କନକ ବ୍ୟୁରୋ : ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିବାବେଳେ ଚତୁରତାର ସହ ଉଦ୍ଧାର କଲେ କିଛି ଲୋକ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରରେ ମହିଳା ଜଣଙ୍କ ନଦୀକୁ ଡେଇଁବା ପାଇଁ ପୋଲର ବାଡା ଉପରେ ଚଢ଼ି ଯାଇଥିଲେ ଏବଂ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ରାସ୍ତାରେ ଯାତାୟତ କରୁଥିବା ବାଟୋଇମାନେ ଅଟକି ଦୂରରୁୁ ରହି ମହିଳା ଜଣଙ୍କୁ ନଦୀକୁ ନଡେଇଁବାକୁContinue reading “ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ : ଚତୁରତାର ସହ କାବୁକଲେ ରାସ୍ତାରେ ଯାଉଥିବା ବାଟୋଇ, ପାଣିକୋଇଲି ପୋଲିସକୁ ଦେଲେ ଜିମା “
Author Archives: Raghaba
୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି; ୧୪ରେ ଦେଶବ୍ୟାପୀ ପ୍ରତିବାଦ, ଆମରଣ ଅନଶନ କରିବାକୁ କୃଷକ ନେତାଙ୍କ ଚେତାବନୀ
କନକ ବ୍ୟୁରୋ: ୧୮ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ଗୋଟିଏ ପଟେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଏକାଧିକ କୃଷକ ସଂଗଠନ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରି ୟୁପି, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାର ଆହୁରି ଚାଷୀ ଆସୁଛନ୍ତି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ିବାରେ ଲାଗିଛି । ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିବା ପରେ ଆନ୍ଦୋଳନକୁ ଜୋରଦାର କରିବାକୁContinue reading “୧୮ ଦିନରେ ଚାଷୀ ଆନ୍ଦୋଳନ: ଆଜି ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି; ୧୪ରେ ଦେଶବ୍ୟାପୀ ପ୍ରତିବାଦ, ଆମରଣ ଅନଶନ କରିବାକୁ କୃଷକ ନେତାଙ୍କ ଚେତାବନୀ”
ଆସନ୍ତା ୨ ଦିନ ଘନ କୁହୁଡ଼ି ! ୧୭ରୁ ଶୀତ ବଢ଼ିବ…୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ
କନକ ବ୍ୟୁରୋ: ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ଅବଶିଷ୍ଟContinue reading “ଆସନ୍ତା ୨ ଦିନ ଘନ କୁହୁଡ଼ି ! ୧୭ରୁ ଶୀତ ବଢ଼ିବ…୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ”
ଟିକାକରଣ ପାଇଁ ଏସଓପି ଜାରି: ଗୋଟିଏ କେନ୍ଦ୍ରରେ ଦିନକରେ ଅତିବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା; ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ଜଣିଆ ଟିମ୍
କନକ ବ୍ୟୁରୋ: କରୋନା ଟିକା କେବେ ଆସିବ ଏହାକୁ ସମସ୍ତେ ଚାହିଁ ରହିଛନ୍ତି । ତେବେ କରୋନା ଟିକା ଆସିବା ପୂର୍ବରୁ ଭାରତ ସରକାର ଟିକାକରଣ କେମିତି ହେବ, ସେଥିପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଟିକା ଆସିବାର ୬ ରୁ ୮ ମାସ ମଧ୍ୟରେ କିଭଳି ୬୦ କୋଟି ଡୋଜକୁ ୩୦ କୋଟି ଲୋକଙ୍କ ପାଖରେ ପହଁଚା ଯିବ ସେଥିପାଇଁ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟିକାକରଣକୁ ସହଜ ଏବଂ ଭିଡକୁContinue reading “ଟିକାକରଣ ପାଇଁ ଏସଓପି ଜାରି: ଗୋଟିଏ କେନ୍ଦ୍ରରେ ଦିନକରେ ଅତିବେଶୀରେ ଶହେ ଜଣଙ୍କୁ ଦିଆଯିବ ଟିକା; ପ୍ରତି ଟିକାକରଣ କେନ୍ଦ୍ର ପାଇଁ ରହିବେ ୫ଜଣିଆ ଟିମ୍”
ଘନ କୁହୁଡିରେ ଆଚ୍ଛାଦିତ ହେଲା ଟୁଇନସିଟି: ଗାଡି ଚଳାଚଳ ପ୍ରଭାବିତ; ଶହେ ମିଟର ଦୂରରୁ ଦେଖାଯାଉନି ମୁହଁ
କନକ ବ୍ୟୁରୋ: ଘନ କୁହୁଡିରେ ଆଛାଦିତ ହେଲା ଟୁଇନସିଟି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି ଏତେ ମାତ୍ରାରେ ହୋଇଛି ଯେ ମାତ୍ର ଶହେ ମିଟର ଦୂରରୁ ମୁହଁ ଦେଖାଯାଉନି । କୁହୁଡି ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଲୋକମାନେ ରାସ୍ତାରେ ଗାଡି ଲଗାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଆହୁରି ଦୁଇ ଦିନContinue reading “ଘନ କୁହୁଡିରେ ଆଚ୍ଛାଦିତ ହେଲା ଟୁଇନସିଟି: ଗାଡି ଚଳାଚଳ ପ୍ରଭାବିତ; ଶହେ ମିଟର ଦୂରରୁ ଦେଖାଯାଉନି ମୁହଁ”
ଭୁବନେଶ୍ୱରର ବିଭିନ୍ନ ବାରରେ କମିଶନରେଟ ପୋଲିସର ଚଢାଉ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ : ରାଜଧାନୀରେ ରାତି ଅଧିଆ ଚଢଉ । ସହରରେ ଏକାଧିକ ବାର ଓ ରେଷ୍ଟୁରାଂଟ ଉପରେ ଆଜି କମିଶନରେଟ୍ ପୁଲିସର ଚଢଉ । କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲିଥିଲା ବାର ଓ ଏଠାରେ ନିଶାସେବନ ଚାଲିଥିବା ଜଣାପଡିଛି । କ୍ୟାପିଟାଲ ଓ ଖାରବେଳ ଥାନା ଅଂଚଳରେ ଥିବା ୮ଟି ବାରରେ ଚଢଉ ହୋଇଛି । ସେଥିମଧ୍ୟରୁ ଖାରବେଳ ଥାନା ମ୍ୟାଡ ମୁଲ ଓ କ୍ୟାପିଟାଲ ଥାନା ଅଂଚଳ ୟୁନିଟ୍-୮ ଅଜିତ ବାର ନିୟମContinue reading “ଭୁବନେଶ୍ୱରର ବିଭିନ୍ନ ବାରରେ କମିଶନରେଟ ପୋଲିସର ଚଢାଉ । କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ।”
ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । -୫୧ ଡିଗ୍ରୀ ଶୀତରେ ବି ଚାଲିଛି ସ୍କୁଲ । ହାଡଭଙ୍ଗା ଶୀତରେ ପିଲା ଯାଉଛନ୍ତି ସ୍କୁଲ, ପଢୁଛନ୍ତି ପାଠ ।
କନକ ବ୍ୟୁରୋ : ସମସ୍ତେ ଥଣ୍ଡାକୁ ପସନ୍ଦ କରନ୍ତି । ଆଉ ବରଫ ପଡୁଥିବା ସ୍ଥାନକୁ ଯିବାକୁ ଭଲପାଆନ୍ତି । ହେଲେ ଏଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା କେତେ କଷ୍ଟଦାୟକ ତାହା କେବେ ବି ଆମ ମନରେ ଆସି ନଥାଏ । ଆଉ ଏଠାରେ ଲୋକମାନେ ଥଣ୍ଡା ସହ ବଞ୍ଚିବାକୁ ସଂଘର୍ଷ କରିଥାନ୍ତି । ସାଇବେରିଆ, ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଭାବରେ ପରିଚିତ । ଏଠାରେ ତାପମାତ୍ରା -୫୦ ଡିଗ୍ରୀ ସେଲିସୟସ ପାଖାପାଖିContinue reading “ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ । -୫୧ ଡିଗ୍ରୀ ଶୀତରେ ବି ଚାଲିଛି ସ୍କୁଲ । ହାଡଭଙ୍ଗା ଶୀତରେ ପିଲା ଯାଉଛନ୍ତି ସ୍କୁଲ, ପଢୁଛନ୍ତି ପାଠ ।”
ଶ୍ରୀନଗରରେ ପ୍ରବଳ ହିମପାତ । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ଆସ୍ତରଣ । ହିମପାତର ମଜା ନେଉଛନ୍ତି ପର୍ଯ୍ୟଟକ ।
କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରନଗରରେ ବର୍ଷର ପ୍ରଥମ ବଡଧରଣର ବରଫ ବର୍ଷା ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ବରଫ ଆସ୍ତରଣ । ଶ୍ରୀନଗରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ । ପର୍ଯ୍ୟଟକଙ୍କContinue reading “ଶ୍ରୀନଗରରେ ପ୍ରବଳ ହିମପାତ । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସହର । ରାସ୍ତା ଉପରେ ଜମିଗଲାଣି ଦେଢଫୁଟର ଆସ୍ତରଣ । ହିମପାତର ମଜା ନେଉଛନ୍ତି ପର୍ଯ୍ୟଟକ ।”
ସେଞ୍ଚୁରି ମାରିଲେ ଡିଫେନ୍ସ ମ୍ୟାନ୍ । ଶହେତମ ଜନ୍ମଦିନ ପାଳନ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ନୌସେନା, ବାୟୁସେନା ଓ ସ୍ଥଳସେନାରେ କାମ କରି ଜୀବନ ଉତ୍ସର୍ଗ କରିଛନ୍ତି ଶତାୟୁ ସୈନିକ ।
କନକ ବ୍ୟୁରୋ : ଶହେ ବର୍ଷ ପୂରଣ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ପ୍ରିଥିପାଲ ହେଉଛନ୍ତି ଏମିତି ଜଣେ ଅଧିକାରୀ ଯିଏ ଭାରତୀୟ ନୌସେନା, ବାୟୁସେନା ଓ ସ୍ଥଳସେନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ପ୍ରଥମେ ବ୍ରିଟିଶ ଶାସନ ଅଧିନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ପରିବାର ଲୋକଙ୍କ ବିନା ଅନୁମତିରେ ୧୯୪୨ରୁ ସେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଜଣେ ପାଇଲଟ ଭାବେ ଯୋଗଦେଇଥିଲେ ।Continue reading “ସେଞ୍ଚୁରି ମାରିଲେ ଡିଫେନ୍ସ ମ୍ୟାନ୍ । ଶହେତମ ଜନ୍ମଦିନ ପାଳନ କଲେ କର୍ଣ୍ଣେଲ ପ୍ରିଥୀପାଲ ସିଂ ଗିଲ । ନୌସେନା, ବାୟୁସେନା ଓ ସ୍ଥଳସେନାରେ କାମ କରି ଜୀବନ ଉତ୍ସର୍ଗ କରିଛନ୍ତି ଶତାୟୁ ସୈନିକ ।”
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ଉଲ୍ଲେଖ, ୨୦୧୪ରେ ଦଳୀୟ ପରାଜୟ ପାଇଁ ସୋନିଆ ଓ ମନମୋହନଙ୍କୁ ଦାୟୀ
କନକ ବ୍ୟୁରୋ : ୨୦୧୪ରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଏପରି ଚାଂଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସେ ତାଙ୍କର ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି । ଏକାଧିକ ରାଜ୍ୟରେ କଂଗ୍ରେସର ପରାଜୟ ପରେ ଦଳର ଶୀର୍ଷ ନେତ୍ୱତ୍ୱ ସମାଲୋଚନାର ସମ୍ମୁଖିନ ହେଉଛନ୍ତି ଠିକ୍ ସେହି ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦContinue reading “ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ଉଲ୍ଲେଖ, ୨୦୧୪ରେ ଦଳୀୟ ପରାଜୟ ପାଇଁ ସୋନିଆ ଓ ମନମୋହନଙ୍କୁ ଦାୟୀ”