କନକ ବ୍ୟୁରୋ: ଶ୍ରୀରାମ ଜନ୍ମଭୂମିରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ ।ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି । ଚିତାକର୍ଷକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପ୍ରଭୁ ରାମଲାଲାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଜ୍ଞାପନ କରିଛନ୍ତି ସୁଜାତା ମହାପାତ୍ର । ଶ୍ରୀରାମ ଜନ୍ମ ଭୂମିରେ ୨୮ତାରିଖରୁ ଆରମ୍ଭ ହୋଇଥିବା ରାଗ ଉତ୍ସବର ପ୍ରଥମ ଦିନରେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତିContinue reading “ଶ୍ରୀରାମ ଜନ୍ମଭୂମିରେ ପରେବେଷିତ ହେଲା ଓଡିଶୀ ନୃତ୍ୟ । ନୃତ୍ୟରେ ଶ୍ରୀରାମଲଲ୍ଲାଙ୍କ ପ୍ରତି ଭକ୍ତି ଅର୍ଘ୍ୟ ବାଢିଲେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ।”
Category Archives: News
ଆସନ୍ତା ସପ୍ତାହରେ ପୂରା ଦେଶରେ ଲାଗୁ ହେବ ସିଏଏ । ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ ।
କନକ ବ୍ୟୁରୋ : ଆସନ୍ତା ସପ୍ତାହରେ ଦେଶର ଲାଗୁ ହେବ ସିଏଏ । କିଛି ଏଭଳି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର । ପଶ୍ଚିମବଙ୍ଗର ଏକ ଜନସଭାକୁ ସମ୍ବୋଧିତ କଲା ବେଳେ ଶାନ୍ତନୁ କହିଛନ୍ତି, ମୁଁ ଗ୍ୟାରେଣ୍ଟି ଦେଉଛି ଆସନ୍ତା ୭ ଦିନ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ପୂରା ଭାରତରେ ସିଏଏ ଲାଗୁ ହେବ । ପୂର୍ବରୁ ସିଏଏକୁ ସଂସଦରେ ଅନୁମୋଦନ ମିଳି ସାରିଛି । ଶାନ୍ତନୁ କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାରମ୍ବାରContinue reading “ଆସନ୍ତା ସପ୍ତାହରେ ପୂରା ଦେଶରେ ଲାଗୁ ହେବ ସିଏଏ । ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ ।”
ମଧ୍ୟପ୍ରଦେଶ ବୁରହାନପୁରରେ ସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତତ୍ପର ମଧ୍ୟପ୍ରଦେଶ ସରକାର ।
କନକ ବ୍ୟୁରୋ: ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାର ଆସିରଗଡ଼ ଦୁର୍ଗରେ ବୀରସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ଚିଠିର ଉତର ରଖି ଏହି ସୂଚନା ଦିଆଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁContinue reading “ମଧ୍ୟପ୍ରଦେଶ ବୁରହାନପୁରରେ ସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତତ୍ପର ମଧ୍ୟପ୍ରଦେଶ ସରକାର ।”
ଇଡି ଅଫିସରେ ଲାଲୁ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ।
କନକ ବ୍ୟୁରୋ: ଇଡିରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ଚାକିରୀ ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆରଜେଡି କର୍ମକର୍ତ୍ତାଙ୍କ ପ୍ରବଳ ଭିଡ଼ ଜମିଛି । ଲାଲୁଙ୍କୁ ସମନ ନେଇ ପ୍ରତିବାଦ କରିଛନ୍ତି ଆରଜେଡି କର୍ମକର୍ତ୍ତା । The post ଇଡିContinue reading “ଇଡି ଅଫିସରେ ଲାଲୁ ଯାଦବ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ।”
ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା… : ଯୁଦ୍ଧ ସମୟରେ ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା
ୟୁକ୍ରେନରେ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦ ନିୟୁତ ଡଲାରର ଦୁର୍ନୀତିର ପର୍ଦାଫାସ ହେଇଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ ଜାରି କରାଯାଇଥିବାବେଳେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରାଯାଇଛି । ଫେବୃଆରୀରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷ ପୂରଣ ହେବ । ଆଜି ବି ଏହି ଯୁଦ୍ଧContinue reading “ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା… : ଯୁଦ୍ଧ ସମୟରେ ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା”
ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ବୁଲି ଦେଖିଲେ ।
କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଟିପ୍ସ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ୨ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ପଞ୍ଜୀକରଣ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମସ୍ତଙ୍କୁ ସମ୍ବୋଧନ କରି ପରୀକ୍ଷା ସମ୍ପର୍କରେ ଆଲୋଚନା କରୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଟୁଇଟରରେ ସେୟାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁContinue reading “ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ବୁଲି ଦେଖିଲେ ।”
ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ । ଓଡିଶା ବଞ୍ଚାଅ ସମାବେଶରେ ଦଳ ଦେଖାଇବ ଶକ୍ତି ।
କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେତା, ମନ୍ତ୍ରୀ ଓ କର୍ମୀ ସମସ୍ତେ ଉତ୍ସାହିତ । ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ କିଭଳି ପଡିବ ସେନେଇ ପିସିସି ମଧ୍ୟ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି । କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି । କାରଣ ୨୦୧୯ରେ କଂଗ୍ରେସContinue reading “ଓଡିଶା ଗସ୍ତରେ ଖଡଗେ; ନେତା, କର୍ମୀ ଉତ୍ସାହିତ । ଓଡିଶା ବଞ୍ଚାଅ ସମାବେଶରେ ଦଳ ଦେଖାଇବ ଶକ୍ତି ।”
ଗିରଫ ହୋଇପାରନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜେରା ପାଇଁ ଇଡି ସହ ପହଞ୍ଚିଲା ଦିଲ୍ଲୀ ପୋଲିସ ।
କନକ ବ୍ୟୁରୋ: ଜମି ଦୁର୍ନୀତି ସହ ଜଡିତ ମନି ଲ୍ଣ୍ଡ୍ରିଂ ମାମଲାରେ ପଚରାଉଚୁରା କରିବାକୁ ଦିଲ୍ଲୀ ସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ପହଞ୍ଚିଲା ଦିଲ୍ଲୀ ପୋଲିସ । ସୂଚନା ମୁତାବକ, ଏହି ମାମଲାରେ ତାଙ୍କୁ ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ବାସଭବନର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶନିବାର ରାତିରେ ହେମନ୍ତ ସୋରେନ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିଥିବା ପରେContinue reading “ଗିରଫ ହୋଇପାରନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଜେରା ପାଇଁ ଇଡି ସହ ପହଞ୍ଚିଲା ଦିଲ୍ଲୀ ପୋଲିସ ।”
ଦରମା ବଢାଅ ନଚେତ୍ ମୂଲ୍ୟାୟନ କରିବୁ ନାହିଁ : ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଚେତାବନୀ ।
କନକ ବ୍ୟୁରୋ: ଦରମା ବଢାଅ ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ । ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି । ଡିଗ୍ରୀ କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’ କୁ ୪୬୦୦ରୁ ୫୪୦୦ କରିବାକୁ ଦାବି କରିଛି ସଂଘ । ଯଦି ସରକାର ସଂଘର ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓContinue reading “ଦରମା ବଢାଅ ନଚେତ୍ ମୂଲ୍ୟାୟନ କରିବୁ ନାହିଁ : ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘର ଚେତାବନୀ ।”
୩ ଚକିଆ ଭିତରୁ ବାହାରିବ ୨ ଚକିଆ । ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ହିରୋ ମୋଟୋକର୍ପର ନୂଆ ଇଲେକ୍ଟି ଯାନ ।
କନକ ବ୍ୟୁରୋ: ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତନ । ୩ ଚକିଆ ଭିତରୁ ବାହାରିବ ୨ ଚକିଆ ଗାଡ଼ି । ହିରୋ ମୋଟୋକର୍ପର ଇଲେକ୍ଟି ଯାନ କରିବ ବଜାରରେ ଚମତ୍କାର । ଏହା ଏକ ତିନି ଚକିଆ ଯାନ ହୋଇଥିବା ବେଳେ ସେଥିରୁ ୩ ମିନିଟରେ ଏକ ଦୁଇ ଚକିଆ ଯାନ ବାହାର କରାଯାଇପାରିବ । ହିରୋ ପକ୍ଷରୁ ଏହି ଗାଡ଼ିର ନାମ ରଖାଯାଇଛି ସର୍ଜ । ରାଜସ୍ଥାନ ଜୟପୁରରେContinue reading “୩ ଚକିଆ ଭିତରୁ ବାହାରିବ ୨ ଚକିଆ । ଦୁଇ ଓ ତିନି ଚକିଆ ଗାଡ଼ି ବଜାରରେ ଆସିବ ବୈପ୍ଲବିକ ପରିବର୍ତ୍ତନ । ହିରୋ ମୋଟୋକର୍ପର ନୂଆ ଇଲେକ୍ଟି ଯାନ ।”