ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା

କନକ ବ୍ୟୁରୋ : ନିଖୋଜ ଯୁବକଙ୍କ ଶବ କୁଅରୁ ଉଦ୍ଧାର ପରେ ତାତିଲେ ଗ୍ରାମବାସୀ । ହତ୍ୟା ଅଭିଯୋଗ ଆଣି ପ୍ରତିବାଦରେ କାମାକ୍ଷାନଗର ବାଇସିଂଗା ଠାରେ ୫୩ ନଂବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ତାଳଗୋରଡ଼ ଗ୍ରାମର ଅଦୈତ ନାୟକ ନାମକ ଜଣେ ଯୁବକଙ୍କ ମୃତଦେହ ଗତକାଲି ଅପରାହ୍ନରେ ରାସ୍ତା କଡର ଏକ କୁଅରୁ ଦମକଳ ବାହୀନି ଉଦ୍ଧାର କରିଥିଲାContinue reading “ନିଖୋଜ ଯୁବକଙ୍କ ଶବ କୂଅରୁ ଉଦ୍ଧାର ପରେ ତାତିଲେ ଲୋକେ : ହତ୍ୟା ଅଭିଯୋଗରେ କାମାକ୍ଷାନଗର ବାଇସିଙ୍ଗାରେ ଉତ୍ତେଜନା”

ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ ଜାରି ରହିବ ଲଢେଇ

କନକ ବ୍ୟୁରୋ : ପରୀ ଗାଁରେ ରାଜ୍ୟ ବିଜେପିର ନୂଆ  ପ୍ରଭାରୀ ପୁରନ୍ଦେଶ୍ୱରୀ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ନୟାଗଡର ଯଦୁପୁରରେ ପହଚିଂ ପରୀ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ପରୀ ମୃତଦେହ ମିଳିିଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ହେବା ଦରକାର । ଏସଆଇଟି ଭରସା ଯୋଗ୍ୟ ନୁହେଁ । ପରୀContinue reading “ପରୀ ଗାଁ ନୟାଗଡ ଯଦୁପରରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ : ପରୀର କହିଲେ, ନ୍ୟାୟ ନିମିଳିବା ଯାଏ ଜାରି ରହିବ ଲଢେଇ”

୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଏବେ ଖାତାକୁ ଆସିବ ଅଧିକ ଟଙ୍କା । ୨୨ ହଜାର କୋଟିର ଅତିରିକ୍ତ ବଜେଟ୍ ।

କନକ ବ୍ୟୁରୋ : ସ୍ୱଳ୍ପ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଯାଉଛନ୍ତି । ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ସରକାର କହିଛନ୍ତି କି ୧ ଅକ୍ଟୋବର ୨୦୨୦ ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀ ମାନଙ୍କୁ ଅବସରକାଳୀନ ଫଣ୍ଡରେ ଅଂଶଧନ ଦେବେ । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଏହି ପାଣ୍ଠି ସରକାର ବହନ କରିବେContinue reading “୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଏବେ ଖାତାକୁ ଆସିବ ଅଧିକ ଟଙ୍କା । ୨୨ ହଜାର କୋଟିର ଅତିରିକ୍ତ ବଜେଟ୍ ।”

ବ୍ରିଟେନରେ ଟିକାକରଣରେ ଚିନ୍ତା ବଢାଇଲା ପାର୍ଶ୍ବ ପ୍ରତିକ୍ରିୟା : ୟୁକେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ; ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରାନଯାଉ ଟିକାକରଣ 

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ଆଲର୍ଜି ଦେଖାଦେଉଥିବା ଲୋକଙ୍କୁ ଟିକା ଦିଆନ ଯିବାକୁ କୁହାଯାଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ ଜଣContinue reading “ବ୍ରିଟେନରେ ଟିକାକରଣରେ ଚିନ୍ତା ବଢାଇଲା ପାର୍ଶ୍ବ ପ୍ରତିକ୍ରିୟା : ୟୁକେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ; ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରାନଯାଉ ଟିକାକରଣ “

ପୁଣି ମହାନତା ଦେଖାଇଲେ ସୋନୁ : ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ବନ୍ଧା ରଖିଲେ ନିଜ ସମ୍ପତ୍ତି

କନକ ବ୍ୟୁରୋ : ପୁଣି ନିଜ ମହାନତା ଦେଖାଇଲେ ସୋନୁ ସୁଦ୍ । ଗରିବଙ୍କୁ ସାହାଯ୍ୟ କରି ପୁଣି ମଣିଷପଣିଆର ପ୍ରମାଣ ଦେଇଛନ୍ତି ଗରିବଙ୍କ ଭଗବାନ । ଦିନେ ଅଧେ ନୁହେଁ ବରଂ ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି । ସାହାଯ୍ୟ କରିବା ସହ ସେମାନଙ୍କୁ ସାହାରା ବି ଦେବେ । ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍୍ । ଏବେ ଏଭଳିContinue reading “ପୁଣି ମହାନତା ଦେଖାଇଲେ ସୋନୁ : ଗରିବ ଲୋକଙ୍କୁ ସାହାଯ୍ୟ ପାଇଁ ବନ୍ଧା ରଖିଲେ ନିଜ ସମ୍ପତ୍ତି”

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଭିତରେ ଆନ୍ନା ହଜାରେଙ୍କ ଚେତାବନୀ : ମୋଦି ସରକାର ଚାଷୀଙ୍କ ଦାବି ନଶୁଣିଲେ ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ

କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ୱାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଉଁ ଆନ୍ଦୋଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି । ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେContinue reading “ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଭିତରେ ଆନ୍ନା ହଜାରେଙ୍କ ଚେତାବନୀ : ମୋଦି ସରକାର ଚାଷୀଙ୍କ ଦାବି ନଶୁଣିଲେ ଅନଶନକୁ ଓହ୍ଲାଇବେ ଆନ୍ନା ହଜାରେ”

ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ : କୋର୍ଟଙ୍କ ଅନୁମତିକୁ ଅପେକ୍ଷା; ଭିଜିଲାନ୍ସ ମାମଲା ପରେ ଜେଲରେ ଅଛନ୍ତି ପାଠକ ବାପ-ପୁଅ

କନକ ବ୍ୟୁରୋ : ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । କୋର୍ଟଙ୍କ ଅନୁମତି ପରେ, ଆସନ୍ତକାଲି ଠାରୁ ରିମାଣ୍ଡରେ ଯିବେ ଆକାଶ । ଏବେ ଝାରପଡ଼ା ଜେଲରେ ଅଛନ୍ତି ଆକାଶ । ଏହା ପୂର୍ବରୁ ୩ ଦିନିଆ ରିମାଣ୍ଡରେ ନେଇ ପାଠକ ବାପ ପୁଅଙ୍କୁ ଜେରା କରିଥିଲା ଭିଜିଲାନ୍ସ ଏସଆଇଟି । ଜେରା ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଥିଲା ଭିଜିଲାନ୍ସ ହାତରେ । ସେପଟେ ଇଡିରେ ମଧ୍ୟ ପାଠକ ବାପ ପୁଅContinue reading “ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ : କୋର୍ଟଙ୍କ ଅନୁମତିକୁ ଅପେକ୍ଷା; ଭିଜିଲାନ୍ସ ମାମଲା ପରେ ଜେଲରେ ଅଛନ୍ତି ପାଠକ ବାପ-ପୁଅ”

କୋଟିଆ ପରେ ଓଡିଶା ଝାଡଖଣ୍ଡରେ ସୀମା ବିବାଦ : ଓଡିଶା ସୀମାନ୍ତ ମୟୂରଭଂଜର କଙ୍ଗିରା ନଦୀ ପଠାରୁ ବେଆଇନ୍ ବାଲି ଉଠାଉଛି ଝାଡଖଣ୍ଡ ପ୍ରଶାସନ

କନକ ବ୍ୟୁରୋ : ବାଲି ଉତୋଳନକୁ ନେଇ ଓଡ଼ିଶା ଝାରଖଣ୍ଡ ସୀମା ବିବାଦ । କୋଟିଆ ପରେ ଏବେ ଝାରଖଣ୍ଡ ଓଡ଼ିଶା ସୀମା ବିବାଦ । ଏହି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ରରୁଆଁ ବ୍ଲକ ରିଘା ଗାଁ ନିକଟରେ ଥିବା କଙ୍ଗୀରା ନଦୀ ପଠାରୁ । ଏଠାକୁ ଝାରଖଣ୍ଡ ରାଜ୍ୟର ପ୍ରଶାସନର ସହଯୋଗରେ ବାଲି ମାଫିଆମାନେ ବେଆଇନ୍ ଭାବେ ଓଡ଼ିଶା ସୀମାକୁ ପଶି ବେଆଇନ ବାଲି ଉତୋଳନ କରୁଛନ୍ତି । ସ୍ଥାନୀୟ ଓଡ଼ିଶା ପ୍ରଶାସନ ବାରମ୍ବାରContinue reading “କୋଟିଆ ପରେ ଓଡିଶା ଝାଡଖଣ୍ଡରେ ସୀମା ବିବାଦ : ଓଡିଶା ସୀମାନ୍ତ ମୟୂରଭଂଜର କଙ୍ଗିରା ନଦୀ ପଠାରୁ ବେଆଇନ୍ ବାଲି ଉଠାଉଛି ଝାଡଖଣ୍ଡ ପ୍ରଶାସନ”

୧୫ଦିନରେ ଚାଷୀ ଆନ୍ଦୋଳନ : ଚାଷୀ ଜିଦରେ ଅଟଳ…ଏବେ କ’ଣ କରିବେ ସରକାର ?

କନକ ବ୍ୟୁରୋ : କ୍ରମାଗତ ୧୫ ଦିନରେ ପହଁଚିଲା ଦିଲ୍ଲୀରେ ଚାଷୀ ସଂଗଠନ ଆନ୍ଦୋଳନ । ରାଜପଥ ଉପରେ ହଜାର ହଜାର ଚାଷୀ ଦିନ ରାତି ଏକାଠି ବସି ରହିଛନ୍ତି । ମୋଦି ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ନୂଆ କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଦାବିରେ ଅଟଳ ଅଛନ୍ତି ଚାଷୀ । ଗତକାଲି ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତContinue reading “୧୫ଦିନରେ ଚାଷୀ ଆନ୍ଦୋଳନ : ଚାଷୀ ଜିଦରେ ଅଟଳ…ଏବେ କ’ଣ କରିବେ ସରକାର ?”

ଭାରତରେ ଚାଷୀ ଆନ୍ଦୋଳନ ନେଇ ଛାନିଆ ହେଲାଣି ପାକିସ୍ତାନ : ପାକ୍ ମିଡିଆରେ ଖବର, ଚାଷୀଙ୍କଠାରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍

କନକ ବ୍ୟୁରୋ : ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ସୀମା ସେପାଖରେ ଛାନିଆ ହେଲାଣି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ଏବେ ଭାରତର ଚାଷୀ ଆନ୍ଦୋଳନ ପାଲଟିଛି ବଡ ଖବର । ଭାରତରେ ଚାଷୀ ଆନ୍ଦୋଳନକୁ ନେଇ ମୋଦି ସରକାର ଅଡୁଆ ଜନକ ସ୍ଥିତିରେ ରହିଛନ୍ତି । ଏହା ଉପରୁ ନଜର ହଟାଇବା ପାଇଁ ଏହି ସମୟରେ ପାକିସ୍ତାନ ଉପରେ ଭାରତ ସର୍ଜିକାଲଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନର ଅନ୍ୟତମ ଜାତୀୟ ଖବରକାଗଜ ଦି ଟ୍ରିବ୍ୟୁନ୍ ଖବର ପ୍ରକାଶContinue reading “ଭାରତରେ ଚାଷୀ ଆନ୍ଦୋଳନ ନେଇ ଛାନିଆ ହେଲାଣି ପାକିସ୍ତାନ : ପାକ୍ ମିଡିଆରେ ଖବର, ଚାଷୀଙ୍କଠାରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍”

Design a site like this with WordPress.com
Get started