ଦୁଇ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ : ୨ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ଏଏନଏମ କର୍ମୀ

କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ୨ ଏଏନଏମ କର୍ମୀଙ୍କ ଆତ୍ମହୂତି ଉଦ୍ୟମ । କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏଏନଏମ କର୍ମୀ ଉଦ୍ଧାର କରଛନ୍ତି । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ । ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓContinue reading “ଦୁଇ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ : ୨ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ଏଏନଏମ କର୍ମୀ”

ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି । ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକିContinue reading “ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି”

ଅଦ୍ଭୁତ ଅପରେସନ । ଏପଟେ ଚାଲିଥିଲା ଟ୍ୟୁମର ଅପରେସନ, ସେପଟେ ହୋସରେ ରହି ପିଆନୋ ବଜାଉଥିଲେ ନାବାଳିକା ରୋଗୀ 

କନକ ବୁାରୋ : ସାଧାରଣତଃ ଅପରେସନ କଲା ବେଳେ ରୋଗୀଙ୍କୁ ଆନେସ୍ତେସିଆ ଦିଆଯାଏ । ଫଳରେ ଅଚେତ ଅବସ୍ଥାରେ ରୋଗୀଙ୍କ ଅପରେସନ କରିଥାନ୍ତି ଡାକ୍ତର । କିନ୍ତୁ ଏଠି ତାର ଠିକ ବିପରୀତ । ଏଠାରେ ଚାଲିଛି ବ୍ରେନ ଟ୍ୟୁମର ଅପରେସନ । ଆଉ ହୋସରେ ରହି ପିଆନୋ ବଜାଉଛନ୍ତି ଜଣେ ୯ ବର୍ଷିୟ ରୋଗୀ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରେContinue reading “ଅଦ୍ଭୁତ ଅପରେସନ । ଏପଟେ ଚାଲିଥିଲା ଟ୍ୟୁମର ଅପରେସନ, ସେପଟେ ହୋସରେ ରହି ପିଆନୋ ବଜାଉଥିଲେ ନାବାଳିକା ରୋଗୀ “

ପରୀ ପରେ ନୟାଗଡରୁ ମିଳିଲା ନିଖୋଜ ୩ ବର୍ଷ ସ୍ୱାତୀର ମୃତଦେହ : ୫ ଦିନ ଖୋଜାଖୋଜି ପରେ ପାଖ ଗାଁ ପୋଖରୀରୁ ମୃତଦେହ ମିଳିଲା

କନକ ବ୍ୟୁରୋ : ମିଳିଲା  ନୟାଗଡରେ  ନିଖୋଜ  ୩ ବର୍ଷର ଶିଶୁ ସ୍ୱାତୀର ମୃତହେହ । ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ ପୋଖରୀରୁ ସ୍ୱାତୀର  ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ସ୍ୱାତୀକୁ ଖୋଜିବା ପାଇଁ ପୁଲିସ  ୧୧ ତାରିଖରୁ  ନାକେଦମ ହୋଇଯାଇଥିଲା । ଗାଁ ପୋଖରୀରେContinue reading “ପରୀ ପରେ ନୟାଗଡରୁ ମିଳିଲା ନିଖୋଜ ୩ ବର୍ଷ ସ୍ୱାତୀର ମୃତଦେହ : ୫ ଦିନ ଖୋଜାଖୋଜି ପରେ ପାଖ ଗାଁ ପୋଖରୀରୁ ମୃତଦେହ ମିଳିଲା”

ପ୍ରସିଦ୍ଧ ଲେଖକ ମନୋଜଙ୍କ ସ୍ୱାସ୍ଥ୍ୟର ତଦାରଖ ପାଇଁ ପଡୁଚେରୀ ଗଲା ରାଜ୍ୟ ସରକାରଙ୍କ ଏକ ଟିମ : ଅପରାହ୍ନରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ

କନକ ବ୍ୟୁରୋ : ଅସୁସ୍ଥ ଅଛନ୍ତି ପ୍ରସିଦ୍ଧ ଲେଖକ ମନୋଜ ଦାସ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ଅନୁସନ୍ଧାନ କରିବା ପାଇଁ ପଣ୍ଡିଚେରୀ ଗଲେ ରାଜ୍ୟ ସରକାରଙ୍କ ଏକ ଟିମ୍ । ଡାକ୍ତର ବିରଂଜି ନାରାୟଣ ମହାପାତ୍ର ପଣ୍ଡିଚେରୀରେ ପହଂଚି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଏହା ସହ ସେଠାକାର ଡ଼ାକ୍ତରୀ ଟିମ୍ ସହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଆଲୋଚନା କରିଛନ୍ତି । ଏନେଇ ଆଜି ଅପରାହ୍ନରେ ରାଜ୍ୟContinue reading “ପ୍ରସିଦ୍ଧ ଲେଖକ ମନୋଜଙ୍କ ସ୍ୱାସ୍ଥ୍ୟର ତଦାରଖ ପାଇଁ ପଡୁଚେରୀ ଗଲା ରାଜ୍ୟ ସରକାରଙ୍କ ଏକ ଟିମ : ଅପରାହ୍ନରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ”

କରୋନା ପାଇଁ ଏଥର ହେବନି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ : ସବୁ ପକ୍ଷର ସହମତି ଥିବା କହିଲେ ସଂସଦୀୟ ମନ୍ତ୍ରୀ; ଜାନୁଆରୀରେ ହେବ ବଜେଟ ଅଧିବେଶନ

କନକ ବ୍ୟୁରୋ : ଏ ବର୍ଷ ହେବନି ପାର୍ଲାମେଂଟର ବଜେଟ ଅଧିବେଶନ । କେନ୍ଦ୍ର ସରକାର ଘୋଷଣା କରିଛନ୍ତି, କୋଭିଡ ପାଇଁ ଏଥରର ବଜେଟ ଅଧିବେଶନର ଆୟୋଜନ କରାଯିବ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସବୁ ପକ୍ଷଙ୍କ ସହମତିରେ ଏଭଳି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣ ଯୋଗୁଁ କେହି ବି ସପକ୍ଷରେ ନଥିଲେ । ଏବେ ସିଧା ଜାନୁଆରୀରେ ପାର୍ଲାମେଂଟର ବଜେଟ ଅଧିବେଶନ ହେବ । ପ୍ରହ୍ଲାଦ ଯୋଶୀ ଲୋକସଭାରେContinue reading “କରୋନା ପାଇଁ ଏଥର ହେବନି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ : ସବୁ ପକ୍ଷର ସହମତି ଥିବା କହିଲେ ସଂସଦୀୟ ମନ୍ତ୍ରୀ; ଜାନୁଆରୀରେ ହେବ ବଜେଟ ଅଧିବେଶନ”

ନୂଆବର୍ଷ ପୂର୍ବରୁ ନିୟମ କଡାକଡି : ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର; ଏଣିକି ହେଲମେଟ୍ ନଥିଲେ ଲିଫ୍ଟ ମନା, ରଦ୍ଦ ହୋଇଯିବ ଲାଇସେନ୍ସ 

କନକ ବ୍ୟୁରୋ : ଏଣିକି ହେଲମେଟ ନଥିଲେ ମିଳିବନି ଲିଫ୍ଟ । ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲଟେ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରମିକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ । ସେମାନେ ଆସିବା ପୂର୍ବରୁ ଯାହାContinue reading “ନୂଆବର୍ଷ ପୂର୍ବରୁ ନିୟମ କଡାକଡି : ରାଜ୍ୟରେ ଡବଲ ହେଲମେଟ ଚେକିଂ ଜୋରଦାର; ଏଣିକି ହେଲମେଟ୍ ନଥିଲେ ଲିଫ୍ଟ ମନା, ରଦ୍ଦ ହୋଇଯିବ ଲାଇସେନ୍ସ “

ଧନ୍ୟ ତୁମେ…ଧନ୍ୟ ତୁମ ଚାକିରି: ଶନିବାର ଛୁଟି ବୋଲି, କନ୍ଧମାଳରେ ସପ୍ତାହରେ ୨ ଦିନ ଚାଲେ ଅଫିସ; ଗୁରୁବାରରୁ ଛୁ…ଫେରିବା ବେଳକୁ ମଙ୍ଗଳବାର

କନକ ବ୍ୟୁରୋ: କରୋନା ପାଇଁ ସବୁ ଶନିବାର ସରକାରୀ ଅଫିସ ଛୁଟି। ଏଭଳି ନିର୍ଦ୍ଦେଶନାମା ସରକାର ଜାରି କରିଛନ୍ତି। ସଂପ୍ରତି କରୋନା ସଂକ୍ରମଣ କମିଛି। ହେଲେ ଶନିବାର ଛୁଟି ନିର୍ଦ୍ଦେଶନାମା ଉଠିନାହିଁ। ଶନିବାର ଛୁଟି ଯୋଗୁ କନ୍ଧମାଳରେ ଅଫିସର ଗୁରୁବାର ହାଜିରା ପକାଇ ପଳାଇ ଯାଉଛନ୍ତି। ଅଫିସର ଯିବା ପରେ ତଳିଆ କର୍ମଚାରୀ ବି ଅଫିସକୁ ଆସୁନାହାନ୍ତି। କହିବାକୁ ଗଲେ କନ୍ଧମାଳରେ ବହୁ ଅଫିସ ମାତ୍ର ୨ ଦିନ ଖୋଲା ରହୁଛି। ଅଫିସର ରହୁନାହାନ୍ତି। ଆଉ କର୍ମଚାରୀContinue reading “ଧନ୍ୟ ତୁମେ…ଧନ୍ୟ ତୁମ ଚାକିରି: ଶନିବାର ଛୁଟି ବୋଲି, କନ୍ଧମାଳରେ ସପ୍ତାହରେ ୨ ଦିନ ଚାଲେ ଅଫିସ; ଗୁରୁବାରରୁ ଛୁ…ଫେରିବା ବେଳକୁ ମଙ୍ଗଳବାର”

କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କରି ଚର୍ଚ୍ଚାରେ କଲେଜ ଛାତ୍ରୀ: ରୋଗୀଙ୍କ ପାଇଁ ଚୁଟି ଦେଇ ପ୍ରଶଂସା ସାଉଁଟିଲେ ବାରିପଦାର ଶ୍ରୃତି ମାଇତି

କନକ ବ୍ୟୁରୋ: କେଶ ହେଉଛି ନାରୀର ଗହଣା ଓ ସୌନ୍ଦର୍ଯ୍ୟର ପ୍ରତୀକ । ଅନେକ ଝିଅ ଓ ବୋହୂ ନିଜକୁ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଲାଗି ଖୁବ ଯତ୍ନ ନେଇଥାନ୍ତି । ଏଭଳି ପରିସ୍ଥିତିରେ ବାରପିଦା ସହରର ଜଣେ କଲେଜଛାତ୍ରୀ ଶୃତି ମାଇତି କର୍କଟ ରୋଗୀଙ୍କ ପାଇଁ ନିଜ କେଶ ଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାରିପଦାର ଏମପିସି ସ୍ୱଂୟଶାସିତ କଲେଜର ଛାତ୍ରୀ ଶ୍ରୃତି ମାଇତି ଆର୍ଥିକ ଭାବେ ସହଯୋଗ କରିContinue reading “କ୍ୟାନସର ରୋଗୀଙ୍କ ପାଇଁ କେଶଦାନ କରି ଚର୍ଚ୍ଚାରେ କଲେଜ ଛାତ୍ରୀ: ରୋଗୀଙ୍କ ପାଇଁ ଚୁଟି ଦେଇ ପ୍ରଶଂସା ସାଉଁଟିଲେ ବାରିପଦାର ଶ୍ରୃତି ମାଇତି”

ଠକେଇର ଚେର ଖୋଜିବ କ୍ରାଇମବ୍ରାଂଚ: ୨ ଦିନ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ଭୁବନେଶ୍ୱର କୋର୍ଟଙ୍କ ଅନୁମତି

କନକ ବ୍ୟୁରୋ: ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଆଜି ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି । ଟାଟା ମୋଟରର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକିContinue reading “ଠକେଇର ଚେର ଖୋଜିବ କ୍ରାଇମବ୍ରାଂଚ: ୨ ଦିନ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ଭୁବନେଶ୍ୱର କୋର୍ଟଙ୍କ ଅନୁମତି”

Design a site like this with WordPress.com
Get started