ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ପୁରି ଯିବାକୁ ବସିଲାଣି । ଅର୍ଥ ଅଭାବରୁ ୟୁକ୍ରେନ ବହୁ ଅସୁବିଧାରେ ଅଛି । ଗୁଳିଗୋଳାର ଅଭାବ ତାକୁ ଯୁଦ୍ଧକ୍ଷେତ୍ରରେ ଏକପ୍ରକାର ଆଗକୁ ବଢିବାକୁ ଦେଉନାହିଁ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଆଭ୍ୟନ୍ତରୀଣ ରାଜନୈତିକ କନ୍ଦଳ ହେତୁ ୟୁକ୍ରେନ ଆବଶ୍ୟକ ସହାୟତା ପାଇପାରୁ ନାହିଁ । ୟୁକ୍ରେନର ଏପରି ଦୁର୍ଦ୍ଦଶା ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କଳିଭ ଗସ୍ତ କରି ୟୁକ୍ରେନକୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି । ଆସନ୍ତୁContinue reading “ୟୁକ୍ରେନ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା କିଣିବ : ଯୁଦ୍ଧ ଆହୁରି ଘମାଘୋଟ ହେବ । ବ୍ରିଟେନ ୩.୨ ବିଲିୟନ ଡଲାର ସହାୟତା ଦେବାକୁ ଘୋଷଣା କରିଛି”
Category Archives: News
ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିଲେ କର୍ପୋରେଟର । ଗିରଫଦାରୀ ପରେ ବିଜେପିର ଜୋରଦାର ପ୍ରତିବାଦ ।
କନକ ବ୍ୟୁରୋ: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଗୋଡାଇ ଗୋଡାଇ ମାଡ ମାରିବା ଘଟଣାରେ ଗିରଫ ହୋଇଛନ୍ତି ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ । କର୍ପୋଟେରଙ୍କ ଗିରଫ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେପି । ବିନା କାରଣରେ ରାସ୍ତାରୁ ଉଠାଇ ନେଇ ପୋଲିସ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛି ବିଜେପି । ଏହାର ପ୍ରତିବାଦରେ ଭୁବନେଶ୍ୱର ସତସଙ୍ଗ ବିହାରଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ବିଏମସି ୨୯Continue reading “ମହିଳା ପୋଲିସ ଅଧିକାରୀଙ୍କୁ ମାଡ ମାରିଲେ କର୍ପୋରେଟର । ଗିରଫଦାରୀ ପରେ ବିଜେପିର ଜୋରଦାର ପ୍ରତିବାଦ ।”
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି କାଉ ।
କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ଗାଁର ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି ୫୦ରୁ ଅଧିକ କାଉ । ପକ୍ଷୀ ମଡ଼କ ଦେଖି ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରିଛନ୍ତି ଗାଁଲୋକ । ଏହି ସମୟରେ ଭିତରକନିକାରେ ବିଦେଶାଗତ ପକ୍ଷୀ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ଜମାଇଥିବାରୁ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି କହିଛନ୍ତି ଗାଁଲୋକ । ତେଣୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ୟପଟେContinue reading “କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକରେ ପକ୍ଷୀ ମଡ଼କ । ବିଭିନ୍ନ ସ୍ଥାନରେ ମରି ପଡ଼ିଛନ୍ତି କାଉ ।”
ସଂସ୍କାର ପାଇଁ ଯାଉଥିଲା ଶବ । ହେଲେ ବାଟରେ ଖାଲରେ ପଡିଗଲା ଆମ୍ବୁଲାନ୍ସ, ଜିଇଁ ଉଠିଲେ ବ୍ୟକ୍ତି । ଏବେ ହସ୍ପିଟାଲରେ ଚିକିତ୍ସିତ ।
କନକ ବ୍ୟୁରୋ: ଆମ୍ବୁଲାନ୍ସ୍ ଚକ ରାସ୍ତାରେ ଥିବା ଖାଲରେ ପଡ଼ିଯିବାରୁ ସେଥିରେ ନିଆଯାଉଥିବା ଜଣେ ୮୦ ବର୍ଷିୟ ମୃତ ବ୍ୟକ୍ତି ବଞ୍ଚିଉଠିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ଘଟିଛି ପଞ୍ଜାବ ପଟିଆଲାରେ । ସୂଚନା ମୁତାବକ, ଡାକ୍ତରମାନେ ମୃତ ଘୋଷଣା କରିବା ପରେ ଦର୍ଶନ ସିଂହ ବ୍ରାର୍ଙ୍କ ଶବ ପଞ୍ଜାବର ପଟିୟାଲାରୁ ହରିୟାଣାର କର୍ନଲ୍ ନିକଟରେ ଥିବା ତାଙ୍କ ଘରକୁ ନିଆଯାଉଥିଲା। ସେଠାରେ ଏକତ୍ର ହୋଇଥିଲେ ଶୋକସନ୍ତପ୍ତ ଆତ୍ମୀୟସ୍ବଜନ। ଖାଦ୍ୟ ପରଷା ଯାଇଥିଲା।Continue reading “ସଂସ୍କାର ପାଇଁ ଯାଉଥିଲା ଶବ । ହେଲେ ବାଟରେ ଖାଲରେ ପଡିଗଲା ଆମ୍ବୁଲାନ୍ସ, ଜିଇଁ ଉଠିଲେ ବ୍ୟକ୍ତି । ଏବେ ହସ୍ପିଟାଲରେ ଚିକିତ୍ସିତ ।”
ଗ୍ୟାସ ଲିକ୍ ହୋଇ ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା ।
କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡା । ଅଳ୍ପକେ ବର୍ତ୍ତିିଗଲେ ଛାତ୍ରଛାତ୍ରୀ ଓ ରୋଷେୟା । ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା । ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ତେବେ ପିଲାମାନଙ୍କୁ ତୁରନ୍ତ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ତେବେ ଦମକଳ ବାହିନୀ ପହଞ୍ଚିି ନିଆଁକୁ ଆୟତ୍ତ କରିଥିଲା । ହେଲେ ନିଆଁରେ ସ୍କୁଲ ରୋଷେଇ ଘରର ଜିନିଷ ଜଳିଯାଇଛି । TheContinue reading “ଗ୍ୟାସ ଲିକ୍ ହୋଇ ସ୍କୁଲରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ରୋଷେୟା ।”
ଭଗବାନଙ୍କୁ ବି ଛାଡ଼ୁ ନାହାଁନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।
କନକ ବ୍ୟୁରୋ: ବାଲେଶ୍ୱରରେ ସରିଜ୍ ଲୁଟ୍ । ଦୁଇଟି ମନ୍ଦିରରୁ ଲୁଟ୍ କଲେ ଲୁଟେରା । ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସକାଳେ ଏହି ଖବର ଜଣାପଡ଼ିବା ପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।Continue reading “ଭଗବାନଙ୍କୁ ବି ଛାଡ଼ୁ ନାହାଁନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଭୋଗରାଇର ତାରିଣୀ ଓ ଶିବ ମନ୍ଦିରରୁ ଚୋରି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।”
କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ । ଗୌହାଟ୍ଟି ବଦଳରେ ଢାକାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ।
କନକ ବ୍ୟୁରୋ: କୁହୁଡ଼ି ଯୋଗୁଁ ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ । ଫଳରେ ଅନ୍ୟ ଏକ ବିମାନବନ୍ଦରକୁ ଗଲା ଓ ସେଠାରେ ଜରୁରୀ ଅବତରଣ କଲା । ବାଂଲାଦେଶର ରାଜଧାନୀ ଢାକାରେ ଜରୁରୀ ଅବତରଣ କଲା ଭାରତୀୟ ବିମାନ । ଇଣ୍ଡିଗୋର ଏହି ବିମାନଟି ମୁମ୍ବାଇରୁ ଗୌହାଟ୍ଟି ଯାଉଥିଲା । ତେବେ ଘନ କୁହୁଡ଼ି ଯୋଗୁଁ ଗୌହାଟ୍ଟିରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ଏହାର ରାସ୍ତା ବଦଳାଇବାକୁ ପଡ଼ିଥିଲା । ବାଧ୍ୟ ହୋଇ ପାଇଲଟContinue reading “କୁହୁଡ଼ି ଯୋଗୁଁ ଦେଶ ବଦଳାଇଲା ବିମାନ । ଗୌହାଟ୍ଟି ବଦଳରେ ଢାକାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ।”
ପୋଖରୀରେ ଭାସୁଛି ମୃତଦେହ । କାଲୁ ଦୀପଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ । ବଲାଙ୍ଗୀର ପୁଇଁତଳା ଛତାପାଲି ଗାଁର ଘଟଣା ।
କନକ ବ୍ୟୁରୋ: ପୋଖରୀରେ ଭାସୁଛି ମୃତଦେହ । ବଲାଙ୍ଗୀର ପୁଇଁତଳା ଥାନା ଛତାପାଲି ଗାଁରେ ଏକ ପାଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକଙ୍କୁ ହତ୍ୟା କରାଯାଇଛି ଓ ଏହାପରେ ମୃତଦେହକୁ ପାଣିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ କାଲୁ ଦୀପ । ତାଙ୍କୁ ଗତ ୧୧ ତରିଖରେ ସ୍ଥାନୀୟ ଲୋକ ପୋଖରୀ ନିକଟରେ ଦେଖିଥିଲେ । ହେଲେ ଏହାପରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଉ ଏବେ ପୋଖରୀରେ ତାଙ୍କୁ ମୃତଦେହContinue reading “ପୋଖରୀରେ ଭାସୁଛି ମୃତଦେହ । କାଲୁ ଦୀପଙ୍କୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ । ବଲାଙ୍ଗୀର ପୁଇଁତଳା ଛତାପାଲି ଗାଁର ଘଟଣା ।”
କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳମନ୍ତ୍ରୀ ବେତନଟୀରେ ସବ୍ ୱେ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।
କନକ ବ୍ୟୁରୋ: ବାଲେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ । ନୀଳଗିରି ଗୋପୀନାଥପୁର ଠାରେ ନୂଆ ରେଲୱେ ଷ୍ଟେସନର ଶୁଭାରମ୍ଭ କରିବେ । ଏହା ସହ ବେତନଟୀରେ ସବ୍ ୱେ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ ରେଳମନ୍ତ୍ରୀ । ସେହିପରି ବେତନଟୀରେ ପିଆରଏସ୍ ବୁକିଂ ଓ କାଉଂଟରର ଉଦଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍ ।Continue reading “କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ କେନ୍ଦ୍ର ରେଳମନ୍ତ୍ରୀ ବେତନଟୀରେ ସବ୍ ୱେ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।”
ସମ୍ବଲପୁର ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ । ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍ ।
କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବାContinue reading “ସମ୍ବଲପୁର ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ । ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍ ।”