ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ : ଭାବି ଶ୍ୱଶୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା 

କନକ ବ୍ୟୁରୋ : ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଏନେଇ ଭାବି ଶଶ୍ୱୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା । ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଂଚ ଏଡିଜି । ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ପାଖକୁ ଚାକିରି କରାଇଦେବା ନେଇ ଟଙ୍କା ଆସୁଥିଲା । ଟଙ୍କା ନେଇ ଆଶାୟୀଙ୍କୁ ଜେଲContinue reading “ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ : ଭାବି ଶ୍ୱଶୁର ଓ ସହଯୋଗୀଙ୍କ ପାଖକୁ ଆସୁଥିଲା ବିପୁଳ ପରିମାଣର ଟଙ୍କା “

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି : ସୁର କହିଲେ, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ମିିଳିବନି ଦୁଇ ଓଳି ଦାନା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଚାଷୀ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିଙ୍କ ସଂପୃକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ବୟାନ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ,ଲୋକଙ୍କୁ ଦୁଇ ଓଳି ଖାଇବାକୁ ବି ମିଳିବନାହିଁ । ସେହିପରି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି , ଚାଷୀଙ୍କୁContinue reading “କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି : ସୁର କହିଲେ, ଚାଷୀଙ୍କୁ ଦେଶଦ୍ରୋହୀ କହିଲେ ମିିଳିବନି ଦୁଇ ଓଳି ଦାନା”

ଫିକିର ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀ । କୃଷି ଆଇନକୁ ସମର୍ଥନ । କହିଲେ ନିବେଶ ବଢିଲେ ବଢିବ କୃଷକଙ୍କ ଆୟ

କନକ ବ୍ୟୁରୋ : ଚଳିତ ବର୍ଷ ଭାରତ ସମେତ ସାରା ପୃଥିବୀରେ ଦୃତ ପରିବର୍ତ୍ତନ ଘଟୁଛି । ଯାହାର ବେଗ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚ୍ ଠାରୁ ବି ଅଧିକ ବେଗରେ । ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି) ର ୯୩ ତମ ବାର୍ଷିିକ ସାଧାରଣ ବୈଠକରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମହାସଂଘର ସାଧାରଣ ବୈଠକରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶ ସହିତ ସାରା ବିଶ୍ୱର ବିଭିନ୍ନ କ୍ଷେତ୍ରରେContinue reading “ଫିକିର ସାଧାରଣ ବୈଠକରେ ପ୍ରଧାନମନ୍ତ୍ରୀ । କୃଷି ଆଇନକୁ ସମର୍ଥନ । କହିଲେ ନିବେଶ ବଢିଲେ ବଢିବ କୃଷକଙ୍କ ଆୟ”

୭୦ ବର୍ଷରେ ପାଦ ଦେଲେ ସୁପରଷ୍ଟାର ରଜନୀକାନ୍ତ : ଟଲିଉଡରୁ ଆରମ୍ଭ କରି ବଲିଉଡ ସବୁଠି ଦେଖାଇଛନ୍ତି ନିଜ ଅଭିନୟର ଯାଦୁ

କନକ ବ୍ୟୁରୋ : ବଲିଉଡ ଏବଂ ଟଲିଉଡର ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି । ରଜନୀକାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ୧୨ ଡିସେମ୍ବର ୧୯୫୦ରେ ରଜନୀକାନ୍ତ ବେଙ୍ଗାଲୁରୁର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିବା ରଜନୀକାନ୍ତ କେବଳ ଟଲିଉଡରେ ନୁହେଁ ବରଂ ବଲିଉଡରେ ପରିଶ୍ରମ ଯୋଗୁଁ ଅନେକ ନାମ ଅର୍ଜନ କରିଛନ୍ତି । ଦକ୍ଷିଣରେContinue reading “୭୦ ବର୍ଷରେ ପାଦ ଦେଲେ ସୁପରଷ୍ଟାର ରଜନୀକାନ୍ତ : ଟଲିଉଡରୁ ଆରମ୍ଭ କରି ବଲିଉଡ ସବୁଠି ଦେଖାଇଛନ୍ତି ନିଜ ଅଭିନୟର ଯାଦୁ”

ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଓଡ଼ିଶା ବିଜେପି ପ୍ରଭାରୀଙ୍କ ଟାର୍ଗେଟ୍: କହିଲେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ; ଓଡ଼ିଶାର ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ପରିବାର

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ । ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇ କହିଛନ୍ତି- ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ । ସେହିପରି ଆଇନ ଶୃଙ୍ଖଳା, ଦୁର୍ନୀତି, ପାନୀୟ ଜଳ ଯୋଗାଣ, ଜଳସେଚନ, ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ବିଜେପିContinue reading “ପରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଓଡ଼ିଶା ବିଜେପି ପ୍ରଭାରୀଙ୍କ ଟାର୍ଗେଟ୍: କହିଲେ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ; ଓଡ଼ିଶାର ସାଢ଼େ ୪ କୋଟିଙ୍କ ଭିତରେ ଆସୁନାହାଁନ୍ତି କି ‘ପରୀ’ ପରିବାର”

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ । ଚାଷୀ ଠାରୁ ଚିଟଫଣ୍ଡ, ପରୀ ଠାରୁ ପ୍ରଦୀପ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ରାଜ୍ୟସରକାରଙ୍କୁ କଲେ ଟାର୍ଗେଟ୍

କନକ ବ୍ୟୁରୋ:ଓଡିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପ୍ରତିଶୃତି । ସବୁର କଡା ଗଣ୍ଡା ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ । ସେ ଓଡିଶାରେ ବିଜେଡି ୨୦ ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା ସେ କହିଛନ୍ତି । ସେ କହିଛନ୍ତିContinue reading “ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ । ଚାଷୀ ଠାରୁ ଚିଟଫଣ୍ଡ, ପରୀ ଠାରୁ ପ୍ରଦୀପ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ରାଜ୍ୟସରକାରଙ୍କୁ କଲେ ଟାର୍ଗେଟ୍”

ଶ୍ରୀନଗରରେ ବର୍ଷର ପ୍ରଥମ ହିମପାତ : ଧଳା ଚାଦରରେ ଘୋଡେଇ ହୋଇ ରହିଛି ସହର; ରାସ୍ତା ଉପରେ ବରଫର ଆସ୍ତରଣ

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜାମ୍ମୁକାଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରୀନଗରରେ ବର୍ଷର ପ୍ରଥମ ବଡଧରଣର ହିମପାତ ହୋଇଛି । ଗତ ୨୪ ଘଂଟା ଧରି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଗଲାଣିି । ରାସ୍ତା ଉପରେ ଥିବା ଗାଡି ମୋଟର ଉପରେ ବରଫର ବହଳିଆContinue reading “ଶ୍ରୀନଗରରେ ବର୍ଷର ପ୍ରଥମ ହିମପାତ : ଧଳା ଚାଦରରେ ଘୋଡେଇ ହୋଇ ରହିଛି ସହର; ରାସ୍ତା ଉପରେ ବରଫର ଆସ୍ତରଣ”

କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରହିଛି ଚାଷୀଙ୍କ ଲଢେଇ । ଜୟପୁର- ଦିଲ୍ଲୀ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ଟୋଲପ୍ଲାଜା ଘେରିଲେ ଅନ୍ନଦାତା

କନକ ବ୍ୟୁରୋ: କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଜାରି ରହିଛି ଆନ୍ଦୋଳନ । ଆଜି ଆନ୍ଦୋଳନକୁ ୧୭ ଦିନ ଛୁଇଁଛି ।ସେପଟେ ଆଜି ଦିଲ୍ଲୀ –ଜୟପୁର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡିକୁ ଘେରାଉ କରିଛନ୍ତି ଚାଷୀ ସଂଗଠନ । ଦିଲ୍ଲୀ, ହରିୟାଣା, ଉତରପ୍ରଦେଶର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ସମସ୍ତ ଟୋଲପ୍ଲାଜା ଗୁଡିକ ନିକଟରେ ଚାଷୀ ଏକାଠି ହୋଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜାତୀୟ ରାଜପଥ ଉପରେ ଫସି ରହିଛି ଶହ ଶହContinue reading “କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରହିଛି ଚାଷୀଙ୍କ ଲଢେଇ । ଜୟପୁର- ଦିଲ୍ଲୀ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ଟୋଲପ୍ଲାଜା ଘେରିଲେ ଅନ୍ନଦାତା”

ଖାଲି ସୀମାରେ ନୁହେଁ ଶ୍ରମରେ ବି ଆଗେଇ ଆସନ୍ତି ବୀର ଯବାନ । ଜଣେ ଗରିବ ଚାଷୀଙ୍କୁ ବଳ ଦେବାକୁ ଆଗେଇ ଆସିଲେ ଆଇଟିବିପି ଓ ସିଆରପିଏଫ୍ ଯବାନ

କନକ ବ୍ୟୁରୋ: କନକ ବ୍ୟୁରୋ: ଯବାନ ସାଜିଲେ କିଷାନ । ଜଣେ ଅସହାୟ ଚାଷୀଙ୍କ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଛନ୍ତି ଯବାନ ଏବଂ ଚାଷୀ ଭଳି ବିଲରେ ଧାନ କାଟିଛନ୍ତି । ଏମିତି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ଗାଁରୁ । ଗାଁର ବାସୁଦେବ ବେହେରାଙ୍କ ଚାଷ କାମ ପାଇଁ ସହଯୋଗ କରିଛନ୍ତି ଆଇଟିବିପି ଏବଂ ସିଆର୍ପିଏମ୍ ଯବାନ । ବାସୁଦେବଙ୍କ ଦୟନୀୟ ସ୍ଥିତି । ନିଜର ବୋଲି ଘରContinue reading “ଖାଲି ସୀମାରେ ନୁହେଁ ଶ୍ରମରେ ବି ଆଗେଇ ଆସନ୍ତି ବୀର ଯବାନ । ଜଣେ ଗରିବ ଚାଷୀଙ୍କୁ ବଳ ଦେବାକୁ ଆଗେଇ ଆସିଲେ ଆଇଟିବିପି ଓ ସିଆରପିଏଫ୍ ଯବାନ”

ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତ ଜୋରଦାର: ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କଲା ଟିମ୍; ୨୧୦ ପରିବାରର ପ୍ରୋଫାଇଲ୍ ପ୍ରସ୍ତୁତ

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ହତ୍ୟାକାରୀ କିଏ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏବେ ତଦନ୍ତୁ ବ୍ୟାପକ କରିଛି ଏସ୍ଆଇଟି । ନୟାଗଡ଼ ଯଦୁପର ଗାଁରେ ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ସେହପରି ୨୧୦ ପରିବାରଙ୍କ ପ୍ରୋଫାଇଲିଂ କରାଯାଇଛି । ଅର୍ଥାତ୍ ଏହି ପରିବାରର ସସଦ୍ୟମାନେ କୁଆଡେ ଯାଇଥିଲେ? କାହା ସହ ଦେଖା କରିଥିଲେ । ପରୀ ନିଖୋଜ ସମୟରେ ଏମାନଙ୍କର ଗତିବିଧି କଣ ଥିଲାContinue reading “ପରୀ ମୃତ୍ୟୁ ମାମଲାରେ ଏସଆଇଟିର ତଦନ୍ତ ଜୋରଦାର: ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କଲା ଟିମ୍; ୨୧୦ ପରିବାରର ପ୍ରୋଫାଇଲ୍ ପ୍ରସ୍ତୁତ”

Design a site like this with WordPress.com
Get started