
କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି ।ଏହି ଅବସରରେ ହସ୍ପିଟାଲ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଡକ୍ଟର, ଷ୍ଟାଫ୍, ରୋଗୀମାନଙ୍କ ପରିଜନମାନେ ଏବଂ ଅନେକ ଜନସାଧାରଣ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ପିଟଲର ମାନେଜିଙ୍ଗ ଡିରେକ୍ଟର,ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ ଉପସ୍ଥିତ ଜନସାଧାରଣ ଏବଂ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ ଜନସାଧାରଣଙ୍କର ସେବାରେ ବ୍ରତୀ ହେବା ପାଇଁ କହିଥିଲେଏବଂ ଦେଶର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ପରାମର୍ଶ ଦେଇଥିଲେ । ସାଧାରଣତନ୍ତ୍ର ଦିବସ ପାଇଁ ହସ୍ପିଟାଲ ପରିସରରେ ମିଷ୍ଟାନ ବଣ୍ଟନ କରାଯାଇଥିଲା ।
The post ଉତ୍କଳ ହସ୍ପିଟାଲରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ । ଜନସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ । first appeared on Kanak News.
from Kanak News
via <a href="https://ifttt.com/?








