ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ଦିଦିଙ୍କ ଗଡରେ ପଶିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଚଳିତ ସପ୍ତାହରେ ରହିଛି ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ । ଗସ୍ତବେଳେ ଶାହାଙ୍କୁ ଭେଟିବେ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ

କନକ ବ୍ୟୁରୋ : ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଚଳିତ ସପ୍ତାହରେ ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ମିଳିଛି । ପାଖା ପାଖି ୪୦ ଦିନ ପୂର୍ବରୁ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ରାଜ୍ୟରେ ଥିବା ମୋଟ ୨୯୪ ବିଧାନସଭା ଆସନରୁ ୨୦୦ ଆସନ ବିଜେପି ହାତେଇବ ବୋଲି କହି ନିର୍ବାଚନ ଅଭିଯାନContinue reading “ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ଦିଦିଙ୍କ ଗଡରେ ପଶିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଚଳିତ ସପ୍ତାହରେ ରହିଛି ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ । ଗସ୍ତବେଳେ ଶାହାଙ୍କୁ ଭେଟିବେ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ”

ଥମୁନି ଚାଷୀ ଆନ୍ଦୋଳନ : ଆନ୍ଦୋଳନ ଯୋଗୁ ଅର୍ଥନୀତି ସଂକଟରେ; ଦିନକୁ କ୍ଷତି ହେଉଛି ୩୫ ଶହ କୋଟି

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହା କହିଛି ବାଣିଜ୍ୟ ଓ ଶିଳ୍ପ ସଂସ୍ଥ. ଆସୋଚାମ । ଆସୋଚାମର କହିବା ଅନୁସାରେ,  ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ଗଭୀର ପ୍ରଭାବିତ ହୋଇଛି ।  ଦିନକୁ  ପ୍ରାୟ ୩୫ ଶହ କୋଟି କ୍ଷତି ହେଉଛି ।  କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ସପ୍ତାହ ହେଲା ଚାଲିଛି । ଆଉ ୨୧ ଦିନରେ  ୭୫ ହଜାର କୋଟି ଟଙ୍କା କ୍ଷତି ସହିବାକୁContinue reading “ଥମୁନି ଚାଷୀ ଆନ୍ଦୋଳନ : ଆନ୍ଦୋଳନ ଯୋଗୁ ଅର୍ଥନୀତି ସଂକଟରେ; ଦିନକୁ କ୍ଷତି ହେଉଛି ୩୫ ଶହ କୋଟି”

ଆଜି ଭାରତ ପାଳୁଛି ବିଜୟ ଦିବସ : କାହିଁକି ପାଳନ ହୁଏ ବିଜୟ ଦିବସ ? ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ?

କନକ ବ୍ୟୁରୋ : ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟContinue reading “ଆଜି ଭାରତ ପାଳୁଛି ବିଜୟ ଦିବସ : କାହିଁକି ପାଳନ ହୁଏ ବିଜୟ ଦିବସ ? ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ?”

ବୟସ ମାତ୍ର ୩ ବର୍ଷ: ହେଲେ କୁନି ଝିଅ ମୁହଁରେ ରହିଛି ୧୫୦ ଦେଶର ନାଁ; ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଖୋର୍ଦ୍ଧାର ସୋହିନୀ ଦାସ

କନକ ବ୍ୟୁରୋ: ବୟସ ମାତ୍ର ସାଢେ ୩ ବର୍ଷ । ହେଲେ ୧୫୦ ଦେଶର ନାଁ ରହିଛି ଏହି କୁନି ଝିଅ ମୁହଁରେ । ଖୋର୍ଦ୍ଧା କାଇମାଟିଆର କମଳେନ୍ଦୁ ନାୟକ ଓ ରଂଜନା ରାଣୀ ଦାସଙ୍କ ଝିଅ ସୋହିନି ଦାସ । ମାତ୍ର ୩ ବର୍ଷ ବୟସରେ ୧୫୦ ଦେଶର ନାଁ ମନେ ରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଯେଉଁ ବୟସ ରେ ଖନି ଖନୀ କଥା ଆଉ ଠୁକୁ ଠୁକୁContinue reading “ବୟସ ମାତ୍ର ୩ ବର୍ଷ: ହେଲେ କୁନି ଝିଅ ମୁହଁରେ ରହିଛି ୧୫୦ ଦେଶର ନାଁ; ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଖୋର୍ଦ୍ଧାର ସୋହିନୀ ଦାସ”

ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ଜାତୀୟ ଲାଡଲି ମିଡିଆ ସମ୍ମାନ

କନକ ବ୍ୟୁରୋ : ଯୁବ ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ମିଳିଛି ଜାତୀୟ ଲାଡଲି ମିଡିଆ ସମ୍ମାନ । ସାମାଜିକ ଲିଙ୍ଗଗତ ସମସ୍ୟା ଓ ଏହାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାଂବାଦିକମାନଙ୍କ ମଧ୍ୟରେ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତ ବର୍ଷ ୧୦ ବର୍ଷରେ ପଦାର୍ପଣ କରିଛି । ଏହି ପୁରସ୍କାର ପାଇଁContinue reading “ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ଜାତୀୟ ଲାଡଲି ମିଡିଆ ସମ୍ମାନ”

ପରୀ ପାଇଁ ପଟିଆରୁ ନବୀନ ନିବାସ ଯାଏଁ ସାଇକେଲ ରାଲି : ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଓସିନର ଦାବି

କନକ ବ୍ୟୁରୋ : ପରୀ ପାଇଁ ସାଇକେଲ ରାଲି । ନିଆରା ଢଙ୍ଗରେ ତାଙ୍କର ଦାବି ରଖିବାକୁ ଯାଇ କୁନି ବୟସରେ କୁନି କୁନି ନିଖୋଜ ଝିଅଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି ୭ ବର୍ଷର ଝିଅ ଓସିନ୍ । ମୁଣ୍ଡରେ ହେଲମେଟ୍ ପିନ୍ଧି ରାଜଧାନୀରେ ପରୀ ପାଇଁ ପଟିଆରୁ ନବିନ୍ ନିବାସକୁ ସାଇକେଲ ଯାତ୍ରା କରିଛନ୍ତି ୭ ବର୍ଷର ଝିଅ ଓସିନ ଏବଂ ୧୦ ବର୍ଷର ଆର୍ଯ୍ୟାଦିତ୍ୟ । ରାଜଧାନୀର ଦୁଇଟି ଘରୋଇContinue reading “ପରୀ ପାଇଁ ପଟିଆରୁ ନବୀନ ନିବାସ ଯାଏଁ ସାଇକେଲ ରାଲି : ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଓସିନର ଦାବି”

ଟେବୁଲରେ ବିତୁଛି ଜୀବନ: ୨୨ ବର୍ଷ ହେଲା ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା; ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା

କନକ ବ୍ୟୁରୋ: ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା । ବର୍ଷେ କି ୨ ବର୍ଷ ନୁହଁ ଦୀର୍ଘ ୨୨ ବର୍ଷ ହେଲା ଗୋଟିଏ ଟେବୁଲ ଉପରେ କଟୁଛି ଝିଅର ଜୀବନ । ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା । ଏପଟେ ଝିଅର ଦାୟିତ୍ୱ, ସେପଟେ ପରିବାର ଚଳାଇବାର ବୋଝକୁ ବୋହୁଥିବା ଟି ମୋହନ ରାଓଙ୍କ ପାଇଁ ସରକାରୀ ଯୋଜନା କିନ୍ତୁ ଅପହଁଚ । ଅଙ୍କାContinue reading “ଟେବୁଲରେ ବିତୁଛି ଜୀବନ: ୨୨ ବର୍ଷ ହେଲା ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା; ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା”

ଧାନ ବିକ୍ରି ନହୋଇପାରି ମଣ୍ଡିରେ ପଡିରହିଛି ଲକ୍ଷାଧିକ ଟଙ୍କାର ଧାନ ବସ୍ତା: ଆସୁନାହାନ୍ତି ମିଲର, ଶୀତ କାକରରେ ରାତି ବିତାଉଛନ୍ତି କୁଚିଣ୍ଡା ଚାଷୀ

କନକ ବ୍ୟୁରୋ: ମଣ୍ଡରେ ପଡିରହିଛି ବସ୍ତା ବସ୍ତା ଧାନ । ହେଲେ ଆସୁନାହାନ୍ତି ମିଲର । ଫଳରେ ଶୀତ କାକରରେ ମଣ୍ଡିରେ ପଡିରହୁଛନ୍ତି ଚାଷୀ । ଟୋକନ ପାଇଲା ପରେ ମଣ୍ଡିକୁ ଧାନ ଆଣିଲେ ଚାଷୀ । ହେଲେ ଧାନ ବିକ୍ରି ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦContinue reading “ଧାନ ବିକ୍ରି ନହୋଇପାରି ମଣ୍ଡିରେ ପଡିରହିଛି ଲକ୍ଷାଧିକ ଟଙ୍କାର ଧାନ ବସ୍ତା: ଆସୁନାହାନ୍ତି ମିଲର, ଶୀତ କାକରରେ ରାତି ବିତାଉଛନ୍ତି କୁଚିଣ୍ଡା ଚାଷୀ”

ପାହାଡି ଗାଁରେ ପହଞ୍ଚିଲା ମେଡିକାଲ ଦଳ: ୪ ଘଂଟା ଚାଲି ଚାଲି ଯାଇ ମାଓ ଇଲାକାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ମେଡିକାଲ ଟିମ

କନକ ବ୍ୟୁରୋ: ପାଦରେ ଚାଲି ଚାଲି ୪ ଘଂଟା ପରେ ମାଓ ଇଲାକାରେ ପହଂଚିଲେ । ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ବି ଯୋଗାଇଲେ । ୮ କିମି ର ପାହାଡି ରାସ୍ତାରେ ଅତିକ୍ରମ କରି ଗାଁରେ ପହଂଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ମେଡିକାଲ ଟିମ୍ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଓଦୁର୍ଗ ଦଣ୍ଡିପଦର ଠାରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଫେରିଛନ୍ତି ମାଥିଲିର ସ୍ୱତନ୍ତ୍ର ମେଡିକାଲ ଟିମ୍ । ମାଥିଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟContinue reading “ପାହାଡି ଗାଁରେ ପହଞ୍ଚିଲା ମେଡିକାଲ ଦଳ: ୪ ଘଂଟା ଚାଲି ଚାଲି ଯାଇ ମାଓ ଇଲାକାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ମେଡିକାଲ ଟିମ”

ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି : ବିଜୟ ଦିବସ ଅବସରରେ ବିଜୟ ଜ୍ୟୋତି ଯାତ୍ରାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୦ ବର୍ଷ । ଏହା ସେହି ଯୁଦ୍ଧ ଥିଲା ଯେଉଁଥିଲେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ଏହି ଯୁଦ୍ଧରେ ପାକିସ୍ତାନକୁ ସବକ ଶିଖାଇଥିଲା ଭାରତ । ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ । ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧକୁ ପୂରିଛି ୫୦ ବର୍ଷ । ଏଥିପାଇଁ ପ୍ରତ୍ୟେକContinue reading “ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି : ବିଜୟ ଦିବସ ଅବସରରେ ବିଜୟ ଜ୍ୟୋତି ଯାତ୍ରାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ”

Design a site like this with WordPress.com
Get started