କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ : ପାରଳାଖେମୁଣ୍ଡି ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ

କନକ ବ୍ୟୁରୋ : କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ । ବିପୁଳ ପରିମାଣର ଟଙ୍କା ସହ ବିଦେଶୀ ମୁଦ୍ରାର ଶିକ୍ଷକଙ୍କ ଘରୁ ଜବତ କରିଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଏରଦଳାସାହିରେ ଥିବା ଏକ ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ବାସଭବନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ନିଜ ବାସଭବନ ସମେତ ଅନ୍ୟ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ତଦନ୍ତ ଚାଲିଥିବା ବେଳେ ଏଯାଏଁContinue reading “କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ : ପାରଳାଖେମୁଣ୍ଡି ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ”

ରାଉରକେଲାରେ ଲମ୍ବିଚାଲିଛି ଜିଏସଟି ଠକେଇ ମାମଲାର ତାଲିକା : ପୁଣି ପରିବା ବିକାଳିଙ୍କ ନାଁରେ ୧୧୦ କୋଟି ଟଙ୍କାର ଜାଲିଆତି; ଆସିଲା ନୋଟିସ

କନକ ବ୍ୟୁରୋ : ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ନିରୀହ, ଗରିବ ଓ ବେରୋଜଗାରଙ୍କୁ ମୋହରା ବନେଇ କିଭଳି କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଉଛି, ତାର ଜ୍ୱଳନ୍ତ ଉଦାହରଣ ହେଉଛି ଇସ୍ପାତନଗରୀରୁ ସାମ୍ନାକୁ ଆସୁଥିବା ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା । ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକାଳୀଙ୍କ ନାଁContinue reading “ରାଉରକେଲାରେ ଲମ୍ବିଚାଲିଛି ଜିଏସଟି ଠକେଇ ମାମଲାର ତାଲିକା : ପୁଣି ପରିବା ବିକାଳିଙ୍କ ନାଁରେ ୧୧୦ କୋଟି ଟଙ୍କାର ଜାଲିଆତି; ଆସିଲା ନୋଟିସ”

ମାଓନେତା କୈଳାସର ଅଡ଼ିଓ ଟେପ୍ ଭାଇରାଲ: ୨ ଜଣ ମାଓବାଦୀଙ୍କୁ ପୁଲିସ୍ ବନ୍ଧକ ରଖିଥିବା ନେଇ ଆଣିଲେ ଅଭିଯୋଗ

କନକ ବ୍ୟୁରୋ: ମାଓନେତା କୈଳାସର ଅଡ଼ିଓ ଟେପ ଭାଇରାଲ । ମୃତ ମାଓବାଦୀଙ୍କ ବିଷୟରେ କହି ଅଡ଼ିଓ ଟେପ ଜାରି କରାଯାଇଛି । ସ୍ୱାଭିମାନ ଅଂଚଳରେ ୨ ଦିନ ତଳେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଯବାନଙ୍କ ଗୁଳିରେ ଟଳି ପଡ଼ିଥିଲେ ୨ ମାଓବାଦୀ । ଏହା ପରେ ମାଓନେତା କୈଳାସ ପକ୍ଷରୁ ଅଡ଼ିଓ ଟେପ ଜାରି ହୋଇଛି । ଯେଉଁ ୨ ମାଓବାଦୀ ମାଲେସ ଏବଂ ଶାନ୍ତମା ଏହି ଏନକାଉଂଟରରେ ପ୍ରାଣContinue reading “ମାଓନେତା କୈଳାସର ଅଡ଼ିଓ ଟେପ୍ ଭାଇରାଲ: ୨ ଜଣ ମାଓବାଦୀଙ୍କୁ ପୁଲିସ୍ ବନ୍ଧକ ରଖିଥିବା ନେଇ ଆଣିଲେ ଅଭିଯୋଗ”

ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କିଏ? ଭିଭିଆଇପି ଖେଳ ସରିଲା, ଏବେ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଲା: ଜେଲ ଭିତରେ ଥାଇ କେମିତି କରୁଥିଲେ ବଡ଼ଧରଣର କାରବାର ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ସାରା ରାଜ୍ୟରେ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସର ଚର୍ଚ୍ଚା। ଡି ବ୍ରଦର୍ସର ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ ଭିଭିଆଇପିଙ୍କ ଭଳି ରହୁଛି। ଫ୍ୟାନରୁ ନେଇ ରୋଷେଇବାସ ଯାଏ ତାହାର ସେଲରେ ବ୍ୟବସ୍ଥା ହେଉଛି। ଏସବୁର ପର୍ଦ୍ଦାଫାସ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଛି। ଜେଲକୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ଜେଲ ଅଧୀକ୍ଷକ କହୁଥିଲେ ବି ପ୍ରକୃତ ତଥ୍ୟ ସବୁ ପଦାକୁ ଆସିବାରେ ଲାଗିଛି। ଏପଟେ ବଲାଙ୍ଗୀରରେ ଡି ବ୍ରଦର୍ସ କ୍ରାଇମContinue reading “ଡି ବ୍ରଦର୍ସ କ୍ରାଇମ ସିଣ୍ଡିକେଟରେ କିଏ? ଭିଭିଆଇପି ଖେଳ ସରିଲା, ଏବେ କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଲା: ଜେଲ ଭିତରେ ଥାଇ କେମିତି କରୁଥିଲେ ବଡ଼ଧରଣର କାରବାର ଉଠିଲା ପ୍ରଶ୍ନ”

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ: ଘର ସମେତ ୬ଟି ସ୍ଥାନରେ ୪୦ ଜଣିଆ ଟିମର ଚଢାଉ

କନକ ବ୍ୟୁରୋ: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କରୁଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରଖିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସର ୪୦ ଜଣିଆ ଟିମ୍ । ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ ସହ ଅଫିସ, ଦେଓଗଡ଼ କେନ୍ଦୁହାଟରେ ଥିବା ଫାର୍ମ ହାଉସ, ଶଶୁର ଘର ଅନୁଗୁଳ ଟାଉନ,Continue reading “ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ: ଘର ସମେତ ୬ଟି ସ୍ଥାନରେ ୪୦ ଜଣିଆ ଟିମର ଚଢାଉ”

ଧର୍ମାନୁଷ୍ଠାନ ନଖୋଲିବା ପଛରେ ରହିଛି କି ରହସ୍ୟ? କାହା କଥା କାହା ସହ ମେଳ ଖାଉନି: ମୁଖ୍ୟସଚିବ କହିଲେ, ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି; ଦେବୋତ୍ତର କମିସନର କହିଲେ, ସରକାରଙ୍କୁ ପ୍ରସ୍ତାବ ଦେଇଛୁ

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଅନ୍ୟ ମନ୍ଦିର କାହିଁକି ଖୋଲିବନି? ଏହାକୁନେଇ ବିଭିନ୍ନ ମହଲରେ ଦେଖାଦେଇଥିବା ଅସନ୍ତୋଷ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ପୁରୀ ଶ୍ରୀମନ୍ଦିର ଯଦି ସରକାର ଖୋଲିପାରୁଛନ୍ତି, କେଉଁ ମାପକାଠିରେ ଅନ୍ୟମନ୍ଦିରକୁ ଖୋଲିବା ନିଷ୍ପତ୍ତିରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି? ଜିଲ୍ଲାପାଳମାନେ ଆଲୋଚନା କରୁନାହାନ୍ତି କି ନିଷ୍କର୍ଷ କାଢୁନାହାନ୍ତି ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମୁଖ୍ୟଶାସନ ସଚିବContinue reading “ଧର୍ମାନୁଷ୍ଠାନ ନଖୋଲିବା ପଛରେ ରହିଛି କି ରହସ୍ୟ? କାହା କଥା କାହା ସହ ମେଳ ଖାଉନି: ମୁଖ୍ୟସଚିବ କହିଲେ, ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି; ଦେବୋତ୍ତର କମିସନର କହିଲେ, ସରକାରଙ୍କୁ ପ୍ରସ୍ତାବ ଦେଇଛୁ”

ସରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା: କୋକସରାରେ ଧାନ ଉଠାଣରେ ମନ୍ଥରତା; ପଦ୍ମପୁରର ମଣ୍ଡିରେ ଶୀତକାକରରେ ପଡିଛି ୨୫ ହଜାର ଧାନ ବସ୍ତା

କନକ ବ୍ୟୁରୋ: ସୁରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା । ଏଭଳି ସମସ୍ୟା ଦେଖାଦେଇଛି ପଶ୍ଚିମ ଓଡିଶାର ଅଧିକାଂଶ ଅଂଚଳରେ । ଆମେ ଆଜି ଆପଣଙ୍କୁ ଦୁଇଟି ଚିତ୍ର ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣିପାରିବେ ଚାଷୀ କେତେ ସମସ୍ୟାରେ ଅଛନ୍ତି । କଳାହାଣ୍ଡିର କୋକସରା ଓ ବରଗଡରର ପଦ୍ମପୁର ଉପଖଣ୍ଡରୁ ଆସିଛି ଏହି ଚିତ୍ର । ପ୍ରଥମେ ଆମେ ଦେଖିବା କେକସରା ମଣ୍ଡିର ଅବସ୍ଥା । କଳାହାଣ୍ଡିର କୋକସରା ମଣ୍ଡିରେ ଚାଷୀଙ୍କ ଧାନ ଉଠାଇବାରେContinue reading “ସରୁନି ମଣ୍ଡି ସମସ୍ୟା, ବଢୁଛି ଚାଷୀଙ୍କ ଚିନ୍ତା: କୋକସରାରେ ଧାନ ଉଠାଣରେ ମନ୍ଥରତା; ପଦ୍ମପୁରର ମଣ୍ଡିରେ ଶୀତକାକରରେ ପଡିଛି ୨୫ ହଜାର ଧାନ ବସ୍ତା”

ପରିବେଶବିତଙ୍କ ପାଇଁ ଖୁସି ଖବର: ଚନ୍ଦ୍ରଭାଗା ସମୁଦ୍ରରେ ଦେଖାଗଲା ଡଲଫିନ

କନକ ବ୍ୟୁରୋ: ପରିବେଶବିତଙ୍କ ପାଇଁ ଖୁସିଖବର । ଚନ୍ଦ୍ରଭାଗା ସମୁଦ୍ରରେ  ଦେଖାଗଲା ଡଲଫିନ ।  ସମୁଦ୍ରରେ ଡଲଫିନ ଖେଳୁଥିବାର ଦୃଶ୍ୟ କ୍ୟାମରୋରେ କଏଦ ହୋଇଛି ।  ଏକାଧିକ ଡଲିଫଲ ସମୁଦ୍ରରେ ଖେଳୁଥିବାର ଚିତ୍ର ଦେଖିବାକୁ ମିଳିଛି । ପୂର୍ବରୁ  ସାତପଡାରେ ମଧ୍ୟ ଏଭଳି ଡଲଫିନ ଦେଖିବାକୁ ମିଳୁଛି । ଯାହା ସବୁବେଳେ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ । from Kanak News via <a href="https://ifttt.com/?

ସାବଧାନ୍ ! ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ: ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ; ନିଜକୁ ଏସବିଆଇ କର୍ମଚାରୀ ବୋଲି ପରିଚୟ ଦେଇ ଆକାଂଉଟ ବନ୍ଦ ହେବାର ଧମକ ଦେଉଛନ୍ତି ଠକ

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ । ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ । ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି । ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ ନିଯୁକ୍ତି ମିଳୁଛି ଓ ଆଗକୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜାଲ ବିଛାଇ ଠକ ଲୁଟିବା ଯୋଜନା ରହିଥିବା ଜଣାପଡ଼ିଥିଲା । ଠକଙ୍କContinue reading “ସାବଧାନ୍ ! ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ: ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ; ନିଜକୁ ଏସବିଆଇ କର୍ମଚାରୀ ବୋଲି ପରିଚୟ ଦେଇ ଆକାଂଉଟ ବନ୍ଦ ହେବାର ଧମକ ଦେଉଛନ୍ତି ଠକ”

କାଶ୍ମୀର, ଉତରାଖଣ୍ଡ ଓ ହିମାଚଳରେ ପ୍ରବଳ ହିମପାତ: ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ; ଆସନ୍ତା ୨ ଦିନ ଲାଗି ବରଫ ବର୍ଷାର ଚେତାବନୀ

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ । ସେପଟେ ଜମ୍ମୁକଶ୍ମୀରରେ ବି ଦେଖିବାକୁ ମିଳିଛି ଧଳା ବରଫର ଆସ୍ତରଣ । ଏହି ଦୃଶ୍ୟ ହେଉଛି ଗୁଲମର୍ଗର ଯେଉଁଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛିContinue reading “କାଶ୍ମୀର, ଉତରାଖଣ୍ଡ ଓ ହିମାଚଳରେ ପ୍ରବଳ ହିମପାତ: ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ; ଆସନ୍ତା ୨ ଦିନ ଲାଗି ବରଫ ବର୍ଷାର ଚେତାବନୀ”

Design a site like this with WordPress.com
Get started