କନକ ବ୍ୟୁରୋ: ରାଜଧାନୀରେ ଜୋରଦାର ହୋଇଛି ହେଲମେଟ ଚେକିଂ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହେଲମେଟ୍ ଚେକିଂ କରିଛନ୍ତି ଟ୍ରାଫିକ ପୁଲିସ । ହେଲମେଟ୍ ନପିନ୍ଧି ଗାଡି ଚଳାଉଥିବା ଲୋକଙ୍କୁ ଫାଇନ୍ କରାଯାଇଛି । ରାସ୍ତାକଡରେ ଠିଆ ହୋଇ ଚାଲାଣ କାଟୁଛି ପୁଲିସ । ହେଲମେଟ୍ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କାର ଫାଇନ୍ କରାଯାଇଛି । ଫାଇନ୍ ବାବଦକୁ କଟା ଯାଇଥିବା ଫାଇନ୍ର ଇ-ଚାଲାଣ ଘରକୁ ଯିବ । from KanakContinue reading “ରାଜଧାନୀରେ ଜୋରଦାର ହେଲମେଟ ଚେକିଂ: ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଧରୁଛି ପୁଲିସ; କଡା ଫାଇନ୍ ଦେଇ କାନମୁଣ୍ଡା ଆଉଁସି ଯାଉଛନ୍ତି ଅମାନିଆ”
Author Archives: Raghaba
କରୋନା ରୋଗୀଙ୍କୁ ଏକ୍ସପାରୀ ଔଷଧ ! ପଦ୍ମପୁର ଉପକଣ୍ଠ ଡାକ୍ତରଖାନା ନିରାମୟ କେନ୍ଦ୍ରର ଏକ୍ସପାରୀ ଔଷଧ ଖାଇ ୨ ମାସର ଶିଶୁ ଗୁରୁତର
କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ଶିଶୁକୁ ଦିଆଗଲା ନିରାମୟ କେନ୍ଦ୍ରର ଏକ୍ସପାରୀ ଔଷଧ । ଫଳରେ ଦୁଇମାସର ଶିଶୁ ଗୁରୁତର ହୋଇପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର ଉପକଣ୍ଡ ଗାଇସିଲାଚ ବ୍ଲକ କନ୍ଦାଗାଡ ପଂଚାୟତ ଅନ୍ତର୍ଗତ କମଳାପଦର ଗାଁରେ । ଖବର ଅନୁସାରେ ଏହି ଗାଁର ଏକ ପରିବାର କରୋନା ଲକ୍ଷଣ ଅନୁଭବ ହେବାରୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡିସେମ୍ବର ୯ ତାରିଖରେ ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ ସ୍ୱାମୀ, ସ୍ତ୍ରୀ ଓContinue reading “କରୋନା ରୋଗୀଙ୍କୁ ଏକ୍ସପାରୀ ଔଷଧ ! ପଦ୍ମପୁର ଉପକଣ୍ଠ ଡାକ୍ତରଖାନା ନିରାମୟ କେନ୍ଦ୍ରର ଏକ୍ସପାରୀ ଔଷଧ ଖାଇ ୨ ମାସର ଶିଶୁ ଗୁରୁତର”
ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା : ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି
କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା । ଘଂଟ ହୁଳାହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଅଭଭାବକ । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ଓ କଲେଜ ବନ୍ଦ ରହିଛି । ବିଦ୍ୟାଳୟ ଖୋଲିବ ନା ନାହିଁ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମିର ଦାସ ୪ ମାସରେ ୪ଟା କଥା କହୁଛନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । କେତେବେଳେ ମନ୍ତ୍ରୀ କହୁଛନ୍ତି ସ୍କୁଲ ଖୋଲିବ,Continue reading “ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା : ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି”
ବିଦେଶରେ ବି କୃଷି ଆଇନକୁ ବିରୋଧ : ୱାଶିଂଟନରେ ଗାନ୍ଧୀ ମୂର୍ତି ଉପରେ ଖଳିସ୍ତାନ ପତାକା ଢାଙ୍କି ଦେଲେ ଖଲିସ୍ତାନ ସପକ୍ଷବାଦୀ
କନକ ବ୍ୟୁରୋ : ଗାନ୍ଧୀ ମୂର୍ତି ଉପରେ ଖଲିସ୍ତାନୀ ପତାକା । କୃଷି ଆଇନ୍କୁ ନେଇ ଦେଶ ବାହାରେ ବି ବିରୋଧର ସ୍ୱର ସାଣିତ ହୋଇଛି । ଦିଲ୍ଲୀ ଦରବାରରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବା ବେଳେ ଆମେରିକାରେ ବି କୃଷକଙ୍କ ସମର୍ଥନରେ ଆନ୍ଦୋଳନ ହେଉଛି । ଭାରତୀୟ ଦୂତାବାସ ନିକଟରେ ପ୍ରବାସୀ ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତିରେ ପତାକା ଢାଙ୍କି ପ୍ରତିବାଦ କରୁଛନ୍ତିContinue reading “ବିଦେଶରେ ବି କୃଷି ଆଇନକୁ ବିରୋଧ : ୱାଶିଂଟନରେ ଗାନ୍ଧୀ ମୂର୍ତି ଉପରେ ଖଳିସ୍ତାନ ପତାକା ଢାଙ୍କି ଦେଲେ ଖଲିସ୍ତାନ ସପକ୍ଷବାଦୀ”
ଏଣିକି ଅଧିକ କାମ ପାଇଁ ମିଳିବ ଅଧିକ ଦରମା ! ନିର୍ଦ୍ଧାରିତ ସମୟଠୁ ଏବେ ଗୋଟିଏ ମିନିଟ୍ ଅଧିକ ସମୟ ଖଟିଲେ ଓଭରଟାଇମ୍ ହିସାବରେ କର୍ମଚାରୀଙ୍କୁ ମିଳିବ ଟଙ୍କା
କନକ ବ୍ୟୁରୋ: ଏଣିକି ଅଧିକ କାମକୁ ଅଧିକ ଦରମା । ଆସନ୍ତା ବର୍ଷରୁ କର୍ମଚାରୀଙ୍କ ଗ୍ରାଚ୍ୟୁଟି ଏବଂ ପିଏଫରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହ୍ୟବ୍ୟତୀତ ଓଭରଟାଇମ କାମ କରୁଥିବା କର୍ମଚାରୀମାନଙ୍କୁ ବି ଦରମା ପ୍ରଦାନ କରାଯିବ । ତେବେ ଏହି ନିୟମ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ଆସନ୍ତା ଏପ୍ରିଲ ମାସରୁ ନୂଆ କମ୍ପନସେସନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା କଂପାନୀମାନଙ୍କContinue reading “ଏଣିକି ଅଧିକ କାମ ପାଇଁ ମିଳିବ ଅଧିକ ଦରମା ! ନିର୍ଦ୍ଧାରିତ ସମୟଠୁ ଏବେ ଗୋଟିଏ ମିନିଟ୍ ଅଧିକ ସମୟ ଖଟିଲେ ଓଭରଟାଇମ୍ ହିସାବରେ କର୍ମଚାରୀଙ୍କୁ ମିଳିବ ଟଙ୍କା”
ସ୍ୱାଭିମାନ ଅଂଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଏନକାଉଂଟରରେ ଟଳିଲେ ୨ ନକ୍ସଲ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ
କନକ ବ୍ୟୁରୋ: ଟଳିଲେ ୨ ମାଓବାଦୀ । ଏନକାଉଂଟରରେ ଟଳିରେ ୨ ମାଓବାଦୀ । ମାଲକାନାଗିରି ସ୍ୱାଭିମାନ ଅଂଚଳର ଗାଜଲମାମୁଡ଼ି ଅଂଚଳରେ ଏହି ଏନକାଉଂଟର ହୋଇଛି । ବିଏସଏଫ, ଏସଓଜି ଓ ଡ଼ିଭିଏଫ ପକ୍ଷରୁ ମିଳିତ ଅପରେସନ ହୋଇଛି । ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମିଳିଥିବା ସୂଚନା ମୁତାବକ ସ୍ୱାଭିମାନ ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ସମୟରେ ଦୁଇଜଣ ନକ୍ସଲଙ୍କରContinue reading “ସ୍ୱାଭିମାନ ଅଂଚଳରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଏନକାଉଂଟରରେ ଟଳିଲେ ୨ ନକ୍ସଲ; ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ”
କେନ୍ଦୁଝରର ଷଠିଘରରେ ଦୁର୍ଘଟଣା : ଶୋଇଥିବାବେଳେ ଘର ଭିତରେ ପଶିଗଲା ମାଲବାହୀ ଟ୍ରକ; କାନ୍ଥପଡି ମା ଓ ଝିଅ ଗୁରୁତର
କନକ ବ୍ୟୁରୋ : ଘର ଉପରକୁ ମାଡ଼ିଗଲା ମାଲବାହି ଟ୍ରକ୍ । ମା’ ଓ ଝିଅ ଗୁରୁତର । କେନ୍ଦୁଝର ଟାଉନ ଥାନା ସଠିଘର ସାହିରେ ବିଳମ୍ବିତ ରାତିରେ ଗୋଟିଏ ମାଲବାହୀ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଟ୍ରକଟି ଓଲଟି ରାସ୍ତା ପାଖରେ ଥିବା ଏକ ଘର ଉପରେ ପଡ଼ିଥିଲା । ଘର ଭିତରେ ଶୋଇଥିବା ମା’ ଓ ଝିଅ ଉପରେ କାନ୍ଥ ପଡ଼ିଯିବାରୁ ଉଭୟ ଗୁରୁତରContinue reading “କେନ୍ଦୁଝରର ଷଠିଘରରେ ଦୁର୍ଘଟଣା : ଶୋଇଥିବାବେଳେ ଘର ଭିତରେ ପଶିଗଲା ମାଲବାହୀ ଟ୍ରକ; କାନ୍ଥପଡି ମା ଓ ଝିଅ ଗୁରୁତର”
ପର୍ଯ୍ୟଟନକୁ ପ୍ରେତ୍ସାହନ ପାଇଁ ଉଦ୍ୟମ: ହୀରାକୁଦ, ଭିତରକନିତା ଓ କୋଣାର୍କରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ଲୋକେ
କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ମନ ମୋହୁଛି ସମ୍ବଲପୁର ହୀରାକୁଦର ଇକୋ ରିଟ୍ରିଟ୍ । ହୀରାକୁଦ ତଥା ସମ୍ବଲପୁର ଜିଲ୍ଲାର ପ୍ରାକୃତିକ ଶୋଭାରାଜିକୁ ପର୍ଯ୍ୟଟକ କିଭଳି ଉପଭୋଗ କରିପାରିବେ ଓ ଆକର୍ଷିତ ହେବେ ପର୍ଯ୍ୟଟନ ବିଭାଗ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି । ହୀରାକୁଦ ଜଳଭଣ୍ଡାରକୁ ଲାଗି ୨୫ଟି କଟେଜ ତିଆରି ହୋଇଛି । ଯେଉଁଠାରେ ପର୍ଯ୍ୟଟକ ପ୍ରି ବୁକିଂ କରି ରାତ୍ରୀ ଯାପନ କରିପାରିବେ । ଏହା ସହ ନୀଳ ଜଳରାଶୀରେ ବୋଟିଂ ଠାରୁ ଆରମ୍ଭContinue reading “ପର୍ଯ୍ୟଟନକୁ ପ୍ରେତ୍ସାହନ ପାଇଁ ଉଦ୍ୟମ: ହୀରାକୁଦ, ଭିତରକନିତା ଓ କୋଣାର୍କରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ଲୋକେ”
ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ: କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ୪ ବାର ସିଲ କଲା ପୋଲିସ
କନକ ବ୍ୟୁରୋ: ରାଜଧାନୀର ବାର ଗୁଡିକ ଉପରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ କମିଶନରେଟ୍ ପୁଲିସ ଚଢଉ କରିଛି । କିଛି ବାରରେ କୋଭିଡ ନିୟମ ଉଲଘଂନ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଯାହାଫଳରେ ଗତ ରାତିରେ ରାଜଧାନୀର ଖାରବେଳନଗର, କ୍ୟାପିଟା. ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାର୍ରେ ପୋଲିସ ରେଡ୍ କରିଛି । ଖାରବେଳ ନଗର ଓContinue reading “ରାଜଧାନୀର ବିଭିନ୍ନ ବାର ଉପରେ ଅତର୍କିତ ଚଢ଼ାଉ: କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗରେ ୪ ବାର ସିଲ କଲା ପୋଲିସ”
ଖୁବଶୀଘ୍ର ପୂର୍ବ ଭାରତର ଉତ୍ପାଦନ ହବ୍ ବନିବାକୁ ଯାଉଛି ଓଡ଼ିଶା: ଫିକିର ବାର୍ଷିକ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ ହେବ
କନକ ବ୍ୟୁରୋ: ଓଡିଶା ଏବେ ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି । ଗତ ଦୁଇ ଦଶନ୍ଧିରେ ଓଡିଶାରେ ଶିଳ୍ପ ପାଇଁ ପରିବେଶ ଓ ଅଭିବୃଦ୍ଧି ଉପରେ ଆଲୋକପାତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ୯୩ତମ ବାର୍ଷିକ ସାଧାରଣ ସଭାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେଇ ଏହି ମନ୍ତବ୍ୟ ଦେଇଛନ୍ତି ନବୀନ । ଏହି ଅଧିବେଶନରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପର୍ଯ୍ୟଟନ ଓContinue reading “ଖୁବଶୀଘ୍ର ପୂର୍ବ ଭାରତର ଉତ୍ପାଦନ ହବ୍ ବନିବାକୁ ଯାଉଛି ଓଡ଼ିଶା: ଫିକିର ବାର୍ଷିକ ସାଧାରଣ ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ୱ ସ୍ତରୀୟ ଶିଳ୍ପର ଗନ୍ତବ୍ୟସ୍ଥଳ ହେବାର ଲକ୍ଷ୍ୟ ପୂରଣ ହେବ”