କନକ ବ୍ୟୁରୋ: ମାର୍ଗଶୀର ଚତୁର୍ଶଶୀ ଅର୍ଥାତ୍ ଗତକାଲିଠାରୁ ଶ୍ରୀମନ୍ଦିରରେ ତିନିଦିନିଆ ଦେବ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି । ହିନ୍ଦୁ ଧର୍ମ ଅନୁସାରେ ଯେମିତି ସାଧାରଣ ଲୋକମାନେ କାର୍ତିକ ଅମାବାସ୍ୟା ତିଥିରେ ଦୀପାବଳି ଦିନ ନିଜ ପୂର୍ବପୁରୁଷଙ୍କ ଉର୍ଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି ଦୀପଦାନ କରିଥାନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହିContinue reading “ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର: ମାର୍ଗଶୀର ଚତୁର୍ଦ୍ଦଶୀରୁ ଆରମ୍ଭ ହେଲା ଦେବ ଦୀପାବଳି; ୩ଦିନ ଯାଏଁ ରୀତିନୀତିରେ ପାଳିତ ହେବ ଦେବ ଦୀପାବଳି”
Author Archives: Raghaba
ଫେସବୁକରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା : ଲେଖିଲେ, ସୋସିଆଲ ମିଡିଆରେ ଆପତିଜନକ ଭାବେ ତାଙ୍କୁ ଟ୍ରୋଲ କରୁଛନ୍ତି ବର୍ଷାଙ୍କ ପ୍ରଶଂସକ
କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ବାନ୍ଧବୀ ଜାଗ୍ରତି ଶୁକ୍ଳା ଫେସବୁକ୍ ଏକ ପୋଷ୍ଟ ଅପଲୋଡ କରି ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଛନ୍ତି । ଜାଗ୍ରତି ଲେଖିଛନ୍ତି, ସେ ଅନୁଭବଙ୍କ ଜଣେ ବନ୍ଧୁ ଏବଂ ଅନୁଭବଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ରହିଛି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଥିବା ନେଇ ସେ ଏହି ଲେଖା ଲେଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା ଜନକ , ଆପତିଜନକ ଓ ଅଶାଳିନContinue reading “ଫେସବୁକରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା : ଲେଖିଲେ, ସୋସିଆଲ ମିଡିଆରେ ଆପତିଜନକ ଭାବେ ତାଙ୍କୁ ଟ୍ରୋଲ କରୁଛନ୍ତି ବର୍ଷାଙ୍କ ପ୍ରଶଂସକ”
କଳାହାଣ୍ଡି କୋକସରା କେନ୍ଦୁଗୁଡା ବସ୍ ଦୁର୍ଘଟଣା: ୨୦ ଯାତ୍ରୀ ଆହତ,୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର
କନକ ବ୍ୟୁରୋ: ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଯାଉଥିବାବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ କୋକସରା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ଓ ଗୁରୁତର ଥିବା ୭ ଜଣ ଯାତ୍ରୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବଡ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାContinue reading “କଳାହାଣ୍ଡି କୋକସରା କେନ୍ଦୁଗୁଡା ବସ୍ ଦୁର୍ଘଟଣା: ୨୦ ଯାତ୍ରୀ ଆହତ,୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର”
ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ: ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର
କନକ ବ୍ୟୁରୋ: ଦୀର୍ଘ ୯ ମାସ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ସିଂହଦ୍ୱାର । ଛତିଶାନିଯୋଗ ବୈଠକରେ ପ୍ରଶାସନର ଏହି ନିଷ୍ପତି ପରେ ଜଗନ୍ନାଥ ପ୍ରେମିମାନେ ଖୁସୀ ଜାହିର କରିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ଏହାକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯିବା ସମୟରେ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥାContinue reading “ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ: ୨୩ରେ ପୁରୀବାସୀ, ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ଫିଟିବ ସିଂହଦ୍ୱାର”
ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଉପବାସ ପ୍ରତିବାଦ; ଦିଲ୍ଲୀ ସୀମାରେ ଛକି ରହିଛନ୍ତି ଚାଷୀ, ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା
କନକ ବ୍ୟୁରୋ: ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଅନଶନର ଡାକରା ଦେଇଛନ୍ତି । ଆଜି ଦିଲ୍ଲୀରେ ଚାଷୀମାନେ ଉପବାସ ପ୍ରତିବାଦ କରିବେ । ଦିନ ସାରା ନଖାଇ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ଆଜି ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକିContinue reading “ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଉପବାସ ପ୍ରତିବାଦ; ଦିଲ୍ଲୀ ସୀମାରେ ଛକି ରହିଛନ୍ତି ଚାଷୀ, ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା”
ଅମଳ ପରେ ବିକ୍ରି ହୋଇପାରୁନି କପା । ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ । ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ
କନକ ବ୍ୟୁରୋ : ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ ଲଗାତାର ବିଗତ ବର୍ଷରେ ଧାନ ଫସଲରେ ମରୁଡିର ସମ୍ମୁଖୀନ ହେଉଥିବାରୁ କପା ଚାଷ ପ୍ରତି ଆକୃଷ୍ଟ ହୋଇ ବହୁଳContinue reading “ଅମଳ ପରେ ବିକ୍ରି ହୋଇପାରୁନି କପା । ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ । ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ”
ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ । ଏହାସହ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚି ସୁସ୍ଥ ସଂଖ୍ୟା
କନକ ବ୍ୟୁରୋ : କରୋନା କାୟା ମଧ୍ୟରେ ଆସିଛି ଭଲ ଖବର । ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏହି ସଂଖ୍ୟା କରୋନା ଭୂତାଣୁ ମଧ୍ୟରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛି । ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳ ୨୭, ବଲାଙ୍ଗିର ଓ ମୟୂରଭଞ୍ଜରେ ୨୩ ଜଣContinue reading “ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ । ଏହାସହ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚି ସୁସ୍ଥ ସଂଖ୍ୟା”
ପ୍ରକୃତି ଦେଇଛି ରୋଜଗାର । ପାହାଡ ଉପରୁ ସଂଗ୍ରହ କରୁଛନ୍ତି ଘାସ, ତିଆରି କରୁଛନ୍ତି ଝାଡୁ । କୁଚିଣ୍ଡା ଅଂଚଳରେ ସ୍ୱାବଲମ୍ବୀ ହୋଇଛନ୍ତି ଲୋକେ ।
କନକ ବ୍ୟୁରୋ : ଅନେକ ସମୟରେ ପ୍ରାକୃତିକ ତଥା ଜଙ୍ଗଲଜାତ ଦ୍ରବ୍ୟ ମଣିଷଙ୍କୁ ରୋଜଗାରର ମାଧ୍ୟମ ଦେଇଥାଏ । ଗଛ,ଲତା ଠାରୁ ଆରମ୍ଭ କରି ପତ୍ର ,ଫୁଲ , ଫଳ , ଚେର ପର୍ଯ୍ୟନ୍ତ ଅନେକ କିଛି ଜଙ୍ଗଲଜାତ ଦ୍ରବ୍ୟ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ମଣିଷର ରୋଜଗାର ପାଇଁ ଖୋରାକ ଯୋଗାଇଥାଏ । ତେଣୁ ତାକୁ ସଂଗ୍ରହ କରି ଅନେକ ଗରୀବ ଲୋକ ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି । ଓଡିଶାର ଅନେକ ଯାଗାରେ ଝାଡୁContinue reading “ପ୍ରକୃତି ଦେଇଛି ରୋଜଗାର । ପାହାଡ ଉପରୁ ସଂଗ୍ରହ କରୁଛନ୍ତି ଘାସ, ତିଆରି କରୁଛନ୍ତି ଝାଡୁ । କୁଚିଣ୍ଡା ଅଂଚଳରେ ସ୍ୱାବଲମ୍ବୀ ହୋଇଛନ୍ତି ଲୋକେ ।”
ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ । ତିତିଲି ବାତ୍ୟା ପରେ ନଷ୍ଟ ଭିତିଭୂମି ସଜାଡିବାକୁ ସରକାରଙ୍କୁ ଅନୁରୋଧ
କନକ ବ୍ୟୁରୋ : ରୋଜଗାର ଦେଇଛି ମହୁଚାଷ । ମହୁଚାଷ କରି ଳାଭବାନ ହେଉଛନ୍ତି ଗଜପତି ଜିଲ୍ଲାର ଆଦିବାସୀ । ଆଧୁନିକ ପ୍ରଣାଳୀରେ ବାଡି ବଗିଚାରେ ଅତି ସହଜରେ ମହୁ ସଂଗ୍ରହ ହୋଇପାରୁଥିବାରୁ ଏହି ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ଗଜପତି ଜିଲ୍ଲା କଇଁପୁର ପଂଚାୟତର ତୁମ୍ବ ଗ୍ରାମରୁ ଦେଖିବା ଏହି ରିପୋର୍ଟ । ଗଜପତି ଜିଲ୍ଲାର ଆଦିବାସୀ ଇଲାକାରେ ଆଧୁନିକ ପ୍ରଣାଳୀରେ ଚାଷ ହେଉଛି ମହୁ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମବିକାଶ’ର ପ୍ରୋତ୍ସାହନରେContinue reading “ଆଦିବାସୀଙ୍କ ମହୁଚାଷ । ଆଧୁନିକ ପ୍ରଣାଳୀରେ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ତୁମ୍ବ ଗାଁର ଲୋକେ । ତିତିଲି ବାତ୍ୟା ପରେ ନଷ୍ଟ ଭିତିଭୂମି ସଜାଡିବାକୁ ସରକାରଙ୍କୁ ଅନୁରୋଧ “
କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।
କନକ ବ୍ୟୁରୋ : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକାର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକContinue reading “କରୋନା ସ୍ଥିତିକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ବରିଷ୍ଠ ଡାକ୍ତର ମନୋଜ ସାହୁ । କହିଲେ, କରୋନା ଯୁଦ୍ଧରେ ଆମେ ସମ୍ପୂର୍ଣ୍ଣ ଜିତିନୁ, କରୋନା ଏବେ ବି ଅଛି ।”