କନକ ବ୍ୟୁରୋ : ଆସନ୍ତାକାଲି କଂଗ୍ରେସର ବସିବ ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢିଥିବାରୁ ଆଶା କରାଯାଉଛି ଆସନ୍ତାକାଲି ବୈଠକରେ ଏହାContinue reading “ଆସନ୍ତାକାଲି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ । ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା ।”
Category Archives: News
ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତ କରୁଛି ଷଡଯନ୍ତ୍ର
କନକ ବ୍ୟୁରୋ : ଆତଙ୍କିତ ପାକିସ୍ତାନ । ଆଉ ଥରେ ଭାରତ କରିପାରେ ସର୍ଜିକାଲ ଷ୍ଟ୍ରାଇକ୍ । ଏଭଳି ଆଶଙ୍କା ପ୍ରକାଶ କରି ଭୟଭୀତ ଥିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ । ଶୁକ୍ରବାର ୟୁଏଇରେ ସେ କହିଛନ୍ତି ଭାରତ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ସର୍ଜିକାଲଷ୍ଟ୍ରାଇକ୍ର ପ୍ରମାଣ ପାକିସ୍ତାନ ପାଖରେ ରହିଛି । ଗୁପ୍ତଚର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଭାରତ ପାକିସ୍ତାନ ଉପରେContinue reading “ଆତଙ୍କରେ ଜିଉଁଛି ପାକିସ୍ତାନ । ୟୁଏଇରେ ପ୍ରତିକ୍ରିୟା ରଖିଲେ ପାକ୍ ବୈଦେଶିକ ମନ୍ତ୍ରୀ । କହିଲେ, ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଭାରତ କରୁଛି ଷଡଯନ୍ତ୍ର”
ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର । ଡିସେମ୍ବର ୨୩ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି
କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀଙ୍କ ମନ୍ଦିର । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ ୩ ତାରିଖରୁ ଖୋଲିବ । ୭ ଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେବ ମାର୍ଗଦର୍ଶିକା । କୋଭିଡକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ପ୍ରସ୍ତୁତ ହେବ । ମାର୍ଗଦର୍ଶିକା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛିContinue reading “ଓଡ଼ିଶାରେ ମନ୍ଦିର ଖୋଲିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ୩ ତାରିଖରେ ଖୋଲିବ ସମଲେଶ୍ୱରୀ ମନ୍ଦିର । ଡିସେମ୍ବର ୨୩ ତାରିଖ ସୁଦ୍ଧା ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି “
କଟକରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ? ପୋଲିସର ଛାନଭିନ୍…
କନକ ବ୍ୟୁରୋ: ବନ୍ଦ ଘରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର । କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ଘର ଭିତରୁ ଉଦ୍ଧାର । ବନ୍ଦ ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି । ଦୁହେଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି କିମ୍ବାContinue reading “କଟକରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ? ପୋଲିସର ଛାନଭିନ୍…”
ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା । ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା । ଶୁଭେନ୍ଦୁ, ଜୀତେନ୍ଦ୍ରଙ୍କ ପରେ ଶିଳଭଦ୍ର ଛାଡିଲେ ଦଳ
କନକ ବ୍ୟୁରୋ : ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ ଚାଲିନାହିଁ । ଡିସେମ୍ୱର ୧୬ ତାରିଖ । ଇସ୍ତଫା ଦେଇଥିଲେ ବିଧାୟକ ଶୁଭେନ୍ଦୁ ଅଧିକାରୀ । ଏହି ଠାରୁ ଆରମ୍ଭ ହୋଇଥିଲା ଟିଏମସିରୁ ବିଧାୟକଙ୍କ ଇସ୍ତଫା ଧାରା । ୪୮Continue reading “ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା । ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା । ଶୁଭେନ୍ଦୁ, ଜୀତେନ୍ଦ୍ରଙ୍କ ପରେ ଶିଳଭଦ୍ର ଛାଡିଲେ ଦଳ”
ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍ । ଗଣଦୁଷ୍କର୍ମ ପରେ ହତ୍ୟା ନେଇ ରିପୋର୍ଟରେ ସ୍ପଷ୍ଟ
କନକ ବ୍ୟୁରୋ : ଉତ୍ତରପ୍ରଦେଶର ବହୁଚର୍ଚିତ ହାଥରସ୍ ଦୁଷ୍କର୍ମ ହତ୍ୟା ମାମଲା । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ଚାର୍ଜସିଟ୍ । ହାଥରସ୍ ର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସନ୍ଦୀପ୍, ଲବକୁଶ, ରବି ଏବଂ ରାମୁ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଗତ ୨୦୨୦ ସେପ୍ଟେମ୍ୱର ୧୪ ତାରିଖରେ ଦଳିତ ଯୁବତୀଙ୍କସହିତ ଘଟିଥିଲା ଗଣଦୁଷ୍କର୍ମContinue reading “ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍ । ଗଣଦୁଷ୍କର୍ମ ପରେ ହତ୍ୟା ନେଇ ରିପୋର୍ଟରେ ସ୍ପଷ୍ଟ”
ଏଥର ମାଟ୍ରିକ୍ ପରୀକ୍ଷାରେ ବଦଳିପାରେ ଶହେ ନମ୍ବରର ପରୀକ୍ଷା ବ୍ୟବସ୍ଥା । ୮୦ ନମ୍ବରରେ ପିଲାଙ୍କ ପାଇଁ ହୋଇପାରେ ପରୀକ୍ଷା
କନକ ବ୍ୟୁରୋ : କୋଭିଡ୍ କଟକଣା ଭିତରେ ନିୟମିତ ସ୍କୁଲ ପାଠପଢା ବନ୍ଦ ଥିବା ବେଳେ ଏଭଳି ଏକ ନିଷ୍ପତି ନେଇ ପାରେ ମାଧ୍ୟମିକ ଶିକ୍ଷା ବୋର୍ଡ । ଚଳିତ ଶିକ୍ଷା ବର୍ଷ ପଛାଇ ଯାଇଥିବାରୁ ଏଥର ମାଟ୍ରିକ ପରୀକ୍ଷା କିଭଳି କରାଯିବ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । ତେବେ ଚଳିତ ବର୍ଷ କମ୍ ମାର୍କରେ ପରୀକ୍ଷା ହେବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ହେଉଛି । ପ୍ରତିବିଷୟ ୧୦୦ ନମ୍ବର ବଦଳରେ ୮୦Continue reading “ଏଥର ମାଟ୍ରିକ୍ ପରୀକ୍ଷାରେ ବଦଳିପାରେ ଶହେ ନମ୍ବରର ପରୀକ୍ଷା ବ୍ୟବସ୍ଥା । ୮୦ ନମ୍ବରରେ ପିଲାଙ୍କ ପାଇଁ ହୋଇପାରେ ପରୀକ୍ଷା”
ହାତ ଯୋଡ଼ି ଚାଷୀଙ୍କୁ ମନାଇବା ପାଇଁ ଉଦ୍ୟମ କଲେ ମୋଦୀ । କହିଲେ, ଆଲୋଚନା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି ସରକାର
କନକ ବ୍ୟୁରୋ : ଅବସର ଥିଲା ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ଚାଷୀଙ୍କୁ ସମ୍ବୋଧନ । ଆଉ ଏହି ଅବସରକୁ ହାତ ଛଡ଼ା କରିନଥିଲେ ପ୍ରଧାନମନ୍ତ୍ରୀ । ୩ ସପ୍ତାହ ଧରି ଚାଲିଥିବା ଚାଷୀ ଆନ୍ଦୋଳନ, ଦିନକୁ ଦିନ ଅଧିକ ଉଗ୍ର ରୂପ ନେଉଥିବାରୁ ଚାଷୀଙ୍କୁ ଆଲୋଚନା କରିବା ପାଇଁ ଅପିଲ କରିଛନ୍ତି ମୋଦୀ । ସେ କହିଛନ୍ତି, ଯଦି ନୂଆ କୃଷି ଆଇନରେ କାହାର ସଂଶୟ ରହିଛି, ମୁଣ୍ଡ ନୁଆଁଇ ଅତି ବିନମ୍ରତାର ସହ ଆଶଙ୍କାContinue reading “ହାତ ଯୋଡ଼ି ଚାଷୀଙ୍କୁ ମନାଇବା ପାଇଁ ଉଦ୍ୟମ କଲେ ମୋଦୀ । କହିଲେ, ଆଲୋଚନା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି ସରକାର”
ବିଜେଡି ଆଭିମୁଖ୍ୟରେ ବଡ଼ ପରିବର୍ତନ । କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ । କହିଲେ, ହିନ୍ଦୀ ଭାଷା ଉପରେ ଜୋର ଦେଉଛନ୍ତି ଜାତୀୟ ଦଳ
କନକ ବ୍ୟୁରୋ : ୨୧ ବର୍ଷର ଶାସନ ଭିତରେ ଏମିତି କମ ଅବସରର ଥିବ, ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରୁ ଆପଣ ଭାଷଣ ଶୁଶିଥିବେ, ଯାହା ରାଜ୍ୟ ଯୁବ କାର୍ଯ୍ୟକାରିଣୀ ବୈଠକରେ ଶୁଣିବାକୁ ମିଳିଛି । ସିଧାସଳଖ ଜାତୀୟଦଳ ଗୁଡ଼ିକର ଆଭିମୁଖ୍ୟ ଓ ମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକ । ପ୍ରାୟ ୧୨ ମିନିଟ୍ର ଅଭିଭାଷଣରେ ନବୀନଙ୍କ ଫୋକସ୍ରେ ଥିଲା ଓଡ଼ିଶା । ଓଡ଼ିଶା, ଓଡ଼ିଆ ଭାଷା, ଓଡ଼ିଶାର ସଂସ୍କୃତି,Continue reading “ବିଜେଡି ଆଭିମୁଖ୍ୟରେ ବଡ଼ ପରିବର୍ତନ । କାର୍ଯ୍ୟକାରିଣୀରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ । କହିଲେ, ହିନ୍ଦୀ ଭାଷା ଉପରେ ଜୋର ଦେଉଛନ୍ତି ଜାତୀୟ ଦଳ”
କରୋନା ଟିକାକରଣ ପାଇଁ ଓଡିଶାର ଜୋରଦାର ପ୍ରସ୍ତୁତି । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ୧ ଲକ୍ଷ ୪୦ ହଜାର ଆଇସିଡିଏସ ଚିହ୍ନଟ ।
କନକ ବ୍ୟୁରୋ : ଓଡ଼ିଶାରେ ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛିContinue reading “କରୋନା ଟିକାକରଣ ପାଇଁ ଓଡିଶାର ଜୋରଦାର ପ୍ରସ୍ତୁତି । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ୧ ଲକ୍ଷ ୪୦ ହଜାର ଆଇସିଡିଏସ ଚିହ୍ନଟ । “