କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ଜାଣନ୍ତୁ କିଏ ପାଇଲେ ସ୍ଥାନ, କିଏ ପଡିଲେ ବାଦ୍?

କନକ ବ୍ୟୁରୋ : କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ପ୍ରଥମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ତେବେ ଏହି ଟେଷ୍ଟ ମ୍ୟାଚରେ ରିଷବ ପନ୍ତଙ୍କୁ ସ୍ଥାନ ମିଳିନାହିଁ । ତେଣୁ ରିଦ୍ଧିମାନ ଶାହା ୱିକେଟ କିପର ଦାୟିତ୍ୱ ସମ୍ଭାଳିବେ । ଏହାସହ ଶୁଭମନ ଗିଲଙ୍କୁ ମଧ୍ୟ ୧୧ ଜଣିଆ ଦଳରେ ସ୍ଥାନ ମିଳିନାହିଁ । ତେବେ ଦଳରେ ରୋହିତ ଶର୍ମାଙ୍କContinue reading “କାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ । ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ । ଜାଣନ୍ତୁ କିଏ ପାଇଲେ ସ୍ଥାନ, କିଏ ପଡିଲେ ବାଦ୍?”

କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ

କନକ ବ୍ୟୁରୋ : କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା । ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତContinue reading “କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ”

କୃଷକଙ୍କୁ ରାସ୍ତାରୁ ଉଠାଇ ଦେବାକୁ ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା କାଲି । କୋର୍ଟ ପକ୍ଷରୁ କେନ୍ଦ୍ର, ହରିଆଣା ଓ ପଞ୍ଜାବ ସରକାରଙ୍କୁ ନୋଟିସ୍

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଓ ପଞ୍ଜାବ ସୀମାରେ ୨୧ ଦିନ ହେବ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଦିଲ୍ଲୀ ସୀମାରେ କୃଷକ ମାନଙ୍କର ଆନ୍ଦୋଳନ ଜାରି ରହିବ କି ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ସୁପ୍ରିମକୋର୍ଟରେ ହୋଇଥିବା ଅଭିଯୋଗ ଉପରେ ଆଜି ଶୁଣାଣି ହୋଇଛି । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍Continue reading “କୃଷକଙ୍କୁ ରାସ୍ତାରୁ ଉଠାଇ ଦେବାକୁ ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତା କାଲି । କୋର୍ଟ ପକ୍ଷରୁ କେନ୍ଦ୍ର, ହରିଆଣା ଓ ପଞ୍ଜାବ ସରକାରଙ୍କୁ ନୋଟିସ୍”

ମୋଦିଙ୍କୁ ଚିଠି ଲେଖିଲେ ନବୀନ : ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ; କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଚିଠି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଚିଠି ଲେଖିଛନ୍ତି । ଫନି ପ୍ରଭାବିତଙ୍କୁ ମିଳୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର  କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି । କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ନବୀନ ଚିଠି ଲେଖିଛନ୍ତି । ଏହା ଦ୍ୱାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିିଳିପାରିବ । ଫନିContinue reading “ମୋଦିଙ୍କୁ ଚିଠି ଲେଖିଲେ ନବୀନ : ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ; କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଚିଠି”

ଦବିଲା ନିର୍ମାଣଧୀନ ବ୍ରିଜ : ତ୍ରୁଟିଗତ ସେଂଟ୍ରି ଯୋଗୁ ଦବିଗଲା ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ନିର୍ମାଣଧୀନ ଥିବା ବ୍ରିଜ; ଗାଁ ଲୋକଙ୍କ ବିରୋଧ

କନକ ବ୍ୟୁରୋ : ଦବିଲା ନିର୍ମାଣଧୀନ ବ୍ରିଜ ।ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ବ୍ରିଜ ନିର୍ମାଣ ଚାଲିଛି । ତେବେ ତ୍ରୁଟିଗତ ସେଂଟ୍ରି ଯୋଗୁଁ ବ୍ରିଜ ଦବିଯାଇଛି । ବ୍ରଜିଟି ୪ ବକ୍ସ ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ବକ୍ସରେ ଛାତ ପକାଇବା ପରେ ତାହା ଦବିବା ସହ ଝୁଲି ଯାଇଥିଲା । ତେବେ ଠିକ ସଂସ୍ଥା ଜ୍ୟାକ ଲଗାଇ ସେଂଟ୍ରି କାମ ପାଇଁ ଉଦ୍ୟମ କରିବାରୁ ଗାଁ ଲୋକେ ବିରୋଧ କରିଥିଲେ ।Continue reading “ଦବିଲା ନିର୍ମାଣଧୀନ ବ୍ରିଜ : ତ୍ରୁଟିଗତ ସେଂଟ୍ରି ଯୋଗୁ ଦବିଗଲା ସମ୍ବଲପୁର ଯୁଯୁମରା ଲାଙ୍ଗବାହାଲ ମଧ୍ୟରେ ନିର୍ମାଣଧୀନ ଥିବା ବ୍ରିଜ; ଗାଁ ଲୋକଙ୍କ ବିରୋଧ”

୮ ମାସର ଶିଶୁକୁ ଦିଆଯିବ ୧୬ କୋଟିର ଇଂଜେକ୍ସନ । ଜାଣନ୍ତୁ କ’ଣ ରହିଛି ରୋଗ । କାହିଁକି ଦିଆଯିବ ଏତେ ଦାମର ଇଂଜେକ୍ସନ ?

କନକ ବ୍ୟୁରୋ : ବ୍ରିଟେନରେ ଗୋଟିଏ ୮ ସପ୍ତାହର ଶିଶୁକ ଦୁନିଆର ସବୁଠାରୁ ମହଙ୍ଗା ଇଜେକ୍ସନ ଦିଆଯିବ । ଏବେ ଆପଣ ଚିନ୍ତା କରୁଥିବେ କି ଶିଶୁଟିକୁ କି ରୋଗ ହୋଇଛି କି ଯାହାପାଇଁ ତାକୁ ୧୬ କୋଟି ଟଙ୍କା ଦାମର ଇଂଜେକ୍ସନ ଦିଆଯିବ । ତେବେ ଜାଣନ୍ତୁ ଶିଶୁଟି ଜେନେଟିକ୍ ସ୍ପାଇଲନ ସରକୁଲାର ଅଟ୍ରେଫି ବା ଏସଏମଏ ଭଳି ରୋଗରେ ପୀଡିତ । ୧୬ କୋଟି ଟଙ୍କାର ଇଂଜେକ୍ସନ ଶୁଣି ଆପଣ ଭାବୁଥିବେ କି ଦୁନିଆରେContinue reading “୮ ମାସର ଶିଶୁକୁ ଦିଆଯିବ ୧୬ କୋଟିର ଇଂଜେକ୍ସନ । ଜାଣନ୍ତୁ କ’ଣ ରହିଛି ରୋଗ । କାହିଁକି ଦିଆଯିବ ଏତେ ଦାମର ଇଂଜେକ୍ସନ ?”

ଗଞ୍ଜା ଓ ଡ୍ରଗ୍ସ ସେବନ କରି ୩ ମାସର କୁନିଛୁଆକୁ ସ୍ତନ୍ୟପାନ କରାଇଲା ମା’ । ହେଲେ କ୍ଷୀର ପିଇ ମରିଗଲା ଛୁଆ

କନକ ବ୍ୟୁରୋ : ଆମେରିକାର ଜଣେ ମହିଳାଙ୍କ ଉପରେ ଅଭିଯୋଗ ହୋଇଛି କି ମହିଳା ଜଣଙ୍କ ଗଞ୍ଜା ଓ ଡ୍ରଗ୍ସ ଭଳି ନିଶା ସେବନ କରି ନିଜର ୩ ମାସର ଶିଶୁକୁ ସ୍ତନ୍ୟପାନ କରାଇବା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି । ଖାଲି ଅଭିଯୋଗ ହୋଇନାହିଁ ମହିଳାଙ୍କ ରକ୍ତ ପରୀକ୍ଷା ପରେ ମହିଳାଙ୍କ ରକ୍ତରୁ ପ୍ରଚୁର ମାତ୍ରାର mithemaphetamin ମିଳିଛି । ଏହି ଡ୍ରଗ୍ସକୁ ସାଧାରଣ ଭାଷାରେ କ୍ରିଷ୍ଟେଲ ମେଥ୍ କୁହାଯାଏ  । ଆମେରିକାର ନ୍ୟୁ ଆରୋଲିଏନ୍ସContinue reading “ଗଞ୍ଜା ଓ ଡ୍ରଗ୍ସ ସେବନ କରି ୩ ମାସର କୁନିଛୁଆକୁ ସ୍ତନ୍ୟପାନ କରାଇଲା ମା’ । ହେଲେ କ୍ଷୀର ପିଇ ମରିଗଲା ଛୁଆ”

ନୟାଗଡ ପରୀ ହତ୍ୟା ଘଟଣା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଂଚ ଏସଆଇଟି; ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ

କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମାଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଏ ନେଇ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛିି କ୍ରାଇମବ୍ରାଂଚ ଏସଆଇଟି । ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ । ଚାରିଆଡୁ ବିରୋଧ ପ୍ରଦର୍ଶନ ହେବା ପରେ ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଂଚ ଏସଆଇଚି ପକ୍ଷରୁ ଅରୁଣ ବୋଥ୍ରା ନୟାଗଡର ଯଦୁପୁରକୁ ଯାଇ ତଦନ୍ତ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଥିଲେContinue reading “ନୟାଗଡ ପରୀ ହତ୍ୟା ଘଟଣା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଂଚ ଏସଆଇଟି; ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ”

ଦୃଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ‘ଗ୍ରୀନବର୍ଗ ପୁରସ୍କାର’

କନକ ବ୍ୟୁରୋ : ଦୃଷ୍ଟିହୀନତା ଦୂର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ସ୍ତରର ସମ୍ମାନଜନକ ‘ଗ୍ରୀନବର୍ଗ ପୁରସ୍କାର’ । ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ଗୁଲ୍ଲାପାଲ୍ଲି ଏନ୍ ରାଓଙ୍କୁ ଏହି ପୁରସ୍କାର ପ୍ରଦାନ । ‘ଦୃଷ୍ଟିହୀନତା ଦୂରୀକରଣ’ ଭଳି ଏକ ମହତ୍ ଆନ୍ଦୋଳନ ଆରମ୍ଭ କରିଥିଲେ ଡାକ୍ତର ସାନଫୋର୍ଡ ଗ୍ରୀନବର୍ଗ, ଯିଏ ମାତ୍ର ୧୯ ବର୍ଷ ବୟସରେ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ଏପରିକି ତାଙ୍କ ସ୍ତ୍ରୀଙ୍କରContinue reading “ଦୃଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟକୁ ଅନ୍ତର୍ଜାତୀୟ ‘ଗ୍ରୀନବର୍ଗ ପୁରସ୍କାର’”

ଭିଜିଲାନ୍ସ  ଜାଲରେ ଶିକ୍ଷକ : ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ଥିବା ବରଗଡର ତେଲିପାଲି ଗାଁର ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଚଢାଉ

କନକ ବ୍ୟୁରୋ : ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଡୁଙ୍ଗୁରିପାଲିରେ ଥିବା ବରଗଡର ତେଲିପାଲି ଗାଁର ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ବାସଭବନରେ ଚଢାଉ ହୋଇଛି । ଏକକାଳୀନ ୩ଟି ଯାଗାରେ ରେଡ ଚାଲିଛି । ଡୁଙ୍ଗୁରିପାଲିରେ ଥିବା ଶିକ୍ଷକଙ୍କ ବାସଭବନରେ ଭିଜିଲାନ୍ସ ଛାପା ମାରିଛି । from Kanak News via <a href="https://ifttt.com/?

Design a site like this with WordPress.com
Get started