କନକ ବ୍ୟୁରୋ: ଆଜି ଦିନରେ ଖାଲି ଅଘଟଣ ପରେ ଅଘଟଣ । ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖବର ଆସିଛି ସମ୍ବଲପୁର ଜିଲ୍ଲାରୁ । କୁଚିଣ୍ଡା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲଠାରେ କଂଟେନର ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ୩ଟା ବେଳକୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖବର ପାଇ ଜମନକିରାContinue reading “ଦୁଃଖ ଆଣିଦେଲା ଶୁକ୍ରବାର ସକାଳ । ଘଟଗାଁ ପରେ ସମ୍ବଲପୁର, ଭଦ୍ରକରେ ମଧ୍ୟ ଦୁର୍ଘଟଣା । କୁଚିଣ୍ଡାରେ କାନ୍ଥ ଭୁଷୁଡି ଗଲା ଦୁଇ ଜୀବନ ।”
Category Archives: News
ପାରାଦୀପ ବନ୍ଦର ଦେଇ ବିଦେଶକୁ ହେଉଥିଲା ବ୍ରାଉନସୁଗାର ଚାଲାଣ । ଧରିଲା କଷ୍ଟମ ବିଭାଗ । ନିଶା କାରବାର ପଛରେ କିଏ?
କନକ ବ୍ୟୁରୋ: ପାରାଦୀପ ବନ୍ଦର ନିିଷିଦ୍ଧାଞ୍ଚଳ ମଧ୍ୟ ଦେଇ ବିଦେଶକୁ ଚୋରାଚାରାଣ ହେଉଥିଲା ବ୍ରାଉନ ସୁଗାର । ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଏକାଥରକେ ୫କେଜି ଅଧିକ ବ୍ରାଉନସୁଗାର ହେଉଥିଲା ଚୋରାଚାଲାଣ । ସ୍ଥଳ ନୁହେଁ ଜଳପଥରେ ହେଉଛି କାରବାର । ଯାହାର ପର୍ଦ୍ଦାଫାଶ କରିଛି କଷ୍ଟମ ବିଭାଗ । ଗତକାଲି ବିଳମ୍ବିତ ରାତ୍ରିରେ ସିଆଇଏସଏଫ, ଡ୍ରଗ୍ସ ସ୍କ୍ୱାର୍ଡ ଓ କଷ୍ଟମ ବିଭାଗ ଖୋଳତାଡ଼ କରିବା ବେଳେ ବ୍ରାଉନ ସୁଗାର ଜବତ କରିଥିବାContinue reading “ପାରାଦୀପ ବନ୍ଦର ଦେଇ ବିଦେଶକୁ ହେଉଥିଲା ବ୍ରାଉନସୁଗାର ଚାଲାଣ । ଧରିଲା କଷ୍ଟମ ବିଭାଗ । ନିଶା କାରବାର ପଛରେ କିଏ?”
ପାହାନ୍ତା ନିଦ ହେଲା ଶେଷ ନିଦ୍ରା । ଅଧା ରହିଗଲା ତାରିଣୀ ଦର୍ଶନ, ଘଟଗାଁ ବାଲିଯୋଡିରେ ଭୀଷଣ ଦୁର୍ଘଟଣାରେ ଗଲା ୮ ଜୀବନ ।
କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ଟ୍ରାଭେଲର ଦୁର୍ଘଟଣାଗସ୍ତ । ବାଲିଯୋଡି ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରାଭେଲର । ଘଟଣା ସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୧୬ ଜଣ ଗୁରୁତରଙ୍କ ଏବେ ଚିକିତ୍ସା ଚାଲିଛି । ୩ ଗୁରୁତରଙ୍କୁ କଟକ ବଡ ମେଡିକାଲContinue reading “ପାହାନ୍ତା ନିଦ ହେଲା ଶେଷ ନିଦ୍ରା । ଅଧା ରହିଗଲା ତାରିଣୀ ଦର୍ଶନ, ଘଟଗାଁ ବାଲିଯୋଡିରେ ଭୀଷଣ ଦୁର୍ଘଟଣାରେ ଗଲା ୮ ଜୀବନ ।”
ଟ୍ରକକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର । ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ।
କନକ ବ୍ୟୁରୋ: ଆଜି ଅଶୁଭ ଶୁକ୍ରବାର ।ବିଭିନ୍ନ ସ୍ଥାନରୁ ମିଳୁଛି ଦୁର୍ଘଟଣାର ଖବର । ସକାଳୁ କେନ୍ଦୁଝର ଘଟଗାଁରେ ଭୀଷଣ ଦୁର୍ଘଯଣା ଘଟିଥିବାବେଳେ କ୍ରମେ ସାଲେପୁର ଓ ଭଦ୍ରକରେ ଘଟିଛି ଦୁର୍ଘଟଣା । ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ କାର୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମୃତ, ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛିContinue reading “ଟ୍ରକକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର । ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ।”
ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ପାଣିପାଗ ବିଭାଗର ପୂର୍ବାନୁମାନ, ୩ ତାରିଖ ବେଳକୁ ନେଇପାରେ ବାତ୍ୟା ରୂପ ।
କନକ ବ୍ୟୁରୋ: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବାContinue reading “ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ପାଣିପାଗ ବିଭାଗର ପୂର୍ବାନୁମାନ, ୩ ତାରିଖ ବେଳକୁ ନେଇପାରେ ବାତ୍ୟା ରୂପ ।”
ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଜାଣନ୍ତୁ କେଉଁଠି କେତେ ଦର?
କନକ ବ୍ୟୁରୋ: ଡିସେମ୍ବର ମାସ ଆରମ୍ଭରୁ ବଢିଲା ଏଲପିଜି ଦର । ମାସର ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ । ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳContinue reading “ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଜାଣନ୍ତୁ କେଉଁଠି କେତେ ଦର?”
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଏ-ପ୍ଲସ ଗ୍ରେଡ୍ । NAAC ଟିମର ପୁନଃବିଚାର ପରେ ମିଳିଲା ଏ ଗ୍ରେଡ୍ ।
କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । ନାକ ଟିମର ପୁନଃ ବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡିଟେସନ୍ କାଉନସିଲ (ନ୍ୟାକ୍) ଟିମ୍ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ । ଏହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏଥର ଟିମ୍ ୱାର୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁContinue reading “ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଏ-ପ୍ଲସ ଗ୍ରେଡ୍ । NAAC ଟିମର ପୁନଃବିଚାର ପରେ ମିଳିଲା ଏ ଗ୍ରେଡ୍ ।”
ଗାର୍ଲଫ୍ରେଣ୍ଡର ଧୋକା ଆଦିତ୍ୟଙ୍କୁ IAS କରିଦେଲା । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ ।
କନକ ବ୍ୟୁରୋ:ପ୍ରେମିକା ଧୋକା ଦେଲା ବୋଲି ଜିଦିରେ ବନିଲେ IAS । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ। ଆମେ କହୁଛୁ ଆଇଏଏସ୍ ଅଫିସର ଆଦିତ୍ୟ ପାଣ୍ଡେଙ୍କ କଥା । ଯାହାଙ୍କ ସଫଳତାର କାହାଣୀ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ‘ ସାଦି ମେଁ ଜରୁର ଆନା’ର ଅବିକଳ କାହାଣୀ ଭଳି । ପ୍ରେମିକାଠାରୁ ଧୋକା ପାଇବାପରେ ବନିଗଲେ ଆଇଏଏସ୍ ଅଫିସର । ବିହାର ପାଟଣାର ଏକ ନିପଟ ଗାଁର ବାସିନ୍ଦା । ୪Continue reading “ଗାର୍ଲଫ୍ରେଣ୍ଡର ଧୋକା ଆଦିତ୍ୟଙ୍କୁ IAS କରିଦେଲା । ଚତୁର୍ଥ ଚେଷ୍ଟାରେ ୟୁପିଏସସିରେ ପାଇଲେ ୪୮ ରାଙ୍କ ।”
ପାହାଡ଼ ଉପରେ ବାଘ । ନୂଆପଡାରେ କୋକୁଆ ଭୟ ।
କନକ ବ୍ୟୁରୋ: ପାହାଡ଼ ଉପରେ ବାଘ । ନୂଆପଡା କୁକୁଡାତାଲ ଓ ଆମାନାର ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ଦୁଇ ଦିନ ହେଲା ଏକ କଲରାପତରିଆ ବାଘ ବୁଲୁଛି । ବାଘଟି ପାହାଡରେ ବୁଲୁଥିବା ନଜରରେ ଆସିଛି । ଗାଁ ପିଲାମାନେ କ୍ୟାମେରାରେ ବାଘର ଫଟୋ ମଧ୍ୟ ଉଠାଇଛନ୍ତି । ତେବେ ବାଘ ବୁଲୁଥିବା ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେContinue reading “ପାହାଡ଼ ଉପରେ ବାଘ । ନୂଆପଡାରେ କୋକୁଆ ଭୟ ।”
ଆଜି ଓଡ଼ିଶା ଆସିବେ ଟନେଲରୁ ଉଦ୍ଧାର ହୋଇଥିବା ୫ ଶ୍ରମିକ । ନୂଆ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ସ୍ୱାଗତ ପାଇଁ ପ୍ରସ୍ତୁତି ।
କନକ ବ୍ୟୁରୋ: ଆଜି ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ । ଏମାନେ ହେଲେ ବାରିପଦାର ବିଶ୍ୱେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡକୁଦରର ଧୀରେନ ନାୟକ, ତାଲବେଡାର ଭଗବାନ୍ ଭତ୍ରା ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ । ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ବିମାନ ଯୋଗେ ଆସି ପହଞ୍ଚିବେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁContinue reading “ଆଜି ଓଡ଼ିଶା ଆସିବେ ଟନେଲରୁ ଉଦ୍ଧାର ହୋଇଥିବା ୫ ଶ୍ରମିକ । ନୂଆ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ସ୍ୱାଗତ ପାଇଁ ପ୍ରସ୍ତୁତି ।”