କନକ ବ୍ୟୁରୋ : ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନ୍ସନ୍, ଟପ୍ ଅପ୍ ସବସିଡି, ରାଜ୍ୟ ଜିଏସ୍ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି। କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତିContinue reading “କରୋନା ଜନିତ ଆର୍ଥିକ ମାନ୍ଦାବସ୍ଥାକୁ ଏଡାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ଏମଏସଏମଇ ପାଇଁ ୨୮୯ କୋଟି ୪୨ ଲକ୍ଷର ପ୍ୟାକେଜ ଘୋଷଣା କଲେ ନବୀନ”
Author Archives: Raghaba
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?
କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ପୁରୀ ଜଗନ୍ନାଥ ମନ୍ଦିର ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଥିବା ବେଳେ ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ଏହି ସମୟରେ କୌଣସି ଭକ୍ତ କିମ୍ବା ସେବାୟତଙ୍କ ପରିବାରକୁContinue reading “୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଜାଣନ୍ତୁ କଣ ରହିଛି ଗାଇଡଲାଇନ, କେଉଁ ମାନେ କରିପାରିବେ ପ୍ରଥମେ ଦର୍ଶନ?”
ଅଧାରେ ପଡିଛି ଆଦିବାସୀଙ୍କ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ସରକାର ଦେଇଥିବା ଟଙ୍କାକୁ ନେଇ ଠକିଦେଇଛି ଦଲାଲ ।
କନକ ବ୍ୟୁରୋ : ଆଦିବାସୀ ଇଲାକାର ନୀରିହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ । ଭୂମିହୀନ ଆଦିବାସୀ ସରକାରୀ ଯୋଜନା ପାଉଛନ୍ତି । ହେଲେ ସେମାନଙ୍କ ନୀରିହ ପଣର ସୁଯୋଗ ନେଇ ଦଲାଲମାନେ ଯୋଜନା ବାବଦକୁ ଆସୁଥିବା ଟଙ୍କା ସବୁ ହଡପ କରୁଛନ୍ତି । ଫଳରେ ସରକାରୀ ଯୋଜନା ପାଉଥିବା ହିତାଧିକାରୀ ଏବେ ବି ଅସୁବିଧାରେ ଦିନ କାଟୁଛନ୍ତି । କେନ୍ଦୁଝରରେ ଚାଲିଛି ଏପରି ଦଲାଲ ରାଜ । ଅଧାରେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ଦଲାଲContinue reading “ଅଧାରେ ପଡିଛି ଆଦିବାସୀଙ୍କ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ସରକାର ଦେଇଥିବା ଟଙ୍କାକୁ ନେଇ ଠକିଦେଇଛି ଦଲାଲ ।”
ଡେ’ ନାଇଟ ଟେଷ୍ଟ ପାଇଁ ପନ୍ତ-ସାହାଙ୍କ ମଧ୍ୟରେ ଟକ୍କର । କାହାକୁ ମିଳିବ ୱିକେଟ କିପର ଦାୟିତ୍ୱ?
କନକ ବ୍ୟୁରୋ : ଆଡିଲେଡ୍ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତୀୟ ଦଳ ପାଇଁ କିଏ ୱିକେଟରକ୍ଷକ ଦାୟିତ୍ୱ ତୁଲାଇବ? ତାହା ଏକ ବିତର୍କିତ ବିଷୟ ହୋଇଛି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ପନ୍ତ ୭୩ ବଲରୁ ୧୦୩ ରନ୍ର ବିସ୍ଫୋରକ ପାଳି ଖେଳିବା ପରେ ତାଙ୍କୁ ଏବଂ ଅଭିଜ୍ଞ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ନେଇ ତୁଳନା ଆରମ୍ଭ ହୋଇ ଯାଇଛି। ଆଡିଲେଡରେ କିଏ ୱିକେଟରକ୍ଷଣ ଦାୟିତ୍ୱ ତୁଲାଇବ? ସେ ବିଷୟରେContinue reading “ଡେ’ ନାଇଟ ଟେଷ୍ଟ ପାଇଁ ପନ୍ତ-ସାହାଙ୍କ ମଧ୍ୟରେ ଟକ୍କର । କାହାକୁ ମିଳିବ ୱିକେଟ କିପର ଦାୟିତ୍ୱ?”
ହାତଠାରରୁ ହାତଗଣ୍ଠି: ଆତ୍ମୀୟତା ଆଗରେ ହାର ମାନିଲା ଅକ୍ଷମତା । ପାଟି ସିନା ଫିଟୁନି, ହାତ ଠାରରେ ହୃଦୟର କଥା କହି ନୂଆ ଜୀବନ ଆରମ୍ଭ କଲେ ଦିବ୍ୟାଙ୍ଗ ଯୋଡି ।
କନକ ବ୍ୟୁରୋ: ସେ ମତେ ଦେଖିଛି, ମୁଁ ତାକୁ ଦେଖିଛି… ସେ ମତେ ବୁଝିଛି, ମୁଁ ତାକୁ ବୁଝିଛି… ଏଇ ବୁଝାବୁଛି, ଏଇ ଦେଖା ଚାହାଁ ଭିତରେ ଦୁହେଁ ଦୁହିଁଙ୍କର ହୋଇଛୁ । ପାଟି ଖୋଲି ସିନା ପ୍ରେମର ପରିଭାଷା କେହି କାହାକୁ କହି ପାରୁନୁ ହେଲେ ଏଠି ଆଖି କଥା କହୁଛି, ଓଠ ଦେଉଛି ଇସାରା । ମନ ତଳର ଅକୁହା କଥା, କୁଆଁରୀ ଲାଜକୁ ଠାରରେ ଠାରରେ କହି ସାତ ଜନମର ସାଥୀ ପାଲଟିଛନ୍ତିContinue reading “ହାତଠାରରୁ ହାତଗଣ୍ଠି: ଆତ୍ମୀୟତା ଆଗରେ ହାର ମାନିଲା ଅକ୍ଷମତା । ପାଟି ସିନା ଫିଟୁନି, ହାତ ଠାରରେ ହୃଦୟର କଥା କହି ନୂଆ ଜୀବନ ଆରମ୍ଭ କଲେ ଦିବ୍ୟାଙ୍ଗ ଯୋଡି ।”
ଦକ୍ଷିଣରୁ ପଶ୍ଚିମ ସବୁଠି ମଣ୍ଡି ସମସ୍ୟା । ମାସ ମାସ ଧରି ମଣ୍ଡିରେ ପଡିରହୁଛି ହଜାର ହଜାର ବସ୍ତା ଧାନ । କେଉଁଠି ଆସୁନାହାନ୍ତି ମିଲର, ତ କେଉଁଠି ଟୋକନ ଥାଇ ଟାର୍ଗେଟ ନାହିଁ ।
କନକ ବ୍ୟୁରୋ : ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିଛି ହେଲେ ଟାର୍ଗେଟ ନାହିଁ । ତେଣୁ ମଣ୍ଡିରେ ପଡି ରହିଥିବା ଧାନ କେବେ ଉଠିବ ତାକୁ ଚାଷୀ ଅପେକ୍ଷା କରି ରହିଛନ୍ତି । କଳାହାଣ୍ଡିର କୋକସରା ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ହେଉଥିବା ବେଳେ କୌଣସି ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କୋକସରାରେ ନଭେମ୍ବର ୧୬ରୁ ଧାନ କିଣା ଆରମ୍ଭ ହୋଇଛି । ଧାନ ବିକିବା ପାଇଁ ହଜାରେରୁ ଅଧିକ ଚାଷୀContinue reading “ଦକ୍ଷିଣରୁ ପଶ୍ଚିମ ସବୁଠି ମଣ୍ଡି ସମସ୍ୟା । ମାସ ମାସ ଧରି ମଣ୍ଡିରେ ପଡିରହୁଛି ହଜାର ହଜାର ବସ୍ତା ଧାନ । କେଉଁଠି ଆସୁନାହାନ୍ତି ମିଲର, ତ କେଉଁଠି ଟୋକନ ଥାଇ ଟାର୍ଗେଟ ନାହିଁ ।”
ରାଜଧାନୀରେ ମାତିଛନ୍ତି ଜମତରା ଗ୍ୟାଙ୍ଗ । ଟୁଇନ ସିଟିରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଇଂଟରନେଟ ବ୍ୟାକିଂରେ ଅଧିକ ଅପରାଧ ଘଟୁଥିବା କହିଲେ ସିପି । ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଝାଡ଼ଖଣ୍ଡର ଏହି ଜମତାର ଗ୍ୟାଙ୍ଗ ।
କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ । ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା ।Continue reading “ରାଜଧାନୀରେ ମାତିଛନ୍ତି ଜମତରା ଗ୍ୟାଙ୍ଗ । ଟୁଇନ ସିଟିରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଇଂଟରନେଟ ବ୍ୟାକିଂରେ ଅଧିକ ଅପରାଧ ଘଟୁଥିବା କହିଲେ ସିପି । ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ଝାଡ଼ଖଣ୍ଡର ଏହି ଜମତାର ଗ୍ୟାଙ୍ଗ ।”
ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଜାଣନ୍ତୁ କେବେ, କେଉଁଠି ହେବ ମ୍ୟାଚ?
କନକ ବ୍ୟୁରୋ : ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଆଇସିସି ଆଜି ୩୧ ମ୍ୟାଚ ବିଶିଷ୍ଟ ଏହି କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ବିଶ୍ୱକପ ନ୍ୟୁଜିଲାଣ୍ଡରେ ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ଯାଏଁ ଖେଳାଯିବ । ତେବେ ଏହା ୧୨ ତମ ମହିଳା ବିଶ୍ୱକପ ସଂସ୍କରଣ । ନ୍ୟୁଜିଲାଣ୍ଡର ୬ଟି ସହରରେ ଏହି ବିଶ୍ୱକପ ଆୟୋଜନ ହେବ । ଅକଲାଣ୍ଡ, ଟୋରଙ୍ଗା, ହେମିଲଟନ, ୱିଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓContinue reading “ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଜାଣନ୍ତୁ କେବେ, କେଉଁଠି ହେବ ମ୍ୟାଚ?”
ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା
କନକ ବ୍ୟୁରୋ : ଟିକାକରଣ ପାଇଁ ରାଜ୍ୟ ସରକାର ଜାରି କଲେ ବ୍ଲୁପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟୀକାକରଣ। ପ୍ରଥମ ପର୍ୟ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟୀକା । ୨ ଲକ୍ଷ ୯ ହଜାର ୨୭୬ ଟୀକାକରଣ ସ୍ଥାନ ଚିହ୍ନଟ ହୋଇଛି । ଏଥିପାଇଁ ୮, ୨୭୬ ଟିକାକର୍ମୀ ନିୟୋଜିତ ହେବେ । ସମସ୍ତଙ୍କ ଡାଟା ଅପଲୋଡ଼ ସରିଛି । ୧ ହଜାର ୨୨୨ କୋଲଡ ଚେନ ରହିଛିContinue reading “ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା”
କରୋନା ଟିକା ନେଇ ରାଜ୍ୟସରକାରଙ୍କ ପ୍ରସ୍ତୁତି : ଡିଏମଇଟି ସିବିକେ ମହାନ୍ତି କହିଲେ, ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା
କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କରୋନା ଟିକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଂଜୀକରଣ କରିବାକୁ ପଡିବ । ସ୍ପଟ ପଂଜୀକରଣ ହେବ ନାହିଁ । କେବଳ ପୋଟାଲରେ ପଂଜୀକରଣ ହେବ । ଗୋଟିଏ ସେଂଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକାContinue reading “କରୋନା ଟିକା ନେଇ ରାଜ୍ୟସରକାରଙ୍କ ପ୍ରସ୍ତୁତି : ଡିଏମଇଟି ସିବିକେ ମହାନ୍ତି କହିଲେ, ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ପ୍ରାଥମିକତା”