କନକ ବ୍ୟୁରୋ : ଦିନକୁ ଦିନ ଦିଲ୍ଲୀ ସୀମାରେ କୃଷକ ମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏନେଇ ବାରମ୍ବାର ସରକାରଙ୍କ ସହ ବୈଠକ ଫେଲ୍ ମାରିବା ପରେ କୃଷକ ମାନେ ହିଂସା ଆଚରଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏନେଇ ପୁଣିଥରେ ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ କୃଷକ ମାନଙ୍କୁ ଅପିଲ୍ କରି କହିଛନ୍ତି କି ଖୋଲା ମନରେ ସରକାରଙ୍କ ପ୍ରସ୍ତାବକୁ ବିଚାର କରନ୍ତୁ । ଏହାContinue reading “କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମଳନୀ ପରେ କୃଷକ ମାନଙ୍କ ଡାକରା । ଏକଜୁଟ୍ ହୋଇ ଆମକୁ ନିଷ୍ପତ୍ତି ଜଣାଅ ସରକାର, ନଚେତ୍ ବନ୍ଦ କରିବୁ ରେଳ ଲାଇନ୍ ।”
Author Archives: Raghaba
ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।
କନକ ବ୍ୟୁରୋ: ଲୋକଙ୍କ ନିଦ ହଜେଇ ଦେଇଛନ୍ତି ହାତୀପଲ । ହାତୀ ମାତିବା ସହ ଘରଦ୍ୱାର ଭାଙ୍ଗି ଦେଇଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ବି କେନ୍ଦୁଝର ଅଂଚଳରେ ଲାଗି ରହିଛି ହାତୀ ମଣିଷ ଲଢେଇ । ଚମ୍ପୁଆ ରେଂଜ ବାଲିବନ୍ଧ ସେକ୍ସନରେ ୩୪ଟିକିଆ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଜନବସତି ମୁହାଁ ହେଉଛନ୍ତି । ବଳଭଦ୍ରପୁର ଗାଁରେ ୪ଟି ଘରContinue reading “ରାତି ହେଲେ ଆସୁଛନ୍ତି ହାତୀ… ଚାଲୁଛି ହାତୀ ମଣିଷ ଲଢେଇ । ଦଳ ଦଳ କରି ମାଡି ଆସୁଛନ୍ତି, ଘରଦ୍ୱାର ଭାଙ୍ଗିଦେଉଛନ୍ତି । ନାକେଦମ୍ ବନ ବିଭାଗ ।”
ଚାଷୀଙ୍କୁ ଘାରିଛି ହାତୀ ଚିନ୍ତା । ସୁବର୍ଣ୍ଣପୁରରେ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଘଉଡାଇବାକୁ ମଞ୍ଚାରେ ମଣିଷ ।
କନକ ବ୍ୟୁରୋ: ସୁବର୍ଣ୍ଣପୁର ଚାଷୀଙ୍କ ହାତୀ ଚିନ୍ତା । ଜଙ୍ଗଲ ଛାଡି ଏବେ ଚାଷ ଜମି ମୁହାଁ ହାତୀପଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଫଳାଇଥିବା ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ । ଉଲୁଣ୍ଡା ରେଞ୍ଚ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ୨୫ ଟିକିଆ ହାତୀ ପୋଲ ଦୀପପାଲି, ସିଂପାଲି, କୁତମେଣ୍ଡା, ଝାରବାହାଲି, ହାତୀଲିମୁଣ୍ଡା, ଚଢ଼ଇପଙ୍କ, ବଘାରମୁଣ୍ଡା, ଦିପପାଲୀ, ପିପଲ କଟାରେ ବ୍ୟଆକ ଧାନ ଫଳସ ନଷ୍ଟContinue reading “ଚାଷୀଙ୍କୁ ଘାରିଛି ହାତୀ ଚିନ୍ତା । ସୁବର୍ଣ୍ଣପୁରରେ ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଘଉଡାଇବାକୁ ମଞ୍ଚାରେ ମଣିଷ ।”
ସାରା ବିଶ୍ୱକୁ ଚକିତ କରୁଛି ରୋରିଙ୍କ କାରନାମା । ୭ ବର୍ଷରେ ଉଠାଉଛନ୍ତି ୭୦ କେ.ଜି ଓଜନ । ଅଣ୍ଡର-୧୧ ଜାତୀୟ ଯୁବ ଚମ୍ପିୟନ ଟାଇଟଲ କରିଛନ୍ତି ହାସଲ
କନକ ବ୍ୟୁରୋ : ବୟସ ଏବେ ମାତ୍ର ୭ ବର୍ଷ । ହେଲେ କାମ କରୁଛନ୍ତି ଯେମିତି ତାହା କୌଣସି ବି ବଡ ଲୋକଙ୍କ ଠାରୁ କମ୍ ନୁହେଁ । ଆମେ କହୁଛୁ କାନାଡାର ରୋରି ଭାନ ଉଲଫତଙ୍କ କଥା । ୭ ବର୍ଷ ବୟସରଙ୍କ ୭୦ କେଜିର ଭାର ଉତ୍ତୋଳନ କରୁଛନ୍ତି ରୋରି । ୭ ବର୍ଷର ବାଳିକା ୭୦ କେଜି ଓଜନ ଉଠାଇବା କଥାଟିକୁ ସହଜରେ ବିଶ୍ୱାସ କରିହେଉନାହିଁ । ହେଲେ କଥା ଟିContinue reading “ସାରା ବିଶ୍ୱକୁ ଚକିତ କରୁଛି ରୋରିଙ୍କ କାରନାମା । ୭ ବର୍ଷରେ ଉଠାଉଛନ୍ତି ୭୦ କେ.ଜି ଓଜନ । ଅଣ୍ଡର-୧୧ ଜାତୀୟ ଯୁବ ଚମ୍ପିୟନ ଟାଇଟଲ କରିଛନ୍ତି ହାସଲ”
କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।
କନକ ବ୍ୟୁରୋ: କେବେ ଖୋଲିବ ଶ୍ରୀମନ୍ଦିର । ଏ ପ୍ରଶ୍ନ ଭକ୍ତଙ୍କ ମନରେ ଅହରହ ଉଙ୍କି ମାରୁଥିବା ବେଳେ ଆସନ୍ତା ୧୨ ତାରିଖରେ ଏନେଇ ଛତିଶା ନିଯୋଗ ବୈଠକ ବସିବ । ବୈଠକରେ ଭକ୍ତଙ୍କ ପାଇଁ କେବେ ଶ୍ରୀମନ୍ଦିର ଖୋଲିବ ସେ ନେଇ ନିଷ୍ପତି ନିଆଯିବ । ଛତିଶା ନିଯୋଗ ବୈଠକର ନିଷ୍ପତି କ୍ରମେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଜଣାଇବେ । ଏହା ପରେ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେବା ପରେContinue reading “କେବେ ଖୋଲିବ ଶ୍ରୀମନ୍ଦିର ? ଆସନ୍ତା ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ନିଆଯିବ ନିଷ୍ପତ୍ତି ।”
କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରନ୍ତୁ କୃଷକ
କନକ ବ୍ୟୁରୋ : ୧୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଗୋଟିଏ ପଟେ ସରକାର ଦେଉଥିବା ପ୍ରସ୍ତାବକୁ କୃଷକ ମାନେ ବାରମ୍ବାର ଅଗ୍ରାହ୍ୟ କରିଦେଉଥିବା ବେଳେ ସମ୍ପୁର୍ଣ୍ଣ କୃଷି କାନନୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ସରକାର ଅକଳରେ ପଡିଥିବା ବେଳେ କୃଷକ ମାନେ ଏବେ ଆନ୍ଦୋଳନକୁ ଜୋରଦାର କରିବାକୁ ଯୋଜନା କରିଛନ୍ତି । ଏନେଇ ଦିଲ୍ଲୀକୁ ଥିବା ସମସ୍ତ ପ୍ରବେଶ ପଥକୁ କୃଷକ ମାନେ ଧିରେ ଧିରେContinue reading ” କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଖୋଲା ମନରେ ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରନ୍ତୁ କୃଷକ”
୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ । ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସୂଚନା ।
କନକ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେତେ ବାଟ ଆଗେଇଲାଣି ବସଷ୍ଟାଣ୍ଡ ଉନ୍ନତୀକରଣ କାମ । ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଆନ୍ତର୍ଜାତୀକ ସ୍ତରରେ ବସଷ୍ଟାଣ୍ଡ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ଆଉ କାମ କେତେ ଅଗ୍ରଗତୀ ହେଲା ବୁଲି ବୁଲି କାମ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ କାମ । ଏଥିପାଇଁ ଖର୍ଚ୍ଚ ହେବContinue reading “୧୮ ମାସରେ ସରିବ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ । ଖର୍ଚ୍ଚ ହେବ ୧୮୦ କୋଟି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସୂଚନା ।”
ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି… ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା । ଶରଣକୂଳରୁ ଆସି ବଡଦାଣ୍ଡରେ କରୁଛନ୍ତି ଅଳି…
କନକ ବ୍ୟୁରୋ: ମତେ ଟିକେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆକୁ ଦର୍ଶନ କରିବି… ଏ ଆଖି ସେ ଚକା ଆଖିକୁ କେତେ ଦିନ ହେବ ଦେଖିନି । କାଳିଆକୁ ନଦେଖିଲେ ମୁଁ ଏଠୁ ଜମା ଉଠିବିନି । ମତେ ମନ୍ଦିର ଭିତରକୁ ଛାଡ ମୁଁ ମହାପ୍ରଭୁଙ୍କୁ ଦେଖିବି… କିଛି ଏମିତି ଭାବ ନେଇ ଆଜି ଶ୍ରୀମନ୍ଦିର ସାମ୍ନାରେ ଅଳି କରିଛନ୍ତି ବୃଦ୍ଧା । ଶ୍ରୀମନ୍ଦିରରେ ଜଗାକୁ ଦେଖିବାକୁ ବୃଦ୍ଧାଙ୍କ ଜିଦ୍ । ଦର୍ଶନ ପାଇଁ ଅଡିବସିଲେContinue reading “ମତେ ମନ୍ଦିର ଭିତରକୁ ନେଇଯାଅ, ମୁଁ କାଳିଆ ଦର୍ଶନ କରିବି… ଜଗାକୁ ଦେଖିବାକୁ ଜିଦ୍ ଧରିଛନ୍ତି ବୃଦ୍ଧା । ଶରଣକୂଳରୁ ଆସି ବଡଦାଣ୍ଡରେ କରୁଛନ୍ତି ଅଳି…”
ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ପ୍ରତୀକ ହେବ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ନୂଆ ସଂସଦ ଭବନର ଶୀଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦି କହିଥିଲେ କି ଏହି ଭବନ ଆତ୍ମ ନିର୍ଭର ଭାରତର ପରିଚୟ ହେବ । ପୁରୁଣା ଭବନ ଦେଶର ଆବଶ୍ୟକତାକୁ ପୁରଣ କରିଛି ହେଲେ ନୂଆ ଭବନ ୨୧ ଶହ ଶତାବ୍ଦିର ଆଶା ହେବ । ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ କି ଆମ ଦେଶ ଓ ସମ୍ବିଧାନର ନିର୍ମାଣ ଏହି ସଂସଦ ଭବନContinue reading “ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତର ପ୍ରତୀକ ହେବ”
ପ୍ରତିବର୍ଷ ୧୦ ଡିସେମ୍ବର ଦିନ ପାଳିତ ହେଉଛି ମାନବାଧିକାର ଦିବସ । ଲୋକଙ୍କୁ ତାଙ୍କ ଅଧିକାର ପ୍ରତି ଜାଗୃତ ରହିବାକୁ ଦେଇଥାଏ ସୂଚନା
କନକ ବ୍ୟୁରୋ : ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ଆର୍ନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ଭାବେ ପାଳନ ହୋଇ ଆସୁଛି । ୧୯୫୦ ମସିହା ଡିସେମ୍ବର ମାସର ୧୦ ତାରିଖକୁ ସଂଯୁକ୍ତ ରାଷ୍ଟ୍ର ତରଫରୁ ଏହା ଘୋଷଣା କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା କି ବିଶ୍ୱସାରା ଲୋକମାନେ ଯେଭଳି ନିଜର ଅଧିକାର ପ୍ରତି ଜାଗୃତ ରହିବେ । ୧୯୪୮ ମସିହାରେ ସଂଯୁକ୍ତ ରାଷ୍ଟ୍ରର ଜେନରାଲ ଓସେବଲୀ ପ୍ରଥମଥର ପାଇଁ ଏହା ଉପରେ ଆଲୋକପାତ କରିଥିଲେ । ମାତ୍ରContinue reading “ପ୍ରତିବର୍ଷ ୧୦ ଡିସେମ୍ବର ଦିନ ପାଳିତ ହେଉଛି ମାନବାଧିକାର ଦିବସ । ଲୋକଙ୍କୁ ତାଙ୍କ ଅଧିକାର ପ୍ରତି ଜାଗୃତ ରହିବାକୁ ଦେଇଥାଏ ସୂଚନା”