ସାମନାକୁ ଆସିଲା କାର ଅପହରଣ ପଛର ରହସ୍ୟ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହୋଇଥିଲା କାର ଅପହରଣ । ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ କରିବା ପାଇଁ କରିଥିଲେ ଯୋଜନା

କନକ ବ୍ୟୁରୋ : ବାହାଘର ଭୋଜିରେ ଯୋଗ ଦେବା ପାଇଁ ଶନିବାର ସକାଳ ପ୍ରାୟ ସାଢେ ୪ଟାରୁ ଏହି ଇନୋଭା ଗାଡିରେ ବାହାରିଥିଲେ ଡକାୟତମାନେ । ଗାଡି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ସମୟ ଗଡି ଗଡି ଚାଲିଥିଲା । ଗାଡି ଆଗକୁ ବଢି ବଢି ଚାଲିଥିଲା । କିନ୍ତୁ କାହାରିକୁ ଜଣାନଥିଲା ଏହି ଗାଡି ଭିତରେ ବସିଥିବା ଡକାୟତମାନେ ଏକ ବଡ ଅପରାଧର ଯୋଜନା କରୁଛନ୍ତି । କାଳେ କିଏ ସନ୍ଦେହ କରିବ ସେଥିପାଇଁContinue reading “ସାମନାକୁ ଆସିଲା କାର ଅପହରଣ ପଛର ରହସ୍ୟ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହୋଇଥିଲା କାର ଅପହରଣ । ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ କରିବା ପାଇଁ କରିଥିଲେ ଯୋଜନା”

ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ସଂପର୍କୀୟ ମାମୁଁ ଓ ମାଇଁ । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା ।

କନକ ବ୍ୟୁରୋ : ଅବୈଧ ସମ୍ପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ଅନୁଯାୟୀ, ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖିଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି । ସମ୍ପର୍କ କ’ଣ, ଅନୈତିକ ସମ୍ପର୍କ କ’ଣ, ଜାଣିନଥିବା କୁନି ପିଲାଟି ବଳିପଡ଼ିଗଲା ।Continue reading “ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ସଂପର୍କୀୟ ମାମୁଁ ଓ ମାଇଁ । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା ।”

ପ୍ରାୟ ୭୦ ବର୍ଷ ପରେ ବଦଳିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା । ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା । ଗଠନ ହେବ କମିଟି 

କନକ ବ୍ୟୁରୋ :କ୍ୟାବିନେଟ ନିଷ୍ପତି ପରେ ଉତ୍ସବ ମୁଖର ହୋଇ ଉଠିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ପରିସର । ପ୍ରାୟ ୧୦ ହଜାର ଦୀପ ଜାଳି ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସେବାୟତ । କାରଣ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ହେବ ପରିଚାଳନା । ମନ୍ଦିରର ନୀତିକାନ୍ତିରେ ସୁଧାର ଆସିବ ଏବଂ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକଙ୍କ ପାଇଁ ଉନ୍ନତମାନର ବ୍ୟବସ୍ଥା ହୋଇପାରିବ । ଲିଙ୍ଗରାଜ ମନ୍ଦିର, ଏହାର ସଂପତି ଓ ପରିସର ଭିତରେContinue reading “ପ୍ରାୟ ୭୦ ବର୍ଷ ପରେ ବଦଳିଲା ଲିଙ୍ଗରାଜ ମନ୍ଦିରର ପରିଚାଳନା । ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିର ପରିଚାଳନା । ଗଠନ ହେବ କମିଟି “

ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି ।

କନକ ବ୍ୟୁରୋ : ଆସନ୍ତା ୨୩ ତାରିଖରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ହେଲେ କରୋନା ମହାମାରୀ ଯୋଗୁଁ ରାଜ୍ୟରେ ବନ୍ଦ ଥିବା ହଜାର ହଜାର ମନ୍ଦିର କେବେ ଖୋଲିବ ସେଥିପାଇଁ ସରକାର କୌଣସି ନିଷ୍ପତି ନେଇନାହାନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଛାଡି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି । ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତୁତି ଆରମ୍ଭContinue reading “ଶ୍ରୀମନ୍ଦିର ଖୋଲିବ, ଅନ୍ୟ ମନ୍ଦିର କେବେ ? ବଢ଼ୁଛି ଅସନ୍ତୋଷ, ଶୀଘ୍ର ଖୋଲିବାକୁ ଦାବି ।”

ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳିରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ଦେଲେ ପରାମର୍ଶ

କନକ ବ୍ୟୁରୋ : ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତContinue reading “ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳିରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ଦେଲେ ପରାମର୍ଶ”

ଶ୍ରୀମନ୍ଦିର ଖୋଲିବା ନିଷ୍ପତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ଲୋକଙ୍କ ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ।

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହି ନିଷ୍ପତ୍ତି ନେଇ ଲୋକ ମାନଙ୍କର ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଉଥିବାରୁ ଛତିଶାନିଯୋଗ ଓ ମନ୍ଦିର ପ୍ରଶାସନକୁ ଟ୍ୱିଟ୍ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟ ସରକାର ଓ ପ୍ରଶାସନର ନିୟମ ମାନି ଦର୍ଶନ କରିବାକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେContinue reading “ଶ୍ରୀମନ୍ଦିର ଖୋଲିବା ନିଷ୍ପତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । କହିଲେ, ଲୋକଙ୍କ ବିଶ୍ୱାସକୁ ସମ୍ମାନ ଦେଇଥିବାରୁ ଛତିଶାନିଯୋଗ ଏବଂ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ।”

ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ଗାଇଡଲାଇନ । ଟିକା ଦେବା ପରେ ୩୦ ମିନିଟ୍ ଯାଏଁ ହେବ ଅନୁଧ୍ୟାନ, ପ୍ରତି କେନ୍ଦ୍ରରେ ଶହେରୁ ୨ଶହ ଜଣଙ୍କୁ ଦିଆଯିବ ଟିକା 

କନକ ବ୍ୟୁରୋ : କରୋନା ଟିକା ପାଇଁ କେତେକ କମ୍ପାନୀ ଅନୁମତି ମାଗିବା ପରେ ଆଜି ଟିକାକରଣର ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।   ଦେଶର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ତେଣୁ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ । ପ୍ରତ୍ୟକ ଦିନ ଗୋଟିଏ ସେସନରେ ଅର୍ଥାତ ଗୋଟିଏ ପର୍ଯ୍ୟାୟରେ ଶହେରୁ ଦୁଇ ଶହ ଜଣଙ୍କୁ ଟିକା ଦିଆଯିବ । ଟିକା ଦେବା ପରେContinue reading “ଟିକାକରଣ ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ଗାଇଡଲାଇନ । ଟିକା ଦେବା ପରେ ୩୦ ମିନିଟ୍ ଯାଏଁ ହେବ ଅନୁଧ୍ୟାନ, ପ୍ରତି କେନ୍ଦ୍ରରେ ଶହେରୁ ୨ଶହ ଜଣଙ୍କୁ ଦିଆଯିବ ଟିକା “

ଅଧଘଣ୍ଟା ପାଇଁ ଅଚଳ ହେଲା ଜିମେଲ, ୟୁଟୁବ ସହ ଗୁଗୁଲର ଅନେକ ଆପ । ଟ୍ୱିଟରରେ କଲା ଟ୍ରେଣ୍ଡ ।

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୫ଟା ପରେ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ବୋଲି ଜଣା ପଡ଼ିଛି। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକେୁ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ ଟୁଇଟ୍ କରିଥିଲେ। ତେବେ ୟୁଟ୍ୟୁବ୍ ଏବଂ ଜି-ମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ କିଛି ସମୟ ପାଇଁContinue reading “ଅଧଘଣ୍ଟା ପାଇଁ ଅଚଳ ହେଲା ଜିମେଲ, ୟୁଟୁବ ସହ ଗୁଗୁଲର ଅନେକ ଆପ । ଟ୍ୱିଟରରେ କଲା ଟ୍ରେଣ୍ଡ ।”

ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ସେପଟେ ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି

କନକ ବ୍ୟୁରୋ : ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ୬୫୦ ଶର୍ଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି । ଏହି କାମକୁ ୩ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୨୨୪ କୋଟି ଟଙ୍କାର ଆକଳନ । ସେହିପରି ଯାଜପୁରରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି । ୫୦୦ ଶର୍ଯ୍ୟା ବିଶିଷ୍ଟContinue reading “ପୁରୀ ଓ ଯାଜପୁର ପାଇଁ ବଡ ଘୋଷଣା । ପୁରୀ ସରକାରୀ ହସ୍ପିଟାଲର ବଦଳିବ ରୂପରେଖ । ସେପଟେ ଯାଜପୁରରେ ୫୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବାକୁ ନିଷ୍ପତ୍ତି”

ପୁଣି କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆନ୍ଦୋଳନ ପଛରେ ଚାଲିଛି ରାଜନୀତି । ଆନ୍ଦୋଳନକୁ ସମର୍ଥନ ଜଣାଇ ପତ୍ର ଲେଖିଲେଣି ୧୦ କୃଷକ ସଂଗଠନ

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ନେଇ ୧୯ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ ମାନୋ ଏହି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ମାନେ ଲାଗାତର ଭାବେ ଦ୍ୱିତୀୟ ଦିନ ବି ଜୟପୁର- ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ ରଖିଛନ୍ତି । ଆନ୍ଦୋଳନର ୧୯ ଦିନରେ ଆଜି କୃଷକ ମାନେ ଉପବାସରେ ରହି ଅନସନ କରୁଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର କହିଛନ୍ତି କି ସରକାର କୃଷକ ନେତା ମାନଙ୍କ ସହିତContinue reading “ପୁଣି କୃଷିମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆନ୍ଦୋଳନ ପଛରେ ଚାଲିଛି ରାଜନୀତି । ଆନ୍ଦୋଳନକୁ ସମର୍ଥନ ଜଣାଇ ପତ୍ର ଲେଖିଲେଣି ୧୦ କୃଷକ ସଂଗଠନ”

Design a site like this with WordPress.com
Get started