କନକ ବ୍ୟୁରୋ : ନିର୍ବାଚନ ତାତି ଭିତରେ ସାଂଘାତିକ ଅଭିଯୋଗ । ବିଜେପି ଉପରେ ଦିଲ୍ଲୀ ସରକାର ଭାଙ୍ଗିବା ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ସୋସିଆଲ ମିଡିଆ ଏକ୍ସରେ ଏକ ଲେଖା ପୋଷ୍ଟ କରି ବିଜେପି ଉପରେ ସିଧାସଳଖ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜଅିୱାଲ । କେଜ୍ରିୱାଲ କହିଛନ୍ତି—-ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି । ଆପ ବିଧାୟକଙ୍କୁ କୋଟି କୋଟି ଟଙ୍କାର ଅଫର ଦେଇଛି ଦଳ । ୭ଜଣContinue reading “ଆମ ଆଦମୀ ପାର୍ଟିର ସାଂଘାତିକ ଅଭିଯୋଗ । ବିଜେପି ଉପରେ ଅପରେସନ ଲୋଟସ ଅଭିଯୋଗ ଆଣି ପ୍ରମାଣ ଦେଲା ଆପ”
Category Archives: News
ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ
କନକ ବ୍ୟୁରୋ : ବିହାର ରାଜନୈତିକ ସଙ୍କଟ ଭିତରେ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ବୟାନ । ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଯେ ନୀତୀଶ କୁମାରଙ୍କ ମନରେ କ’ଣ ଚାଲିଛି ସେକଥା ସେ ଜାଣନ୍ତି ନାହିଁ । ତେବେ ମେଂଟ ଭିତରେ ଯେଉଁ ମତଭେଦ ରହିଛି ତାକୁ ଦୂର କରିବାକୁ ପୂରା ପ୍ରୟାସ କରାଯିବ । ନୀତୀଶ ସହ ଆଲୋଚନା କରାଯିବ । ସମସ୍ତ ସହଯୋଗରେ ମେଂଟକୁ ମଜଭୁତ କରାଯାଇ ବିଜେପି ବିରୋଧୀ ଲଢ଼େଇକୁ ତ୍ୱରାନିତ୍ୱContinue reading “ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ”
ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ ବୈଠକ
କନକ ବ୍ୟୁରୋ : ବିହାର ରାଜନୀତିରେ ପୁଣିଥରେ ଦେଖିବାକୁ ମିଳୁଛି ବଡ ପରିବର୍ତ୍ତନ । ରାଜଧାନୀ ପାଟନାରେ ବଢିଯାଇଛି ରାଜନୈତିକ ହଲଚଲ । ତୁହାକୁ ତୁହା ବୈଠକ, ନେତା – ମନ୍ତ୍ରୀଙ୍କ ଭିତରେ ଫୋନରେ ଆଲୋଚନା । କଣ ହେବ ନୀତୀଶ କୁମାରଙ୍କ ପରବର୍ତୀ ନିଷ୍ପତି । ସାରା ଦେଶର ନଜର ରହିଛି ପାଟନା ଉପରେ । କାରଣ ପୁଣିଥରେ ମହାମେଂଟ ଭାଙ୍ଗି ନୂଆ ସରକାର ଗଢିବାକୁ ମନ କରିଛନ୍ତି ଜେଡିୟୁ ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀContinue reading “ବିହାରରେ ନୀତୀଶ କମ୍ପନ । କୌଣସି ମୁହୁର୍ତରେ ବଦଳିପାରେ ରାଜ୍ୟରାଜନୀତିର ରୂପରେଖ,ମୁଖ୍ୟମନ୍ତ୍ରୀଙ୍କ ଘରେ ବସୁଛି ଘନଘନ ବୈଠକ”
କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା ।
କନକ ବ୍ୟୁରୋ: କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ବିବାହିତା ମହିଳା ଓ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ଜିଲ୍ଲାର ସସ୍ମିତା ଜେନା । ବଡ଼ କଥା ହେଉଛି ସସ୍ମିତା ଓ ତାଙ୍କ ସ୍ୱାମୀ ନିଜକୁ ପୁଲିସ ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ । ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ଏନେଇ ଜାନୁଆରୀ ୧୨ ତାରିଖରେContinue reading “କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା ।”
ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ର ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଅଛି। ଉକ୍ତ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ର ମ୍ୟାନେଜିଂ ଟ୍ରଷ୍ଟି ଡଃ ରୁଦ୍ଧି ସୁନ୍ଦର ମହାନ୍ତି, ଟ୍ରଷ୍ଟି ଶ୍ରୀଯୁକ୍ତ ଚଣ୍ଡୀContinue reading “ବସନ୍ତପୁର ଶିରିଡି ସାଇ ମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ସ୍ଥାନୀୟ ସରପଂଚ”
ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ ।
କନକ ବ୍ୟୁରୋ: ଭକ୍ତିରସରେ ଲୀନ । ହାତରେ ଗିଟାର, ଆଗରେ ମାଇକ୍, ମୁହଁରେ ଭକ୍ତି ସଂଗୀତ । ଘର, ଋଷିଆରେ, କିନ୍ତୁ ଶିବ ଭକ୍ତିରେ ମଗ୍ନ । ସିଂହଦ୍ୱାର ସମ୍ମୁଖ ପୁରୀ ପରିକ୍ରମା ମାର୍ଗରେ ୠଷୀୟ ଭକ୍ତଙ୍କୁ ଦେଖି ଅଟକି ଯାଉଛନ୍ତି ଶ୍ରଦ୍ଧାଳୁ । ସେ କାହା ସହ କଥାବାର୍ତା କରୁନାହାନ୍ତି, ଘଣ୍ଟା ଘଣ୍ଟା ଧରି ଗାଇ ଚାଲିଛନ୍ତି ଭକ୍ତି ସଂଗୀତ । ଋଷୀୟ ଭାଷାରେ ଗାଉଥିବାରୁ କେହି କିଛି ବୁଝି ପାରୁନାହାନ୍ତି ସତ, କିନ୍ତୁ ତାଙ୍କContinue reading “ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ ।”
୨୦୨୪ ନିର୍ବାଚନ ପୂର୍ବରୁ ଓବିସି ଭୋଟ ଉପରେ ବିଜେପିର ନଜର । ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ନିଷ୍ପତି । ପଛୁଆ ବର୍ଗ ସମ୍ମିଳନୀ କରିବ ପଦ୍ମ ଦଳ
କନକ ବ୍ୟୁରୋ: ଯୁବ, ମହିଳାଙ୍କ ପରେ ଏବେ ବିଜେପି ଫୋକସରେ ପଛୁଆ ବର୍ଗ । ଆସନ୍ତା ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ପଛୁଆବର୍ଗ । ଏଥିପାଇଁ ଏବେଠାରୁ ଓବିସି ଭୋଟବ୍ୟାଙ୍କକୁ ନିଜ ଆଡକୁ କରିବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟର ଜିଲ୍ଲା ଓ ମଣ୍ଡଳ ସ୍ତରରେ ପଛୁଆ ବର୍ଗ ସମ୍ମିଳନୀ କରିବ ବିଜେପି । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀରେ ଏ ନେଇ ନିଷ୍ପତି ହୋଇଛି । ଦଳ ଅଭିଯୋଗContinue reading “୨୦୨୪ ନିର୍ବାଚନ ପୂର୍ବରୁ ଓବିସି ଭୋଟ ଉପରେ ବିଜେପିର ନଜର । ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀରେ ନିଷ୍ପତି । ପଛୁଆ ବର୍ଗ ସମ୍ମିଳନୀ କରିବ ପଦ୍ମ ଦଳ”
ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ
କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଣଭୋଜି କରିବାକୁ ଯାଉଥିବା ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ଅମ୍ରିତା ସାହୁ, ଟାକେରା ଗାଁ ଚିନ୍ମୟୀ ପ୍ରିୟଦର୍ଶିନୀ, ଟାଙ୍ଗିଆପଡା ଗାଁ ଲୋପାମୁଦ୍ରା ପ୍ରଧାନ, ଖଜୁରୀପଡା କନ୍ଧମାଳ ଏମାନେ ହେଉଛନ୍ତି ନୟାଗଡ ଦଶପଲ୍ଲାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଛାତ୍ରୀ । ପରିବାରଲୋକଙ୍କ ପାଦତଳୁ ମାଟିContinue reading “ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ”
ଏକା ନୀତିଶ କୁମାର ନୁହଁନ୍ତି ବିହାରରେ ପଲଟୁରାମ ନେତାଙ୍କ ଲମ୍ବା ତାଲିକା । ନାଗମଣୀ ୧୧ ଥର ତ ଜିତନରାମ ମାଞ୍ଝୀ ୭ ଥର ବଦଳାଇଛନ୍ତି ଗୋଷ୍ଠୀ
କନକ ବ୍ୟୁରୋ : କେବଳ ବିହାରରେ ନୁହେଁ ବରଂ ସାରା ଦେଶରେ ଏବେ ନୀତିଶ କୁମାରଙ୍କ ଗୋଷ୍ଠୀ ବଦଳ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ୧୦ ବର୍ଷ ମଧ୍ୟରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ୬ଥର ୟୁଟର୍ନ ନେଇସାରିଛନ୍ତି । ୨୦୧୩ ମସିହାରେ ପ୍ରଥମ ଥର ପାଇଁ ନୀତିଶ କୁମାର ୟୁଟର୍ନ ନେଇଥିଲେ । ଯଦି ନୀତିଶ କୁମାରଙ୍କ ୟୁଟର୍ନ ଉପରେ ନଜର ପକାଇବା ତେବେ ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେContinue reading “ଏକା ନୀତିଶ କୁମାର ନୁହଁନ୍ତି ବିହାରରେ ପଲଟୁରାମ ନେତାଙ୍କ ଲମ୍ବା ତାଲିକା । ନାଗମଣୀ ୧୧ ଥର ତ ଜିତନରାମ ମାଞ୍ଝୀ ୭ ଥର ବଦଳାଇଛନ୍ତି ଗୋଷ୍ଠୀ”
୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
କନକ ବ୍ୟୁରୋ: ନୂଆ ପ୍ରଭାରୀ ଅଜୟ କୁମାର ରାଜ୍ୟ କଂଗ୍ରେସରେ ଜୋସ୍ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ଲୋୟର ପିଏମଜିରେ ଦଳ ପକ୍ଷରୁ ଆୟୋଜିତ ହେଉଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେବେ । କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇ ସମାବେଶରେ ଜନସାଧାରଣଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିଛି ପିସିସି । ୨୯ରେ କଂଗ୍ରେସରContinue reading “୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ । ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ । ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ”