ଋତୁସ୍ରାବ ସମୟରେ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବେ ଛାତ୍ରୀ । ପିଲାଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ

କନକ ବ୍ୟୁରୋ: ରୁତୁସ୍ରାବ ସମୟରେ କୋମଳମତି ଛାତ୍ରୀମାନେ ବିଦ୍ୟାଳୟରେ କେମିତି ସାନିଟାରି ପ୍ୟାଡ ବ୍ୟବହାର କରିବେ । କେମିତି ଏହାକୁ ନଷ୍ଟ କରିବା ସହ ନିଜକୁ ସ୍ୱଚ୍ଛ ରଖିବେ, ସେନେଇ ଛାତ୍ରୀଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ । ବିଦ୍ୟାଳୟ ଓ ଛାତ୍ରୀନିବାସରେ ସାନିଟାରି ପ୍ୟାଡ ଉପଲବ୍ଧ ହେବା ସହ ପ୍ୟାଡ୍ ଭେଣ୍ଡିଙ୍ଗ ମେସିନ୍ ସାଙ୍ଗକୁ ବ୍ୟବହୃତ ପ୍ୟାଡକୁ ନଷ୍ଟ କରିବା ପାଇଁ ମେସିନ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏହାକୁ କେମିତି ବ୍ୟବହାର କରିବେContinue reading “ଋତୁସ୍ରାବ ସମୟରେ କେମିତି ସୁସ୍ଥ ଓ ସ୍ୱଚ୍ଛ ରହିବେ ଛାତ୍ରୀ । ପିଲାଙ୍କୁ ସଚେତନ କରୁଛନ୍ତି ବିଦ୍ୟାଳୟ କର୍ତୃପକ୍ଷ”

ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ରାୟଗଡାରେ ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ନେତା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଆସିନି କି ପ୍ରାର୍ଥୀ ତାଲିକା ଘୋଷଣା ହୋଇନି । କିନ୍ତୁ ଜମିଲାଣି ପ୍ରଚାର । କଂଗ୍ରେସର ଆଶାୟୀ ପ୍ରାର୍ଥୀ ନିଜ ନିଜ ଅଞ୍ଚଳରେ ପ୍ରଚାର କରି ବୁଥ୍ ସଜାଡିବା ଆରମ୍ଭ କଲେଣି । ରାୟଗଡା ବିଧାନସଭା ଆଶାୟୀ ବିଧାୟକ ପ୍ରାର୍ଥୀ ଆପଲାସ୍ୱାମି କାଡ୍ରାକା ଓ କୋରାପୁଟ ଲୋକସଭା ସାସଂଦ ଆଶାୟୀ ପ୍ରାର୍ଥୀ ସପ୍ତଗିରି ଉଲାକା ମିଶି ପ୍ରଚାର ଚଳାଇଛନ୍ତି । ଏଆଇସିସିର ନିର୍ଦ୍ଧେଶରେ ପ୍ରଚାର କରାଯାଉଥିବା କହିଛନ୍ତି ସାସଂଦ ଆଶାୟୀContinue reading “ନିର୍ବାଚନ ତାରିଖ ଘୋଷଣା ହୋଇନି । ତଥାପି ରାୟଗଡାରେ ଘର ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ନେତା”

ବଲାଙ୍ଗୀରର ପ୍ଲାନିଂ ସହରରେ ବଡ ସମସ୍ୟା ଖରାପ ରାସ୍ତା । ମରାମତି ଅଭାବରୁ ରାସ୍ତାରୁ ଉଠିଗଲାଣି ସିମେଣ୍ଟ କଂକ୍ରିଟ୍

କନକ ବ୍ୟୁରୋ: ବଲାଙ୍ଗିର ସହର ହେଉଛି ପ୍ଲାନିଙ୍ଗ ସହର । କାରଣ ଓଡିଶାର ଏହା ହେଉଛି ପ୍ରଥମ ସହର । ଯେଉଁଠି ସହରର ରାସ୍ତା ଓ ଘର ଗୁଡିକ ସବୁ ପ୍ଳାନିଙ୍ଗ ଅନୁସାରେ ସିଧାସିଧା ଓ ଚଉଡା ହେବା ସହ ଡ୍ରେନେଜ ବ୍ୟବସ୍ଥା ରହିଥିଲା । ହେଲେ ଏବେ ଡ୍ରେନ ଗୁୁଡିକ ଅବସ୍ଥା ଯାହା ଥାଉ ରାସ୍ତା ଗୁଡିକ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ସହରର ସବୁ ରାସ୍ତା ଭାଙ୍ଗି ଶୋଚନୀୟ ହୋଇପଡିଛି । ବଲାଙ୍ଗୀରContinue reading “ବଲାଙ୍ଗୀରର ପ୍ଲାନିଂ ସହରରେ ବଡ ସମସ୍ୟା ଖରାପ ରାସ୍ତା । ମରାମତି ଅଭାବରୁ ରାସ୍ତାରୁ ଉଠିଗଲାଣି ସିମେଣ୍ଟ କଂକ୍ରିଟ୍”

ଗଞ୍ଜାମରେ ବଢୁଛି ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା । ହେଲେ ଫସଲ ସୁରକ୍ଷା ପାଇଁ ଚାଷୀ ଘେରାଇଥିବା ତାର ଜାଲ ମୃଗଙ୍କ ପାଇଁ ହେଉଛି କାଳ 

କନକ ବ୍ୟୁରୋ: ବିରଳ କୃଷ୍ଣସାର ମୃଗ । ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ମୁକ୍ତ ଆଉ ଅବାଧରେ ବିଚରଣ କରୁଥିବା ଏହି ବନ୍ୟପ୍ରାଣୀଙ୍କ ସଂଖ୍ୟା ଏବେ ଆଶାତୀତ ଭାବେ ବୃଦ୍ଧି ପାଇଛି । ବନ ବିଭାଗର କର୍ତବ୍ୟନିଷ୍ଠା, ସଚେତନତା ଓ ଏମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯୋଗୁ ଏହା ସମ୍ଭବ ହୋଇପାରିଛି । ହେଲେ ଫସଲକୁ ମୃଗଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଘେରାଇଥିବା ତାର ଜାଲ କିନ୍ତୁ ଏମାନଙ୍କ ପାଇଁ କାଳContinue reading “ଗଞ୍ଜାମରେ ବଢୁଛି ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା । ହେଲେ ଫସଲ ସୁରକ୍ଷା ପାଇଁ ଚାଷୀ ଘେରାଇଥିବା ତାର ଜାଲ ମୃଗଙ୍କ ପାଇଁ ହେଉଛି କାଳ “

ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ଆରପାରିକୁ ଚାଲିଗଲେ ସ୍ୱାମୀ । ବେସାହାରା ହୋଇଗଲେ ପିଲା । ପରିବାର ମୁହଁରେ ଦାନା ଦେବା ପାଇଁ ରେଖାଙ୍କ ସଂଘର୍ଷ

କନକ ବ୍ୟୁରୋ: ସଂସାର ଯଦି ଗୋଟିଏ ମୁଦ୍ରା ହୁଏ, ତେବେ ସ୍ୱାମୀ-ସ୍ତ୍ରୀ ଦୁହେଁ ସେହି ମୁଦ୍ରାର ଦୁଇଟି ପାଶ୍ୱର୍ । ଯଦି ଜଣିଏ ଅବେଳରେ ଅଫେରା ରାଇଜର ଅତିଥି ପାଲଟିଯାଆନ୍ତି ତେବେ ସଂସାର ରଥକୁ ଆଗେଇ ନେବା କେତେ କଷ୍ଟ ଯିଏ ଅଙ୍ଗେ ନିଭେଇଛି ସିଏ ହିଁ ଜାଣିଛି । ସେ ଦୁଃଖକୁ ଅତି ନିକଟରୁ ଦେଖିଛନ୍ତି, ମୋହନା ବ୍ଲକ ବୋରିଗୁଡା ଗାଁର ରେଖା ମଲ୍ଲିକ । ସ୍ୱାମୀ ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡିContinue reading “ଦାଦନ ଖଟିବାକୁ ଯାଉଥିବା ବେଳେ ଟ୍ରେନରୁ ପଡି ଆରପାରିକୁ ଚାଲିଗଲେ ସ୍ୱାମୀ । ବେସାହାରା ହୋଇଗଲେ ପିଲା । ପରିବାର ମୁହଁରେ ଦାନା ଦେବା ପାଇଁ ରେଖାଙ୍କ ସଂଘର୍ଷ”

ଟିଏସଜିି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲାର ଅନୁବନ୍ଧନ

କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଟିଏସଜି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲା ଦୁଇଟି ଅନୁଷ୍ଠାନ ଅନୁବନ୍ଧିତ ହୋଇଛି । ଏହି ସମ୍ମିଳନୀରେ ବାଜିରାଓ ଆଇଏଏସ୍ ଏକାଡେମୀର ସିଇଓ ଶୁଭ୍ରାଂଶୁ ଶେଖର ଓଝା ଏବଂ ଫିଜିକ୍ସ ୱାଲାର ସେଣ୍ଟର ହେଡ-ସୁଝା ଅହମ୍ମଦ ଯୋଗ ଦେଇଥିଲେ । ଟିଏସଜି ସବୁବେଳେ ପାରମ୍ପରିକ ଶିକ୍ଷାପଦ୍ଧତି ସହ ଆଧୁନିକ ଶିକ୍ଷାକୁ ଗୁରୁତ୍ୱ ଦେଇଥାଏ ବୋଲି ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ସ୍ମୃତି ସାରିକା କହିଥିଲେ । ଏହିContinue reading “ଟିଏସଜିି ଗୁରୁକୁଳ ସହିତ ବାଜିରାଓ ଆଇଏଏସ୍ ଏକାଡେମୀ ଏବଂ ଫିଜିକ୍ସ ୱାଲାର ଅନୁବନ୍ଧନ”

ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

କନକ ବ୍ୟୁରୋ: ଶୁକ୍ରବାର ସମ୍ବଲପୁର ସହରର କ୍ଷେତରାଜପୁରସ୍ଥିତ ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ କାର୍ୟ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ପରମାଣପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମୂରଲୀ ପ୍ରସାଦ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଚିନ ପାଠକ ପୁଷ୍ପଗୁଚ୍ଛ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିବା ପରେ ଅଧ୍ୟକ୍ଷ ସଚିନ ପାଠକ, ପ୍ରଧାନContinue reading “ଇଣ୍ଡିଆନ୍ ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ”

ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି । ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛିContinue reading “ବାଜି ମାରିଲା ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ସ୍ଥାନ ଅକ୍ତିଆର କଲା ଓଡିଶାର ପ୍ରଜ୍ଞାପନ ମେଢ ।”

ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ବହୁ କଳାକାର ସାମିଲ

କନକ ବ୍ୟୁରୋ: ବିଜେଡିରେ ମିଶିଲେ ଯାତ୍ରା କଳାକାର । ଯାତ୍ରା କଳାକାର ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପଣ୍ଡାଙ୍କ ସମେତ ୨୯ଜଣ କଳାକାର ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ସାରା ଓଡିଶାରୁ ୩ଶହ କଳାକାର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି ଏହି କଳାକାର । ବିଜେଡିରେ ସାମିଲ ହେବା ପରେ କଳାକାରମାନେ କହିଛନ୍ତି, ନବୀନଙ୍କ ନେୃତୃତ୍ୱ ପ୍ରତି ଆକୃଷ୍ଟContinue reading “ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ବହୁ କଳାକାର ସାମିଲ”

ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ ।

କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଆସି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ପାଇଁ ଓଡ଼ିଶାର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା । ପଣ୍ଡିତ ନେହେରୁଙ୍କ ନଜରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭଲ ବନ୍ଧୁ ଥିଲେ । ସେତେବେଳେ ଓଡ଼ିଶାରେContinue reading “ବାଣ ମାରିଲେ ମଲ୍ଲିକାର୍ଜୁନ । କହିଲେ ପ୍ରେମ ବିବାହ କରିଛନ୍ତି ବିଜେପି-ବିଜେଡି, ମୋଦୀଙ୍କୁ ଏଥର ଶାସନରୁ ହଟାନ୍ତୁ ।”

Design a site like this with WordPress.com
Get started