କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲContinue reading “ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ”
Author Archives: Raghaba
ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ
କନକ ବ୍ୟୁରୋ : ତୁଟୁନି ଘରୋଇ ସ୍କୁଲ ଫି ବିବାଦ । ଘରୋଇ ସ୍କୁଲ ପକ୍ଷରୁ ଆଜି ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ନେଇ ତାଙ୍କ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି । ଡିଏଭି ଓ ଅନ୍ୟ କିଛି ସ୍କୁଲ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା । । ସରକାର ସ୍କୁଲContinue reading “ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା : ହାଇକୋର୍ଟରେ ଘରୋଇ ସ୍କୁଲ ପକ୍ଷରୁ ଜବାବ ଦାଖଲ; ଆସନ୍ତା ୧୫ରେ ପରବର୍ତ୍ତୀ ଶୁଣାଣୀ”
ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ
କନକ ବ୍ୟୁରୋ : ଜାନୁଆରୀରେ ଖୋଲିପାରେ ସ୍କୁଲ । ସ୍କୁଲ ଖୋଲିବା ନେଇ ଚିନ୍ତା କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ମୁଖତଃ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ୧୦୦ର ଦିନ ପାଠ ପଢ଼ାଇ ତା ପରେ ପରୀକ୍ଷା କରାଯିବ । ତେଣୁ ପର୍ବପର୍ବାଣୀ ଛୁଟି ଛାଡିଦେଲେ ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ ହେବ ବୋଲି କହିଛନ୍ତିContinue reading “ଜାନୁଆରୀରୁ ଖୋଲିବ ସ୍କୁଲ ! ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ; ଛୁଟି ଦିନରେ ବି ହେବ କ୍ଲାସ”
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ
କନକ ବ୍ୟୁରୋ : ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଛି । ନିର୍ବାଚନ କମିଶନ ତାରିଖ ଘୋଷଣା କରି ନାହାନ୍ତି । ହେଲେ ବିଜେପି ଓ ତୃଣମୂଳ କଂଗ୍ରେସ ଏବେ ଠାରୁ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ନିଜ ନିଜର ସଂଗଠନକୁ ମଜଭୁତ କରିବାକୁ ଲାଗିପଡିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ଗତକାଲି ସେ ଏକ ରାଲିରେ ଯାଉଥିବାContinue reading “ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତର ଦ୍ୱିତୀୟ ଦିନ । ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ”
ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା
କନକ ବ୍ୟୁରୋ : କରୋନାକୁ ନେଇ ଚିନ୍ତାରେ ରହିଛି ସାରା ବିଶ୍ୱ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ନିର୍ମାଣରେ ଲାଗି ପଡିଛନ୍ତି ସବୁ ଦେଶ । ଅନ୍ୟପଟରେ କିଛି ଦେଶ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରୁଛନ୍ତି । ଏହାମଧ୍ୟରେ ତାଇବାନରୁ ଏମିତି ଏକ ଖବର ଆସିଛି ଯାହା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ କୋଭିଡ ନିୟମ ଉଲ୍ଲଘଂନ କରିବା ଭାରି ପଡିଛି । ଏଥିପାଇଁContinue reading “ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଘଂନ : କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଲେ ତଣ୍ଡ ଗଣିଲେ; ୮ ସେକେଣ୍ଡରେ ଗଲା ଅଢେଇ ଲକ୍ଷ ଟଙ୍କା”
ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ
କନକ ବ୍ୟୁରୋ : ଗ୍ରାଇଣ୍ଡର ବାକ୍ସ ପ୍ୟାକେଟ ଭିତରେ ସାଢ଼େ ୩ଫୁଟର ନାଗ । ଭୟରେ ଘର ଠାରୁ ୨ କିଲୋମିଟର ଦ୍ୱରରେ ଫୋପାଡ଼ି ଦିଆଯାଇଥିଲେ ପେଟି ଭିତରୁ ବାହାରି ପାରି ନଥିଲା ନାଗ । ଆଜି ସକାଳୁ ସ୍ନେକ ହେଲଫ ଲାଇନ ସଦସ୍ୟଙ୍କ ସହଯୋଗରେ ପେଟିରୁ ସାପକୁ ବାହାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ାଗଲା । ପୁରୀ ଜିଲ୍ଲା ଡ଼େଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁ ଗାଁରେ ଏକ ନାଗ ସାପ ପସି ଯାଇଥିଲା । ସାପଟିକୁ ଘରୁContinue reading “ଗ୍ରାଇଣ୍ଡର ବକ୍ସ ଭିତରୁ ବିରାଟ ନାଗ ସାପ ଉଦ୍ଧାର : ସ୍ଥାନୀୟ ଭୟଭୀତ ଲୋକେ”
ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ
ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ । ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ । ଅତିଥିଙ୍କ ଭିତରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତିଙ୍କ ସମେତ ସମସ୍ତ ରାଜନୈତିକ ଦଳର ମୁଖ୍ୟ । ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବାବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗଦେବେ । ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟContinue reading “ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ : ସଂସଦ ଭବନର ଭୂମି ପୂଜା କରୁଛନ୍ତି ପ୍ରଧାନମନ୍ତ୍ରୀ”
୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ
କନକ ବ୍ୟୁରୋ : ପୂର୍ବ ନିର୍ଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ ୨୦୨୧ ନିଟ୍ ପରୀକ୍ଷା । ଏନେଇ ଆସୁଥିବା ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଏନେଇ ଶ୍ରୀ ପୋଖରିୟାଲ ଏକ ୱେବିନର ଜରିଆରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରି କହିଛନ୍ତି କି ‘୨୦୨୧ ସିବିଏସଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍’ ପରୀକ୍ଷା ପୂର୍ବନିଦ୍ଧାରିତ ମୁତାବକ ଅନୁଷ୍ଠିତ ହେବ । ନିୟୁତ ନିୟୁତ ଛାତ୍ର ଛାତ୍ରୀ ପ୍ରଭାବିତ ନକରିବାକୁContinue reading “୨୦୨୧ ନିଟ୍ ପରୀକ୍ଷାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା । କହିଲେ ପରୀକ୍ଷାର ଯଥେଷ୍ଟ ଆଗରୁ ଘୋଷଣା ହେବ ତାରିଖ”
ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା
କନକ ବ୍ୟୁରୋ : ନୂଆ ବର୍ଷରୁ ଆରମ୍ଭ ହୋଇପାରେ କଲେଜ । ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ନୂଆ ବର୍ଷରେ ଛାତ୍ରଛାତ୍ରୀ କଲେଜରେ କ୍ଲାସ କରିବେ । ଏନେଇ ରାଜ୍ୟସରକାର ଚୂଡାନ୍ତ ନିଷ୍ପତି ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟାର ଘୁଂଚିବ । ୭୦, ୮୦ ଦିନ ପାଠ କ୍ଲାସରେ ପଢାଇବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବାରେ ଅଧିକ ବିଳମ୍ବ ହେବ ତେବେContinue reading “ନୂଆବର୍ଷରୁ ଆରମ୍ଭ ହେବ କଲେଜ ! ୭୦, ୮୦ ଦିନ କ୍ଲାସରେ ପାଠ ପଢାଇବା ପରେ କରାଯିବ ପରୀକ୍ଷା”
ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ
କନକ ବ୍ୟୁରୋ : ଜଗତସିଂହପୁରର ଏରସମା କଟକ ସମବାୟ ବ୍ୟାଙ୍କ ଘେରାଉ କଲେ ଶତାଧିକ ମହିଳା । ସ୍ଥାନୀୟ କୃଷକଙ୍କ ଜାଲି ଦସ୍ତଖତ ବଳରେ ଲକ୍ଷ ଲକ୍ଷ ଟଙ୍କାର ଋଣ କରି ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ବ୍ୟାଙ୍କରୁ ନେଇଥିବା ଋଣ ଦୁଇ ଗୁଣ ହୋଇଯାଇଥିବା ଜାଣିବା ପରେ ବ୍ୟାଙ୍କ ପରିଚାଳକଙ୍କୁ ଏନେଇ ପଚାରିଥିଲେ । କିନ୍ତୁ କୌଣସି ସନ୍ତୋଷଜନକ ଉତର ନପାଇବାରୁ ପାରାଦୀପ ଜଗତସିଂହପୁର ଶ୍ରମିକ ସଂଘ ଓ ଚାଷୀ ସଂଗଠନ ତରଫରୁContinue reading “ସମବାୟ ବ୍ୟାଙ୍କ ଘେରିଲେ ଶତାଧିକ ମହିଳା : ଚାଷୀଙ୍କ ଜାଲ୍ ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ”