କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳିନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ ।ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି । ମାଲକାନଗିରିର ଭଡ଼ାଘର ଓContinue reading “କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ମାଲକାନଗିରି ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ।”
Category Archives: News
ବିଜୁଳି ଆଲୁଅ ଦେଖିନି ସ୍ମାର୍ଟ ସିଟି ରାଉରକେଲା ନିକଟ ଇଲାକା । ଡିବରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ପିଲା । ପକ୍କା ରାସ୍ତା, ପିଇବା ପାଣି କିଛି ସୁବିଧା ନାହିଁ ।
କନକ ବ୍ୟୁରୋ: ଡିଜିଟାଲ ଯୁଗରେ ବିଜୁଳି ଆଲୁଅ ଦେଖି ନାହିଁ ଗାଁ । ଡିବିରି ଆଲୁଅରେ ପାଠ ପଢି ଭବିଷ୍ୟତ ଗଢୁଛନ୍ତି କୁନି କୁନି ପିଲା । ସ୍ମାର୍ଟ ସିଟି ରାଉରକେଲା ନିକଟ ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯେଉଁଠି ଜୀବନ କହିଲେ ଯନ୍ତ୍ରଣା । ନାଁ ଗାଁକୁ ଯିବା ପାଇଁ ଭଲ ରାସ୍ତା ଅଛି, ନା ପିଇବାକୁ ବିଶୁଦ୍ଧ ପାଣି ମିଳୁଛି । ଏନେଇ ବାରମ୍ବାର ପ୍ରାଶସନିକ ଅଧିକାରୀଙ୍କ ପାଖରେ ଅଭିଯୋଗContinue reading “ବିଜୁଳି ଆଲୁଅ ଦେଖିନି ସ୍ମାର୍ଟ ସିଟି ରାଉରକେଲା ନିକଟ ଇଲାକା । ଡିବରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ପିଲା । ପକ୍କା ରାସ୍ତା, ପିଇବା ପାଣି କିଛି ସୁବିଧା ନାହିଁ ।”
ଓଡିଶା ଜଙ୍ଗଲରେ ପ୍ରଥମ ଥର ଲାଗି ରାତ୍ରିଭ୍ରମଣ । ଆରମ୍ଭ ହେଲା ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ପ୍ରଥମ ସନ୍ଧ୍ୟାରେ ଜଙ୍ଗଲ ବୁଲିଲେ ସ୍କୁଲ ଛାତ୍ରଛାତ୍ରୀ ।
କନକ ବ୍ୟୁରୋ: ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆରମ୍ଭ ହେଲା ଚନ୍ଦକା ନାଇଟ ସଫାରୀ । ଏଣିକି ରାତିରେ ଲୋକମାନେ ଜଙ୍ଗଲ ସଫାରୀର ମଜା ନେଇପାରିବେ । ରାତିରେ ବୁଲିପାରିବେ ଚନ୍ଦକା ଡମପଡା ଅଭୟାରଣ୍ୟ । ସେଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟାରୁ ରାତି ୯ଟା ମଧ୍ୟରେ ଦୁଇଟି ସିଫ୍ଟରେ ଅଭୟାରଣ୍ୟ ଭିତରକୁ ଯାଇ ଜଙ୍ଗଲୀ ଜୀବ, ଜନ୍ତୁଙ୍କୁ ଦେଖିବାContinue reading “ଓଡିଶା ଜଙ୍ଗଲରେ ପ୍ରଥମ ଥର ଲାଗି ରାତ୍ରିଭ୍ରମଣ । ଆରମ୍ଭ ହେଲା ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ । ପ୍ରଥମ ସନ୍ଧ୍ୟାରେ ଜଙ୍ଗଲ ବୁଲିଲେ ସ୍କୁଲ ଛାତ୍ରଛାତ୍ରୀ ।”
ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ ।
କନକ ବ୍ୟୁରୋ: ଜେଲରୁ ମକୁଳିବା ପରେ ସମାଜ ସେବାରେ ଲାଗିଛନ୍ତି ଅର୍ଚ୍ଚନା ନାଗ । ସତ୍ୟ ବିହାର ଅଂଚଳରେ ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବଂଟନ କରିଛନ୍ତି । ନିଜେ ଖାଦ୍ୟ ବାଢିଦେବା ସହ ପିଲାମାନଙ୍କୁ ଖାଦ୍ୟ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ସତ୍ୟ ବିହାର ଅଂଚଳରେ ପାଖାପାଖି ୧୫୦ ଜଣଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ଅର୍ଚ୍ଚନା ନାଗ । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେContinue reading “ଜେଲରୁ ମୁକୁଳିବା ପରେ ସସାଜ ସେବା କରୁଛନ୍ତି ଅର୍ଚ୍ଚନା ନାଗ୍ । ବସ୍ତିବାସିନ୍ଦାଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ ।”
ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଗଠନ ହେବ ଆଦିବାସୀ ଭାଷା କମିଶନ ।
କନକ ବ୍ୟୁରୋ: ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଛି । ଏହାସହ ଦୁଇଟି ବିଭାଗର ୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି । ଲଘୁ, ବନଜାତ ଦ୍ରବ୍ୟ ଯୋଜନାରେ ଆଦିବାସୀଙ୍କ ଠାରୁ ଝୁଣା ଓ ମହୁ ଆଦି ଜଙ୍ଗଲ ଦ୍ରବ୍ୟ କିଣିବେ ସରକାର । ୧୧୯ଟି ଆଦିବାସୀ ବ୍ଲକରୁ ସଂଗୃହୀତ ହୋଇଥାଏ ଜଙ୍ଗଲଜାତContinue reading “ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିି ପ୍ରତ୍ୟାହାର । ବିବାଦ ପରେ ସଂଶୋଧନ ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର । ଗଠନ ହେବ ଆଦିବାସୀ ଭାଷା କମିଶନ ।”
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଜବତ । ଏୟାରପୋର୍ଟକୁ ଅଲର୍ଟ କଲା ଇଡି ।
କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରା ଉଚରା କରିବାକୁ ଇଡି ଖୋଜୁଛି । ସୋମବାର ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଛନ୍ତି । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚିContinue reading “ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଜବତ । ଏୟାରପୋର୍ଟକୁ ଅଲର୍ଟ କଲା ଇଡି ।”
ଆସନ୍ତକାଲିଠୁ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବା ନେଇ ହେବ ଆଲୋଚନା । ଫେବୃଆରି ୧ରେ ଅନ୍ତରୀଣ ବଜେଟ ।
କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହେବେ । ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିବେ କେନ୍ଦ୍ର ସରକାର । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭାଷଣରୁContinue reading “ଆସନ୍ତକାଲିଠୁ ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ, ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବା ନେଇ ହେବ ଆଲୋଚନା । ଫେବୃଆରି ୧ରେ ଅନ୍ତରୀଣ ବଜେଟ ।”
ଘନ କୁହୁଡି ସହ ଶୀତୁଆ ପବନରେ ଥରୁଛି ଓଡିଶା । ୮ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୧,୨ ତାରିଖରେ ଉତର ଓଡିଶାର କିଛି ସ୍ଥାନରେ ହାଲକା ବର୍ଷା ଆଶଙ୍କା ।
କନକ ବ୍ୟୁରୋ: ସକାଳୁ ସକାଳୁ ଘନ କୁହୁଡି ସାଙ୍କକୁ ଶୀତରେ ଥରୁଛି ଓଡିଶା । ବଙ୍ଗୋପସାଗର ପାଶ୍ୱର୍ବର୍ତି ଓଡିଶା ଉପକୂଳରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘନ କୁହୁଡିର ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ୮ଟି ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ ଜିଲ୍ଲାରେ ଘନ କୁହୁଡି ଦେଖା ଦେବାରContinue reading “ଘନ କୁହୁଡି ସହ ଶୀତୁଆ ପବନରେ ଥରୁଛି ଓଡିଶା । ୮ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୧,୨ ତାରିଖରେ ଉତର ଓଡିଶାର କିଛି ସ୍ଥାନରେ ହାଲକା ବର୍ଷା ଆଶଙ୍କା ।”
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ । ଏପଟେ ରେଲୱେରେ ଚାକିରି ପାଇଁ ଜମି ମାମଲାରେ ଲାଲୁ ଯାଦବଙ୍କୁ ପାଟନାରେ ଇଡିର ଜେରା
କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସୋମବାର ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରେ ପ୍ରବେଶ କରିଥିଲା । କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଠାବ କରିପାରିନାହିଁ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଜାନୁଆରୀ ୨୭ ତାରିଖରେ ରାଞ୍ଚିରୁ ରାଜଧାନୀ ଦିଲ୍ଲୀ ଆସିଥିଲେ । ଗତ ସପ୍ତାହରେ ସୋରେନଙ୍କୁ ନୂଆ ସମନ୍ ଜାରି କରି ଜାନୁଆରୀ ୨୯ କିମ୍ବା ଜାନୁଆରୀ ୩୧ ରେ ପଚରାଉଚରା ପାଇଁ ତାଙ୍କୁ ହାଜର ହେବାକୁ କହିଥିଲା । ସୋରେନ ଇଡିକୁ ଚିଠି ଲେଖିଥିଲେ ମଧ୍ୟContinue reading “ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ । ଏପଟେ ରେଲୱେରେ ଚାକିରି ପାଇଁ ଜମି ମାମଲାରେ ଲାଲୁ ଯାଦବଙ୍କୁ ପାଟନାରେ ଇଡିର ଜେରା”
ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା
କନକ ବ୍ୟୁରୋ: ୧୮ ମାସ ପରେ ପୁଣିଥରେ ପଟ୍ଟ ପରିବର୍ତନ ବିହାର ରାଜନୀତିରେ ମୋଡ ବଦଳାଇଛି । ଗୋଟିଏ ପଟେ ବିଜେପି ଜେଡିୟୁ ସହ କ୍ଷମତାରେ ଆସି ଉତ୍ସାହିତ ରହିଛି । ଅନ୍ୟପଟେ ଆରଜେଡି ଓ କଂଗ୍ରେସ କ୍ଷମତାରେ ଯିବା ପରେ ମୁହଁ ଶୁଖାଇଛି । କ୍ଷମତାରୁ ଯିବା ପରେ ଆରଜେଡି ଓ କଂଗ୍ରେସ ନିରବ ରହିଛି । କିନ୍ତୁ ରାଜନୀତିରେ ପଲଟୁରାମ ଭାବେ ପରିଚିତ ନୀତୀଶ କୁମାର ହଠାତ୍ ମୋହ ଭାଙ୍ଗି ବିଜେପି ସହ ଦୋସ୍ତିContinue reading “ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା”