ହେମନ୍ତଙ୍କ ଇସ୍ତଫା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । ଜାଣନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ପରିଚୟ…

କନକ ବ୍ୟୁରୋ: ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଚମ୍ପଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି । ଚମ୍ପଇ ସୋରେନ ହେମନ୍ତ ସୋରେନଙ୍କ ଘନିଷ୍ଠ ହୋଇଥିବା ବେଳେ ବର୍ତ୍ତମାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ତୁଲାଇଥିବାContinue reading “ହେମନ୍ତଙ୍କ ଇସ୍ତଫା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । ଜାଣନ୍ତୁ, ତାଙ୍କର ସମ୍ପୂର୍ଣ୍ଣ ପରିଚୟ…”

ଜମି ଘୋଟାଲା ମାମଲାରେ ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି । ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଟଚମଟ । ଜମି ଘୋଟାଲାରେ ୭ଘଣ୍ଟାର ମାରାଥନ ଜେରା ପରେ ହେମନ୍ତ ସୋରେନଙ୍କୁ ବାନ୍ଧିଛି ଇଡ଼ି । ଆଜି ହେମନ୍ତଙ୍କୁ ସ୍ପେଶାଲ କୋର୍ଟରେ ହାଜର କରିବା ସହିତ ୭ଦିନିଆ ରିମାଣ୍ଡ ପାଇଁ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଇଡି ବିପକ୍ଷରେ ହେମନ୍ତ ସୋରେନ ହାଇକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଧ୍ୟ ସକାଳ ୧୦ଟାରେ ଶୁଣାଣି ହୋଇପାରେ । ଜେରା ପୂର୍ବରୁ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କContinue reading “ଜମି ଘୋଟାଲା ମାମଲାରେ ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି । ଆଜି ସ୍ପେଶାଲ କୋର୍ଟରେ ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ”

ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଗୁରୁବାର ଶେଷ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେସନ ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଅନ୍ତରୀଣ ବଜେଟରେ କୌଣସି ବଡ଼ ଘୋଷଣା ହେବନାହିଁ । ଏଥିସହ ସଂକେତ ଦେଇଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଲଗାତର ତୃତୀୟଥର ବିଜୟ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର । ସାଧାରଣ ନିର୍ବାଚନ ପୂର୍ବରୁ ଛୋଟ ଅବଧି ପାଇଁ ବଜେଟ୍ ଉପସ୍ଥାପନ ହେଉଥିବାରୁ, ଏଥିରେContinue reading “ଆସନ୍ତାକାଲି ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ହୋଇପାରେ ବଡ ଘୋଷଣା । ଅର୍ଥମନ୍ତ୍ରୀଙ୍କ ଉପରେ ନଜର ।”

ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ ।

କନକ ବ୍ୟୁରୋ: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଓଡ଼ିଆ କବିତାର ଏହି ଗୋଟିଏ ପଦରେ ଭରି ରହିଛି ଦେଶ ପ୍ରେମ ଓ ଦେଶ ଭକ୍ତିର ଭାବନା । ବଜେଟ୍ ଅଧିବେଶନ ପୂର୍ବରୁ ନୂଆ ସଂସଦ ଭବନରେ ଯେତେବେଳେ ଅଭିଭାଷଣ ରଖୁଥିଲେ ମହାମହିମ ରାଷ୍ଟ୍ରପତି, ଉଭୟ ଗୃହର ମିଳିତ ସମ୍ବୋଧନର କେନ୍ଦ୍ରରେ ଥିଲା ନୂଆ ଭାରତ, ଶ୍ରେଷ୍ଠ ଭାରତ ।   ନାରୀ ଶକ୍ତିରୁ ମହିଳା ସଂରକ୍ଷଣ, ଜି-୨୦ରୁ ଚନ୍ଦ୍ରଯାନ ସଫଳତା, ଧାରା ୩୭୦ ଉଚ୍ଛେଦରୁ ତିନି ତଲାକ୍ ଆଇନ୍,Continue reading “ନୂଆ ଭାରତ, ଶ୍ରେଷ୍ଠ ଭାରତ: ବଜେଟ୍ ଅଧିବେଶନ ପୂର୍ବରୁ ମହାମହିମଙ୍କ ଅଭିଭାଷଣ ।”

Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ ।

କନକ ବ୍ୟୁରୋ: ବଡ ଖବର, ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ମାତ୍ର ସଂଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁContinue reading “Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ ।”

ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍

କନକ ବ୍ୟୁରୋ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ୍ । ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ବି ଚାର୍ଜସିଟ୍ । ଚାର୍ଜଫ୍ରେମ୍ ଦାଖଲ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଫ୍ରେମ୍ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି । The post ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ୍ first appeared on Kanak News. from Kanak News via <a href="https://ifttt.com/?

ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା ।

କନକ ବ୍ୟୁରୋ: ଜ୍ଞାନବ୍ୟାପୀ ମାମଲାରେ ବାରଣାସୀର ଜିଲ୍ଲା କୋର୍ଟ ଆଜି ହିନ୍ଦୁ ପକ୍ଷଙ୍କ ସମର୍ଥନରେ ବଡ ରାୟ ଦେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ତହଖାନା ମସଜିଦର ତଳେ ଅଛି । ପୂଜା ପାଇଁ ୭ ଦିନ ମଧ୍ୟରେ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏଠାରେ ନିୟମିତ ଭାବେ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ୱନାଥContinue reading “ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁପକ୍ଷଙ୍କ ବଡ ବିଜୟ । ଗର୍ଭଗୃହରେ ପୂଜା-ପାଠ କରିବାକୁ ଅନୁମତି । ୧୯୯୩ରୁ ବନ୍ଦ ଥିଲା ପୂଜାର୍ଚ୍ଚନା ।”

ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କଡ଼ା ସୁରକ୍ଷା ।

କନକ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ହେମନ୍ତ ସୋରେନ୍ଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବିପୁଳ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳୁଛି । ଏସବୁ ଭିତରେ ସୋରେନଙ୍କ ଗିରଫଦାରୀContinue reading “ହେମନ୍ତ ସୋରେନଙ୍କ ଘରେ ପହଞ୍ଚିଲା ଇଡି । ଜମି ଦୁର୍ନିତି ମାମଲାରେ କରିବ ପଚରାଉଚରା । ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ କଡ଼ା ସୁରକ୍ଷା ।”

ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ ।

କନକ ବ୍ୟୁରୋ: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ । ପାହାଳ ଥାନ ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି । ସିସିଟିଭିରେ କଏଦ ହେଲା ରାତିରେ ଆପାର୍ଟମେଣ୍ଟରେ ଚୋର ପଶୁଥିବାର ଚିତ୍ର । ଘରେ କେହି ନଥିବାର ସୁଯୋଗ ନେଇ ୩ଟି ଫ୍ଲାଟରୁ ଲୁଟ୍ କରିଛନ୍ତି ଲୁଟେରା । ଗୋଟିଏ ଫ୍ଲାଟୁର ୬ ମୁଦି, ୧୦ ସୁନା ଚେନ୍, ୮ଟି ସୁନା ଲକେଟ୍, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ୩ଟି ଫ୍ଲାଟରୁContinue reading “ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍ ।”

ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ ।

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ । ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ । ସୁନ୍ଦରଗଡ଼ରେ ରାହୁଲ ଗାନ୍ଧୀ ରୋଡ୍ ସୋ’ କରିବେ । ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ୭ ଓContinue reading “ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ ।”

Design a site like this with WordPress.com
Get started