କନକ ବ୍ୟୁରୋ: ସ୍ୱପ୍ନ ତ ଅନେକ ଦେଖନ୍ତି । କିନ୍ତୁ ଅନେକ ପୂରଣ କରିବାକୁ ଯାଇ ବାରମ୍ବାର ତଳେ କଚାଡି ପଡନ୍ତି । ଯାହା ନୀତୀଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଦେଶର ରାଜନୀତିରେ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀ ଦୁଇ ସମସ୍କନ୍ଧ ନେତା । ଜଣେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଏବେ ବି ଅଧୁରା ରହିଛି । ୨୦୧୪ରୁ ନୀତୀଶ ପ୍ରଧାନମନ୍ତ୍ରୀContinue reading “ଚୁରମାର ହେଲା ନୀତୀଶଙ୍କ ପ୍ରଧାନମନ୍ତ୍ରୀ ସ୍ୱପ୍ନ! ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଥିଲେ, ଏବେ ଦୋସ୍ତିର ହାତ ବଢ଼ାଇଲେ”
Category Archives: News
କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ
କନକ ବ୍ୟୁରୋ: ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ପିଲାଙ୍କ ମଧ୍ୟରେ ଭାଷାଜ୍ଞାନ ଓ ସୃଜନଶୀଳତା ବୃଦ୍ଧି କରିବା ପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଇତିହାସରେ ସେମାନଙ୍କ ନାଁ ଲିପିବଦ୍ଧ କରିବା ପାଇଁ ଏହି ଅବସରରେContinue reading “କେମିତି ବଢ଼ିବ ଭାଷାଜ୍ଞାନ ଓ ସୃଜନଶୀଳତା? ‘ମୋ ସ୍କୁଲ ଅଭିଯାନ’ର ନିଆରା ପ୍ରୟାସ”
ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ
କନକ ବ୍ୟୁରୋ: ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୧୭ ତାରିଖର ଲୋକାର୍ପଣ ପରେ ରାଜ୍ୟବାସୀ ମାଗଣାରେ ବୁଲିବେ ପରିକ୍ରମା ମାର୍ଗ । ମାର୍ଗ ବୁଲାଇବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ଦୈନିକ ପ୍ରାୟ ଦଶ ହଜାର ଭକ୍ତଙ୍କୁ ପୁରୀ ଆଣି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ଅନ୍ତଃ ପ୍ରଦକ୍ଷିଣ କରାଯିବ । ପ୍ରଥମ ଦିନରେ ଗଞ୍ଜାମ,Continue reading “ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ”
ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ
କନକ ବ୍ୟୁରୋ: କାଲି ଭଳି ଲାଗୁଛି, ହେଲେ ଚାହୁଁଚାହୁଁ ଗୋଟିଏ ବର୍ଷ ବିତିଗଲାଣି । ଝାରସୁଗୁଡ଼ା ତଥା ସାରା ଓଡ଼ିଶାର ଲୋକପ୍ରିୟ ନେତା, ନବ କିଶୋର ଦାସଙ୍କ ମୃତ୍ୟୁକୁ ଗୋଟିଏ ବର୍ଷ ପୁରିଛି । ନବ ଦାସଙ୍କ ସ୍ମୃତି ସାଇତି ରଖିବା ପାଇଁ ଏବଂ ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଝାରସୁୁଗୁଡ଼ାରେ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ସେହିପରି ସର୍ବ ଧର୍ମସଭା ସହ ନବ ଦାସଙ୍କ ସ୍ମୃତିରେ ଏକ ମିନି ମାରାଥନର ଆୟୋଜନ ହୋଇଛିContinue reading “ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ”
ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ କହିଲେ ସଂଜୀବ
କନକ ବ୍ୟୁରୋ: ଦ୍ୱୈତ ନଗରୀର ଦାୟିତ୍ୱ ନେଇଛନ୍ତି ନୂଆ ପୁଲିସ କମିସନର । ୧୯୯୪ ବ୍ୟାଚର ଆଇପିଏସ ଅଫିସର ସଂଜୀବ ପଣ୍ଡା ନେଇଛନ୍ତି ଏହି ଗୁରୁ ଦାୟିତ୍ୱ । ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିବା ଏହି ଅଫିସରଙ୍କ ଭରଷାରେ କଟକ ଏବଂ ଭୁବନେଶ୍ୱର । ଆଉ ନୂଆ କମିଶନର ହିସାବରେ ଦାୟିତ୍ୱ ନେବା ପରେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ନୂଆ କମିସନରଙ୍କ ପାଇଁ ଚ୍ୟାଲେଞ୍ଜ ଆଗାମୀContinue reading “ଦାୟିତ୍ୱ ନେଲେ ନୂଆ ପୁଲିସ କମିସନର ସଂଜୀବ ପଣ୍ଡା । ନୂଆ ଆହ୍ୱାନର ହେବେ ସମ୍ମୁଖୀନ । ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ କହିଲେ ସଂଜୀବ”
ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ
କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ସବୁବର୍ଗର ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେପିର ଯୋଜନା । ମହିଳା, ଯୁବ ଓ ପଛୁଆବର୍ଗଙ୍କ ପରେ ବିଜେପି ଫୋକସରେ ଏବେ ଗାଁ ଭୋଟ । ଏଥିପାଇଁ ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ ୩ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଗାଁ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ନକ୍ସା ପ୍ରସ୍ତୁତ କରିଛି ବିଜେପି । ଗାଁକୁContinue reading “ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ କାର୍ଯ୍ୟକ୍ରମ”
ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର
କନକ ବ୍ୟୁରୋ: ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମୋହିତ କରୁଥିବା କଳାକାରଙ୍କୁ ରାଜନୀତିର ମଞ୍ଚରେ ଦେଖିବାକୁ ମିଳିବ । ଯାତ୍ରା ଦୁନିଆର ପରିଚିତ ନାଁ ଦୈତାରୀ ପଣ୍ଡା, ବାପି ପଣ୍ଡା, ଶିବରାମ ପଣ୍ଡା, ସୁବାସ ବେହେରାଙ୍କ ଭଳି ବଛା ବଛା ୨୯ ଜଣ କଳାକାର ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ପ୍ରାୟ ୩ଶହ କଳାକାର ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତି ତାଙ୍କୁ ରାଜନୀତି ଆଡକୁ ଟାଣିContinue reading “ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର”
ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ
କନକ ବ୍ୟୁରୋ: ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ୟସ୍ଥିର କରି ଆଗକୁ ବଢ଼ିବା ସହ ଚାପଗ୍ରସ୍ତ ନ ହେବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ପିଲାଙ୍କ ସହ ତୁଳନା ନକରିବାକୁ ଅଭିଭାବକଙ୍କୁ ବି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଜି ପରୀକ୍ଷା ପେ ଚର୍ଚ୍ଚା ବେଳେ ବାଙ୍କୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୋଦୀ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରContinue reading “ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ”
ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ ଚେହେରା କରିବ ବିଜେଡି, ଆରମ୍ଭ ହେଲା ଚର୍ଚ୍ଚା
କନକ ବ୍ୟୁରୋ: ରାଜ୍ୟରେ ୩ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏଥିପାଇଁ ନିର୍ବାଚନ ହେବ । ନିର୍ବାଚନ ପାଇଁ ଫେବ୍ରୁଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୭ ତାରିଖ ଦିନ ନିର୍ବାଚନ ହେବା ସହContinue reading “ବାଜିଲା ରାଜ୍ୟସଭା ବିଗୁଲ୍ । ଓଡ଼ିଶାର ୩ଟି ଆସନ ସହ ଫେବ୍ରୁଆରୀ ୨୭ରେ ୧୫ଟି ରାଜ୍ୟରେ ହେବ ନିର୍ବାଚନ । କାହାକୁ ନୂଆ ଚେହେରା କରିବ ବିଜେଡି, ଆରମ୍ଭ ହେଲା ଚର୍ଚ୍ଚା”
ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ
କନକ ବ୍ୟୁୁରୋ: ୨୦୧୯ ପରେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ରଣହୁଙ୍କାର ଦେଇଛି । ରାଜ୍ୟରେ ଦୁର୍ବଳ ହୋଇପଡୁଥିବା କଂଗ୍ରେସ, ଏଆଇସିସି ଅଧ୍ୟକ୍ଷ ମଲ୍ଳିକାର୍ଜ୍ଜୁନ ଖଡଗେଙ୍କ ଗସ୍ତବେଳେ ଶକ୍ତି ପ୍ରଦର୍ଶନ କରିଛି । ଖଡଗେ ଭୁବନେଶ୍ୱର ବିମାନବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଦଳୀୟ ନେତା ଓ କର୍ମୀ । ତାପରେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ସାମିଲ ହୋଇଥିିଲେ । କଂଗ୍ରେସର ଶକ୍ତିContinue reading “ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ”