କୃଷକ ଆନ୍ଦୋଳନ ପ୍ରସଙ୍ଗ । ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବେ କି ସରକାର ! ଆସନ୍ତା କାଲି ବୈଠକ ପୂର୍ବରୁ ଆଜି ଚାଷୀଙ୍କ ସହ ଆଲୋଚନା କରିବାକୁ ଅମିତ୍ ଶାହାଙ୍କ ପ୍ରସ୍ତାବ

କନକ ବ୍ୟୁରୋ : ଚଷାପୁଅକୁ ସରକାରଙ୍କ ଆଇନର ଛାଟ କାମ ଦେଲାନି । କଳ ବଳ କୌଶଳ ସବୁ ଫେଲ୍ ହୋଇଛି । ସରକାର ସଂଶୋଧନ ପାଇଁ ରାଜି ହୋଇଥିବା ବେଳେ ବିଗତ ୫ ଟି ଯାକ ବୈଠକରେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର କରିବାକୁ ଅଡି ବସିଛନ୍ତି କୃଷକ ମାନେ । ଏହାକୁ ନେଇ ଆଜି ଭାରତ ବନ୍ଦ ଲୋକଙ୍କ ଉପରେ କେତେ ପ୍ରଭାବ ପକାଇଛି ତାହା କହିବା ଆଗରୁ ଏହା ଯେ ସରକାରଙ୍କ ଜିଦ୍ କୁContinue reading “କୃଷକ ଆନ୍ଦୋଳନ ପ୍ରସଙ୍ଗ । ଚାଷୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇବେ କି ସରକାର ! ଆସନ୍ତା କାଲି ବୈଠକ ପୂର୍ବରୁ ଆଜି ଚାଷୀଙ୍କ ସହ ଆଲୋଚନା କରିବାକୁ ଅମିତ୍ ଶାହାଙ୍କ ପ୍ରସ୍ତାବ”

୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରତ୍ନ ପଥର ଧରିଲା କ୍ରାଇମବ୍ରାଂଚ ଏସଟିଏଫ

କନକ ବ୍ୟୁରୋ: ରାୟଗଡ଼ାରୁ ୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବିପୁଳ ପରିମାଣର ରତ୍ନ ପଥର ଜବତ କଲା କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡ଼ା ସହରର ଜଗନ୍ନାଥ କମ୍ପେ୍ଲକ୍ସର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ ଚଢ଼ାଉ କରିଥିଲା କ୍ରାଇମବ୍ରାଂଚ । ଚଢ଼ାଉ ବେଳେ ୨ଟି ଅଖା ବସ୍ତା ଭିତରେ ରୁବି, ପାନା, କଳାହୀରା, ମୁନ ଷ୍ଟୋନ ଭଳି ବିଭିନ୍ନ କିସମର ରତ୍ନ ପଥରContinue reading “୧୫୩ କେଜିର ମୂଲ୍ୟବାନ ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରତ୍ନ ପଥର ଧରିଲା କ୍ରାଇମବ୍ରାଂଚ ଏସଟିଏଫ”

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ: ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ଆଂଶିକ ପ୍ରଭାବ; କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ଆଉ କିଛି ଜାଗାରେ ବନ୍ଦ ରହିଛି ଦୋକାନବଜାର

କନକ ବ୍ୟୁରୋ: କୃଷକ ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ଭାରତ ବନ୍ଦ କରାଯାଇଛି । ଏହାର ମିଶ୍ର ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବାବେଳେ ଅନେକ ରେଳଷ୍ଟେସନରେ ରେଳରୋକ କରାଯାଇଛି । ଫଳରେ ସକାଳୁ ସକାଳୁ ଅନେକ ଷ୍ଟେସନରେ ଅଟକି ରହିଥିଲା ଟ୍ରେନ୍ । ବରମୁଣ୍ଡା ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡିଥିଲା । ମାଷ୍ଟରକ୍ୟାଂଟିନ ଛକକୁ ଛାଡିଦେଲେ ଏ ଯାଏଁ କେଉଁ ଜାଗାରେ ବନ୍ଦର ଆଖିଦୃଶିଆ ପ୍ରଭାବ ପଡିନାହିଁContinue reading “କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦ: ରାଜ୍ୟରେ ଦେଖିବାକୁ ମିଳିଛି ବନ୍ଦର ଆଂଶିକ ପ୍ରଭାବ; କିଛି ସ୍ଥାନରେ ଗାଡି ଚଳାଚଳ ସ୍ୱାଭାବିକ ଆଉ କିଛି ଜାଗାରେ ବନ୍ଦ ରହିଛି ଦୋକାନବଜାର”

ବିନା ହେଲମେଟରେ ଟୁଇନ ସିଟିରେ ଆନ୍ଦୋଳନରେ ସାମିଲ ହୋଇଥିଲେ ଗାଡି ଚାଳକଙ୍କୁ ପଡିବ ମହଙ୍ଗା: ସିସିଟିଭିରେ କଏଦ ହୋଇଛି ଚିତ୍ର; ବିକ୍ଷୋଭକାରୀଙ୍କ ଘରକୁ ଯିବ ଇ-ଚାଲାଣ

କନକ ବ୍ୟୁରୋ : ସାରା ଭାରତବର୍ଷର କୃଷକ ମାନଙ୍କ ଡାକରାରେ ଆଜି ଭାରତ ବନ୍ଦ ପାଳନ କରାଯାଉଛିି । ଏନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବନ୍ଦକୁ କୃଷକ ସଂଗଠନ ମାନଙ୍କ ବ୍ୟତିତ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି । ଏନେଇ ସକାଳୁ ଆରମ୍ଭ ହୋଇଥିଲା ପିକେଟିଂ । କିଛି କିଛି ସଂଗଠନ ପାଦରେ ଚାଲି ଚାଲି ଦୋକାନ ବଜାର, ପେଟ୍ରୋଲ ପମ୍ପ ଓ ରେଳContinue reading “ବିନା ହେଲମେଟରେ ଟୁଇନ ସିଟିରେ ଆନ୍ଦୋଳନରେ ସାମିଲ ହୋଇଥିଲେ ଗାଡି ଚାଳକଙ୍କୁ ପଡିବ ମହଙ୍ଗା: ସିସିଟିଭିରେ କଏଦ ହୋଇଛି ଚିତ୍ର; ବିକ୍ଷୋଭକାରୀଙ୍କ ଘରକୁ ଯିବ ଇ-ଚାଲାଣ”

ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶ ପାଠକଙ୍କ ଦସ୍ତଖତ: ପୋଲିସ କମିଶନର କହିଲେ ଅଧିକ ଯାଂଚର ରହିଛି ଆବଶ୍ୟକତା, ଆଉ ଥରେ ରିମାଣ୍ଡରେ ନେବାକୁ କୋର୍ଟରେ କରାଯିବ ଆବେଦନ

କନକ ବ୍ୟୁରୋ: ଆକାଶ ପାଠକ ମାମଲାର ତଦନ୍ତ ଚାଲିଛି । ଆକାଶଙ୍କ ଦସ୍ତଖତ ନିଆଯିବ । ଯାଂଚ ପାଇଁ ହସ୍ତଖତ ହ୍ୟାଣ୍ଡରାଇଟିଂ ବ୍ୟୁୁରୋକୁ ପଠାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଆକାଶଙ୍କୁ ଆଉ ଥରେ ରିମାଣ୍ଡରେ ନିଆଯିବାର ଆବଶ୍ୟକତା ରହିଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର । ତଦନ୍ତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଆକାଶ ପାଠକ ଟାଟା କମ୍ପାନୀରେ ଚାକିରିContinue reading “ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ଆକାଶ ପାଠକଙ୍କ ଦସ୍ତଖତ: ପୋଲିସ କମିଶନର କହିଲେ ଅଧିକ ଯାଂଚର ରହିଛି ଆବଶ୍ୟକତା, ଆଉ ଥରେ ରିମାଣ୍ଡରେ ନେବାକୁ କୋର୍ଟରେ କରାଯିବ ଆବେଦନ”

ଆପଣଙ୍କ ପୋଷା ଜନ୍ତୁଙ୍କ ପାଇଁ ଆସିଲା ବୀମା ସୁବିଧା । ରୋଗ କିମ୍ବା ଚୋରୀ ହେଲେ ବୀମା କମ୍ପାନୀ ଦେବ କ୍ଷତିପୂରଣ । ଜାଣନ୍ତୁ କେମିତି କରିବେ ବୀମା

କନକ ବ୍ୟୁରୋ : ଯଦି ଆପଣଙ୍କ ଘରେ କୌଣସି ପୋଷା ଜନ୍ତୁ ରଖିଛନ୍ତି ତାହେଲେ ଜାଣନ୍ତୁ ଯେ ଏହି ଜନ୍ତୁଟି ଆପଣଙ୍କର ପରିବାର ସଦସ୍ୟ ଭଳି । ଆପଣ ତାହାର ଏମିତି ଯତ୍ନ ନିଅନ୍ତି ଯେମିତି ଆପଣ ଆପଣଙ୍କ ପରିବାରର ଯତ୍ନ ନେଇଥା’ନ୍ତି । ଆପଣଙ୍କ ପରିବାର ଲୋକଙ୍କ ଭଳି ତା’ର ସ୍ୱାସ୍ଥ୍ୟର ଯତ୍ନ ଆପଣଙ୍କ ପାଇଁ ବି ଗୁରୁତ୍ୱପୂର୍ଣ୍ଣ । ବେଳେ ବେଳେ ସେ ରୋଗରେ ପଡିଲେ ତା ପାଇଁ ଆପଣଙ୍କୁ ବି ଅନେକ ଅର୍ଥContinue reading “ଆପଣଙ୍କ ପୋଷା ଜନ୍ତୁଙ୍କ ପାଇଁ ଆସିଲା ବୀମା ସୁବିଧା । ରୋଗ କିମ୍ବା ଚୋରୀ ହେଲେ ବୀମା କମ୍ପାନୀ ଦେବ କ୍ଷତିପୂରଣ । ଜାଣନ୍ତୁ କେମିତି କରିବେ ବୀମା”

ଯେତେବେଳେ କୃଷକ ଆନ୍ଦୋଳନରେ ସାମିଲ ହୋଇ ଗିରଫ୍ ହୋଇଥିଲେ ବାଜପେୟୀ । ନୈନୀ ଜେଲରେ କଟିଥିଲା ୫ ଦିନ

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ କୁ ବିରୋଧ କରି ଏକଜୁଟ୍ ହୋଇଛନ୍ତି ଦେଶର କୃଷକ ମାନେ । କୃଷକ ମାନେ ସରକାରଙ୍କ ଦ୍ୱାରା ଆଗତ ୩ ଟି କୃଷି କାନୁନକୁ ପତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଏନେଇ କୃଷକ ମାନେ ଆଜି (ମଙ୍ଗଳବାର) ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ବିରୋଧୀ ଦଳମାନେ ବି ସମର୍ଥନ ଜଣାଇଛନ୍ତି । ହେଲେ ଦେଶରେ ବହୁତ କମ୍Continue reading “ଯେତେବେଳେ କୃଷକ ଆନ୍ଦୋଳନରେ ସାମିଲ ହୋଇ ଗିରଫ୍ ହୋଇଥିଲେ ବାଜପେୟୀ । ନୈନୀ ଜେଲରେ କଟିଥିଲା ୫ ଦିନ”

ଭାରତ ବନ୍ଦକୁ ନାହିଁ ସମର୍ଥନ । ହେଲେ କୃଷି କାନୁନର ସଂଶୋଧନ ଦାବି କଲା ଆରଏସ୍ଏସ୍ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା ଆରଏସଏସ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ କୃଷକ ମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସମର୍ଥନ ଜଣାଇନାହିଁ । ମାତ୍ର କେନ୍ଦ୍ର ସରକାର ଆଣିଥିବା କୃଷିବିଲ୍ ର କିଛି ସଂଶୋଧନ ଆବଶ୍ୟକ ରହିଛି ବୋଲି କହିଛନ୍ତି । ଆଜି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ ନୂତନ କୃଷିବିଲ୍ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁContinue reading “ଭାରତ ବନ୍ଦକୁ ନାହିଁ ସମର୍ଥନ । ହେଲେ କୃଷି କାନୁନର ସଂଶୋଧନ ଦାବି କଲା ଆରଏସ୍ଏସ୍ ସହିତ ଜଡିତ କିଷାନ ସଂଗଠନ ଭାରତୀୟ କିଷାନ ସଂଘ”

ପରୀ ମୃତ୍ୟୁ ମାମଲାରେ ଏସଆଇଟିର ଖୋଳତାଡ଼: ନୟାଗଡ ଯଦୁପୁରରୁ ଜଣକୁ ଉଠାଇନେଲାବେଳେ ଏସଆଇଟିକୁ ଗାଁଲୋକଙ୍କ ବିରୋଧ

କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଏସଆଇଟିର ଖୋଳତାଡ଼ । ନୟାଗଡ ଯଦପୁରରେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ଜଣକୁ ଉଠାଇନେଲା ବେଳେ ଗ୍ରାମବାସୀ ବିରୋଧ କରିଛନ୍ତି । ଖଦାଳ ଗ୍ରାମବାସୀ ଏସଆଇଟିକୁ ବିରୋଧ କରିଛନ୍ତି । ଯଦୁପୁର ମୁଖ୍ୟରାସ୍ତାରେ ଗାଁ ଲୋକେ ବାଉଁଶ ବାନ୍ଧି ରାସ୍ତାରୋକ କରିଛନ୍ତି । ଏସଆଇଟି ପରୀ ମୃତ୍ୟୁ ମାମଲାରେ ପଚଚରାଉଚରା ପାଇଁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଉଥିବା ବେଳେ ଗାଁ ଲୋକେ ଛାଡିନାହାନ୍ତି । ଏହି ମାମଲାରେ ପୂର୍ବରୁ ଯଦୁପୁର ଗାଁରContinue reading “ପରୀ ମୃତ୍ୟୁ ମାମଲାରେ ଏସଆଇଟିର ଖୋଳତାଡ଼: ନୟାଗଡ ଯଦୁପୁରରୁ ଜଣକୁ ଉଠାଇନେଲାବେଳେ ଏସଆଇଟିକୁ ଗାଁଲୋକଙ୍କ ବିରୋଧ”

ରାଉରକେଲାରେ ଭାରତ ବନ୍ଦର ପ୍ରଭାବ: ଅଟକିଲା ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ, ଟ୍ରେନ ଅଟକ ରଖିବାକୁ ନେଇ ଉତ୍ତେଜନା

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି। କେନ୍ଦ୍ରର ନୂଆ କୃଷିନୀତିକୁ ବିରୋଧ କରି ରାଉରକେଲାରେ ମଧ୍ୟContinue reading “ରାଉରକେଲାରେ ଭାରତ ବନ୍ଦର ପ୍ରଭାବ: ଅଟକିଲା ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ, ଟ୍ରେନ ଅଟକ ରଖିବାକୁ ନେଇ ଉତ୍ତେଜନା”

Design a site like this with WordPress.com
Get started