କନକ ବ୍ୟୁରୋ : ସହରୀ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଓଡିଶା ହାସଲ କରିଛି ଏକ ନମ୍ବର । ଏନଜିଓ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଆଗରେ ରହିଛି ଓଡିଶା । ଦେଶର ବଛା ବଛା ୪୦ ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ ୩ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା । ସହର ପ୍ରଶାସନକୁ ସଶକ୍ତ କରିବା, ନାଗରିକ ସଶକ୍ତିକରଣ ଓ ଆର୍ଥିକContinue reading “ଆସିଲା ସହରୀ ଶାସନ ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡ଼ : ପ୍ରଥମ ସ୍ଥାନରେ ଓଡିଶା”
Author Archives: Raghaba
ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଲେଇବା : ଖଣ୍ଡଗିରିରେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଫାଇନ୍
କନକ ବ୍ୟୁରୋ : ସ୍କୁଟି ଚାଳକଙ୍କୁ ମହଙ୍ଗା ପଡ଼ିଲା ଟ୍ରାଫିକ୍ ଆଇନ ଉଲ୍ଲଘଂନ । ୨୬ ହଜାର ଟଙ୍କାର ଜରିମାନା କାଟିଲେ ପୋଲିସ ବାବୁ । ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ଏପରି ଜୋରିମାନା କରିଛି କମିଶନର ପୋଲିସ । ଗାଡ଼ି ଚାଳକ ଜଣଙ୍କ ନାବାଳକ ହୋଇଥିବା ବେଳେ ହେଲମେଟ ପିନ୍ଧି ନଥିଲେ । ଏପରିକି ତାଙ୍କ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧିନଥିଲେ । ନାବାଳକ ହୋଇଥିବାରୁ, ଡ଼୍ରାଇଭିଂଗ ଲାଇସେନ୍ସ ନଥିବାରୁ ଏବଂ ହେଲମେଟContinue reading “ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଲେଇବା : ଖଣ୍ଡଗିରିରେ ପୋଲିସ କାଟିଲା ୨୬ ହଜାର ଟଙ୍କାର ଫାଇନ୍”
ବଲାଙ୍ଗିରରେ ରାସ୍ତା ଉପରେ ଜଳିଗଲା ରାସନ ବୋଝେଇ ଟ୍ରକ : ଟାୟାର ଫାଟିବା ପରେ ହୁତହୁତ ହୋଇ ଜଳିଗଲା ବସ୍ତା ବସ୍ତା ସାମଗ୍ରୀ
କନକ ବ୍ୟୁରୋ : ବଲାଙ୍ଗିରରେ ଜଳିଗଲା ଧାନ ବୋଝେଇ ଟ୍ରକ । ରାୟପୁରରୁ ଆସୁଥିବା ବେଳେ ବଲାଙ୍ଗିରର ଖମାର ମୁଣ୍ଡା ନିକଟରେ ଘଯିଲା ଅଗ୍ନିକାଣ୍ଡ । ଟ୍ରକ୍ ଟାୟାର ଫାଟିଯିବା ପରେ ନିଆଁ ଲାଗିଥିବା ସନ୍ଦେହ । ପୁରା ଟ୍ରକ୍ ଭର୍ତି ହୋଇଥିଲା ବସ୍ତା ବସ୍ତା ସାମଗ୍ରୀ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଛି । from Kanak News via <a href="https://ifttt.com/?
ଅଧାରାତି ଯାଏଁ କରୁଥିଲେ ସୁଟିଂ । ସକାଳୁ ହୋଟେଲ ରୁମରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ଅନୁମାନ । ଜାଣନ୍ତୁ ପ୍ରକୃତ ଘଟଣା ।
କନକ ବ୍ୟୁରୋ : ଏକ ହୋଟେଲରୁ ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ ଅଭିନେତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହୋଟେଲ ଭିତରେ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାରିପାଶ୍ୱିର୍କ ପରିସ୍ଥିତିକୁ ଅନୁଧ୍ୟାନ କରିContinue reading “ଅଧାରାତି ଯାଏଁ କରୁଥିଲେ ସୁଟିଂ । ସକାଳୁ ହୋଟେଲ ରୁମରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ଅନୁମାନ । ଜାଣନ୍ତୁ ପ୍ରକୃତ ଘଟଣା ।”
ରାଉରକେଲାରେ ପୁଣି ବଡ ଜିଏସଟି ଠକେଇ : ଜାଲ କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ; ୮କୋଟିର ମିଳିଲା ହିସାବ
କନକ ବ୍ୟୁରୋ : ରାଉରକେଲାରେ ବଡ ଜିଏସଟି ଠକେଇ ସାମ୍ନାକୁ ଆସିଛି । ନକଲି ବ୍ୟବସ୍ଥାୟିକ ସଂସ୍ଥା, ଜାଲ ଇନଭଏସ ଓ ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ ବାବଦକୁ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏଥିମଧ୍ୟରୁ ୮ କୋଟିର ହିସାବ ମିଳିଛି । ଜିଏସଟି ଠକେଇ ଅଭିଯୋଗ ତାଲିକାରେ ଯେଉଁମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କ ଘର ଆଗରେ ଲଟକା ଲାଗିଛି । ତଦନ୍ତରେ ସହାୟତା ଲାଗି ୫ ଥର ସମନContinue reading “ରାଉରକେଲାରେ ପୁଣି ବଡ ଜିଏସଟି ଠକେଇ : ଜାଲ କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ; ୮କୋଟିର ମିଳିଲା ହିସାବ”
ଅକ୍ସଫୋର୍ଡ ଟୀକାର ପ୍ରଥମ ଫଳାଫଳ ଉତ୍ସାହଜନକ : ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ କ୍ଷେତ୍ରରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
କନକ ବ୍ୟୁରୋ : ଅକ୍ସଫୋଡ଼ ଟିକାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ । ଟିକା ନେଇଥିବା ୨୪ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ କ୍ଷେତ୍ରରେ ଦେଖାଦେଇଛି ପାର୍ଶ୍ବ ପ୍ରତିକ୍ରିୟା । ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ଗୁରୁତ୍ୱର ହୋଇନାହାନ୍ତି କିମ୍ବା କାହାର ବି ମୃତ୍ୟୁ ହୋଇନାହିଁ । ୩ଟି ପର୍ଯ୍ୟାୟରେ ଟିକା ନେଇଥିବା ଲୋକଙ୍କ ଶାରେରୀକ ସମସ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଲକ୍ଷଣ ନଥିବା ସଂକ୍ରମଣ ରୋକିବାରେ ଏ ଟିକାContinue reading “ଅକ୍ସଫୋର୍ଡ ଟୀକାର ପ୍ରଥମ ଫଳାଫଳ ଉତ୍ସାହଜନକ : ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ କ୍ଷେତ୍ରରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା”
ମଣ୍ଡି ଅବ୍ୟବସ୍ଥା ଓ କଟନିଛଟନିର ପରିଣାମ : ପଦ୍ମପୁର ଗାଇସିଲଟରେ ଖୋଲା ଆକାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ, ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ପାଇଁ ସରକାର ଖୋଲିଛନ୍ତି ମଣ୍ଡି । ହେଲେ ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗିଁ ଓ କଟନି ଛଟନି ପାଇଁ ଚାଷୀ ଧାନକୁ ବିକିବାରେ ଅସୁବିଧା ଭୋଗୁଛି । ଏଭଳି ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକରେ । ଏହି ବ୍ଲକର ଶେଷ ସୀମାରେ ରହିଛି ଡାଙ୍ଗବାହାଲ ସମବାୟ ସମିତି । ୪ଟି ଗ୍ରାମପଂଚାୟତର ଚାଷୀ ଏହି ସମିତି ଉପରେ ନିର୍ଭର କରିଥାନ୍ତି । ଏହି ମଣ୍ଡିରେContinue reading “ମଣ୍ଡି ଅବ୍ୟବସ୍ଥା ଓ କଟନିଛଟନିର ପରିଣାମ : ପଦ୍ମପୁର ଗାଇସିଲଟରେ ଖୋଲା ଆକାଶ ତଳେ ପଡିରହିଛି ଅଠର ହଜାର ବସ୍ତା ଧାନ, ଚିନ୍ତାରେ ଚାଷୀ”
କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ : ଯନ୍ତ୍ରଣାରେ ଛଟପଟ ବୃଦ୍ଧଙ୍କୁ ଅଧାବାଟରେ ଛାଡିଦେଲା ପୁତୁରା
କନକ ବ୍ୟୁରୋ : କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ । ଯନ୍ତ୍ରଣାର ଛଟପଟ ବୃଦ୍ଧଙ୍କୁ ମେଡିକାଲକୁ ଆଣିଲା ପୁତୁରା । ହେଲେ ଅଧାବାଟରେ ଛାଡି ପଳେଇଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ । କଟକ ବଡମ୍ବା ଅଂଚଳର ୬୫ ବର୍ଷିୟ ମହେନ୍ଦ୍ର ଗୋଛିଙ୍କ ଡାହାଣ ଗୋଡରେ ଏକ ଛୋଟ ଘା ହୋଇଥିଲା ଅବହେଳା ଯୋଗୁଁ ଦିନକୁ ଦିନ ଘା ବଢିବାକୁ ଲାଗିଲା । ଯନ୍ତ୍ରଣାContinue reading “କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ : ଯନ୍ତ୍ରଣାରେ ଛଟପଟ ବୃଦ୍ଧଙ୍କୁ ଅଧାବାଟରେ ଛାଡିଦେଲା ପୁତୁରା”
ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ
କନକ ବ୍ୟୁରୋ : ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଟିକେନା ଅଞ୍ଚଳରେ ବୁଧବାର ସକାଳୁ ଏନ୍କାଉଣ୍ଟର୍ରେ ୨ ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ପାଇବା ପରେ କଶ୍ମୀର ପୁଲିସ, ସେନାର ଯବାନ ଏବଂ ସିଆର୍ପିଏଫ୍ ମିଳିତ ଭାବେ ଏକ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ତାଙ୍କ ଆଡୁ ସୁରକ୍ଷା ବାହାନୀ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କContinue reading “ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ”
ଶାହାଙ୍କ ସହ କୃଷକଙ୍କ ଆଲୋଚନା ପୁଣି ଫେଲ୍ : ନୂଆ କୃଷି ଆଇନରେ ସଂଶୋଧନ ନେଇ ଆଜି ଲିଖିତ ପ୍ରସ୍ତାବ ଦେବେ ସରକାର
କନକ ବ୍ୟୁରୋ : ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହା ଉପରେ ବିଚାର କରିବେ ଚାଷୀ ସଂଗଠନ ଗୁଡିକ । ବିଚାର କରିବା ପରେ ସେମାନଙ୍କ ମତାମତ ଜଣାଇବେ । ଚାଷୀ ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କContinue reading “ଶାହାଙ୍କ ସହ କୃଷକଙ୍କ ଆଲୋଚନା ପୁଣି ଫେଲ୍ : ନୂଆ କୃଷି ଆଇନରେ ସଂଶୋଧନ ନେଇ ଆଜି ଲିଖିତ ପ୍ରସ୍ତାବ ଦେବେ ସରକାର”