ବ୍ରିଟେନରେ ଟିକାକରଣ ପରେ ୨ଜଣ ଅସୁସ୍ଥ : ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ପତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଦିନ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ଜଣ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ପାଖରେ ଆଲର୍ଜି ସହିତ ପାଶ୍ୱର୍ପତିକ୍ରିୟା ଦେଖିବାକୁContinue reading “ବ୍ରିଟେନରେ ଟିକାକରଣ ପରେ ୨ଜଣ ଅସୁସ୍ଥ : ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି”

ଆଉ ପଛରେ ରହିବନି ଭାରତ । ‘ଇସ୍ରୋ’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘ଜିପିଏସ୍‌’କୁ ସ୍ୱୀକୃତି ଦେଲା ‘ଆଇଏମ୍‌ଓ’… ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ ଫାଇଦା

ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି। ‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ କରାଯାଇଥିବା ଏହି ‘ଜିଏସ୍‌ପି’ ‘ୱାର୍ଲଡ୍‌-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍‌’ର (ଡବ୍ଲୁଡବ୍ଲୁଆର୍‌ଏନ୍‌ଏସ୍‌) ଉପକରଣ ଭାବେ ବ୍ୟବହୃତ ହେବ। ଏହାଦ୍ବାରା ନିଜସ୍ବ ଆଞ୍ଚଳିକ ‘ନେଭିଗେସନ୍ ସାଟେଲାଇଟ୍‌ ସିଷ୍ଟମ୍‌’ ଥିବା ଦେଶ ଭାବେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇପାରିଛି। ‘ଆଇଏମ୍‌ଓ’ ସ୍ବୀକୃତିପ୍ରାପ୍ତ ନିଜସ୍ବ ‘ନେଭିଗେସନ୍ ସିଷ୍ଟମ୍‌’ ଅନ୍ୟ ତିନୋଟିContinue reading “ଆଉ ପଛରେ ରହିବନି ଭାରତ । ‘ଇସ୍ରୋ’ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ‘ଜିପିଏସ୍‌’କୁ ସ୍ୱୀକୃତି ଦେଲା ‘ଆଇଏମ୍‌ଓ’… ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ ଫାଇଦା”

ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ 

କନକ ବ୍ୟୁରୋ : ଭୀଷଣ ଅଗ୍ନିକାଣ୍ଡ ସ୍ଥାନରେ କିପରି ହେବ ନିଆଁ ଲିଭା କାମ । ଏହି କାମକୁ ସହଜ କରିବାକୁ ଏବେ ଏକ ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱଦେଶୀ ଫାୟାର ଅନୁଷ୍ଠାନ ଏହି ନିଆଁଲିଭା ରୋବର୍ଟକୁ ପ୍ରସ୍ତୁତ କରିଛି । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏହାର ଡେମୋ ଦେଖାଯାଇଛି । ଏହି ଅବସରରେ ଫାୟାର ଡିଜିଙ୍କ ଉପସ୍ଥିତିରେ ଏହି ରୋବର୍ଟର ଫାୟାର ଫାଇଟିଂ କୌଶଳ ପ୍ରଦର୍ଶନ କରାଯାଇଛି । ଆଗକୁ କୌଣସି ବଡContinue reading “ନିଆଁ ଲିଭାଇବ ରୋବର୍ଟ : ସ୍ୱଦେଶୀ ଫାୟାର ଅନୁଷ୍ଠାନ ପକ୍ଷରୁ ନିଆଁ ଲିଭା ରୋବର୍ଟ ପ୍ରସ୍ତୁତ “

୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

କନକ ବ୍ୟୁରୋ : ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାକୁ ନେଇ ଭଦ୍ରକ ସହର ବନ୍ଦ । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି କରି ଭଦ୍ରକ ସହରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ବନ୍ଦକୁ ସମର୍ଥନ କରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଭାଗ ଦେଇ ଯାଉଥିବା ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦContinue reading “୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା”

କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ

କନକ ବ୍ୟୁରୋ : ଭାରତରେ ଜରୁରୀକାଳୀନ ବ୍ୟବହାର ଲାଗି କୋଭିସିଲ୍ଡ ଏବଂ କୋଭାକ୍ସିନକୁ ମିଲିଲାନି ଅନୁମତି । ନିରାପତା ଓ ଗୁଣକାରିତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଉଭୟଙ୍କ ଆବେଦନକୁ ଅନୁମୋଦନ କରିନାହିଁ । ଏଥିସହ ଉଭୟ କମ୍ପାନିକୁ ଟିକା ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ, ଫାଇଜର କମ୍ପାନୀ ସମେତ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକା ଭାରତରେ ଜରୁରିକାଳୀନContinue reading “କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲାନି ଅନୁମତି : ନିରାପତା ସଂକ୍ରାନ୍ତ ତଥ୍ୟ କମ୍ ଥିବାରୁ ବିଶେଷଜ୍ଞ କମିଟି ଦେଲେନାହିଁ ଅନୁମୋଦନ”

ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା

କନକ ବ୍ୟୁରୋ : ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର । ସେସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ ଜଣଙ୍କ ନାଁରେ ମାମଲା କରିଛନ୍ତି ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ରିତିମତ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଆପତିଜନକ ମନ୍ତବ୍ୟ ପୋଷ୍ଟ କରୁଥିବା ବର୍ଷା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି ବର୍ଷା । ତେଣୁContinue reading “ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା”

ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା

କନକ ବ୍ୟୁରୋ : ଇଂଲଣ୍ଡରେ ଫାଇଜର ଟିକା ନେଲେ ଓଡିଆ ପୁଅ । ଆନାସ୍ଥେସିଆ କନସଲଟାଂଟ ଭାବେ ଇଂଲଣ୍ଡର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଶୈଳେସ ମିଶ୍ରଙ୍କୁ ଫାଇଜର ଟିକା ଦିଆଯାଇଛି । ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିଡ ଟିକାକୁ ଇଂଲଣ୍ଡରେ ଏବେ ୫୧ଟି ଡାକ୍ତରଖାନାରେ ଦିଆଯାଉଛି । ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ବ୍ରିଟେନ ସରକାର ଦେବା ପରେ ଏହି ଟିକାକରଣ ଆରମ୍ଭ ହୋଇଛି । ମଙ୍ଗଳବାର ମାର୍ଗାରେଟ୍ କେନନଙ୍କContinue reading “ଲଣ୍ଡନରେ ଫାଇଜର ଟିକା ନେଲେ ଓଡିଆ ଡାକ୍ତର : ଆନାସ୍ଥେସିଆ ଡାକ୍ତର ଭାବେ କାମ କରୁଥିବା ଶୈଳେସ ମିଶ୍ରଙ୍କୁ ଦିଆଗଲା କୋଭିଡ ଟିକା”

ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ସାଧାରଣ ଗମନାଗମନ ପ୍ରଭାବିତ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି । ସାଧାରଣ ଗମନାଗମନ ପ୍ରଭାବିତ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବ ନାହିଁ । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ରାୟଗଡ଼ା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହୋଇପାରେ । ତେବେ ୧୩ ତାରିଖଠାରୁ ରାତିର ସର୍ବନିମ୍ନ ତାପମାତ୍ରା ବଢ଼ିବ ଏବଂ ଶୀତ କମିବ ।Continue reading “ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି : ସାଧାରଣ ଗମନାଗମନ ପ୍ରଭାବିତ”

ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ

କନକ ବ୍ୟୁରୋ : ପରୀ ଗାଁକୁ ଯିବେ ପୁରନ୍ଦେଶ୍ୱରୀ । ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆଉ ପ୍ରଥମଥର ପାଇଁ ଓଡିଶା ଆସି ପରୀ ପ୍ରସଙ୍ଗରେ ରାଜ୍ୟ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଦିଶାନିର୍ଦ୍ଦେଶ ଦେବେ ନୂଆ ପ୍ରଭାରୀ । ପରୀର ପରିବାରକୁ ଭେଟି ସମବେଦନା ଜଣାଇବା ସହ ମାମଲାରContinue reading “ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ : ନୂଆକରି ଦାୟିତ୍ୱ ନେବାପରେ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ଡି. ପୁରନ୍ଦେଶ୍ୱରୀ”

ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !

କନକ ବ୍ୟୁରୋ : ପ୍ରାଇଭେଟ କମ୍ପାନିରେ ଚାକିରି କରିଛନ୍ତି କି ? ତେବେ ଆସନ୍ତା ଆର୍ଥିକ ବର୍ଷରୁ ଘରକୁ କମ୍ ଦରମା ନେଇ ଆସିପାରନ୍ତି । କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଧାରରେ କର୍ମଚାରୀଙ୍କ ଦରମା ଢାଂଚାରେ ପରିବର୍ତନ ହୋଇପାରେ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏହା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ନୂଆ ନିୟମContinue reading “ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !”

Design a site like this with WordPress.com
Get started