କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭକ୍ତଙ୍କ ଭିତରେ ବଢ଼ୁଛି ଉକ୍ରଣ୍ଠା । କିନ୍ତୁ ଉକ୍ରଣ୍ଠା ଭିତରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ରଙ୍କର ପ୍ରଥମ ଓ ଭବ୍ୟ ପ୍ରତିମୂର୍ତି ଫଟୋ ସାମ୍ନାକୁ ଆସିଛି । ରାମମନ୍ଦିରରେ ବିରାଜମାନ ରାମଲାଲାଙ୍କ ସ୍ପଷ୍ଟ ଫଟୋ ଗଣମାଧ୍ୟମକୁ ଦିଆଯାଇଛି । ଶ୍ୟାମଳ ରଙ୍ଗର ପ୍ରସ୍ତରରେ ନିର୍ମିତ ହୋଇଛି ରାମଲାଲାଙ୍କ ଏହି ଅଦ୍ଭୁତ ପ୍ରତିମୂର୍ତି । ପୂର୍ବରୁ ରାମଲାଲାଙ୍କ ଏକ ଚିତ୍ର ସାମ୍ନାକୁ ଆସିଥିଲା । କିନ୍ତୁ ଏବେContinue reading “ଦେଖାଦେଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ । ସାମ୍ନାକୁ ଆସିଲା ରାମଲାଲାଙ୍କ ଭବ୍ୟମୂର୍ତ୍ତିର ନୂଆ ଫଟୋ, ଅଯୋଧ୍ୟାରେ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ”
Author Archives: Raghaba
ମରୁଡି, ବନ୍ୟା ପରେ ଏବେ ଦାଉ ସାଧିଛି ଅଦିନିଆ ବର୍ଷା । ଭିଜିଗଲା ପଦ୍ମପୁର ବରିକେଲ ମଣ୍ଡିରେ ପଡି ରହିଥିବା ୨୦ ହଜାର ବସ୍ତା ଧାନ
କନକ ବ୍ୟୁରୋ : ମଣ୍ଡିରେ ପଡିଛି ହଜାର ହଜାର ପ୍ୟାକେଟ ଧାନ । ହଠାତ ମାଡି ଆସିଲା ଅଦିନିଆ ବର୍ଷା । ବର୍ଷାରେ ଭିଜି ଯାଇଛି ଚାଷୀଙ୍କ ଧାନ । ଏ ଚିତ୍ର ହେଉଛି ପଦ୍ମପୁର ଉପଖଣ୍ଡ ବରିକେଲ ମଣ୍ଡିର । ଖୋଲା ଆକାଶ ତଳେ ପଡିଛି ପ୍ରାୟ ୨୦, ୦୦୦ ପ୍ୟାକେଟ ଧାନ । ତେବେ ମଣ୍ଡିରେ ଟ୍ୟାଗ ଥାଇ ମଧ୍ୟ୍ୟ ଧାନ ଉଠୁନି, କାରଣ ମିଲର୍ସଙ୍କ ମନ ମୁତାବକ ଚାଲିଛି ମଣ୍ଡି । ଧାନContinue reading “ମରୁଡି, ବନ୍ୟା ପରେ ଏବେ ଦାଉ ସାଧିଛି ଅଦିନିଆ ବର୍ଷା । ଭିଜିଗଲା ପଦ୍ମପୁର ବରିକେଲ ମଣ୍ଡିରେ ପଡି ରହିଥିବା ୨୦ ହଜାର ବସ୍ତା ଧାନ”
ଇରାନ-ପାକିସ୍ତାନ ଏୟାର ଷ୍ଟ୍ରାଇକ ବିଷୟରେ ଆମେରିକା ଚେତାବନୀ ଦେଇଥିଲା : … ବାଇଡେନ କହିଥିଲେ
କିର୍ବି ବାୟୁସେନା ୱାନରେ ଥିବା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଇରାନ ଓ ପାକିସ୍ତାନ ଦୁଇଟି ଆଧୁନିକ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ରାଷ୍ଟ୍ର ଏବଂ ଆମେ ଏହି ଅଞ୍ଚଳରେ ଆଉ କୌଣସି ସଶସ୍ତ୍ର ବିବାଦ ବଢିବାକୁ ଚାହୁଁନାହୁଁ । ଇରାନ ଦ୍ଵାରା ପ୍ରାରମ୍ଭିକ ଆକ୍ରମଣ ପରେ ଇସଲାମାବାଦ ନିଜକୁ ଆତ୍ମରକ୍ଷା କରିବାର ଅଧିକାର ପାଇଥିଲା । ପାକିସ୍ତାନରେ ଆତଙ୍କବାଦୀ ଟାର୍ଗେଟ ଉପରେ ଇରାନର ଆକ୍ରମଣ ପରେ ପାକିସ୍ତାନର ସମାନ ପ୍ରତିକ୍ରିୟା ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି କରିଛି ।Continue reading “ଇରାନ-ପାକିସ୍ତାନ ଏୟାର ଷ୍ଟ୍ରାଇକ ବିଷୟରେ ଆମେରିକା ଚେତାବନୀ ଦେଇଥିଲା : … ବାଇଡେନ କହିଥିଲେ”
ଫେବ୍ରୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ବିଧାନସଭା କାମଚଳା ବଜେଟ୍ ଅଧିବେଶନ । ୫ରେ ରାଜ୍ୟପାଳ ଦେବେ ଅଭିଭାଷଣ, ୮ରେ ହେବ ବଜେଟ୍ ଉପସ୍ଥାପନ
କନକ ବ୍ୟୁରୋ : ରାଜ୍ୟରେ ଫେବୃଆରୀ ୫ରୁ କାମଚଳା ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଷୋଡଶ ବିଧାନସଭାରେ ଏହା ଶେଷ ଅଧିବେଶନ ହେବ । କାରଣ ଆଗକୁ ବିଧାନସଭା ଓ ସାଧାରଣ ନିର୍ବାଚନ ଅଛି । ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି । ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ତିମଥର ପାଇଁ ବିଧାନସଭାର ଶୀତକାଳୀନ ଅଧିବେଶନ ଚାରି ଦିନContinue reading “ଫେବ୍ରୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ବିଧାନସଭା କାମଚଳା ବଜେଟ୍ ଅଧିବେଶନ । ୫ରେ ରାଜ୍ୟପାଳ ଦେବେ ଅଭିଭାଷଣ, ୮ରେ ହେବ ବଜେଟ୍ ଉପସ୍ଥାପନ”
ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ । ଜଣେ ଗିରଫ, ୧ ଲକ୍ଷ ୬୧ ହଜାର ଟଙ୍କା ଜବତ
କନକ ବ୍ୟୁରୋ : ଠକେଇର ନୂଆ ଠିକଣା ପାଟଲିଛି ମାଟ୍ରିମୋନି ସାଇଟ୍ । ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି ଠକ । ଯୁବକଙ୍କ ସହ ଅନଲାଇନ୍ ଯୋଗାଯୋଗ କରିବା ପରେ ଆର୍ଥିକ ଅସୁବିଧା ଦର୍ଶାଇ ଟଙ୍କା ମାଗୁଛି ସାଇବର ଠକ । ଆଉ ବିବାହ କରିବାକୁ ମନ କରୁଥିବା ଯୁବକ ମଧ୍ୟ ପର୍ଯ୍ୟାୟ କ୍ରମେ ଟଙ୍କା ଦେଇଛନ୍ତି । ଯୁବକ ଜଣଙ୍କ ଥରେ ନୁହେଁ ତିନି ଥର ଟଙ୍କା ଦେବାContinue reading “ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ । ଜଣେ ଗିରଫ, ୧ ଲକ୍ଷ ୬୧ ହଜାର ଟଙ୍କା ଜବତ”
ବିହାରରେ ରାଜନୈତିକ ହଲଚଲ ଭିତରେ ଲାଲୁଙ୍କ ଘରେ ପହଂଚିଲେ ଇଡି ଅଧିକାରୀ । ଜାଣନ୍ତୁ କାରଣ
କନକ ବ୍ୟୁରୋ : ବିହାରରେ ଆରମ୍ଭ ହୋଇଥିବା ରାଜନୈତିକ ହଲଚଲ ଭିତରେ ଜଣେ ଇଡି ଅଧିକାରୀ ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । କୁହାଯାଉଛି କି, ଇଡି ଅଧିକାରୀ ହାତରେ କିଛି କାଗଜ ଧରି ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । ଅନୁମାନ କରାଯାଉଛି କି, ନୋଟିସ ଦେବାକୁ ଇଡି ଅଧିକାରୀ ଲାଲୁ ଯାଦବଙ୍କ ଘରକୁ ଆସିଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଲାଲୁଙ୍କ ଘରେ ପହଂଚି ଲାଲୁଙ୍କ ପରିବାରକୁ ନୋଟିସ ଦେଇଛନ୍ତି ।Continue reading “ବିହାରରେ ରାଜନୈତିକ ହଲଚଲ ଭିତରେ ଲାଲୁଙ୍କ ଘରେ ପହଂଚିଲେ ଇଡି ଅଧିକାରୀ । ଜାଣନ୍ତୁ କାରଣ”
ଶିମିଳିପାଳରୁ ୨୩ ଦେଶୀ ବନ୍ଧୁକ ଜବତ । ବେଆଇନ୍ ବନ୍ଧୁକ କାରବାର ରୋକିବାକୁ ଆକ୍ସନ ମୋଡରେ ମୟୂରଭଞ୍ଜ ପୋଲିସ ।
କନକ ବ୍ୟୁରୋ: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ବଡ ସଫଳତା । ଶିମିଳିପାଳ ଅଂଚଳରୁ ୨୩ଟି ବେଆଇନ୍ ଦେଶୀ ବନ୍ଧୁକ ଜବତ କଲା ମୟୂରଭଞ୍ଜ ପୋଲିସ । ଗତ ୨ ମାସ ମଧ୍ୟରେ ଶିମିଳିପାଳ ସଂଲଗ୍ନ ଜିଲ୍ଲାର ୯ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଥିଲା । ମୋଟ୍ ୮ ଜଣ ଶିକାରିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ନିକଟରେ ଅନେକ ବନ ଅଧିକାରୀ ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।Continue reading “ଶିମିଳିପାଳରୁ ୨୩ ଦେଶୀ ବନ୍ଧୁକ ଜବତ । ବେଆଇନ୍ ବନ୍ଧୁକ କାରବାର ରୋକିବାକୁ ଆକ୍ସନ ମୋଡରେ ମୟୂରଭଞ୍ଜ ପୋଲିସ ।”
‘ଜନତାଙ୍କ ଆଶୀର୍ବାଦ ହିଁ ମୋର ସବୁଠୁ ବଡ ସମ୍ପତ୍ତି’ । ବିକାଶ ପ୍ରକଳ୍ପ ଉଦଘାଟନ ସମୟରେ ଏପରି କହିଲେ ମୋଦୀ ।
କନକ ବ୍ୟୁରୋ: ଅବସର ଥିଲା ବିକାଶ ପ୍ରକଳ୍ପର ଉଦଘାଟନ ଉତ୍ସବ । ଉପସ୍ଥିତ ଥିଲେ ହଜାର ହଜାର ଜନତା । ଏହି ସମୟରେ ଜନସଭାକୁ ସମ୍ବୋଧନ କରୁ କରୁ ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖିରେ ତାଙ୍କର ଲୁହ ଭରିଗଲା, କଣ୍ଠ ବାଷ୍ଫାକୁଳ ହୋଇଗଲା । ଫଳରେ କିଛି ସମୟେ ନୀରବ ରହିଗଲେ ମୋଦୀ । ଏହି ଘଟଣା ଘଟିଥିଲା ମହାରାଷ୍ଟ୍ରରେ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ।Continue reading “‘ଜନତାଙ୍କ ଆଶୀର୍ବାଦ ହିଁ ମୋର ସବୁଠୁ ବଡ ସମ୍ପତ୍ତି’ । ବିକାଶ ପ୍ରକଳ୍ପ ଉଦଘାଟନ ସମୟରେ ଏପରି କହିଲେ ମୋଦୀ ।”
ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପୁଣି ମିଳିଲା ପରୋଲ । ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ବାବା
କନକ ବ୍ୟୁରୋ : ହରିଆଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଥିବା ଗୁରମୀତ ରାମ ରହିମଙ୍କୁ ପୁଣିଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି । ୨୯ ଦିନ ପୂର୍ବରୁ ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିଲେ । ହେଲେ ପୁଣି ଥରେ କୋର୍ଟ ତାଙ୍କ ପାରୋଲ ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୂଚନା ମୁତାବକ ହରିଆଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନିଆ ପାରୋଲ ଦେଇଛନ୍ତି । ଏହି କ୍ରମରେ ଏବେContinue reading “ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପୁଣି ମିଳିଲା ପରୋଲ । ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ବାବା”
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା । ୮ ଦିନ ଯାଏ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବ ନାହିଁ ବିମାନ
କନକ ବ୍ୟୁରୋ : ଆଜି ଅର୍ଥାତ ଜାନୁଆରୀ ୧୯ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ବିମାନ ଉଡାଣକୁ ନେଇ କଟକଣା ଲଗାଯାଇଛି । ଏହି ୮ ଦିନ ଧରି ସକାଳ ୧୦.୨୦ ମିନିଟରୁ ମଧ୍ୟାହ୍ନ ୧୨.୪୫ ମିନିଟ ପର୍ଯ୍ୟନ୍ତ ଦିଲ୍ଲୀ ବିମାନବନ୍ଦରରେ କୌଣସି ବିମାନ ଅବତରଣ କରିପାରିବ ନାହିଁ କି କୌଣସି ବିମାନ ଉଡାଣ ଭରିପାରିବ ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଦେଶନାମା ଜାରି କରାଯାଇଛି । ସାରାContinue reading “ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା । ୮ ଦିନ ଯାଏ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବ ନାହିଁ ବିମାନ”