ଚର୍ଚ୍ଚାରେ ବରଗଡ଼ର ଭିନ୍ନ ବଣଭୋଜି । ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କ ପାଇଁ ମହାନଦୀ କୂଳରେ ବଣଭୋଜିର ଆସର କଲେ ସମାଜସେବୀ ଗୀତା ମିଶ୍ର ।

କନକ ବ୍ୟୁରୋ : ଜରାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ । ମହାନଦୀରେ ନୌବିହାର କରାଇଲେ, ସୁସ୍ୱାଦୁ ଖାଦ୍ୟ ଖୁଆଇଲେ । ସ୍ୱାମୀ, ପୂଅ-ବୋହୂଙ୍କ ଠାରୁ ନିର୍ଯାତିତ ହୋଇ ନିଜ ଘର ଛାଡି ଥିବା ଜରାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ମନ ବୁଝିଲେ ସମାଜସେବୀ । ମହାନଦୀ କୂଳରେ ବଣଭୋଜି । ରୋଷେଇ ସାଙ୍ଗକୁ ଖିଆପିଆ ବି ଚାଲିଛି । ଆଉ ମହାନଦୀରେ ନୌକା ବିହାର ବି ହୋଇଛି । ଆପଣ ଭାବୁଥିବା ଏ ସମୟରେ ତContinue reading “ଚର୍ଚ୍ଚାରେ ବରଗଡ଼ର ଭିନ୍ନ ବଣଭୋଜି । ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କ ପାଇଁ ମହାନଦୀ କୂଳରେ ବଣଭୋଜିର ଆସର କଲେ ସମାଜସେବୀ ଗୀତା ମିଶ୍ର ।”

ସମ୍ବଲପୁରରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ରେଳ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ବନ ବିଭାଗ । 

କନକ ବ୍ୟୁରୋ : ହାତୀ ମୃତ୍ୟୁ ଘଟଣାରେ ପ୍ରକୃତ କାରଣ ଜାଣିବା ପାଇଁ ତତ୍ପରତା ପ୍ରକାଶ କରିଛି ବନ ବିଭାଗ । ରେଳ ବିଭାଗକୁ ଚିଠି କରିବା ସହ ବିଭିନ୍ନ ତଥ୍ୟ ମାଗିଛି । ମାସେ ଭିତରେ କେବଳ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ୍ୟୁବରଣ କରିଥିବାରୁ ବନ ବିଭାଗ ପାଇଁ ଏହା ଚ୍ୟାଲେଂଜ ରୂପେ ଉଭା ହୋଇଛି । ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ବନ ବିଭାଗ । ହାତୀContinue reading “ସମ୍ବଲପୁରରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ରେଳ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ବନ ବିଭାଗ । “

କରୋନା ପରେ କେରଳରେ ବ୍ୟାପିଲା ନୂଆ ଭୂତାଣୁ । ୬ ସଂକ୍ରମିତ, ୧ ମୃତ । ଜଳ, ଖାଦ୍ୟ ଓ ଯୌନ ସଂପର୍କରେ ସାବଧାନତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

କନକ ବ୍ୟୁରୋ : ଯେତେବେଳେ ସାରା ବିଶ୍ୱ କରୋନା ଭୂତାଣୁ ଆତଙ୍କରେ ଆତଙ୍କିତ ହୋଇ ରହିଛି , ସେତେବେଳେ କେରଳରେ ପୁଣି ଏକ ନୂଆ ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । କେରଳର କୋଝିକୋଡ ଠାରେ ଏହି ଭୂତାଣୁ ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । କେରଳରେ ଏହି ଶିଗେଲା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଲୋକ ଗମ୍ଭୀର ଭାବେ ଅସୁସ୍ଥ ହୋଇଛନ୍ତି । ଏନେଇContinue reading “କରୋନା ପରେ କେରଳରେ ବ୍ୟାପିଲା ନୂଆ ଭୂତାଣୁ । ୬ ସଂକ୍ରମିତ, ୧ ମୃତ । ଜଳ, ଖାଦ୍ୟ ଓ ଯୌନ ସଂପର୍କରେ ସାବଧାନତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ”

ମୁମ୍ୱାଇରେ କ୍ରିକେଟର ସୁରେଶ ରାଇନା ଗିରଫ । କୋଭିଡ ନିୟମ ଉଲ୍ଲଘଂନ କରି ପାର୍ଟି କରୁଥିବା ବେଳେ ଧରିଲା ପୋଲିସ । 

କନକ ବ୍ୟୁରୋ : କରୋନା ନିୟମ ଉଲ୍ଲଘଂନ କରି ଗିରଫ ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା । ମହାରାଷ୍ଟ୍ରରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରିଥିଲା । ସୁରେଶ ରାଇନାଙ୍କ ସମତେ ଅନ୍ୟ ୩୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ସୁସେନ ଖାନ ମଧ୍ୟ ଅଛନ୍ତି । ଗିରଫ ହେବା ପରେ ସମସ୍ତଙ୍କୁ ବେଲ୍୍Continue reading “ମୁମ୍ୱାଇରେ କ୍ରିକେଟର ସୁରେଶ ରାଇନା ଗିରଫ । କୋଭିଡ ନିୟମ ଉଲ୍ଲଘଂନ କରି ପାର୍ଟି କରୁଥିବା ବେଳେ ଧରିଲା ପୋଲିସ । “

ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।

କନକ ବ୍ୟୁରୋ : ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ । ନିୟମ ଅନୁସାରେ ସମସ୍ତଙ୍କର ଦିଲ୍ଲୀ ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବା ପରେ ୫ ଜଣ ପଜିଟିଭ ଥିବା ଜଣାପଡିଛି । ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁContinue reading “ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।”

ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।

କନକ ବ୍ୟୁରୋ : ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ । ନିୟମ ଅନୁସାରେ ସମସ୍ତଙ୍କର ଦିଲ୍ଲୀ ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବା ପରେ ୫ ଜଣ ପଜିଟିଭ ଥିବା ଜଣାପଡିଛି । ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁContinue reading “ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।”

ସ୍କାଇ କିଙ୍ଗ ଠକେଇ ମାମଲା : ୨ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ; ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ଖାରବେଳ ଥାନା ପୋଲିସ

କନକ ବ୍ୟୁରୋ : ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଂଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଂଜୁରୀ ମିଳିିଛି । ୬୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଥ୍ୟ ପ୍ରମାଣ ଯୋଗାଡ କରିବା ନେଇ ଖାରବେଳନଗର ଥାନା ପୋଲିସ ଅଭୟଙ୍କୁ ପଚରାଉଚରା କରିବ । ପୂର୍ବରୁContinue reading “ସ୍କାଇ କିଙ୍ଗ ଠକେଇ ମାମଲା : ୨ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ; ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ଖାରବେଳ ଥାନା ପୋଲିସ”

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀ : ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ଼

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୂର୍ତ ବିଭାଗର ବରିଷ୍ଠ କିରାଣୀ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବାContinue reading “ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀ : ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ଼”

ପାକିସ୍ତାନରେ ଏବେ ଅଣ୍ଡା ହେଉଛି ମହରଗ । ଅଣ୍ଡା ପ୍ରତି ଦାମ ଛୁଇଁଲା ୩୦ ଟଙ୍କା । ଅଦା କିଲୋ ୧ ହଜାର ଓ ଗହମ କେଜି ୬୦ ଟଙ୍କା

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନୀ ମାନେ ସେମାନଙ୍କ କମ୍ପାନୀ ପ୍ରାୟତ ବନ୍ଦ କରିଦେଇଥିବା ବେଳେ ବଡ ବଡ କମ୍ପାନୀ ମାନେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଯାହା ଫଳରେ ଲୋକଙ୍କର କ୍ରୟ କ୍ଷମତା ବି କମିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳିContinue reading “ପାକିସ୍ତାନରେ ଏବେ ଅଣ୍ଡା ହେଉଛି ମହରଗ । ଅଣ୍ଡା ପ୍ରତି ଦାମ ଛୁଇଁଲା ୩୦ ଟଙ୍କା । ଅଦା କିଲୋ ୧ ହଜାର ଓ ଗହମ କେଜି ୬୦ ଟଙ୍କା”

ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ : କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ । କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ସାମ୍ନାକୁ ଆସୁଛି । ପ୍ରଥମେ ଟମାଟୋ ସସ୍‌, ପରେ ମସଲା, ନକଲି ଘିଅ, ଗୁଟଖା ଓ ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୁଲିସ ଉକ୍ତ କାରଖାନାରେ ଚଢ଼ାଉ ଜାରି ରଖିଛି । ସୂଚନାନୁଯାୟୀ, କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲିContinue reading “ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ : କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ”

Design a site like this with WordPress.com
Get started