କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର୍ଯ୍ୟକ୍ରମରେ ୨ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ପଞ୍ଜୀକରଣ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମସ୍ତଙ୍କୁ ସମ୍ବୋଧିତ କରି ପରୀକ୍ଷା ସମ୍ପର୍କରେ ଆଲୋଚନା କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଟୁଇଟରରେ ସେୟାର କରିଛନ୍ତି । ତାଙ୍କ କହିବାContinue reading “ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ । ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଦେବେ ପରୀକ୍ଷା ପ୍ରସ୍ତୁତି ଟିପ୍ସ ।”
Category Archives: News
୯ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ. ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ କୁମାର । ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା ।
କନକ ବ୍ୟୁରୋ: ବିହାରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିଛି । ନୀତିଶ କୁମାର ପୁଣି ଥରେ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ଓ ସହଯୋଗୀ ଦଳ ସହ ମିଶି ସରକାର ଗଢ଼ିଛନ୍ତି । ମେଣ୍ଟ ପରିବର୍ତ୍ତନରେ ମାହିର ନୀତୀଶଙ୍କ ରାଜନୈତିକ ଗୋଟି ଚାଳନା ବିହାରରେ ଆରଜେଡିକୁ କ୍ଷମତାରୁ ଦୂରେଇ ଦେଇଛି । ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ ମହାମେଣ୍ଟ ଛାଡିବା ଇଣ୍ଡିଆ ମେଣ୍ଟ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ଯାହାକିContinue reading “୯ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ. ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ସରକାର ଗଢ଼ିଲେ ନୀତୀଶ କୁମାର । ନୀତିଶଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା ।”
ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବୃଆରୀ ୮ ତାରିଖ ଯାଏଁ କରିହେବ ପଞ୍ଜିକରଣ ।
କନକ ବ୍ୟୁରୋ: ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି । ପୂର୍ବରୁ ବିଏସକେଓକ୍ୱାଇ ନବୀନ କାର୍ଡ ଆବେଦନର ଶେଷ ଦିନ ଜାନୁଆରୀ ୨୮ ତାରିଖ ରହିଥିଲା । ଏବେ ପଞ୍ଜିକରଣ ଆବେଦନ ଅବଧିକୁ ଫେବୃଆରୀ ୮ ତାରିଖ ଯାଏଁ ବଢାଇ ଦେଇଛନ୍ତି ରାଜ୍ୟ ସରକାର । ଗୋଟିଏ ବି ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ଓ ପରିବାରContinue reading “ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବୃଆରୀ ୮ ତାରିଖ ଯାଏଁ କରିହେବ ପଞ୍ଜିକରଣ ।”
ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ରାଜଧାନୀରେ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଯୋଗ ଦେବେ ।
କନକ ବ୍ୟୁରୋ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ରାଜଧାନୀରେ ଏକ ସାଧାରଣ ସଭାକୁ ସମ୍ବୋଧିନ କରିବେ ଖଡଗେ । ଯାହାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’ ନାମରେ ନାମିତ କରିଛି । ୨୦୨୨ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କର ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେContinue reading “ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ରାଜଧାନୀରେ ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ଯୋଗ ଦେବେ ।”
ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ ।
କନକ ବ୍ୟୁରୋ : ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଡର ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧିକୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ହେଲେ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ପୁଣିଥରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏଣିକି ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତContinue reading “ପୁଣି ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି । ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ କରିହେବ ଆବେଦନ । “
ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର
କନକ ବ୍ୟୁରୋ : ଦୀର୍ଘ ୧୧ ବର୍ଷର ସଫ୍ଟେଓର ଇଞ୍ଜିନିୟରିଂ ଚାକିରି ଛାଡି ଚାଷ ପ୍ରତି ମନ ବଳାଇଛନ୍ତି ସତ୍ୟ ପ୍ରବିଣ । ନିଜେ ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ଦିନ ୪୦ ଜଣ ଯୁବକ ଯୁବତିଙ୍କୁ ଯୋଗାଉଛନ୍ତି ରୋଜଗାର । ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ । ୨୨ ଏକର ଜମି ଲିଜ୍ ନେବା ସହ ନୂତନ ଜ୍ଞାନContinue reading “ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର”
କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି ବିକ୍ରି
କନକ ବ୍ୟୁରୋ : କରଡ଼ଗାଡ଼ିଆର ଗୋବର କଣ୍ଢେଇ । ହାତୀ, ଘୋଡ଼ା, ହରିଣ, ବାଘ, ମିରିଗ ସହ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୁର୍ତି ତିଆରି କରନ୍ତି ଏହି ଗାଁର କାରିଗର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁ ଗୋବର କଣ୍ଢେଇ ତିଆରି ପାଇଁ ବେଶ ପ୍ରସିଦ୍ଧ । ଯାନି ଯାତ୍ରା ହେଉ ଅବା ମେଳା ମହୋତ୍ସବ ସବୁଠି ଦେଖିବାକୁ ମିଳେ ଏହି ଗାଁର କାରିଗରଙ୍କ ହାତ ତିଆରି କଣ୍ଢେଇ । ଏହା ଦେଖିବାକୁ ବେଶContinue reading “କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି ବିକ୍ରି”
ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି
କନକ ବ୍ୟୁରୋ : ରୋଜଗାର କରିବା ପାଇଁ କିଏ କେତେ ପ୍ରକାରର ପନ୍ଥା ଅପଣାଉଛନ୍ତି । କିଏ ଚାକିରି କରୁଛନ୍ତି ତ ପୁଣି କିଏ ବ୍ୟବସାୟ କରୁଛନ୍ତି । ତେବେ ବାଲେଶ୍ୱର ଭୋଗରାଇ ବ୍ଲକ ଡୁମାଇପୁର ଗାଁର ମହିଳା ମାନେ ବିରିରୁ ବଡ଼ି ପ୍ରସ୍ତୁତ କରି ସେଥିରୁ କିଛି ରୋଜଗାର କରୁଛନ୍ତି । ବିନା ତାଲିମରେ ଗାଁର ମହିଳା ମାନେ କିପରି ରୋଜଗାର କରିପାରନ୍ତି ତାହା ଏହି ମହିଳାମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ମହିଳା ମାନେContinue reading “ବିରି ବଡ଼ିରୁ ଭଲ ରୋଜଗାର । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ବଡ଼ି”
ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ ନାରାୟଣ ସିଂଦେଓ
କନକ ବ୍ୟୁରୋ: କଂଗ୍ରେସ ବିଧାୟକଙ୍କ ଘରେ ବିଜେଡି ନେତା । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଦେଇଛନ୍ତି ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ । ପରିକ୍ରମା ପ୍ରକଳ୍ପ ସମୟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ-ଚାଉଳ ପଠାଇଥିଲେ ଶ୍ରଦ୍ଧାଳୁ । ଏହି ଭକ୍ତିଭାବକୁ ସମ୍ମାନ ଜଣାଇ, କଳିକେଶ ବଲାଙ୍ଗୀର ସହରରେ ବୁଲି ବୁଲି ପ୍ରସାଦ ବାଣ୍ଟିଛନ୍ତି । ଏହି ସମୟରେ ସାମ୍ନାକୁ ଆସିଛି ରାଜନୀତିର କିଛି ରୋଚକ ଦୃଶ୍ୟ । ପୂର୍ବତନContinue reading “ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । ବିଧାୟକ ନରସିଂହ ମିଶ୍ରଙ୍କ ଘରେ ପହଞ୍ଚି ଜଗନ୍ନାଥ ଭୋଗ ବାଣ୍ଟିଲେ କଳିକେଶ ନାରାୟଣ ସିଂଦେଓ”
ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ
କନକ ବ୍ୟୁରୋ : ପାରମ୍ପରିକ ଚାଷ ପରିବର୍ତେ ନୂଆ ପ୍ରଣାଳିରେ ମାଛ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ାର ଯୁବ ଚାଷୀ ଶ୍ରୀନିବାସ ସାହୁ । ୨୦ ଏକର ଜମି ଲିଜ୍ ନେଇ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଶ୍ରୀନିବାସ । ଏହି ଚାଷ ପାଇଁ ଆନ୍ଧ୍ର ପ୍ରଦେଶର ଆମଲାପୁରମ ଓ ରାଜମହେନ୍ଦ୍ରୀରୁୁ ଯାଁଆଳ ଆଣିବାକୁ ପଡ଼ୁଛି । ସେହିପରି କଲିକତାରୁ ମାଛ ମାନଙ୍କ ପାଇଁ ଖାଦ୍ୟ ଆଣୁଛନ୍ତି ଶ୍ରୀନିବାସ । ଏକର ପିଛାContinue reading “ମାଛ ଚାଷୀଙ୍କ ସଫଳ କାହାଣୀ । ଜିଅନ୍ତା ମାଛ ବିକ୍ରି କରି ହେଉଛନ୍ତି ଲାଭବାନ”