ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ: ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା

କନକ ବ୍ୟୁରୋ: ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ।Continue reading “ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ: ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା”

ପରୀ ମୃତ୍ୟୁରୁ ହଟିବ ପରଦା? ଅପରାଧୀ ଚିହ୍ନଟ, ଆଜି ସଂଧ୍ୟା ସୁଦ୍ଧା ହୋଇପାରେ ଗିରଫ: ଏସଆଇଟି ପକ୍ଷରୁ ସୂଚନା

କନକ ବ୍ୟୁରୋ: ପରୀ ମୃତ୍ୟୁ ଉପରୁ ହଟିବ ପରଦା । ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଗିରଫ ହେବାର ସମ୍ଭାବନା ଥିବା ଏସଆଇଟି ପକ୍ଷରୁ ସୂଚନା ଦିଆଯାଇଛି । ପରୀ ମୃତ୍ୟୁ ମାମଲାରେ ଏସଆଇଟି ଖୋଳତାଡ଼ କରୁଛି । ଗତକାଲି ଯଦୁପୁର ଗାଁରେ ପହଂଚି ୩ ଜଣଙ୍କୁ ଉଠାଇ ନେଇଥିଲା ଏସ୍ଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଥିଲା ଏସ୍ଆଇଟି ଟିମ୍Continue reading “ପରୀ ମୃତ୍ୟୁରୁ ହଟିବ ପରଦା? ଅପରାଧୀ ଚିହ୍ନଟ, ଆଜି ସଂଧ୍ୟା ସୁଦ୍ଧା ହୋଇପାରେ ଗିରଫ: ଏସଆଇଟି ପକ୍ଷରୁ ସୂଚନା”

କାଲି ପୁରୀ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ: କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା

କନକ ବ୍ୟୁରୋ: ଗତକାଲି ପୁରୀ ପରେ ଆଜି କେନ୍ଦ୍ରାପଡା ମହାକାଳପଡ ବ୍ଲକ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ । ଆଖଡାଶାହୀ କ୍ଷେତ୍ର ପରିଦର୍ଶନ କରଛନ୍ତି ପାଣ୍ଡିଆନ । ପାରାଦୀପ ପଟରୁ ଏକ ବୋଟ ସାହାର୍ଯ୍ୟରେ ଆସି ବାହାକୁଦ ଘାଟରେ ଓହ୍ଲାଇଥିଲେ । ଏହା ପରେ ବିଧାୟକ ଅତନୁ ସବ୍ୟସାଚି ନାୟକ ଓ ଜିଲ୍ଲାପାଳଙ୍କ ସହିତ ବନ୍ଦର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପାଣ୍ଡିଆନଙ୍କ ସହ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆଖଡାଶାହୀContinue reading “କାଲି ପୁରୀ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ: କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା”

ଶୋଇବା ଘରେ ନାଗ ସାପ: କେନ୍ଦ୍ରାପଡା ମାଧୁଶାସନ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଠାବ ହେଲା ୪ଫୁଟ ଲମ୍ବର ନାଗ । ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ ଉଦ୍ଧାର

କନକ ବ୍ୟୁରୋ: ଶୋଇବା ଘରେ ୪ଫୁଟର ନାଗ ସାପ । କେନ୍ଦ୍ରାପଡା ଗରଦପୁର ବ୍ଲକ ମାଧୁଶାସନ ଗାଁର ପର୍ଶୁରାମ ବେହେରାଙ୍କ ଘରୁ ୪ଫୁଟ ଲମ୍ବର ଏକ ନାଗସାପ ଉଦ୍ଧାର କରାଯାଇଛି । ଶୋଇବା ଘରେ ଖଟ ଉପରେ ସାପଟିକୁ ଦେଖି ଘରଲୋକେ ଭୟଭିତ ହୋଇଯାଇଥିଲେ । ପରେ ସାପଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପଲାଇନର ସ୍ଥାନୀୟ ସଦସ୍ୟ ନଳୀନିକାନ୍ତ ଦାସ ତାଙ୍କ ଘରେ ପହଂଚି ଖଟ ଉପରେContinue reading “ଶୋଇବା ଘରେ ନାଗ ସାପ: କେନ୍ଦ୍ରାପଡା ମାଧୁଶାସନ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଠାବ ହେଲା ୪ଫୁଟ ଲମ୍ବର ନାଗ । ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ ଉଦ୍ଧାର”

ଯୁବକଙ୍କୁ ଗୋପ ତହସିଲଦାରଙ୍କ ମାଡ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବାରୁ ମାରିଲି

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିଲେ ଗୋପ ତହସିଲଦାର । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବାରୁ ମାରିଲେ ମାଡ । କୋଣାର୍କ ସୂର୍ଯ୍ୟମନ୍ଦିର ବେଢାରୁ ବାଲି କାଢିବା ଘଟଣାରେ ତଦନ୍ତ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ତହସିଲଦାର ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି । ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଯୁବକ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେଇଥିବାରୁ ତାଙ୍କୁ ମାଡ ମାରିଥିବାContinue reading “ଯୁବକଙ୍କୁ ଗୋପ ତହସିଲଦାରଙ୍କ ମାଡ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ତହସିଲଦାରଙ୍କ ସଫେଇ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳି ଦେବାରୁ ମାରିଲି”

କୃଷକ ଆନ୍ଦୋଳନକୁ ବିଜେପିର ସହଯୋଗୀ ଦଳଙ୍କ ସମର୍ଥନ । ଆରଏଲପି କହିଲା ୨୬ ରେ ଦିଲ୍ଲୀ ଆସିବେ ୨ ଲକ୍ଷ କୃଷକ । ଏନଡିଏ ଛାଡିବା ନେଇ ସେହିଦିନ ହେବ ନିଷ୍ପତ୍ତି

କନକ ବ୍ୟୁରୋ : କେନ୍ଦ୍ରୀୟ କୃଷି କାନନୁ ମୁଦ୍ଦାକୁ ନେଇ ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି କୃଷକ ମାନଙ୍କୁ ବୁଝାଇବାକୁ ଦେଶ ସାରା ସମାବେଶ କରୁଥିବା ବେଳେ ତା’ର ସହଯୋଗୀ ଦଳ ଏହି ଆଇନ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ର ସଂଯୋଜକ ତଥା ରାଜସ୍ଥାନ ନାଗୋର ସାଂସଦ ହନୁମାନ ବେନିବାଲ ଘୋଷଣା କରିଛନ୍ତି କି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଡିସେମ୍ବର ୨୬ ତାରିଖContinue reading “କୃଷକ ଆନ୍ଦୋଳନକୁ ବିଜେପିର ସହଯୋଗୀ ଦଳଙ୍କ ସମର୍ଥନ । ଆରଏଲପି କହିଲା ୨୬ ରେ ଦିଲ୍ଲୀ ଆସିବେ ୨ ଲକ୍ଷ କୃଷକ । ଏନଡିଏ ଛାଡିବା ନେଇ ସେହିଦିନ ହେବ ନିଷ୍ପତ୍ତି”

ଯୁଦ୍ଧ ଯାହାଜ ‘ଆଇଏନଏସ୍’ରେ ସମୁଦ୍ର ବୁଲିବେ ୧୪୫ ବିଧାୟକ । ନୌସେନା ପକ୍ଷରୁ ଚାଲିଛି ଆୟୋଜନ, ଆସନ୍ତା ମଙ୍ଗଳବାର ପାରାଦୀପ ବନ୍ଦର ଠାରେ ଏକାଠି ହେବେ ସମସ୍ତେ

 ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ଆସିବେ ରାଜ୍ୟର ୧୪୫ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମଙ୍ଗଳବାର ୨୨ ତାରିଖରେ ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ ।Continue reading “ଯୁଦ୍ଧ ଯାହାଜ ‘ଆଇଏନଏସ୍’ରେ ସମୁଦ୍ର ବୁଲିବେ ୧୪୫ ବିଧାୟକ । ନୌସେନା ପକ୍ଷରୁ ଚାଲିଛି ଆୟୋଜନ, ଆସନ୍ତା ମଙ୍ଗଳବାର ପାରାଦୀପ ବନ୍ଦର ଠାରେ ଏକାଠି ହେବେ ସମସ୍ତେ”

କୋଭିଡ ଟିକା ଆସିବା ପୂର୍ବରୁ ଆସିଲା ଏକ ସର୍ବେକ୍ଷଣ ରିପୋର୍ଟ । ଅନ୍ୟ ଦେଶ ତୁଳନାରେ ଟିକା ନେବା ପାଇଁ ବେଶି ଆଗ୍ରହୀ ଅଛନ୍ତି ଭାରତୀୟ

 ମହାମାରୀ କୋଭିଡ୍-୧୯ର ମୁକାବିଲା ପାଇଁ ସମ୍ପ୍ରତି ସାରା ବିଶ୍ବରେ ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସାର୍ବଜନୀନ ବ୍ୟବହାର ପାଇଁ ୪ଟି ଟିକା ମିଳିସାରିଛି । ସେହିପରି ୧୦ରୁ ଅଧିକ ଟିକା ଆସନ୍ତା ୩/୪ ମାସରେ ମିଳିଯିବାର ସମ୍ଭାବନା ରହିଛି । ତେବେ ବିଭିନ୍ନ କାରଣରୁ ହାତ ପାଆନ୍ତାରେ ଟିକାଟିଏ ନ ପାଇଲା ଯାଏ ନିର୍ଦ୍ଧିଷ୍ଟ ଭାବେ କିଛି କହିହେବ ନାହିଁ । ଏପରିକି ଏତେ କମ୍ ସମୟ ଭିତରେ ବିକଶିତ ଟିକାର ଫଳପ୍ରଦତା ସମ୍ପର୍କରେContinue reading “କୋଭିଡ ଟିକା ଆସିବା ପୂର୍ବରୁ ଆସିଲା ଏକ ସର୍ବେକ୍ଷଣ ରିପୋର୍ଟ । ଅନ୍ୟ ଦେଶ ତୁଳନାରେ ଟିକା ନେବା ପାଇଁ ବେଶି ଆଗ୍ରହୀ ଅଛନ୍ତି ଭାରତୀୟ”

ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ ହତ୍ୟାକାରୀ

କନକ ବ୍ୟୁରୋ: ଗୁଣିଗାରେଡି ସନ୍ଦେହରେ ଗଳାକାଟି ହତ୍ୟା କଲେ, ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀ କୂଳରେ ପୋତିଦେଲେ ହତ୍ୟାକାରୀ । ଏଭଳି ଅଭବାନୀୟ ଖବର ଆସିଛି ମାଲକାନଗିରି ପଡିଆ ଅଂଚଳରୁ । ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗାଁର କିଛି ଲୋକ ସେହି ଗାଁର କାରାମ କାନା ନାମଙ୍କ ବ୍ୟକ୍ତିଙ୍କୁ ଘରୁ ଡାକିଆଣି ଗଳାକାଟି ହତ୍ୟା କରିଥିଲେ । ପରେ ମୃତଦେହକୁ ୨ କିଲୋମିଟର ବୋହି ନେଇ ଶାବେରୀ ନଦୀContinue reading “ଗୁଣିଗାରେଡ଼ି ସନ୍ଦେହରେ ବୀଭତ୍ସ ହତ୍ୟା: ପ୍ରମାଣ ନଷ୍ଟ ପାଇଁ ମୁଣ୍ଡ କାଟି ଜାଳିଲେ ଓ ଶରୀରକୁ ନଦୀକୂଳରେ ପୋତିଦେଲେ ହତ୍ୟାକାରୀ”

ଢେଙ୍କାନାଳ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ: ୪ବଖରା ଘର ସମେତ ଜଳିଗଲା ଧାନ ଗଦା

କନକ ବ୍ୟୁରୋ: ନିଆଁରେ ଜଳିଗଲା ଘର । ଢେଙ୍କାନାଳ ଗନ୍ଦିଆ ବ୍ଲକ ଲାଉଲେଇ ପଂଚାୟତରେ ଭୟଙ୍କର ଅଗ୍ନିକାଣ୍ଡ । ୪ବଖରା ଘର ସମେତ ଜଳିଯାଇଛି ଧାନ ଗଦା । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । from Kanak News via <a href="https://ifttt.com/?

Design a site like this with WordPress.com
Get started