ଚା’ ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୬ଟି ଭୁଲ୍ ! ରକ୍ତ ହୀନତା ସହ ହୋଇପାରନ୍ତି କ୍ୟାନସର ଭଳି ଘାତକ ରୋଗର ଶିକାର…!

ଅଧିକାଂଶ ଲୋକେ ଚା ପିଇବାକୁ ବେଶି ପସନ୍ଦ କରିଥାନ୍ତି । କାହିଁକି ଚା ପିଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ଆସିଥାଏ । କିନ୍ତୁ ଚା ର ଅତ୍ୟଧିକ ସେବନ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିବା ସହ କ୍ୟାନସର ଭଳି ଘାତକ ରୋଗକୁ ଜନ୍ମ ଦେଇଥାଏ । ବିଶେଷ କରି ଖାଲି ପେଟରେ ଚା ପିଇବା କ୍ଷତିକାରକ ପ୍ରମାଣିତ ହୋଇଥାଏ । ଖାଲି ଏତିକି ନୁହେଁ ଚା ସହ କିଛି ଖାଦ୍ୟ ପଦାର୍ଥ ସେବନ ବିContinue reading “ଚା’ ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୬ଟି ଭୁଲ୍ ! ରକ୍ତ ହୀନତା ସହ ହୋଇପାରନ୍ତି କ୍ୟାନସର ଭଳି ଘାତକ ରୋଗର ଶିକାର…!”

କୃଷକଙ୍କ ସମର୍ଥନରେ ବାହାରିଲେ ପୋଲିସ ଡିଆଇଜି । ରାଜ୍ୟସରକାରଙ୍କୁ ପଠାଇଲେ ଇସ୍ତଫା ପତ୍ର । କହିଲେ ଅନ୍ନଦାତାଙ୍କ ଗୁହାରୀ ଶୁଣ ସରକାର

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇ ବହୁ ବରିଷ୍ଠ ରାଜନେତା, ଖେଳାଳୀ ଓ ବୈଜ୍ଞାନିକ ମାନେ ସରକାରଙ୍କ ଦ୍ୱାରା ପ୍ରଦତ ପୁରସ୍କାର ଫେରାଉଥିବା ଦେଖିବାକୁ ମିଳିଥିଲା । ହେଲେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଜଣେ ପୋଲିସ ଡିଆଇଜି ତାଙ୍କର ଇସ୍ତଫା ପତ୍ର ଉଚ୍ଚ ଅଧିକାରୀଙ୍କୁ ପଠାଇବା ଭଳି ଖବର ଆସିଛି ପଞ୍ଜାବରୁ । ସୂଚନା ମୁତାବକ ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରିContinue reading “କୃଷକଙ୍କ ସମର୍ଥନରେ ବାହାରିଲେ ପୋଲିସ ଡିଆଇଜି । ରାଜ୍ୟସରକାରଙ୍କୁ ପଠାଇଲେ ଇସ୍ତଫା ପତ୍ର । କହିଲେ ଅନ୍ନଦାତାଙ୍କ ଗୁହାରୀ ଶୁଣ ସରକାର”

ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା :  ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟିର ବୈଠକ ପରେ ନିଷ୍ପତ୍ତି : କରୋନା ପାଇଁ ବନ୍ଦ ହେବ ଯାତ୍ରା

କନକ ବ୍ୟୁରୋ : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କରୋନା ମହାମାରୀ ପାଇଁ ବନ୍ଦ ରହିବ ମୁକ୍ତାକାଶ ରଂଙ୍ଗ ମଂଚରେ ମଂଚସ୍ଥ ହେଉଥିବା ଧନୁଯାତ୍ରା । ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା ନେଇ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକ ପରେ ଧନୁଯାତ୍ରା ଚଳିତ ବର୍ଷ ବନ୍ଦ ରହିବ ବୋଲି ନିଷ୍ୱତିContinue reading “ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା :  ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟିର ବୈଠକ ପରେ ନିଷ୍ପତ୍ତି : କରୋନା ପାଇଁ ବନ୍ଦ ହେବ ଯାତ୍ରା”

କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମାଗଣାରେ ଦିଆଯିବ କରୋନା ଟିକା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ନାଗରିକ

କନକ ବ୍ୟୁରୋ : କରୋନା ଟିକାକୁ ନେଇ ସାରା ବିଶ୍ୱରେ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟ ମାନେ ଏବେ ବିଚାର କିରବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ । ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜକୁ ତାକୁContinue reading “କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ମାଗଣାରେ ଦିଆଯିବ କରୋନା ଟିକା । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି ନାଗରିକ”

୮ ମାସରେ ଖବରକାଗଜ ଶିଳ୍ପ ସହିଲାଣି ୧୨,୫୦୦ କୋଟିର କ୍ଷତି । ତୁରନ୍ତ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କଲା ଆଇଏନଏସ୍

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ସରକାର ଯେଭଳି ଭାବେ ଲକ୍ ଡାଉନ ଓ ସଟଡାଉନ କଲେ ତାହା ଦ୍ୱାରା ଦେଶର ସମସ୍ତ ଶିଳ୍ପ ପ୍ରାୟ କ୍ଷତି ସହୁଛି । ଏହାରି ମଧ୍ୟରେ ଦୈନିକ ଦେଶବାସୀଙ୍କୁ ଦେଶ ବିଦେଶର ଖବର ଜଣାଉଥିବା ଖବରକାଗଜ ଶିଳ୍ପ ବି ଅହେତୁକ ଭାବେ କ୍ଷତି ସହିଛି । ଏକ ସଂସ୍ଥାର ସର୍ବେକ୍ଷଣ ମୁତାବକ ଲକଡାଉନ ଯୋଗୁଁ ଗତ ୮ ମାସ ମଧ୍ୟରେ ଦେଶର ଖବର କାଗଜ ଶିଳ୍ପ ପ୍ରାୟ ୧୨,୫୦୦Continue reading “୮ ମାସରେ ଖବରକାଗଜ ଶିଳ୍ପ ସହିଲାଣି ୧୨,୫୦୦ କୋଟିର କ୍ଷତି । ତୁରନ୍ତ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କଲା ଆଇଏନଏସ୍”

ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା କୁମ୍ଭାର ଭାଟି; ଜଣେ ଗୁରୁତରଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ । ଜଳିଗଲା କୁମ୍ଭାର ଭାଟି । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲକୁ ପଠାଯାଇଛି । ମଢପଦା ଗାଁର ମୁକୁନ୍ଦ ମୁଦୁଲିଙ୍କ କୁମ୍ଭାର ଶାଳରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି କୁମ୍ଭାର ଶାଳରେ ଥିବା ଆସଭାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । from Kanak News viaContinue reading “ବ୍ରହ୍ମଗିରି ମଢପଦା ଗାଁରେ ଅଗ୍ନିକାଣ୍ଡ : ଜଳିଗଲା କୁମ୍ଭାର ଭାଟି; ଜଣେ ଗୁରୁତରଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି”

ଚାଷୀଙ୍କ ପାଇଁ ଲାଗିଲା ଫୁଟ୍ ମସାଜ ମେସିନ୍ : ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମେସିନ୍ ପ୍ରଦାନ

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ଲାଗିଲା ଫୁଟ ମସାଜ ମେସିନ । କେନ୍ଦ୍ର କୃଷିଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ୧୭ ଦିନ ପୁରିଥିବା ବେଳେ ପ୍ରତିବାଦରୁ ଓହରିବାର ନାଁ ନେଉନାହାନ୍ତି ଚାଷୀ । ଧାରଣା ସ୍ଥଳରେ ଲକ୍ଷାଧିକ କୃଷକ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉଛନ୍ତି ଅନେକ ସ୍ୱେଚ୍ଛସ୍ୱେବୀ ଅନୁଷ୍ଠାନ । ଖାଲସା ଏଡ଼ନାମକ ଏକ ଆନ୍ତର୍ଜାତୀୟ ଏନଜିଓ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଫୁଟ୍Continue reading “ଚାଷୀଙ୍କ ପାଇଁ ଲାଗିଲା ଫୁଟ୍ ମସାଜ ମେସିନ୍ : ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମେସିନ୍ ପ୍ରଦାନ”

ବିଜୁ ଜନତା ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରୀଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ

କନକ ବ୍ୟୁରୋ: ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ୨୬ ତାରିଖରେ ଦଳ ୨୩ ବର୍ଷରେ ପଦାର୍ପଣ କରୁଛି । ଏଥିପାଇଁ ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରିଣୀ । ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବିଧାୟକ, ସାଂସଦ , ଜିଲ୍ଲାପରିଷଦ ସଦସ୍ୟ ସାମିଲ ହେବେ । ପରିଷଦ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଦଳର ପରବର୍ତୀContinue reading “ବିଜୁ ଜନତା ଦଳ ଗଠନର ୨୩ ବର୍ଷ ପୂର୍ତି ପାଳନ ପାଇଁ ପ୍ରସ୍ତୁତି: ଆସନ୍ତା ୨୦ରେ ବସିବ ବିଜେଡି କାର୍ଯ୍ୟକାରୀଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ”

ଟିଭି ଚ୍ୟାନେଲ ମାନଙ୍କରେ ଟିଆପି ଘୋଟାଲା । ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀ ମୁମ୍ବାଇରୁ ଗିରଫ୍

କନକ ବ୍ୟୁରୋ : ଟିଆପି ରେଟିଂ ଘୋଟାଲାରେ ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀକୁ ଗିରଫ୍ କରିଛି ମୁମ୍ବାଇ ପୋଲିସ । ଖାନଚନ୍ଦାନୀ ଘରେ ଥିବା ବେଳେ ମୁମ୍ବାଇ ପୋଲିସ ଆଜି ସକାଳୁ ତାଙ୍କୁ ଗିରଫ୍ କରିଛି । ଏହି ମାମଲାରେ ବର୍ତମାନ ପର୍ଯ୍ୟନ୍ତ ମୋଟ ୧୩ ଜଣ ଅଭିଯୁକ୍ତ ଗିରଫ୍ ହୋଇସାରିଲେଣି । ମୁମ୍ବାଇ ପୋଲିସ ଏହି ମାମଲାରେ ପ୍ରଥମେ ଅକ୍ଟୋବର ୬ ତାରିଖରେ ମାମଲା ଦାୟର କରିଥିଲା । ଏହାପରେ ହାଂସାContinue reading “ଟିଭି ଚ୍ୟାନେଲ ମାନଙ୍କରେ ଟିଆପି ଘୋଟାଲା । ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଖାନଚନ୍ଦାନୀ ମୁମ୍ବାଇରୁ ଗିରଫ୍”

ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ମହିଳାଙ୍କ ମୃତ : ଅଳ୍ପକେ ବର୍ତ୍ତିଲା ଝିଅ

କନକ ବ୍ୟୁରୋ : ଫୁଲବାଣୀ ସଦର ମହକୁମା ପିଅନ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ପଛପଟେ ଥିବା ବିରାଟ ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ଶୋଇଥିବା ୫୫ ବର୍ଷୀୟା ସୁକମଣି ବେହେରାଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଘର ଭିତରେ ଥିବା ପାଂଚ ବର୍ଷୀୟା ଝିଅ ବେବିକୁ ଲୋକମାନେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଖବର ପାଇବା ପରେContinue reading “ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ମହିଳାଙ୍କ ମୃତ : ଅଳ୍ପକେ ବର୍ତ୍ତିଲା ଝିଅ”

Design a site like this with WordPress.com
Get started