କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ମା’ଙ୍କ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । କଟକ ଦରଘାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଚୋରି ହୋଇଛି । ବିଳମ୍ବିତ ରାତିରେ ଚୋରି କରି ନେଇଛନ୍ତି ଦୁର୍ବୃତ । ମନ୍ଦିରର ଦ୍ୱାର ଖୋଲାଯାଇଥିବା ସକାଳୁ ଦେଖିବାକୁ ପାଇଥିଲେ ପୂଜକ । ଏହା ପରେ ମା’ଙ୍କ ମୁକୁଟ ଚୋରି ହୋଇଥିବା ପୂଜକ ଦେଖିଥିଲେ । ଥାନାରେ ଚୋରି ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛିContinue reading “ମା’ଙ୍କ ମନ୍ଦିର ଲୁଟିନେଲେ ଦୁର୍ବୃତ୍ତ । କଟକ ଦରଖାପାଟଣା ପୂଜା ମଣ୍ଡପରୁ ମା’ଙ୍କ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।”
Category Archives: News
ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝାରସୁଗୁଡାରେ ମାରାଥନ୍ । ନବ ଦାସଙ୍କ ନାଁରେ ନାମିତ ହେବ ଏସପି ଅଫିସ ଛକ ।
କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ଝାରସୁଗୁଡା ବିଭିନ୍ନ କାର୍ଯ୍ୟକ୍ରମର ଆୟାଜିତ ହୋଇଛି । ଏହି ଅବସରରେ ମନମୋହନ ସ୍କୁଲ ପଡ଼ିଆରୁ ମିନି ମାରାଥନ ବାହାରିଛି । ଏଥିରେ ଝାରସୁଗୁଡ଼ାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଏହାସହ ଝାରସୁଗୁଡ଼ା ଏସପି ଅଫିସ ସମ୍ମୁଖରେ ନବ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯାଇ ସ୍ଥାନୀୟ ଛକକୁ ନବ ଦାସଙ୍କ ନାଁରେ ନାମିତ କରାଯିବ । ଏହାସହ ଆଜି ଏକ ସର୍ବଧର୍ମContinue reading “ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଝାରସୁଗୁଡାରେ ମାରାଥନ୍ । ନବ ଦାସଙ୍କ ନାଁରେ ନାମିତ ହେବ ଏସପି ଅଫିସ ଛକ ।”
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃ ତ୍ତ । ଆଖି ଆଗରେ ଜଳିଗଲା ବର୍ଷକର ଦାନା । ଡେଲାଙ୍ଗ ବରକେରାର ଘଟଣା ।
କନକ ବ୍ୟୁରୋ: ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । ଦୁର୍ବୃତ୍ତ ଲଗାଇଦେଲେ ଧାନଗଦାରେ ନିଆଁ । ଡେଲାଙ୍ଗ ବ୍ଲକ ବରକେରାରେ କଳେଇ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଆଖି ଆଗରେ ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । କଷ୍ଟ କରି ଧାନ ଚାଷ କରିଥିଲା ଚାଷୀ । ଧାନ ଅମଳ କରି ଦୁଇ ପଇସା ପାଇଥାନ୍ତେ । ହେଲେ ନିଆଁର ଆଁରେ ସବୁକିଛି ଜଳିଗଲା । ଏବେ ଚାଷୀ ନିଜContinue reading “ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃ ତ୍ତ । ଆଖି ଆଗରେ ଜଳିଗଲା ବର୍ଷକର ଦାନା । ଡେଲାଙ୍ଗ ବରକେରାର ଘଟଣା ।”
ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଫେବୃଆରୀ ୧୬ରୁ ଫେବୃଆରୀ ୨୫ ଯାଏଁ ଚାଲିବ କ୍ରୀଡା ଆୟୋଜନ ।
କନକ ବ୍ୟୁରୋ: ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଆସନ୍ତା ଫେବୃଆରୀ ୧୬ ତାରିଖରୁ ଫେବୃଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଖେଳ ମହାକୁମ୍ଭର ଆୟୋଜନ ହେବ । ବାଲେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବ୍ଲକ୍ ଓ ନଗରରେ ଏହି ଖେଳ ମହାକୁମ୍ଭ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ୧୬ ତାରିଖରେ ଉଦଘାଟନୀ ଓ ୨୫ ତାରିଖରେ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ବାଲେଶ୍ୱର ପରମିଟ ପଡ଼ିଆରେ ଆୟୋଜିତ ହେବContinue reading “ବାଲେଶ୍ୱରରେ ଆୟୋଜନ ହେବ ଖେଳ ମହାକୁମ୍ଭ । ଫେବୃଆରୀ ୧୬ରୁ ଫେବୃଆରୀ ୨୫ ଯାଏଁ ଚାଲିବ କ୍ରୀଡା ଆୟୋଜନ ।”
ବହୁ ଚର୍ଚ୍ଚିିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ । ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ ।
କନକ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବର୍ଷେ ପୁରିଛି । ଗତ ବର୍ଷ ଆଜିର ଦିନରେ ଝାରସୁଗୁଡ଼ାରେ ନବ ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହେଲେ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ଏବେବି ସ୍ପଷ୍ଟ ହୋଇନାହିଁ । ଏପରିକିContinue reading “ବହୁ ଚର୍ଚ୍ଚିିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ । ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ ।”
ଭକ୍ତ ପାଇବେ ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି । ବିଭିନ୍ନ ଜିଲ୍ଲାରୁ ବସରେ ଆସିବେ ଶ୍ରୀକ୍ଷେତ୍ର । ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ ।
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯିବ । ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ । ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ । ଏହା ସହContinue reading “ଭକ୍ତ ପାଇବେ ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି । ବିଭିନ୍ନ ଜିଲ୍ଲାରୁ ବସରେ ଆସିବେ ଶ୍ରୀକ୍ଷେତ୍ର । ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ ।”
ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅ ଜନ୍ମ ହେବା ଖୁସିରେ ଅଶ୍ୱିନୀ କୁମାର ତୋଳିଲେ ଗଣେଶ ମନ୍ଦିର ।
କନକ ବ୍ୟୁରୋ: ଝିଅକୁ ଅଲୋଡ଼ା ଭାବି ଜନ୍ମରୁ କିଏ ମାରି ଦେଉଛି ତ କିଏ ଫୋପାଡ଼ି ଦେଉଛି । କିନ୍ତୁ କିଛି ଲୋକ ଅଛନ୍ତି, ଯିଏ ଝିଅର ମହତ୍ୱକୁ ଭଲଭାବେ ଜାଣନ୍ତି । ଆଉ ଝିଅ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଠିକ୍ ସେତିକି ଜଣେ ବ୍ୟକ୍ତି ହେଉଛନ୍ତି ବସ୍ତା ବ୍ଲକ ନାଇକୁଡି ପଂଚାୟତ ରାଜୁଆପଡା ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା । ଯିଏ ଝିଅ ଜନ୍ମ ହେଲେ ମନ୍ଦିର ତୋଳିବାକୁ ମାନସିକ କରିଥିଲେContinue reading “ଘରେ ପଡ଼ିଲା ଲକ୍ଷ୍ମୀଙ୍କ ପାଦ, ପୂରଣ ହେଲା ବାପାଙ୍କ ଆଶା । ଝିଅ ଜନ୍ମ ହେବା ଖୁସିରେ ଅଶ୍ୱିନୀ କୁମାର ତୋଳିଲେ ଗଣେଶ ମନ୍ଦିର ।”
ବିଗ ବସ୍ ସିଜିନ ୧୭ । ମୁନାୱର ଫାରୁକି ହେଲେ ଚଳିତ ସଂସ୍କରଣର ବିଜେତା । ଜିତିଲେ ୪୦ ଲକ୍ଷ ପୁରସ୍କାର ରାଶି ସହ କାର୍ ।ଅଭିଷେକ କୁମାର ରନର୍ସଅପ୍ ।
କନକ ବ୍ୟୁରୋ: ବିଗ୍ ବସ୍ ୧୭’କୁ ଶେଷରେ ଏହାର ବିଜେତା ମିଳିଛି । ମୁନାୱର ଫାରୁକି ୧୭ତମ ସିଜନର ବିଜେତା ଟ୍ରଫି ଜିତିଛନ୍ତି । ମୁନାୱର ଫାରୁକିଙ୍କୁ ସଲମାନ ଖାନ୍ ବିଜେତା ଘୋଷଣା କରିବା ସହ ବିଜେତାଙ୍କ ଗ୍ରାଣ୍ଡ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଅଭିଷେକ କୁମାରଙ୍କ ବିଜେତା ହେବାର ସ୍ୱପ୍ନ ଭାଙ୍ଗି ଯାଇଛି ଏବଂ ସେ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ବିଗ୍ ବସ୍ ୧୭ର ବିଜେତାଙ୍କୁ ଗ୍ରାଣ୍ଡ ଟ୍ରଫି ସହ ମୁନାୱରContinue reading “ବିଗ ବସ୍ ସିଜିନ ୧୭ । ମୁନାୱର ଫାରୁକି ହେଲେ ଚଳିତ ସଂସ୍କରଣର ବିଜେତା । ଜିତିଲେ ୪୦ ଲକ୍ଷ ପୁରସ୍କାର ରାଶି ସହ କାର୍ ।ଅଭିଷେକ କୁମାର ରନର୍ସଅପ୍ ।”
ଉଦଘାଟନର ବର୍ଷେ ନପୁରୁଣ ପାର୍କରେ ଝୁଲିଲା ତାଲା । ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ । କୋରାପୁଟ ବୋରିଗୁମ୍ମା ବ୍ଲକରୁ ଆସିଲା ଚିତ୍ର ।
କନକ ବ୍ୟୁରୋ: କେଉଁଠି ପାର୍କ ତ ଆଉ କେଉଁଠି ଉଦ୍ୟାନ । ତ ଆଉ କେଉଠି ଫୁଡ଼ ପାର୍କ ତ ଆଉ କେଉଁଠି ପର୍ଯ୍ୟଟନ ସ୍ଥଳ । ଖେଳ କସରତ ସାଙ୍ଗକୁ ସବୁ ପ୍ରକାର ଆଧୁନିକ ଉପକରଣ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା କଡ଼ରେ ନିର୍ମାଣ କଲା ପ୍ରଶାସନ । ଉ୍ଦଘାଟନର ବର୍ଷେ ନପୁରୁଣୁ କେଉଁଠି ତାଲା ଝୁଲୁଛି ତ ଆଉ କେଉଁଠି ପାର୍କର ସରଞାମ ଚୋରି ହୋଇଗଲାଣି । ସରକାର ଙ୍କରContinue reading “ଉଦଘାଟନର ବର୍ଷେ ନପୁରୁଣ ପାର୍କରେ ଝୁଲିଲା ତାଲା । ପାର୍କରୁ ଚୋରି ହୋଇଗଲାଣି ସରଞ୍ଜାମ । କୋରାପୁଟ ବୋରିଗୁମ୍ମା ବ୍ଲକରୁ ଆସିଲା ଚିତ୍ର ।”
ମାଳଦ୍ୱୀପ ସଂସଦରେ ଶାସକ ବିରୋଧୀ ମାରପିଟ୍ । କ୍ୟାବିନେଟରେ ୪ ସଦସ୍ୟଙ୍କ ଅନୁମତିକୁ ବିରୋଧ । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡକାଇଥିଲେ ସ୍ୱତନ୍ତ୍ର ଅଧିବେଶନ ।
କନକ ବ୍ୟୁରୋ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନରେ ମାରପିଟ୍ । ଶାସକ ଓ ବିରୋଧୀ ସଦସ୍ୟ ପରସ୍ପରକୁ ଆକ୍ରମଣ କରିଛନ୍ତି । କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରବିବାର ସଂସଦରେ ଶାସକ ମେଣ୍ଟ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଜଣେ ସାଂସଦ ତଳେ ପଡ଼ିଯାଇଥିବା ବେଳେ ଅନ୍ୟ ଜଣେ ସାଂସଦ ତାଙ୍କୁ ଟାଣି ନିଜ ଗୋଡ଼ରେ ବେକକୁ ଚାପିContinue reading “ମାଳଦ୍ୱୀପ ସଂସଦରେ ଶାସକ ବିରୋଧୀ ମାରପିଟ୍ । କ୍ୟାବିନେଟରେ ୪ ସଦସ୍ୟଙ୍କ ଅନୁମତିକୁ ବିରୋଧ । ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡକାଇଥିଲେ ସ୍ୱତନ୍ତ୍ର ଅଧିବେଶନ । “