କନକ ବ୍ୟୁରୋ: ନିର୍ବାଚନ ଋତୁ ପାଖେଇ ଆସିଲାଣି । ଆଉ କେନ୍ଦ୍ରୀୟ ନେତାଙ୍କ ରାଜ୍ୟ ଗସ୍ତ ବି ଆରମ୍ଭ ହେଲାଣି । ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିଥିଲେ, ଆସନ୍ତା ଶନିବାର ଦିନ ଓଡିଶା ଆସିବେ ମୋଦି । କୁହାଯାଉଛି ଏଠାରେ ଓଡିଶା ପାଇଁ ବିଜେପିର ନିର୍ବାଚନୀ ବିଗୁଲ ଫୁଙ୍କିବେ ପ୍ରଧାନମନ୍ତ୍ରୀ । ଆସିବେ ମୋଦୀ, ବାଜିବ ବିଗୁଲ୍ ଗସ୍ତ ସମ୍ବଲପୁର, ଲକ୍ଷ୍ୟ ଓଡ଼ିଶା ! ଦୁଇ ଗୁଣିତ ବିଜେପିର ଉତ୍ସାହ ଯଦିଓ ପ୍ରଧାନମନ୍ତ୍ରୀContinue reading “ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ । ସମ୍ବଲପୁରରେ ଓଡିଶା ପାଇଁ ୨୪ ନିର୍ବାଚନୀ ବିଗୁଲ ବଜାଇବେ ମୋଦୀ”
Category Archives: News
ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି । ନିର୍ବାଚନ ପୂର୍ବରୁ ଆସିଲା ଲାଭ ଯୋଜନା । ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ ଗଠନ ହେବ କମିଶନ ।
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଫୋକସରେ ଆଦିବାସୀ । ରାଜ୍ୟରେ ରହୁଛନ୍ତି ୨୨ ପ୍ରତିଶତରୁ ଅଧିକ ଆଦିବାସୀ । ଆଉ ଆସନ୍ତା ନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ତେଣୁ ଆଦିବାସୀଙ୍କୁ ଖୁସି କରିବାକୁ କସରତ ଆରମ୍ଭ କରିଛି ବିଜେଡି । କ୍ୟାବିନେଟ ବୈଠକରେ ଲୋଭନୀୟ ସ୍କିମ ଅଣାଯାଇଛି । ଏହାଛଡା ଆଦିବାସୀଙ୍କ ଜମି କିଣାବିକା ନିଷ୍ପତିକୁ ବି ପ୍ରତ୍ୟାହାର କରାଯାଇଛି । ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି! ନିର୍ବାଚନ ପୂର୍ବରୁContinue reading “ଆଦିବାସୀ ଭୋଟ୍ ଉପରେ ବିଜେଡି ଆଖି । ନିର୍ବାଚନ ପୂର୍ବରୁ ଆସିଲା ଲାଭ ଯୋଜନା । ଆଦିବାସୀଙ୍କ ଭାଷା ସଂରକ୍ଷଣ ଓ ପ୍ରଚାର ପାଇଁ ଗଠନ ହେବ କମିଶନ ।”
କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ବାରମ୍ବାର ସମନ, ପଚରାଉଚୁରା ପାଇଁ ଡାକରା ଓ ନାଟକୀୟ ଭାବେ ଅର୍ନ୍ତଧ୍ୟାନ ପରେ ପୁଣି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ବିଶେଷକରି ୪୦ ଘଣ୍ଟାର ଲୁଚକାଳି ପରେ ରାଞ୍ଚି ସ୍ଥିତ ନିଜ ବାସଭବନରେ ସବୁ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ଆଉ ବୈଠକରେ ପତ୍ନୀ କଳ୍ପନା ଯୋଗ ଦେବା ରାଜନୀତି ମହଲରେContinue reading “କଳ୍ପନା ସୋରେନଙ୍କୁ ନେଇ ବଢିଲା କଳ୍ପନାଜଳ୍ପନା । ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ”
୬ ମାସ ହେଲା ଅନୁଦାନ ଆସିଛି, କିନ୍ତୁ ଏଯାଏଁ ଆରମ୍ଭ ହୋଇନି କାମ । ହନୁମାନ ମନ୍ଦିରର ଉନ୍ନତିକରଣ କାମରେ ବିଳମ୍ବ ଯୋଗୁଁ ଅନୁଦାନ ଫେରିଯିବାର ଆଶଙ୍କା
କନକ ବ୍ୟୁରୋ: ସରକାର ବିଭିନ୍ନ ଯୋଜନାର ସଫଳ ରୂପାୟନ ଲାଗି ଅନୁଦାନ ଘୋଷଣା କରୁଛନ୍ତି । ଆଉ ଦେଉଛନ୍ତି ମଧ୍ୟ । ହେଲେ କାମରେ ନଆସି ପଡିରହିଛି ଅନୁଦାନ । ଫଳରେ ଉନ୍ନତିମୂଳକ କାମରେ ବାଧକ ସାଜିବା ସହ ସେହି ଅନୁଦାନ ଫେରିଯିବା ନେଇ ଭୟ ସୃଷ୍ଟି ହୋଇଛି । ବ୍ରହ୍ମପୁର ମହାନଗର ନିଗମର ୩୫ନମ୍ବର ଓାର୍ଡ କହିଲେ ଗଜପତି ନଗର, ଜୟପ୍ରକାଶ ନଗର ଓ ବାସୁଦେବ ନଗରକୁ ବୁଝାଏ । ବାସୁଦେବ ନଗରରେ ଥିବା ହନୁମାନContinue reading “୬ ମାସ ହେଲା ଅନୁଦାନ ଆସିଛି, କିନ୍ତୁ ଏଯାଏଁ ଆରମ୍ଭ ହୋଇନି କାମ । ହନୁମାନ ମନ୍ଦିରର ଉନ୍ନତିକରଣ କାମରେ ବିଳମ୍ବ ଯୋଗୁଁ ଅନୁଦାନ ଫେରିଯିବାର ଆଶଙ୍କା”
କୋରାପୁଟ ବାଇପାସ ନିର୍ମାଣରେ ଜମି ଅଧିଗ୍ରହଣ କେଁ । ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଥିବା ମୂଲ୍ୟକୁ ଗ୍ରହଣ କରୁନାହିଁ ଏନଏଚଏଆଇ । ଆଗେଇ ପାରୁନାହିଁ ୭୫ କୋଟିର ପ୍ରକଳ୍ପ
କନକ ବ୍ୟୁରୋ: କୋରାପୁଟ ସହର ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ପୂର୍ବାପେକ୍ଷା ବଢିଯାଇଛି । ଟ୍ରାଫିକ ସମସ୍ୟା ସାଙ୍ଗକୁ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ସହରରେ ଘଣ୍ଟାଘଣ୍ଟା ଧରି ଗାଡି ଗୁଡିକ ଅଟକି ରହୁଛି । ତେଣୁ କୋରାପୁଟରେ ବାଇପାସ ରାସ୍ତା ନେଇ ଦୀର୍ଘ ଦିନ ଦାବି ହୋଇ ଆସୁଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣ ଯୋଗୁଁ ନିର୍ମାଣ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି ।Continue reading “କୋରାପୁଟ ବାଇପାସ ନିର୍ମାଣରେ ଜମି ଅଧିଗ୍ରହଣ କେଁ । ଜିଲ୍ଲା ପ୍ରଶାସନ ଧାର୍ଯ୍ୟ କରିଥିବା ମୂଲ୍ୟକୁ ଗ୍ରହଣ କରୁନାହିଁ ଏନଏଚଏଆଇ । ଆଗେଇ ପାରୁନାହିଁ ୭୫ କୋଟିର ପ୍ରକଳ୍ପ”
ରୋଚକ ସ୍ଥିତିରେ ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରାଜନୀତି ଗଣିତ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । କାହାକୁ ଟିକେଟ ଦେବ ଦଳ, ଚାଲିଛି ଅଙ୍କକଷା
କନକ ବ୍ୟୁରୋ: ରୋଚକ ସ୍ଥିତିରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିର୍ବାଚନମଣ୍ଡଳୀର ରାଜନୀତି ଗଣିତ । ଆଗାମୀ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ? କାହାକୁ ଟିକେଟ ମିଳିବ ସେଥିପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା । ନେତାମାନେ ବି ଟିକେଟ ପାଇଁ ଗାଁ ଗାଁ ବୁଲିବା ଆରମ୍ଭ କଲେଣି । ତେବେ ବିଜେଡିର ଅଧିକ ଟିକେଟ ଆଶାୟୀ ଥିବାରୁ ଫାଇଦା ନେବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟି । କଣ୍ଟାମାଳ ବିଧାନସଭା କ୍ଷେତ୍ରContinue reading “ରୋଚକ ସ୍ଥିତିରେ ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରାଜନୀତି ଗଣିତ । କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । କାହାକୁ ଟିକେଟ ଦେବ ଦଳ, ଚାଲିଛି ଅଙ୍କକଷା”
ଷ୍ଟିଲ୍ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଅନ୍ଧାରୀ ଗାଁ । ଡିବି ଆଲୁଅରେ ଶିକ୍ଷାର ଅଲୋକ ଖୋଜୁଛନ୍ତି କୁନି କୁନି ପିଲା
କନକ ବ୍ୟୁରୋ: ରାଉରକେଲା ସ୍ମାର୍ଟ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂର ଗଲେ ପଡେ ଝାରମୁଣ୍ଡା ଗାଁ । ଷ୍ଟିଲ୍ ସିିଟିର ଏତେ ପାଖରେ ଥାଇ ବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ରାସ୍ତା, ପିଇବା ପାଣି କି ବିଜୁଳି ଆଲୁଅ ନାହିଁ । ମୌଳିକ ସୁବିଧା ପାଇଁ ଅହରହ ସଂଘର୍ଷ କରୁଥିବା ଗ୍ରାମବାସୀଙ୍କ ପାଖରେ ପହଞ୍ଚିଥିଲା କନକ ନ୍ୟୁଜ ଟିମ୍ । । ଦେଶର ବିକାଶରେ ସାମିଲ ହେବା ପାଇଁ କୁନି କୁନିContinue reading “ଷ୍ଟିଲ୍ ସିଟି ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି ଅନ୍ଧାରୀ ଗାଁ । ଡିବି ଆଲୁଅରେ ଶିକ୍ଷାର ଅଲୋକ ଖୋଜୁଛନ୍ତି କୁନି କୁନି ପିଲା”
ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରତିଦିନ ପୁରୀ ଆସୁଛନ୍ତି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ।
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରକଳ୍ପକୁ ଦେଖିବାକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ସୋମବାର ଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯାଉଛି । ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିଥିଲେ । ଦ୍ୱିତୀୟ ଦିନରେ ଦେବଗଡ଼, କଟକ ସଦର, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରୁ ଶ୍ରଦ୍ଧାଳୁContinue reading “ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜମୁଛି ଭିଡ଼ । ପ୍ରତିଦିନ ପୁରୀ ଆସୁଛନ୍ତି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ।”
ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ସୌଦାମିନୀଙ୍କ ମାଆ ।
କନକ ବ୍ୟୁରୋ: ଜବାହାର ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଜି ନୂଆ ମୋଡ । ନ୍ୟାୟ ନପାଇବାରୁ ସୌଦାମିନୀଙ୍କ ମା’ ସୁଜ୍ଞାନୀ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସୌଦାମିନୀଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତର ଆର.ଏନ ମିଶ୍ରଙ୍କୁ ଆକ୍ରମଣ କରିଛନ୍ତି । ସୌଦାମିନୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଭୁଲ ଦେଇଥିବା ଅଭିଯୋଗ ଆଣି ସୁଜ୍ଞାନୀ ଆକ୍ରମଣ କରିଥିବା ନେଇ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଛନ୍ତି । ଏ ସଂପର୍କରେContinue reading “ସୌଦାମିନୀ ରଇତଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଆକ୍ରମଣ କଲେ ସୌଦାମିନୀଙ୍କ ମାଆ ।”
ହୋଟେଲ ରୁମରେ ସିଆରପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ହୋଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ
କନକ ବ୍ୟୁରୋ: ହୋଟେଲ ଭିତରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ଅଶୋକନଗରରେ ଥିବା ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି ସିଆରପିଏଫ ଯବାନଙ୍କ ମୃତଦେହ । ମୃତ ଯବାନ ରାଜସ୍ଥାନର ମିର ସିଂ ବୋଲି ଜଣାଯାଇଛି । ତାଙ୍କ ବୟସ ପାଖାପାଖି ୪୨ ହେବ । କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ମିର ସିଂ ଝାଡଖଣ୍ଡ ୨୧୪ ବାଟାଲିୟନର ସିଆରପିଏଫ ଯବାନ ଭାବେContinue reading “ହୋଟେଲ ରୁମରେ ସିଆରପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ହୋଟେଲ ରୁମରୁ ମିଳିଲା ଝୁଲନ୍ତା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ”