କୋଣାର୍କ କାହାଣୀ କହୁଛି ଲାଇଟ୍ ଆଣ୍ଡ୍ ସାଉଁଣ୍ଡ : ଅଫଲାଇନରେ ଟିକେଟ୍ ମୂଲ୍ୟ ୫୦ ଟଙ୍କା

କନକ ବ୍ୟୁରୋ : କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ୍ ସାଉଁଣ୍ଡ୍ । କରୋନା କଟକଣା କାରଣରୁ ଦୀର୍ଘ ୯ମାସ ଧରି ଏହା ବନ୍ଦ ରହିଥିଲା । ତେବେ ଏବେ କଟକଣା କୋହଳ ହେବା ପରେ ବୁଧବାର ସଂଧ୍ୟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି । ମନ୍ଦିରର ପ୍ରସ୍ତର କାନ୍ଥରେ ୮ଟି ଅତ୍ୟାଧୁନିକ ଥ୍ରୀଡି ପ୍ରୋଜେକ୍ଟର ମାଧ୍ୟମରେ କୋଣାର୍କ ମନ୍ଦିରର ପ୍ରାଚୀନ ଐତିହ୍ୟ କୀର୍ତିରାଜି ଭରା କାହାଣୀକୁ ଥ୍ରୀଡି ଆନିମେସନରେ ଓଡିଆ, ହିନ୍ଦୀ ଓ ଇଂରାଜୀContinue reading “କୋଣାର୍କ କାହାଣୀ କହୁଛି ଲାଇଟ୍ ଆଣ୍ଡ୍ ସାଉଁଣ୍ଡ : ଅଫଲାଇନରେ ଟିକେଟ୍ ମୂଲ୍ୟ ୫୦ ଟଙ୍କା”

ବାମ ଆଖି ବଦଳରେ ଡାହାଣ ଆଖିର ଅପରେସନ କଲେ ଡାକ୍ତର । ରୋଗୀ ପଚାରିବାରୁ ‘ଆଇ ଆମ ସରି’ କହି ଚାରିଗଲେ । କ୍ୟାପିଟାଲ ହସ୍ପିଟାଲର ଅଜବ ଅପରେସନ୍

ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ । ହେଲେ ଡାକ୍ତର ଡାହାଣ ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଦେଲେ । କ୍ୟାପିଟାଲ ହସ୍ପିଟାଲର ମୋତିଆବନ୍ଦୁ ଅସ୍ତ୍ରୋପଚାରକୁ ନେଇ ଏଭଳି ଅଭିଯୋଗ ଆସିଛି । ସହିଦନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଏଭଳି ସାଂଘାତିକ ତ୍ରୁଟି ସଂପର୍କରେ ବଖାଣିଥିଲେ ହେଁ, ଅଭିଯୋଗ ପାଇଁ ସାହସ ଜୁଟାଇ ପାରୁନାହାନ୍ତି । ସହିଦନଗରରେ ରହୁଥିବା ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ବାମ ଆଖିରେ ଶତ ପ୍ରତିଶତ ମୋତିଆବିନ୍ଦୁ ହୋଇଥିବା ବେଳେ ଡାହଣ ଆଖି ପ୍ରାୟ ୫୦Continue reading “ବାମ ଆଖି ବଦଳରେ ଡାହାଣ ଆଖିର ଅପରେସନ କଲେ ଡାକ୍ତର । ରୋଗୀ ପଚାରିବାରୁ ‘ଆଇ ଆମ ସରି’ କହି ଚାରିଗଲେ । କ୍ୟାପିଟାଲ ହସ୍ପିଟାଲର ଅଜବ ଅପରେସନ୍”

ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ : ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ସିରିଜର ପ୍ରଥମ ଦିବାରାତ୍ର ମ୍ୟାଚ୍ 

କନକ ବ୍ୟୁରୋ : ଆଜି ଠାରୁ ଭାରତ – ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଏହି ମ୍ୟାଚ୍ ଦିବାରାତ୍ର ରହିବ । ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ପୃଥ୍ୱୀ ସ, ମୟଙ୍କ ଅଗ୍ରୱାଲ. ଚେତେଶ୍ୱର ପୂଜାରା, ଆଜିଜ୍ଞା ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା ୱିକେଟ୍ କିପର ଦଳରେ ସ୍ଥାନ ପାଇଛନ୍ତିContinue reading “ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ : ଆଡିଲେଡରେ ପିଙ୍କ୍ ବଲରେ ଖେଳାଯିବ ସିରିଜର ପ୍ରଥମ ଦିବାରାତ୍ର ମ୍ୟାଚ୍ “

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜିଙ୍କୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗ କ୍ଷମତାସୀନ ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଚନ୍ତି । ଗତ ମାସରେ ମମତା କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ପଶ୍ଚିମବଙ୍ଗ ବିଧାନସଭାContinue reading “ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ : ବିଧାୟକ ପଦରୁ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ; ବିଜେପିରେ ଶୁଭେନ୍ଦୁ ସାମିଲ ହେବା ନେଇ ଚର୍ଚ୍ଚା”

ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି

କନକ ବ୍ୟୁରୋ : ଦୁଇ ଦିନ ଭିତରେ ଦୁଇ ଜଣ କୋଟି ପତି ଶିକ୍ଷକଙ୍କୁ ଠାବ କରିଛି ଭିଜିଲାନ୍ସ । ଜଣେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଗଇନ୍ଥାପାଲି ସ୍ଥିତ ପଂଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏସ. ରାଉତପୁରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ । ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଅମାପ ସମ୍ପତି ଦେଖି ଚକିତ ହୋଇଯାଇଛନ୍ତି ।Continue reading “ବରଗଡର ପ୍ରଧାନଶିକ୍ଷକ ସମ୍ପତି ଦେଖି ଟେରା ହେଲା ଭିଜିଲାନ୍ସ ଟିମ୍ : ଠାବ କଲେ ୩ କୋଠା , ୧୨ ପ୍ଲଟକୁ ମିଶାଇ ୪ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତି”

ରାଉରକେଲା ଜିଏସଟି ଠକେଇ ମାମଲା : ବାସନ୍ତୀ କଲୋନୀ ଅଂଚଳରୁ ସନ୍ତୋଷ ଗୁପ୍ତା ଗିରଫ

କନକ ବ୍ୟୁରୋ : ରାଉରକେଲା ଜିଏସଟି ଠକେଇ ମାମଲାରେ ତଦନ୍ତକାରୀ ଟିମକୁ ମିଳିଛି ସଫଳତା । ବହୁକୋଟି ଟଙ୍କା ଠକେଇ ମାମଲାରେ ଜଣକୁ ଗିରଫ କରିଛି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ । ଗିରଫ ଅଭିଯୁକ୍ତ ରାଉରକେଲା ବାସନ୍ତୀ କଲୋନୀ ଅଂଚଳର ସନ୍ତୋଷ କୁମାର ଗୁପ୍ତା । ୨୬୨ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ତାଙ୍କର ସଂପୃକ୍ତି ଥିବା ଜଣାପଡିଛି । ସନ୍ତୋଷ ନକଲି ବ୍ୟବସାୟିକ ସଂସ୍ଥା, ଜାଲି ଜିଏସଟି ନଂବର, ଜାଲ ଇନଭଏସ ଓContinue reading “ରାଉରକେଲା ଜିଏସଟି ଠକେଇ ମାମଲା : ବାସନ୍ତୀ କଲୋନୀ ଅଂଚଳରୁ ସନ୍ତୋଷ ଗୁପ୍ତା ଗିରଫ”

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତର ବିଶାଳ ପ୍ରସ୍ତୁତି : ଗାଭି ଭାକ୍ସି ଆଲାଏନ୍ସର ଆକଳନ, ଖର୍ଚ୍ଚ ହେବ ପ୍ରାୟ ୧୩ ହଜାର କୋଟି 

କନକ ବ୍ୟୁରୋ : ଭାରତରେ ଟିକାକରଣ ପାଇଁ ବିଶାଳ ପ୍ରସ୍ତୁତି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଏଥିପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରିଛି ଗାଭି ଭାକି୍ସ ଆଲାଏନ୍ସ । ଆମେରିକା ପରେ ଭାରତରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଥିଲା । ତେଣୁ ଦେଶର ୩୦ କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରାଯିବ । ୬ରୁ ୮ ମାସ ମଧ୍ୟରେContinue reading “ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତର ବିଶାଳ ପ୍ରସ୍ତୁତି : ଗାଭି ଭାକ୍ସି ଆଲାଏନ୍ସର ଆକଳନ, ଖର୍ଚ୍ଚ ହେବ ପ୍ରାୟ ୧୩ ହଜାର କୋଟି “

ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ବଳଦେବଜୀଉ ମନ୍ଦିର ଖୋଲିବାକୁ ନିଷ୍ପତ୍ତି : ଜାନୁଆରୀ ୩ରୁ ଖୋଲିବ ମନ୍ଦିର

କନକ ବ୍ୟୁରୋ : ପୁରୀର ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତି ପରେ ତାରିଣୀ ମନ୍ଦିର ଖୋଲିବାକୁ ଜୋର ଧରିଲା ଦାବି । କେନ୍ଦୁଝର ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର ଖୁବଶୀଘ୍ର ଖୋଲିବା ପାଇଁ ଦାବି ରଖିଲେ ଶ୍ରଦ୍ଧାଳୁ । ଦୀର୍ଘ ୯ ମାସ ହେବ କରୋନା ମହାମାରୀ ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିଛି । ମନ୍ଦିର ବନ୍ଦ ପରେ ଭକ୍ତମାନେ ମାଙ୍କ ଦର୍ଶନରୁ ବଂଚିତ ରହିଛନ୍ତି । ସେହିପରି ମନ୍ଦିରContinue reading “ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ବଳଦେବଜୀଉ ମନ୍ଦିର ଖୋଲିବାକୁ ନିଷ୍ପତ୍ତି : ଜାନୁଆରୀ ୩ରୁ ଖୋଲିବ ମନ୍ଦିର”

ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି

କନକ ବ୍ୟୁରୋ :  ଆନ୍ଦୋଳନକାରୀ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବନ୍ଦ । ବାହାରି ପାରୁନି ସମାଧାନର ବାଟ । ଏପରି ସମୟରେ ସମାଧାନର ବାଟ ବାହାର କରିବାକୁ ହସ୍ତ କ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଏହା ଆଗକୁ ବଡ ରାଷ୍ଟ୍ରିୟ ପ୍ରସଙ୍ଗ ହେବ । ତେଣୁ ତୁରନ୍ତ ଏହାର ସମାଧାନ ହେବା ଦରକାର । ଏଥିପାଇଁ କୃଷକ ସଂଗଠନ , ସରକାର ଓ ଅନ୍ୟ ଅଂଶୀଦାରଙ୍କ ମଧ୍ୟରୁ ପ୍ରତିନିଧି ଚୟନ କରିContinue reading “ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି : ପୁଣି ସୁପ୍ରିମକୋର୍ଟରେ ଶୁଣାଣି”

ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା 

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦ ପ୍ରେସିଡେନ୍ସିଆଲ ଇଏର୍ସ’ ପୁସ୍ତକକୁ ନେଇ ଜୋରାଦର ଚର୍ଚା । ଏହି ପୁସ୍ତକକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଓ ଝିଅ ଶର୍ମିଷ୍ଠା । କଂଗ୍ରେସର ପୂର୍ବତନ ସାଂସଦ ତଥା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ଟ୍ୱିଟ କରି ଲେଖିଛନ୍ତି, ମୋ ବାପାଙ୍କ ଅନୁପସ୍ଥିତିରେ ସେ ଲେଖିଥିବା ପୁସ୍ତକକୁ ମୁଁ ଅଧ୍ୟୟନ କରିବାକୁ ଚାହୁଁଛି । ଲେଖକଙ୍କ ପୁଅContinue reading “ପ୍ରଣବଙ୍କ ଆତ୍ମଜୀବନୀ ନେଇ ପୁଅ-ଝିଅ ମୁହାଁମୁହିଁ । ପ୍ରକାଶନ ବନ୍ଦ କରିବାକୁ ଅଭିଜିତଙ୍କ ପ୍ରକାଶକଙ୍କୁ ଚିଠି, କହିଲେ ଛାପିବା ଆଗରୁ ମୋତେ ଦେଖାନ୍ତୁ ଲେଖା “

Design a site like this with WordPress.com
Get started