କନକ ବ୍ୟୁରୋ: କଥାରେ କୁହନ୍ତି, ଭାଗ୍ୟରେ ରାଜ ଯୋଗ ଥିଲେ ଜଣେ ରାଜା ହୁଏ । ଏବେ ତ’ ରାଜା ନାହାଁନ୍ତି, ବିଧାୟକ, ସାଂସଦ ଆଦି ନିର୍ବାଚିତ ହେଉଛନ୍ତି । କେବଳ ଯେ, ଜନତାଙ୍କ ସମର୍ଥନ ଥିଲେ ଜଣେ ଜନନେତା ହୋଇଯାଏ ତାହା ନୁହେଁ, ବରଂ ରାଜ ଯୋଗ ଥିଲେ ଜଣଙ୍କୁ ଆସନ ମିଳେ ବୋଲି ଅନେକ ବିଶ୍ୱାସ କରନ୍ତି । ପଡ଼ୋଶୀ ଛତିଶଗଡ଼ରେ ଏମିତି ଏକ ଘଟଣା ଘଟିଛି । କଂଗ୍ରେସ ଟିକେଟରେ ୭-୭ଥର ବିଧାୟକContinue reading “ଶ୍ରମିକ ବନିଲେ ବିଧାୟକ: ସାତ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତାଙ୍କୁ ପରାସ୍ତ କରି, ବିଧାୟକ ହେଲେ ଛତିଶଗଡର ଇଶ୍ୱର ସାହୁ”
Category Archives: News
ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ!
କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବିଜୟ. ପରେ ସେୟାର ମାେର୍କେଟରେ ଉତ୍ସାହ । ବିଏସଇ ସେନସେକ୍ସ ରେକର୍ଡ ଛୁଇଁଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ୪୩୧ ପଏଂଟ ବୃଦ୍ଧି ଘଟି ୬୯ ହଜାର ୨୯୬ ପଏଂଟରେ ବନ୍ଦ ହୋଇଛି । ଆଉ ଏହା ନିବେଶକଙ୍କୁ ଖୁସି ଆଣିଦେଇଛି । ସୁନା ଦର ମଧ୍ୟ ୧୦ଗ୍ରାମ ପିଚ୍ଛା ୭ ଶହ ଟଙ୍କା ବଢିଛି । ଲଗାତର ୬ଟି ବ୍ୟବସାୟିକ ଦିବସରେ ସେୟାର ମାର୍କେଟରେ ଉତ୍ସାହ ଲାଗିରହିଛିContinue reading “ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ!”
ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ?
କନକ ବ୍ୟୁରୋ: ଛତିଶଗଡରେ ବଦଳିଲା ସରକାର । ଆଉ ସରକାର ବଦଳିବା ପରେ ମହାନଦୀର ବିବାଦର ଭାଗ୍ୟ ବଦଳିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସମାଧାନ ନ ହୋଇ ରାଜନୀତି ଅଧିକ ହେଉଛି । ତେବେ ପଡୋଶୀ ରାଜ୍ୟରେ ନୂଆ ସରକାର ଆସିବାContinue reading “ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ?”
ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି
କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । ଦକ୍ଷିଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ଆଜି ରାତିରୁ କାଲି ସକାଳ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଯୋଗୁଁ ଚାଷୀ ବି ଟେନସନରେContinue reading “ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି”
ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରକାଶ ପାଇଥିବା ଏନଆରସିବି ରିପୋର୍ଟରେ ଏମିତି କିଛି ତଥ୍ୟ ଆସିବା ପରେ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ହେଲେ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ ବିଜେଡି । .. ରାଜ୍ୟରେ ପୁଣି ଥରେ ମହିଳା ବିରୋଧୀ ଅପରାଧ ବଢ଼ୁଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି ।Continue reading “ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ”
ସଙ୍କଟରେ ପଡିଛି କପା ଚାଷୀ । କଳାହାଣ୍ଡିର ମଣ୍ଡିର ଅବ୍ୟବସ୍ଥା ଯୋଗୁ ପଡି ରହିଛି କୁଇଂଟାଲ କୁଇଂଟାଲ କପା
କନକ ବ୍ୟୁରୋ : ସଙ୍କଟରେ ପଡିଛି କପା ଚାଷୀ । ଅମଳ ହେବାର ମାସକ ଉପରେ ହେଲାଣି । ହେଲେ ବିକ୍ରି ତ ଦୂର କଥା ଲାଭ ଦୁଇ ପଇସା ଚାଷୀ ପାଇଁ ସ୍ୱପ୍ନ ପାଲଟି ଗଲାଣି । କଳାହାଣ୍ଡି ଜିଲ୍ଲାର କପା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡକ । ଅମଳ କପା ପାଇଁ ମଣ୍ଡି ଖୋଲା ଯାଇଛି । ହେଲେ ମଣ୍ଡିରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଯାହା ପାଇଁ କପା ମଣ୍ଡିକୁContinue reading “ସଙ୍କଟରେ ପଡିଛି କପା ଚାଷୀ । କଳାହାଣ୍ଡିର ମଣ୍ଡିର ଅବ୍ୟବସ୍ଥା ଯୋଗୁ ପଡି ରହିଛି କୁଇଂଟାଲ କୁଇଂଟାଲ କପା”
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଗଞ୍ଜାମ ଖଲ୍ଲିକୋଟ ସିଧାପଲ୍ଲୀ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା
କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଗାଁ ଗହଳିରେ ପିଲାଙ୍କ ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କିଛି ସ୍ଥାନରେ ଏହା ପିଲାଙ୍କ କାମରେ ଆସପାରୁନି । ସେହିଭଳି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସିଧାପଲ୍ଲୀ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ସ୍କୁଲ ।Continue reading “ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଗଞ୍ଜାମ ଖଲ୍ଲିକୋଟ ସିଧାପଲ୍ଲୀ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା”
ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ
କନକ ବ୍ୟୁରୋ : ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଅଂଟା ନଇଁଯାଉଛି । ଦେହରେ ବଳ ଟିକେ ବି ନାହିଁ । ହେଲେ ନିଜ ପଟ ଚାଖଣ୍ଡକ ପାଇଁ ସଂଘର୍ଷ କରିଚାଲିଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ଭଙ୍ଗା ମାଟି କାଂଥ ଉପରେ ଖଣ୍ଡିଏ ପଲିଥିନ୍ ପାଲଟିଛି ଭରସା । ଏ ହେଉଛି କଳାହାଣ୍ଡି ଜୟପାଟଣା ବ୍ଲକ ମୁଖିଗୁଡାର ରଘୁରାମ ଓ ତୁଲେଦେଇଙ୍କ କରୁଣ କାହାଣୀ । ବାର୍ଦ୍ଧକ୍ୟContinue reading “ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ”
ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଦୀର୍ଘ ୬୫ ବର୍ଷ ପରେ ଆଲୋକିତ ହେଲା ଅନ୍ଧାରୀ ଗାଁ
କନକ ବ୍ୟୁରୋ : ଆଲୋକିତ ହେଲା ଅନ୍ଧାରୀ ଗାଁ । ଦୀର୍ଘ ୬୫ ବର୍ଷର୍ ପରେ ଗାଁକୁ ଆସିଲା ବିଜୁଳି ଆଲୋକ । ଗାଁର ଏହି ସମସ୍ୟା ନେଇ ବାରମ୍ବାର ପ୍ରସାରଣ ହେବା ପରେ ଶେଷରେ ପଡିଲା ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି । ଝାରସୁଗୁଡା ବଂଜାରୀ ପଂଚାୟତର ତେତିଲିଆବାହାଲ ଗାଁର ଲୋକେ ଦୀର୍ଘ ବର୍ଷରେ ଦେଖିଛନ୍ତି ବିଜୁଳି ଆଲୁଅ । ଅନ୍ଧାରୀ ମୂଲକ ଆଲୋକିତContinue reading “ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଦୀର୍ଘ ୬୫ ବର୍ଷ ପରେ ଆଲୋକିତ ହେଲା ଅନ୍ଧାରୀ ଗାଁ”
ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା, କିଛି ସ୍ଥାନରେ ପାଗ କୋହଲା ସହ ସାମାନ୍ୟ ବର୍ଷା
କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସେପଟେ ବାତ୍ୟା ଯୋଗୁ ଭୟଭୀତ ହୋଇପଡିଛନ୍ତି ଚାଷୀ ମାନେ । ଅମଳ ସମୟରେ ଚାଷୀଙ୍କୁ ବର୍ଷା ଚିନ୍ତା ଘାରିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀର ଜିଲ୍ଲାରେContinue reading “ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା, କିଛି ସ୍ଥାନରେ ପାଗ କୋହଲା ସହ ସାମାନ୍ୟ ବର୍ଷା”