରେ ଲକ୍ଷ୍ମୀ । ୫୮ ମିନିଟରେ ୪୬ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରି ସଫଳତା ହାସଲ କଲେ ତାମିଲନାଡ଼ୁର ଝିଅ ଏସଏନ ଲକ୍ଷ୍ମୀ ସାଇ । କମ୍ ସମୟContinue reading “୫୮ମିନିଟରେ ୪୬ପ୍ରକାରର ବ୍ୟଞ୍ଜନ : ଚେନ୍ନାଇର କୁନି ଝିଅ ଏସଏନ ଲକ୍ଷ୍ମୀ ବାଇଙ୍କ କମାଲ”

କନକ ନ୍ୟୁଜ ପ୍ରଭାବ : ଖବର ପ୍ରସାରଣର ୨୪ ଘଂଟା ଭିତରେ ତତ୍ପରତା ପ୍ରକାଶ କଲା କୋରାପୁଟ ଜିଲ୍ଲା ପ୍ରଶାସନ ; ୩ ହାତର ଟେବୁଲ ଉପରୁ ୨୨ ବର୍ଷ ଯୁବତୀ ଉଦ୍ଧାର 

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । କାଲି ଖବର ବାଜିଲା, ଆଜି ପ୍ରଶାସନ ଉଦ୍ଧାର କଲା । ୩ ହାତର ଟେବୁଲ ଉପରେ ୨୨ ବର୍ଷ ଧରି ପଡି ରହିଥିବା ଝିଅକୁ ଉଦ୍ଧାର କରିଛି ପ୍ରଶାସନ । ୨୨ ବର୍ଷର ଝିଅ ସ୍ୱାତୀ ଗୋଟିଏ ଟେବୁଲ ଉପରେ ଶୋଇ ରହୁଥିବା ଖବର ଗତକାଲି କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଖବର ପ୍ରଶାସନ କାନରେ ପଡିବା ପରେ ସ୍ୱାତୀଙ୍କୁ ଉଦ୍ଧାର କରି କୋରାପୁଟContinue reading “କନକ ନ୍ୟୁଜ ପ୍ରଭାବ : ଖବର ପ୍ରସାରଣର ୨୪ ଘଂଟା ଭିତରେ ତତ୍ପରତା ପ୍ରକାଶ କଲା କୋରାପୁଟ ଜିଲ୍ଲା ପ୍ରଶାସନ ; ୩ ହାତର ଟେବୁଲ ଉପରୁ ୨୨ ବର୍ଷ ଯୁବତୀ ଉଦ୍ଧାର “

ଟ୍ରେନ ଉପରେ ଏବେ ବି ପଡିଛି ନାବାଳକର ମୃତଦେହ : ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛି ପୁରା ଶରୀର

କନକ ବ୍ୟୁରୋ : ପାରଳାଖେମୁଣ୍ଡି ସେଲଫି ମୃତ୍ୟୁ ଘଟଣାରେ ଏବେ ବି ଟ୍ରେନ ଉପରେ ପଡିଛି ନାବାଳକଙ୍କ ମୃତଦେହ । ଗତକାଲି ଟ୍ରେନ ଉପରେ ସେଲଫି ନେଉଥିବା ବେଳେ ହାଇଭୋଲଟେଜ ବିଦ୍ୟୁତ ତାର ଲାଗିଯିବାରୁ ନାବାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଟ୍ରେନର ଏକ ବଗିରେ ବି ଭୟଙ୍କର ନିଆଁ ଲଗାଯାଇଥିଲା । ତେବେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇନଥିବାରୁ ମୃତଦେହ ଉଦ୍ଧାର ହୋଇପାରିନାହିଁ । ଶ୍ରୀକାକୁଲମ ଠାରୁ ଜିଆରପି ସେକ୍ସନ ଇନସ୍ପେକ୍ଟର ପଂହଚିବା ପରେContinue reading “ଟ୍ରେନ ଉପରେ ଏବେ ବି ପଡିଛି ନାବାଳକର ମୃତଦେହ : ସେଲଫି ନେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଛି ପୁରା ଶରୀର”

ପୁଣି ଏକ ଶିଶୁ ନିଖୋଜ । ଗଜପତି କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିବା ଅଭିଯୋଗ, ପୋଲିସର ତନାଘନା ଜାରି ।

କନକ ବ୍ୟୁରୋ: ରାଜ୍ୟରେ କୁନି କୁନି ପିଲାଙ୍କ ପ୍ରତି ବଢୁଛି ବିପଦ । ନୟାଗଡ଼ ଢ଼େଙ୍କାନାଳ ପରେ ଏବେ ଗଜପତି କାଶୀନଗରରୁ ଶିଶୁପୁତ୍ର ନିଖୋଜ । କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ। ନିଖୋଜ ଶିଶୁ ହେଉଛନ୍ତି କାଶୀନଗର ଗ୍ରାମର ଝାମି ଗୋପିଙ୍କ ପୁଅ ହାର୍ଦ୍ଦିକ । ସୂଚନା ମୁତାବକ ନିଜ ଘରଠାରୁ ୫୦ ମିଟର ଦୂର ଏକ କେକ୍ ଦୋକାନ ନିକଟରେ ସନ୍ଧ୍ୟା ସମୟରେ ଖେଳୁଥିଲେ୧ । ହଠାତ୍ ଖେଳୁଥିବା ବେଳେ ଦୁଇଜଣ ଅଜଣା ବ୍ୟକ୍ତିContinue reading “ପୁଣି ଏକ ଶିଶୁ ନିଖୋଜ । ଗଜପତି କାଶୀନଗରରୁ ୭ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିବା ଅଭିଯୋଗ, ପୋଲିସର ତନାଘନା ଜାରି ।”

ନିଖୋଜର ୨୪ ଘଂଟା ନପୁରୁଣୁ ମିଳିଲା ଶିଶୁର ମୃତଦେହ : ୩ ବର୍ଷର ପୁଅ ଆୟୁଷର ମୃତଦେହ କୂଅରୁ ଉଦ୍ଧାର

କନକ ବ୍ୟୁରୋ : କାଲି ନିଖୋଜ ଆଜି ମିଳିଲା ମୃତଦେହ । ନିଖୋଜର ୨୪ ଘଂଟା ନ ପୁରୁଣି ପୁଣି ଜଣେ ୩ ବର୍ଷ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ଗାଁର ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷର ଆଜି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜୟନ୍ତଙ୍କ ପୁଅ ଆୟୁଷ ସନ୍ଧ୍ୟା ୭ଟା ସମୟରେ ଜେଜେମା ସହିତ ଦାଣ୍ଡରେContinue reading “ନିଖୋଜର ୨୪ ଘଂଟା ନପୁରୁଣୁ ମିଳିଲା ଶିଶୁର ମୃତଦେହ : ୩ ବର୍ଷର ପୁଅ ଆୟୁଷର ମୃତଦେହ କୂଅରୁ ଉଦ୍ଧାର”

Design a site like this with WordPress.com
Get started